Latest Odisha News

BREAKING NEWS

Browsing Category

ଫିଚର

ସରକାର ବିରୋଧରେ ସୁପ୍ରିମକୋର୍ଟ ଗଲେ ହାଇକୋର୍ଟର ୭ ଜଣ ବିଚାରପତି

ନୂଆଦିଲ୍ଲୀ: ପାଟନା ହାଇକୋର୍ଟର ୭ ଜଣ ବିଚାରପତିଙ୍କ ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଯେଉଁଥିରେ ସେମାନଙ୍କର ଜେନେରାଲ ପ୍ରୋଭିଡେଣ୍ଟ ଫଣ୍ଡ ବା ଜିପିଏଫ ଆକାଉଣ୍ଟ ବନ୍ଦ ଥିବା ଦାବି କରାଯାଇଛି। ବିଚାରପତିଙ୍କ ଏହି ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି ପାଇଁ…

୮ ଜଣଙ୍କୁ ହତ୍ୟା କଲା ହାତୀ; ଦଳରୁ ଅଲଗା ହେବା ପରେ ରାଗରେ କରୁଛି ଆକ୍ରମଣ

ରାଞ୍ଚି: ଦୁଇ ଦିନରେ ୮ ଜଣଙ୍କୁ ହତ୍ୟାକଲା ହାତୀ। ଝାରଖଣ୍ଡର ଦୁଇ ଜିଲ୍ଲାରେ ହାତୀ ଆକ୍ରମଣରେ  ୮ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ଇତ୍‌କିର ବୋରିଆ ଗାଁରେ ହାତୀ ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସୋମବାର ଲହର୍ଡାଗା ଜିଲ୍ଲାରେ ୪ ଜଣଙ୍କୁ ହତ୍ୟା କରିଛି ହାତୀ। ଲହର୍ଡାଗା…

‘ଗୋପାଳ ପାଗଳ କି ନୁହେଁ ପ୍ରମାଣ କରିବା ଦାୟିତ୍ୱ ବୋଧେ ତଦନ୍ତ ଅଧିକାରୀଙ୍କର’

ଓଡ଼ିଶା ସମ୍ବାଦ ବ୍ୟୁରୋ: ମଙ୍ଗଳବାର କ୍ରାଇମବ୍ରାଞ୍ଚ ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ନବ ଦାସ ହତ୍ୟା ମାମଲାରେ ଏକ ସଂଶୋଧିତ ଆବେଦନ ଦାଖଲ କରାଯାଇଛି। ଅଭିଯୁକ୍ତ ଗୋପାଳ ଦାସକୁ ବାଙ୍ଗାଲୋରର ନିମହାନ୍ସ ନେବା ପାଇଁ ସଂଶୋଧିତ ଆବେଦନ ଜରିଆରେ ଅନୁମତି ମାଗିଛି ତଦନ୍ତକାରୀ…

ବ୍ୟାଙ୍କ ଚାକିରି ଛାଡ଼ି ଛତୁରୁ ବିସ୍କୁଟ, ଆଚାର ତିଆରି କରୁଛନ୍ତି ଏହି ଯୁବକ

ଡେରାଡୁନ: ଉତ୍ତରାଖଣ୍ଡ ତେହେରୀ ଗଡ଼ୱାଲର ଏକ ଛୋଟ ଗାଁ ଭେନସକୋଟିରେ ରହୁଥିବା ଛତୁ ଚାଷୀ କୁଲଦୀପ ବିଷ୍ଟ ପିଲାଦିନରୁ ତାଙ୍କ ଜେଜେବାପା ଚାଷ କରୁଥିବାର ଦେଖିଆସୁଥିଲେ | ତେବେ କୁଲଦୀପଙ୍କ ପିତା ଜଣେ ଶିକ୍ଷକ ଥିବାରୁ ସେ ଚାହୁଁଥିଲେ ଯେ କୁଲଦୀପ ଅଧିକ ପାଠ ପଢନ୍ତୁ ଏବଂ ଚାକିରି କରନ୍ତୁ। ଏହି…

ନବଦାସ ହତ୍ୟା ମାମଲା: ମୁଖ୍ୟମନ୍ତ୍ରୀ କହିଲେ ଆମେରିକାର ଏଫବିଆଇର ସହାୟତା ମଗାଯାଇଛି

 ଭୁବନେଶ୍ୱର:  ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ବିଧାନସଭାରେ ବିରାେଧୀ ହଟ୍ଟଗୋଳ କରି ଗତକାଲି ଗୃହ ତ୍ୟାଗ କରିଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତି ରଖିଛନ୍ତି ।  ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ବିବୃତି ରଖିଥିଲେ ମୁଖ୍ୟମନ୍ତ୍ରୀ । ତଥାପି ବିରୋଧୀ କକ୍ଷତ୍ୟାଗ…

ଗୋପାଳକୁ ଭୁଲି ଗଲେ ପରିବାର ଲୋକେ?

ଚୌଦ୍ୱାର: ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇ ଜେଲରେ ଅଭିଯୁକ୍ତ ଗୋପାଳ ଦାସ। ଘଟଣାକୁ ଇତି ମଧ୍ୟରେ ୨୪ ଦିନ ପୂରଣ ହେଲାଣି। ଗୋଟିଏ ପଟେ ହତ୍ୟାର ଉଦ୍ଦେଶ୍ୟ କଣ ଜାଣିବାକୁ ଅହରହ କସରତ କରୁଛି କ୍ରାଇମବ୍ରାଞ୍ଚ ଅନ୍ୟପଟେ ଜେଲରେ ଥିବା ଅଭିଯୁକ୍ତ ନିଜର ଭବିଷ୍ୟତକୁ ନେଇ…

ପରୀକ୍ଷାରେ ହିଜାବ ପିନ୍ଧିବାକୁ ଅନୁମତି ମିଳୁ, ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଛାତ୍ରୀ

ବେଙ୍ଗାଲୁରୁ: ପରୀକ୍ଷାରେ ବସିଲା ବେଳେ ହିଜାବ ପିନ୍ଧିବାକୁ ଦିଆଯାଉ। ଏଭଳି ଦାବି କରି ସୁପ୍ରିମକୋର୍ଟରେ ଫେରାଦ ହେଲେ ଛାତ୍ରୀ। ବୁଧବାର କର୍ଣ୍ଣାଟକ କିଛି ଛାତ୍ରୀ ଓକିଲ ସହାୟତାରେ ସୁପ୍ରିମକୋର୍ଟରେ ଏଭଳି ଆବେଦନ କରିଛନ୍ତି। କର୍ଣ୍ଣାଟକରେ ପ୍ରି-ୟୁନିଭର୍ସିଟି ପରୀକ୍ଷା ମାର୍ଚ୍ଚ ୯…

କନ୍ୟାଶ୍ରମରେ ବ୍ୟାପୁଛି ଜ୍ୱର; ୫ ଛାତ୍ରୀ ଆଇସିୟୁରେ ଭର୍ତ୍ତି

ବାଲେଶ୍ୱର:ବାଲେଶ୍ୱରରେ ବ୍ୟାପିଛି  ଜ୍ୱର । ସଂଖ୍ୟା ବଢି ଚାଲିଥିବାରୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢିଛି । ସୋର ସ୍ଥିତ ପୁରୁବାଇ କନ୍ୟାଶ୍ରମରେ ଏହି ଜ୍ୱରରେ ପୁଣି ୫ ଜଣ ଆକ୍ରାନ୍ତ ହେବା ପରେ ତତ୍ପରତା ପ୍ରକାଶ କରିଛି ସ୍ୱାସ୍ଥ୍ୟ ବିଭାଗ । ଏହି ୫ ଜଣଙ୍କୁ ବାଲେଶ୍ୱର ଜିଲ୍ଲା ସଦର…

ବୈଜ୍ଞାନିକଙ୍କ ଚେତାବନୀ, ଏବେ ହିମାଳୟ ଅଂଚଳ ପ୍ରତି ଭୂମିକମ୍ପ ବିପଦ

ନୂଆଦିଲ୍ଲୀ: ନ୍ୟାଶନାଲ ଜିୟୋ ଫିଜିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ବୈଜ୍ଞାନିକମାନେ ହିମାଳୟ ଅଂଚଳରେ ବଡ ଧରଣର ଭୂମିକମ୍ପ ନେଇ ଏବେଠାରୁ ସତର୍କ କରାଇ ଦେଇଛନ୍ତି । ଏଠାରେ ଅଧିକ ତୀବ୍ରତାର ଭୂମିକମ୍ପ ହେବା ଆଶଙ୍କାକୁ ଏଡାଇ ଦେଇ ହେବ ନାହିଁ । ମୂଖ୍ୟ ଗବେଷକ ପୂର୍ଣ୍ଣଚନ୍ଦ୍ର ରାଓଙ୍କ କହିବା…

ଝାଡଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସଂଜୟ କୁମାର ମିଶ୍ର

ରାଞ୍ଚି: ଝାଡଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସଂଜୟ କୁମାର ମିଶ୍ର। ସେ ଝାଡ଼ଖଣ୍ଡ ହାଇକୋର୍ଟର ୧୪ତମ ମୁଖ୍ୟ ବିଚାରପତି ଭାବେ ବୁଧବାର ଶପଥ ନେଇଛନ୍ତି। ରାଜ୍ୟପାଳ ସି.ପି.ରାଧାକ୍ରିଷ୍ଣନ ଜଷ୍ଟିସ ମିଶ୍ରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ସ୍ୱତନ୍ତ୍ର…