Latest Odisha News

BREAKING NEWS

Browsing Category

ଫିଚର

‘୨୨ବର୍ଷ ଧରି ସ୍ତ୍ରୀ ଯାଇନାହିଁ ବାପଘର’ ପୋଲିସ ଇନ୍ସପେକ୍ଟରଙ୍କ ଚିଠି ଦେଖି ଅଧିକାରୀ ତାଜୁବ

ଫରୁଖାବାଦ: 'ଆଜକୁ ୨୨ ବର୍ଷ ହୋଇଗଲା । ହୋଲି ଅବସରରେ ମୋ ସ୍ତ୍ରୀ ତା ବାପଘରକୁ ଯାଇନାହିଁ । ସେଥିପାଇଁ ମୋ ଉପରେ ରାଗିଛି, ମୋତେ ଛୁଟି ଦେଲେ ପତ୍ନୀଙ୍କୁ ନେଇକି ଯିବି' । ନିଜ ଅଧିକାରୀଙ୍କୁ ଏଭଳି ଚିଠି ଖଣ୍ଡେ ଲେଖିଛନ୍ତି ପୋଲିସ ଇନ୍ସପେକ୍ଟର । ଆଉ ଏହି ଚିଠି ଏବେ ସୋସିଆଲ ମିଡିଆରେ ଭାଇରାଲ…

ଫୋନ୍‌ ଦେଖି ଦେଖି ଖାଦ୍ୟ ଖାଉଛନ୍ତି କି ! ତେବେ ଦେଖା ଦେଇପାରେ ଏହି ସମସ୍ୟା…..

ଆଜିକାଲିର ଫ୍ୟାସନ୍‌ ଖାଦ୍ୟ ଖାଇବା ସମୟରେ ମୋବାଇଲ୍‌ ଦେଖି ଦେଖି ଖାଦ୍ୟ ଖାଇବା । ପିଲା ଠୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ଘରେ ଦେଖିବାକୁ ମିଳି ଏହି ଦୃଶ୍ୟ । ଫୋନ୍‌ ଦେଖି ଖାଇବା ଦ୍ୱାରା ଆପଣଙ୍କ ଓଜନ ବଢ଼ିପାରେ । ଜୀବନଶୈଳୀ ଏବଂ ଖାଇବା ଅଭ୍ୟାସ ବଦଳାଇବା ଦ୍ୱାରା ଲୋକଙ୍କ ଶରୀରରେ ଅଧିକରୁ…

କଭି ନାଁ କଭି ହାଁ : ଏଲଜିଙ୍କ ମୋହର ବାଜିବା ପରେ ଫିନଲାଣ୍ଡ ଯିବେ ଦିଲ୍ଲୀ ଶିକ୍ଷକ

ନୂଆଦିଲ୍ଲୀ: କଭି ନାଁ କଭି ହାଁର ଦୀର୍ଘଦିନ ଖେଳ ପରେ ଏବେ ଦିଲ୍ଲୀର ଶିକ୍ଷକମାନେ ପ୍ରଶିକ୍ଷଣ ପାଇଁ ଫିନଲାଣ୍ଡ ଯିବେ । ଶନିବାର ଉପ ରାଜ୍ୟପାଳ ଭିକେ ସକ୍ସେନା ଦିଲ୍ଲୀ ସରକାରଙ୍କ ଏହି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି । ପୂର୍ବରୁ ଏଥିପାଇଁ ୫୨ ଜଣ ଶିକ୍ଷକଙ୍କ ନାମ ସୁପାରିଶ କରାଯାଇଥିବା…

ବର୍ଣ୍ଣାଢ଼୍ୟ ପରିବେଶରେ ଆରମ୍ଭ ହେଲା ମହିଳା ପ୍ରିମିୟର ଲିଗ କ୍ରିକେଟ

ମୁମ୍ବାଇ: ସ୍ଥାନୀୟ ଡିୱାଇ ପାଟିଲ ଷ୍ଟାଡିୟମରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ମହିଳା ପ୍ରିମିୟର ଲିଗର ଉଦଘାଟନୀ ସଂସ୍କରଣ ଆରମ୍ଭ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କିଆରା ଆଡଭାନୀ ଓ କ୍ରିତି ସାନନ ଚମତ୍କାର ନୃତ୍ୟ ପରିବେଷଣ କରି ସମସ୍ତଙ୍କ ମନ ମୋହିଥିଲେ ।…

ବିଜେପି ଯୁବ ମୋର୍ଚ୍ଚା ଘେରାଉ କଲେ ପୁରୀ ଏସପି ଅଫିସ

ପୁରୀ: ବିଧାନସଭା ଘେରାଉ ବେଳେ ପୋଲିସ ପକ୍ଷରୁ ଆକ୍ରମଣ କରାଯିବାକୁ ବିରୋଧ କରି ବିଜେପି ପକ୍ଷରୁ ସମସ୍ତ ଜିଲ୍ଲାର ଏସପି ଅଫିସ ଘେରାଉ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ଯୁବ ମୋର୍ଚ୍ଚା ସଭାପତି ଇରାସିଶ ଆଚାର୍ଯ୍ୟଙ୍କ ସମେତ ୨୪ଜଣଙ୍କୁ ଗିରଫ କରାଯିବା ପ୍ରତିବାଦରେ ବିଜେପି ଯୁବ ମୋର୍ଚ୍ଚା…

ନାଗପଟ୍ଟିନମରେ ଅଶୋଧିତ ତୈଳ ଲିକ, ମତ୍ସ୍ୟଜୀବୀଙ୍କ ତୀବ୍ର ବିରୋଧ

ଚେନ୍ନାଇ: ତାମିଲନାଡୁର ନାଗପଟ୍ଟିନମ ଉପକୂଳରେ ଅଶୋଧିତ ତୈଳ ଲିକ ହୋଇଛି । ବିଶୋଧନଗାରର ପାଇପଲାଇନରୁ ଏହା ଲିକ ହୋଇଥିବା ଅନୁମାନ କରାଯାଉଛି । ଏଥିନେଇ ନିକଟବର୍ତୀ ଗ୍ରାମର ମତ୍ସ୍ୟଜୀବୀମାନେ ତୀବ୍ର ବିରୋଧ ଜାରୀ ରଖିଛନ୍ତି । ଅଶୋଧିତ ତୈଳ ପାଇପଲାଇନରୁ ଏହି ଅଂଚଳରୁ ହଟାଇବା ପାଇଁ ସେମାନେ…

୫ ଶିଶୁଙ୍କୁ ହତ୍ୟା କରିଥିବା ନୃଶଂସ ମାଆକୁ ମିଳିଲା ଇଚ୍ଛାମୃତ୍ୟୁ

ନୂଆଦିଲ୍ଲୀ: ବେଲିଜୟମରେ ନିଜର ୫ଟି ଶିଶୁକୁ ହତ୍ୟା କରିଥିବା ମାଆକୁ ଆଜି ଇଚ୍ଛାମୃତ୍ୟୁ ଦଣ୍ଡ ପ୍ରଦାନ କରାଯାଇଛି । ୨୮ ଫେବୃୟାରୀ ୨୦୦୭ରେ ଜେନିୱିଭ ହରମିଟ ରୋଷେଇ ଘରେ ବ୍ୟବହୃତ ଛୁରୀରେ ୫ଜଣଙ୍କୁ ହତ୍ୟା କରିଥିଲେ । ସେ ନିଜେ ଆତ୍ମହତ୍ୟା କରିବା ଉଦ୍ୟମ କରିଥିଲେ ବଂଚି ଯାଇଥିଲେ । ଫେବୃୟାରୀ…

ପଶ୍ଚିମ ଓଡ଼ିଶା ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ କେନ୍ଦ୍ର ରାଜି, ନିଷ୍ପତ୍ତି ରାଜ୍ୟ ସରକାରଙ୍କର: କିରେନ ରିଜିଜୁ

ଭୁବନେଶ୍ବର: ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ କେନ୍ଦ୍ର  ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ । ଆମକୁ କେବଳ ଅନୁମୋଦନ କରିବାର ଅଛି। ଏହାର ଭିତ୍ତିଭୂମି ସ୍ଥାପନ କରିବାର ଦାୟିତ୍ଵ ରାଜ୍ୟ ସରକାରଙ୍କର। ଏ ନେଇ ଆମେ ଆଗରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ସାରିଛୁ ଏବଂ ସଂସଦରେ…

କିଙ୍ଗ ଚାର୍ଲସଙ୍କ ରାଜ୍ୟାଭିଷେକରେ ବ୍ୟବହୃତ ହେବ ଏହି ବିଶେଷ ଧରଣର ପବିତ୍ର ତୈଳ

ଲଣ୍ଡନ: ବିଟେନର କିଙ୍ଗ ଚାର୍ଲସଙ୍କ ରାଜ୍ୟାଭିଷେକ ସମାରୋହରେ ଏକ ବିଶେଷ ଧରଣର ପବିତ୍ର ତୈଳର ବ୍ୟବହାର ହେବ । ମେ୬ରେ ଏହି ସମାରୋହ ଅନୁଷ୍ଠିତ ହେବ । ଜେରୁଜେଲମର ସେପୁଲଚର ଚର୍ଚ୍ଚରେ ଶନିବାର ଏକ ସମାରୋହରେ ଏହି ତୈଳକୁ ପବିତ୍ର କରାଯାଇଛି । ରାଜ୍ୟାଭିଷେକ ଦିନ ଚାର୍ଲସଙ୍କ ମୁଣ୍ଡ, ଛାତି ଏବଂ…

ପଶ୍ଚିମ ଓଡ଼ଶାବାସୀଙ୍କୁ ପୁଣି ଏକ ମିଥ୍ୟା ପ୍ରତିଶ୍ରୁତି ଦେବେ ମୁଖ୍ୟମନ୍ତ୍ରୀ: ପ୍ରଦୀପ ପୁରୋହିତ

ଭୁବନେଶ୍ୱର: ଗତ ୨୦୧୬ ମସିହାରେ ବରଗଡ ଜିଲ୍ଲା ସୋହେଲାଠାରେ ଚାଷୀ ସମାବେଶରେ ବଡ ବଡ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ପୂରଣ କରିବାରେ ବିଫଳ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ବାବୁ  । ଆସନ୍ତା କାଲି ପୁଣି ପଶ୍ଚିମ ଓଡିଶା ଗସ୍ତ କରୁଛନ୍ତି । ଏହି ଗସ୍ତ ଅବସରରେ ବରଗଡ,…