Latest Odisha News

BREAKING NEWS

Browsing Category

ଫିଚର

ଝାଡଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସଂଜୟ କୁମାର ମିଶ୍ର

ରାଞ୍ଚି: ଝାଡଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସଂଜୟ କୁମାର ମିଶ୍ର। ସେ ଝାଡ଼ଖଣ୍ଡ ହାଇକୋର୍ଟର ୧୪ତମ ମୁଖ୍ୟ ବିଚାରପତି ଭାବେ ବୁଧବାର ଶପଥ ନେଇଛନ୍ତି। ରାଜ୍ୟପାଳ ସି.ପି.ରାଧାକ୍ରିଷ୍ଣନ ଜଷ୍ଟିସ ମିଶ୍ରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ସ୍ୱତନ୍ତ୍ର…

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୩୦୦ ଯାତ୍ରୀ; ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ

ନୂଆଦିଲ୍ଲୀ: ବଡ଼ ଦୁର୍ଘଟଣାରୁ ବର୍ତ୍ତିଲେ ବିମାନ ଯାତ୍ରୀ। ପାଖାପାଖି ୩୦୦ ଯାତ୍ରୀଙ୍କୁ ନେଇ ନ୍ୟୁୟର୍କରୁ ଦିଲ୍ଲୀ ଫେରୁଥିବା ଏୟାର ଇଣ୍ଡିଆ ବିମାନ ସ୍ୱିଡେନ୍‌ରେ ଷ୍ଟକ୍‌ହୋମ୍‌ ଏୟାରପୋର୍ଟରେ ଜରୁରୀ ଅବତରଣ କରିଛି। ବିମାନରେ ଯାତ୍ରୀକ ତ୍ରୁଟି ଥିବା ଜଣାପଡ଼ିବା ପରେ  ବୁଧବାର ବିମାନକୁ ଜରୁରୀ…

ବିଦାୟକାଳୀନ ଟୁର୍ଣ୍ଣାମେଂଟର ପ୍ରଥମ ରାଉଣ୍ଡରେ ହାରିଲେ ସାନିଆ

ଦୁବାଇ: ଭାରତର ମହିଳା ଟେନିସ ଷ୍ଟାର ସାନିଆ ମିର୍ଜା ତାଙ୍କ କ୍ୟାରିୟରର ଶେଷ ଟୁର୍ଣ୍ଣାମେଂଟର ପ୍ରଥମ ରାଉଣ୍ଡରେ ହାରି ଯାଇଛନ୍ତି । ଏଥିସହ ତାଙ୍କ କ୍ୟାରିୟରର ସମାପ୍ତି ଘଟିଛି । ଦୁବାଇ ଟେନିସ ଚାମ୍ପିୟନଶିପରେ ସେ ଓ ତାଙ୍କ ଆମେରିକାନ ସାଥୀ ମ୍ୟାଡିସନ କିଜ ରୁଷିଆର ଭେରେନିକା କୁଦେରମେଟୋଭା ଓ…

ଷ୍ଟେନସର ଟ୍ରେନ୍‌ ଅଟକୁ ନଥିବାରୁ ଆନ୍ଦୋଳନକୁ ଓହ୍ଲାଇଲେ ଲୋକେ; ଅନିର୍ଦ୍ଦିଷ୍ଟ କାଳ ପାଇଁ ବାମରା ବନ୍ଦ ଡାକରା

ବାମରା: ସମ୍ବଲପୁର ଜିଲ୍ଲା ବାମରା ଷ୍ଟେସନରେ ଅଟକୁ ନାହିଁ ଏକ୍ସପ୍ରେସ୍ ଟ୍ରେନ୍‌। ଏଥିପାଇଁ ଯାତ୍ରୀମାନେ ନାହିଁ ନଥିବା ହଇରାଣ ହେଉଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ କିଛି ଫଳ ନମିଳିବାରୁ ବାଧ୍ୟ ହୋଇ ଆନ୍ଦୋଳକୁ ଓହ୍ଲାଇଛି ବାମରା ରେଳ କ୍ରିୟାନୁଷ୍ଠାନ କମିଟି। ବାମରା ରେଳ…

ପନିକିରେ ହାଣି ନଦୀ ବନ୍ଧରେ ଫିଙ୍ଗିଦେଲେ ମହିଳାଙ୍କ ମୃତଦେହ

ଯାଜପୁର: ମହିଳାଙ୍କୁ ପନିକିରେ ହାଣୀ ମୃତଦେହ ନଦୀବନ୍ଧରେ ଫିଙ୍ଗି ଦେଲେ। ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଧିନସ୍ଥ ଦତ୍ତପୁର ପଞ୍ଚାୟତର ହେମନ୍ତପୁର ଗାଁରେ ଏଭଳି ଘଟଣା ଘଟିଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭବ କରିଛି। ମୃତ ମହିଳା ହେଲେ ହେମନ୍ତପୁର ଗାଁର ରନାଥ…

ସନ୍ଧ୍ୟାରେ ଶ୍ରୀଜିଉଙ୍କ ବନକଲାଗି ନୀତି; ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ: ଆଜି ଫାଲଗୁନ-ଶୁକ୍ଳ ତୃତୀୟା ତିଥି ହୋଇଥିବାରୁ ସନ୍ଧ୍ୟାରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ସନ୍ଧ୍ୟା ସମୟରେ ୪ ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଦିଅଁ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ମିଳିଥିବା ସୂଚନା…

ଋୁଷ-ୟୁକ୍ରେନ ଯୁଦ୍ଧରେ ପୁଟିନ କେବେ ବି ଜିତିପାରିବେ ନାହିଁ: ବାଇଡେନ

ୱାଶିଂଟନ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା  ଯୁଦ୍ଧକୁ ଏକ ବର୍ଷ ବିତିଗଲାଣି । କୌଣସି ନିର୍ଣ୍ଣୟକ ସ୍ଥିତିରେ ନା ଋୁଷ ନା ୟୁକ୍ରେନ କେହି ପହଞ୍ଚି ପାରୁନାହାନ୍ତି । ଇତି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଏକ ବିସ୍ଫୋରକୂ ବୟାନ ଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି,…

ରାହୁଲଙ୍କୁ ବିଦେଶ ମନ୍ତ୍ରୀଙ୍କ ଟାର୍ଗେଟ: ଯେଉଁ ଅଞ୍ଚଳରେ ଚୀନ ନିର୍ମାଣ କରୁଛି ତାକୁ ୧୯୬୨ରେ ବେଆଇନ କବଜା କରି…

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପୁଣି ଟାର୍ଗେଟ କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ମଙ୍ଗଳବାର ଏକ ସାକ୍ଷାତକାରରେ ରାହୁଲଙ୍କ ପ୍ରଶ୍ନର ଉତ୍ତର  ଦେଇ କହିଥିଲେ ଆମେ ଚୀନକୁ ଡରୁନାହୁଁ । ଯଦି ଡରୁଥାନ୍ତୁ ତେବେ ଏଲଏସିରେ ଏତେ ସୈନ୍ୟ ମୁତୟନ କରିନ ଥାନ୍ତୁ । ଚୀନ…

ଆପଣଙ୍କର ବାହାଘର ହୋଇପାରୁନି କି ! ତେବେ ଆପଣାନ୍ତୁ ଏହି ଉପାୟ….

ବିବାହ ଏକ ପବିତ୍ର ବନ୍ଧନ । ସମସ୍ତଙ୍କ ମନରେ ଇଚ୍ଛା ରହିଥାଏ ଯେ ବିବାହ ଦିନ କେବେ ଆସିବ । ଆଉ ସେହି ବିବାହ କିପରି ଧୁମ୍‌ ଧାମ୍‌ରେ ହେବ ସେନେଇ ସମସ୍ତେ ଖୁବ୍‌ ତତ୍ପର ରହିଥାଆନ୍ତି । ମାତ୍ର କେତେକ ସମୟରେ ଦେଖାଯାଏ, ଅନେକ ଯୁବକ ଓ ଯୁବତୀଙ୍କ ବିବାହରେ ବିଳମ୍ବ ହୋଇଥାଏ। ଜାତକରେ ଗ୍ରହ ଦୋଷ…