Latest Odisha News

BREAKING NEWS

Browsing Category

ଫିଚର

ସରକାରୀ ସ୍କୁଲ ପିଲାଙ୍କୁ ମାଗଣାରେ ମିଳିବ ଡାଏରୀ, ନୋଟ ବୁକ

ଭୁବନେଶ୍ୱର: ସ୍କୁଲ ପିଲାଙ୍କ ପାଠ ପଢା ପାଇଁ ସରକାର ସବୁ ପ୍ରକାର ସୁବିଧା ଯୋଗାଇ ଦେବେ । ଏଣିକି ସରକାରୀ ସ୍କୁଲରେ ପଢୁଥିବା ପିଲାଙ୍କୁ ଏଣିକି ଷ୍ଟୁଡେଣ୍ଟ ଡାଏରୀ ସହିତ ନୋଟ ବୁକ ମଧ୍ୟ ମିଳିବ ବୋଲି ଶନିବାର ଗଣ ଶିକ୍ଷାମନ୍ତ୍ରୀ ସମୀର ଦେ ଶନିବାର ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ…

୪ ଘଣ୍ଟାରୁ ଅଧିକ ସମୟ ଟିଭି ଦେଖିଲେ ଜମାଟ ବାନ୍ଧିପାରେ ରକ୍ତ

୪ ଘଣ୍ଟାରୁ ଅଧିକ ସମୟ ଟିଭି ଦେଖିଲେ ଜମାଟ ବାନ୍ଧିପାରେ ରକ୍ତ । ଏକ ରିସର୍ଚ୍ଚରୁ ବଡ଼ ଖୁଲାସା । ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ଟିଭି ସମସ୍ତଙ୍କ ନିଶା । ଟିଭି ଦେଖିବାକୁ କିଏ ବା ଭଲ ନ ପାଏ । ଅଧିକ ସମୟ ଟିଭି ଦେଖିବା କ୍ଷତିକାରକ ଜାଣି ବି ଅଧିକାଂଶ ଲୋକଙ୍କୁ ଟିଭି ଦେଖିବା ଯେପରି ନିଶା…

ଆରଜେଡି-ଜେଡିୟୁ ମେଣ୍ଟ ପାଣି ଏବଂ ତେଲ ଭଳି: ଶାହ

ପାଟନା: କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ ଶାହ ଶନିବାର ବିହାରର ପଶ୍ଚିମ ଚମ୍ପାରନର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ହେବାକୁ ଅଭିଳାଶ ରଖିଛନ୍ତି। ଯାହା ତାଙ୍କୁ ଭବିଷ୍ୟତରେ ବୁଡାଇବ। ସେହିପରି ବିହାରରେ…

ସିଡବ୍ଲ୍ୟୁସି ସଦସ୍ୟ ବାଛିବାରେ ଖଡଗେଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତା, କିନ୍ତୁ ରହିଛି ବଡ଼ ଚ୍ଯାଲେଞ୍ଜ

ରାୟପୁର: କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ନିର୍ବାଚନ ହେବ ନାହିଁ। ସିଡବ୍ଲ୍ୟୁସିରେ କିଏ ରହିବେ କିଏ ରହିବେ ନାହିଁ ତାହା ସମ୍ପୂର୍ଣ୍ଣ ନିଷ୍ପତ୍ତି ନେବେ ନୂଆ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ରାୟପୁରରେ ଚାଲିଥିବା କଂଗ୍ରେସର ୮୫ତମ ଅଧିବେଶନରେ ଏହି ନିଷ୍ପତ୍ତି ନିଆଯାଇଛି।…

ମହିଳା କ୍ରିକେଟର ରାଜଶ୍ରୀ ମୃତ୍ୟୁ ଘଟଣା, ବଢ଼ିଲା ଓସିଏ କର୍ମଚାରୀଙ୍କ ଟେନସନ

କଟକ: ମହିଳା ଖେଳାଳି ରାଜଶ୍ରୀ ସ୍ୱାଇଁ ମୃତ୍ୟୁ ଘଟଣାରେ ତାଙ୍କ ସ୍କୁଟି ଭିତରୁ ଜବତ ହୋଇଥିବା ହାତଲେଖା ନୋଟ୍ ବା ସୁଇସାଇଡାଲ ତାଙ୍କର ବୋଲି ଜଣାପଡିଛି। ହାତଲେଖା ନୋଟକୁ ତଦନ୍ତ ପାଇଁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯାଇଥିଲା। ଏବେ ଏହି ହାତଲେଖା ନୋଟ୍ ରାଜଶ୍ରୀଙ୍କର ବୋଲି ସ୍ପଷ୍ଟ…

ରିମାଣ୍ଡରେ ଚାନ୍ଦିପୁର ଆଇଟିଆର ଘଟଣାର ଅଭିଯୁକ୍ତ, ସାମ୍ନାକୁ ଆସିଲା ଚାଂଚଲକ୍ୟର ତଥ୍ୟ

ବାଲେଶ୍ୱର: ଚାନ୍ଦିପୁରସ୍ଥିତ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ୍ ବା ଡିଆରଡିଓର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ଆଇଟିଆର)ର ବରିଷ୍ଠ ଅଧିକାରୀ ବାବୁରାମ ଦେ ପାକିସ୍ତାନୀ ଏଜେଣ୍ଟଙ୍କ ସହ ସମ୍ବେଦନଶୀଳ ତଥ୍ୟ ସେୟାର କରିଥିବା ଅଭିଯୋଗରେ ଶୁକ୍ରବାର ଗିରଫ ହୋଇଛି। ଶନିବାର…

ନିର୍ବାଚନ ପୂର୍ବରୁ ୩୬ ହଜାର ବୁଥକୁ ମଜବୁତ କରିବା ଲକ୍ଷ୍ଯରେ ରାଜ୍ୟ ବିଜେପି

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନକୁ ଗୋଟିଏ ବର୍ଷରୁ କମ୍ ସମୟ ଥିବାବେଳେ ଭାରତୀୟ ଜନତା ପାର୍ଟି ବୁଥ୍ ସ୍ତରରେ ଦଳୀୟ ସଙ୍ଗଠନକୁ ମଜଭୁତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଓଡ଼ିଶାରେ ତୃଣମୂଳସ୍ତରରେ ସମସ୍ତ ୩୬ ହଜାର ବୁଥକୁ ମଜବୁତ କରିବା ପାଇଁ ଲକ୍ଷ୍ୟ ରଖିଛି ବିଜେପି। ଏଥିପାଇଁ…

ତେଜୁଛି ଅଧ୍ୟାପକଙ୍କ ଆନ୍ଦୋଳନ, ଚିନ୍ତାରେ ଯୁକ୍ତ ଦୁଇ ପରୀକ୍ଷାର୍ଥୀ ଏବଂ ଅଭିଭାବକ

ଭୁବନେଶ୍ୱର: ଯୁକ୍ତ ଦୁଇ ବା ପ୍ଲସ୍ ଟୁ ପରୀକ୍ଷାକୁ ଆଉ ମାତ୍ର ତିନି ଦିନ ବାକି ରହିଛି। ହେଲେ ଏବେ ବି ୬୬୨ ବର୍ଗର କଲେଜର ଅଧ୍ୟାପକମାନେ ଭୁବନେଶ୍ୱର ଲୋୟର ପିଏମଜିରେ ଆନ୍ଦୋଳନ କରୁଛନ୍ତି। ତେଣୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ଚଳିତ ବର୍ଷ ପ୍ରାୟ ୩.୫ ଲକ୍ଷ…

‘ୟୁପିଏ ସରକାର ଭଳି ବିରୋଧୀ ଏକାଠି ହେଲେ ବିଜେପିକୁ ହରାଇବା ସମ୍ଭବ’

ରାୟପୁର: ବିଜେପି ଭଳି ଦଳକୁ ହରାଇବାକୁ ହେଲେ ବିରୋଧୀ ଦଳ ଏକାଠି ହେବାର ଆବଶ୍ୟକତା ରହିଛି। ବିଜେପି ବିରୋଧୀଙ୍କୁ ଏକାଠି କରିବା ଉପରେ କଂଗ୍ରେସ ଗୁରୁତ୍ୱାରୋପ କରିଛି। ଛତିଶଗଡ ରାୟପୁରରେ ଚାଲିଥିବା ଅଧିବେଶନରେ କଂଗ୍ରେସ ପୂର୍ବରୁ ଏନଡିଏକୁ ହରାଇବାକୁ ଯେପରି ୟୁପିଏ ଆଗେଇ ଆସିଥିଲା ସେହିଭଳି…

ଛିଡା ହୋଇଥିବା ବସକୁ ଧକ୍କା ଦେଲା ଟ୍ରକ: ୧୪ ଯାତ୍ରୀ ମୃତ, ୬୦ ଆହତ

ଭୋପାଳ: ଏକ ଟ୍ରକ୍ ରାସ୍ତାକଡ଼ରେ ପାର୍କିଂ ହୋଇଥିବା ତିନିଟି ବସକୁ ଧକ୍କା ଦେବାରୁ ବସ ଭିତରେ ଥିବା ୧୪ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୬୦ ଜଣ ଆହତ ହୋଇଛନ୍ତି। ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରେ ଶୁକ୍ରବାର ଏହି ଦୁର୍ଘଟଣା ଘଟିଛି। ପ୍ରତ୍ୟକ୍ଷଦର୍ଶୀମାନେ ଦାବି କରିଛନ୍ତି ଯେ…