Latest Odisha News

BREAKING NEWS

Browsing Category

ଫିଚର

ତୁର୍କୀ ଭଳି ଭାରତରେ ଭୂମିକମ୍ପ ହେଲେ କ’ଣ ହେବ ?

ନୂଆଦିଲ୍ଲୀ: ଭୟଙ୍କର ଭୂମିକମ୍ପ ଯୋଗୁଁ ତୁର୍କୀରେ ୩୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ୮ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ତୁର୍କୀ ଏବେ ଧ୍ୱଂସସ୍ତୁପ । ବିଗତ ୨ ଦିନରେ ସେଠାରେ ଏକାଧିକ ଭୂମିକମ୍ପ ହୋଇଛି । ଭାରତରେ ପ୍ରତିବର୍ଷ ଅତିକମରେ ହଜାରେ ଥର ଭୂମିକମ୍ପ ହେଉଛି ।…

କୃଷକମାନଙ୍କ ସମସ୍ତ ଧାନ କ୍ରୟ ସହିତ MSPକୁ ନିଶ୍ଚିତ କରୁ କେନ୍ଦ୍ର: ବିଜେଡି

ବରଗଡ଼: କେନ୍ଦ୍ର ସରକାର ଚଳିତ ବର୍ଷର ବଜେଟରେ ଧାନ କ୍ରୟ କ୍ଷେତ୍ରରେ ୨୦,୦୦୦ କୋଟି ଟଙ୍କାର ବୃହତ୍‍ ରାଶି ହ୍ରାସ କରିଛନ୍ତି । ସ୍ୱାମୀନାଥନ୍ କମିଶନ ରିପୋର୍ଟ ସୁପାରିସ କାର୍ଯ୍ୟକାରିତା ବିଷୟ ବି ଭୁଲିଯାଇଛନ୍ତି । ଏହି ବୃହତ୍‍ ୨୦,୦୦୦ କୋଟି ଟଙ୍କା ହ୍ରାସ ଯୋଗୁଁ କୃଷକମାନେ ସେମାନଙ୍କର…

ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ଏତଲା ରଖୁଛି ପୋଲିସ, ସରକାରଙ୍କ ଉପରେ ବର୍ଷିଲେ ବିଜେପି ନେତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ଆଇନ୍ ଶୃଙ୍ଖଳା ଭୁଶୁଡ଼ି ପଡ଼ିଛି । ହାଇକୋର୍ଟ ହସ୍ତକ୍ଷେପ ନକଲେ ପୋଲିସ ଏତଲା ରଖୁନି । ରାଜ୍ୟରେ ପୋଲିସ ବିଭାଗ ବଲଗାମ ହୋଇ ପଡ଼ିଥିବା ବେଳେ ମୁଖ୍ୟମନ୍ତ୍ରୀ ବେସାହାରା ହୋଇ ପଡ଼ିଛନ୍ତି ବୋଲି ପ୍ରେସମିଟରେ କହିଛନ୍ତି ବିଜେପି ରାଜ୍ୟ ମୁଖପାତ୍ର ସୋନାଲି ସାହୁ । ସେ…

ନବ ଦାସଙ୍କୁ କିଭଳି ଗୁଳି କରିଥିଲା ଗୋପାଳ ? ଦେଖାଇଲା ଡେମୋ…

ଝାରସୁଗୁଡ଼ା: ଗୋପାଳ ଦେଖାଇଲା କିଭଳି ମାରିଥିଲା ଗୁଳି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଆଜି ହତ୍ୟାକାଣ୍ଡର ସିନ୍ ରିକ୍ରିଏସନ୍ କରିଛି । ଗାନ୍ଧୀଛକର ଯେଉଁ ସ୍ଥାନରେ ଗୋପାଳ, ନବ ଦାସଙ୍କୁ ଗୁଳି କରିଥିଲା ସେଠାରେ ସେ ଡେମୋ ଦେଖାଇଛି ।…

ସାନିଟାରୀ ଗୋଦାମ ସହ ୩ଟି ସ୍ଥାନରେ GST ରେଡ୍

କଟକ: କଟକରେ ଜିଏସଟି ରେଡ୍ । ବିନା ବିଲରେ ସାମଗ୍ରୀ ବିକ୍ରି ଏବଂ ଜିଏସଟି ଅନିୟମିତତା ଅଭିଯୋଗରେ କଟକରେ ଜିଏସଟି ବିଭାଗ ରେଜ୍ କରିଛି । ଓଏମପି ସ୍ଥିତ ପଞ୍ଚମୁଖୀ ସାନିଟାରୀ ଗୋଦାମ ସହ ୩ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ରମେଶ ଚନ୍ଦ୍ର ଚୌଧୁରୀଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ପଞ୍ଚମୁଖୀ…

ବିବାହ କରିବେ ପ୍ରଭାସ-କ୍ରିତି

ମୁମ୍ବାଇ: ଦକ୍ଷିଣ ଭାରତର ସୁପରଷ୍ଟାର ତଥା ବାହୁବଳୀ ଫେମ ପ୍ରଭାସ ଓ ବଲିଉଡ ଅଭିନେତ୍ରୀ କ୍ରିତି ସେନନ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଦୀର୍ଘ ଦିନ ଧରି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଗୁଜବ ଉଠୁଥିଲା । ବିଦେଶୀ ସେନ୍ସର ବୋର୍ଡର ଏକ ସଦସ୍ୟ ଟୁଇଟ କରିଛନ୍ତି ଯେ,…

ରାଜକୀୟ ଠାଣିରେ କିଆରା ଓ ସିଦ୍ଧାର୍ଥଙ୍କ ବିବାହ, ମେନୁରେ ରହିଛି ୧୦୦ରୁ ଅଧିକ ବ୍ୟଞ୍ଜନ

ଜୟପୁର : ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଓ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା  । ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି।  ଦୁହିଁଙ୍କ ବିବାହ ମୁହୁର୍ତ୍ତକୁ ତାଙ୍କ ଫ୍ଯାନ୍ସ ମାନେ ଉତ୍ସାହ ସହକାରେ ଅପେକ୍ଷା କରି ରହିଥିଲେ । ଶେଷରେ ଫ୍ୟାନ୍ସଙ୍କ…

ରାକ୍ଷୀଙ୍କ ପତି ଆଦିଲ ଗିରଫ

ମୁମ୍ବାଇ: ବଲିଉଡରେ ମାତ୍ରାଧିକ ଡ୍ରାମା ରଚୁଥିବା ରାକ୍ଷୀ ସାୱନ୍ତଙ୍କ ପତି ଆଦିଲ ଖାନ ଦୁରାନୀଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି । ରାକ୍ଷୀଙ୍କ ଅଭିଯୋଗ କ୍ରମେ ଓସିସ୍ୱାରା ପୋଲିସ ଏହି ପଦକ୍ଷେପ ଗ୍ରହଣ କରିଛି । ତେବେ କେଉଁ କାରଣ ପାଇଁ ତାଙ୍କୁ ଗିରଫ କରାଯାଇଛି ତାହା ପୋଲିସ ପକ୍ଷରୁ…

ତୁର୍କୀକୁ ସମବେଦନା ଜଣାଇବା ବେଳେ ଭୁଜ ସ୍ମୃତି ମନେ ପକାଇ ଭାବୁକ ହେଲେ ମୋଦି

ନୂଆଦିଲ୍ଲୀ: ତୁର୍କୀ ଏବଂ ସିରିଆରେ ହୋଇଥିବା ଭୟଙ୍କର ଭୂକମ୍ପରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି । ହଜାର ହଜାର  ଲୋକ ଧ୍ୱଂସ ସ୍ତୁପ ତଳେ ଚାପି ହୋଇ ରହିଛନ୍ତି । ତୁର୍କୀର ଏ ଛାତିଥରା ଦୃଶ୍ୟ ସାରା ବିଶ୍ୱକୁ ସ୍ତବ୍ଧ କରି ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତୁର୍କୀର…

ଭଗ୍ନସ୍ତୁପ ତଳେ ତୁର୍କୀ ଓ ସିରିଆ; ଯନ୍ତ୍ରଣା ଜର୍ଜରିତ ସ୍ୱର ଆଉ ଦୀର୍ଘଶ୍ୱାସରେ ଥରି ଯାଉଛି ଆକାଶ

ନୂଆଦିଲ୍ଲୀ:ତାସ ଘର ପରି ଭୁଶୁଡି ପଡୁଛି ଘର । ଗୋଟିଏ ପରେ ଗୋଟିଏ ଗଗନଶ୍ଚୁମ୍ଭୀ କୋଠା ମାଟିରେ ମିଶି ଯାଉଛି । ତା ସହ ମାଟିରେ ମିଶି ଯାଉଛି ଏହି ବହୁତଳ ପ୍ରାସଦ ଭିତରେ ଥିବା ଗୋଟିଏ ଦେଶର ଐଶ୍ୱର୍ଯ୍ୟ, ବିକାଶ.. । ଯନ୍ତ୍ରଣା ଜର୍ଜରିତ ସ୍ୱର ଆଉ ଦୀର୍ଘଶ୍ୱାସରେ ଥରି ଯାଉଛି ଆକାଶ । ଏ…