Latest Odisha News

BREAKING NEWS

Browsing Category

ଫିଚର

ପ୍ରଥମ ଥର ପାଇଁ ବିଦେଶୀ ଆକାଶରେ ଦମ୍ ଦେଖାଇବ ତେଜସ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଦେଶ ବାହାରକୁ ଯାଇଛି ତେଜସ ଯୁଦ୍ଧ ବିମାନ। ପ୍ରଥମ ଥର ପାଇଁ ଭାରତ ବାହାରେ ଏକ ଆନ୍ତର୍ଜାତୀୟ ବିମାନ ଅଭ୍ୟାସରେ ସାମିଲ ହେବାକୁ ଯାଇଛି ଏହି ହାଲୁକା ଲଢୁୁଆ ବିମାନ ତେଜସ୍। ସଂଯୁକ୍ତ ଆରବ ଏମିରେଟ୍ସର ଅଲ ଡାଫରା ଏୟାରବେସରେ ଏହା ପହଞ୍ଚିଛି। ଏହି ଅଭ୍ୟାସରେ ଭାରତର…

ପ୍ରିନ୍ସିପାଲଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲା ଛାତ୍ର

ଇନ୍ଦୋର: ଗୁରୁ-ଶିଷ୍ୟ ପରମ୍ପରା ଆମ ସଂସ୍କୃତିରେ ଏକ ସ୍ୱତନ୍ତ୍ର ସ୍ଥାନ ନେଇଛି । ଶିଷ୍ୟ ଏଠି ଗୁରୁଙ୍କୁ ଭଗବାନଙ୍କ ସ୍ଥାନରେ ରଖି ପୂଜା କରିଥାଏ । ହେଲେ ଏବେ ଏହାର ଅବକ୍ଷୟର ଚିତ୍ର ସାମ୍ନାକୁ ଆସିଛି । ଗୁରୁଙ୍କୁ  ଶତ୍ରୁ ବୋଲି ଭାବି ଜଣେ ଛାତ୍ର ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଛି ।…

ରାଜ୍ୟ ସରକାରଙ୍କ ବଜେଟ-“ବସ୍ତାନି ବଡ, ପାଠ କମ୍‌”

ଭୁୁବନେଶ୍ୱର:ରାଜ୍ୟ ସରକାରଙ୍କ ବଜେଟରେ କିଛି ନାହିଁ । ଏ ବଜେଟ ହେଉଛି “ବସ୍ତାନି ବଡ, ପାଠ କମ୍‌” ସଦୃଶ ।  ରାଜ୍ୟ ସରକାର କେବଳ ସ୍ୱପ୍ନ ଦେଖିବାରେ ବ୍ୟସ୍ତ ରହି ରାଜ୍ୟବାସୀଙ୍କୁ ଗୋଟିଏ ପରେ ଗୋଟିଏ ଗୋଲାପୀ ସ୍ୱପ୍ନ ଦେଖାଇ ଚାଲିଛନ୍ତି । ଏମିତି କହି ରାଜ୍ୟ ସରକାରଙ୍କ  ୨୦୨୩-୨୪ ଆର୍ଥିକ…

ନିଜକୁ ରେସରୁ ଦୁରେଇ ନେଉଛି କଂଗ୍ରେସ !

ଭୁବନେଶ୍ୱର: ଭାରତୀୟ ଜାତୀୟ କଂଗ୍ରେସ ଓଡିଶା ପ୍ରଦେଶ କଂଗ୍ରେସକୁ ନେଇ କେତେ ସିରିୟସ ? ଓଡ଼ିଶାରେ କଂଗ୍ରେସ ସୁଦୃଢ଼ ହେଉ ବୋଲି ପ୍ରକୃତରେ କଣ କେନ୍ଦ୍ରୀୟ ନେତୃତ୍ୱ ଚାହାନ୍ତି କି ? ଏମିତି ଅନେକ ପ୍ରଶ୍ନକୁ ନେଇ ଏବେ ଚର୍ଚ୍ଚା। ରାଜ୍ୟ କଂଗ୍ରେସର ସ୍ଥିତି ଓ ସାଙ୍ଗଠନିକ କାର୍ଯ୍ୟକ୍ରମ ଆଦିକୁ…

ବଜେଟକୁ ନେଇ ରାଜନୈତିକ ଲଢେଇ

ଭୁବନେଶ୍ୱର: ନବୀନ ବାବୁଙ୍କ ପଞ୍ଚମ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହୋଇଛି। ବିଭିନ୍ନ ବର୍ଗକୁ ଦୃଷ୍ଟିରେ ରଖି ଏକ ଲୋକାଭିମୁଖୀ ବଜେଟ ହୋଇଛି ବୋଲି ଶାସକ ଦଳ ଦାବି କରୁଥିବା ବେଳେ ମୁଖ୍ୟ ବିରୋଧି କିନ୍ତୁ ଏହି ବଜେଟକୁ ସମାଲୋଚନା କରିଛନ୍ତି। ବଜେଟ ମାଧ୍ୟମରେ ସରକାର…

ରାଜନୀତିରୁ ସନ୍ନ୍ୟାସ ନେବେ କି ସୋନିଆ ? କାହିଁକି କହିଲେ ଏମିତି କଥା

ନୂଆଦିଲ୍ଲୀ:ରାଜନୀତିରୁ ସନ୍ନ୍ୟାସ ନେଇ ପାରନ୍ତି ସୋନିଆ ଗାନ୍ଧି । କଂଗ୍ରେସ ଅଧିବେଶନରେ  ଅଭିଭାଷଣ ସମୟରେ ସେ ଏମିତି କିଛି ଇସାରା ଦେଇଛନ୍ତି ।  ଛତିଶଗଡର ରାଜଧାନୀ ରାୟପୁରରେ କଂଗ୍ରେସ ପକ୍ଷରୁ ଚାଲିଥିବା ସାଧାରଣ ଅଧିବେଶନରେ ସୋନିଆ ଗାନ୍ଧି କହିଥିଲେ, ‘ମୁଁ ବହୁତ ଖୁସି ଯେ, ଭାରତ ଯୋଡୋ…

ଦୁନିଆର ସବୁଠୁ ମହଙ୍ଗା ଘର

ନିଜ ପାଇଁ ନିଜ ପସନ୍ଦର ଘର ତିଆରି କରିବା ସମସ୍ତଙ୍କ ସ୍ୱପ୍ନ । ପ୍ରତ୍ୟେକ ବ୍ୟକ୍ତି ନିଜ ସମ୍ୱଳକୁ ଦେଖି ସେଥିପାଇଁ ଟଙ୍କା ସଞ୍ଚୟ କରିଥାନ୍ତି । ତେବେ  ଦୁନିଆରେ ଏମିତି ବି କିଛି ଘର ଅଛି ଯାହାର ମୂଲ୍ୟ କୋଟି କୋଟି ଟଙ୍କା । ତେବେ ଆସନ୍ତୁ ଜାଣିବା ଦୁନିଆର ସବୁଠୁ ମହଙ୍ଗା ଘର ଗୁଡିକ ବିଷୟରେ…

ପାକ କ୍ରିକେଟରଙ୍କୁ ଚିଅର କରିବା ମହଙ୍ଗା ପଡିଲା, କାନ ଧରି କ୍ଷମା ମାଗିଲେ, ଭାରତ ମାତୀ କୀ ଜୟ କହିଲେ

ପାଣାଜୀ: କିଛି ଦିନ ତଳେ ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହୋଇଥିଲା । ଭିଡିଓରେ ଗୋଆର ଜଣେ ବ୍ୟକ୍ତି ପାକିସ୍ତାନ କ୍ରିକେଟ ଟିମ ପାଇଁ ଚିଅର  କରୁଥିବା ଦେଖିବାକୁ ମିଳିଥିଲା । ହେଲେ ଏପରି ଚିଅର ଅପ କରିବା ତାଙ୍କୁ ମହଙ୍ଗା ପଡିଛି । ଭିଡିଓ ଭାଇରାଲ ହେବା ପରେ ସଂପୃକ୍ତ ବ୍ୟକ୍ତିଙ୍କୁ…

ବାହାରିଲା ସୈନିକ ସ୍କୁଲ ଏଣ୍ଟ୍ରାନ୍ସ ରେଜଲ୍ଟ

ଭୁବନେଶ୍ୱର: ସର୍ବଭାରତୀୟ ସୈନିକ ସ୍କୁଲ ଏଣ୍ଟ୍ରାନ୍ସ ପରୀକ୍ଷା-୨୦୨୩ର ରେଜଲ୍ଟ ପ୍ରକାଶ ପାଇଛି ।  ଏ ନେଇ ନାଶନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ ପକ୍ଷରୁ ମେରିଟ ତାଲିକା ପ୍ରକାଶ କରାଯାଇଛି । ଏ ନେଇ ଭୁବନେଶ୍ୱର ସୈନିକ ସ୍କୁଲର ଅଧ୍ୟକ୍ଷ ଶନିବାର ସୂଚନା ଦେଇଛନ୍ତି । ଏଣ୍ଟ୍ରାନ୍ସରେ…

ଗ୍ରାହକଙ୍କ ଟଙ୍କା ଜମା ନ କରି ଲୁଟିନେଲେ କର୍ମଚାରୀ: ଅଡିଟ ବେଳେ ଧରାପଡିଲେ

ଅନୁଗୋଳ: ଆଇସିଆଇସିଆଇ ବ୍ୟାଙ୍କରୁ ୧ କୋଟି ୮୫ଲକ୍ଷ ଟଙ୍କା ଲୁଟ । ଅଡିଟ ବେଳେ ସାମ୍ନାକୁ ଆସିଛି ଏମିତି ସାଂଘାତିକ ତଥ୍ୟ । ବ୍ୟାଙ୍କର ଜଣେ  କର୍ମଚାରୀ ଗ୍ରାହକଙ୍କ ଟଙ୍କା ଜମା  ନ କରି ହଡପ କରି ନେଇଥିବା ଅଭିଯୋଗ ହୋଇଛି । ଏ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ଛେଣ୍ଡିପଦା ଥାନାରେ ଅଭିଯୋଗ…