Latest Odisha News

BREAKING NEWS

Browsing Category

ଫିଚର

ବିହାର ଝିଅକୁ ବିବାହ କରି ଠକି ଦେଲା ବାଲେଶ୍ବର ପୁଅ!

ସୋର: ବିହାରର ଝିଅକୁ ବାଲେଶ୍ୱର ଜିଲ୍ଲାର ପୁଅ ଠକି ଦେଇଥିବା ଅଭିଯୋଗ ହୋଇଛି। ହାଇଦ୍ରାବାଦରେ ବିବାହ କରିବା ପରେ ସୋର ଅଞ୍ଚଳର ଏହି ଯୁବକ ଠକି ଦେଇଥିବା ଅଭିଯୋଗ ହୋଇଛି। 22 ବର୍ଷୀୟା ଯୁବତୀ ଜଣକ ଏ ନେଇ ସୋର ଥାନାରେ ଏତଲା ଦେଇଛନ୍ତି। ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସେ…

ଝାରସୁଗୁଡାରେ ପୋଲିସ ଡିଜି ଓ ଜଷ୍ଟିସ ଜେ.ପି ଦାସ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତର ତଦାରଖ କରୁଥିବା ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ. ପି. ଦାସ ମଙ୍ଗଳବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଜଷ୍ଟିସ୍ ଜେ.ପି ଦାସ ବ୍ରଜରାଜନଗର ସହରରେ ଥିବା କ୍ରାଇମସ୍ପଟ ପରିଦର୍ଶନ…

ନବ ଦାସଙ୍କ ଇସିଜି ରିପୋର୍ଟ ଓ ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଲା ଛାତ୍ର କଂଗ୍ରେସ

ଭୁବନେଶ୍ୱର: ମନ୍ତ୍ରୀ ନବ ହାସ ହତ୍ୟା ଘଟଣାକୁ ୧୦ ଦିନ ପୁରିଛି। ହେଲେ ଏଯାବତ ହତ୍ୟାର ଉଦ୍ଦେଶ୍ୟ ଜଣାପଡି ନାହିଁ। ହେଲେ ଯେଉଁଭଳି ଭାବେ ତଦନ୍ତ ହେଉଛି ଏବଂ ତଦନ୍ତକାରୀ ସଂସ୍ଥା ପକ୍ଷରୁ ଗଣମାଧ୍ୟମକୁ ଯେଉଁ ସୂଚନା ଆସୁଛି ତାକୁ ନେଇ ସନ୍ଦେହ ପ୍ରକାଶ କରିଛି ଛାତ୍ର କଂଗ୍ରେସ। ସିଧା ରାଜ୍ୟ…

ମହିଳା ପ୍ରିମିୟର ଲିଗ କାର୍ଯ୍ୟସୂଚୀ ଘୋଷିତ

କୋଲକାତା: ମହିଳା ପ୍ରିମିୟର ଲିଗର କାର୍ଯ୍ୟସୂଚୀ ଆଜି ଘୋଷଣା କରାଯାଇଛି । ବିସିସିଆଇ ଦ୍ୱାରା ଆୟୋଜିତ ଏହି ମେଗା ଲିଗ ମାର୍ଚ୍ଚ ୪ରୁ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ମୁମ୍ବାଇର ବ୍ରାବୋର୍ଣ୍ଣ ଓ ଡିୱାଇ ପାଟିଲ ଷ୍ଟାଡିୟମରେ ମ୍ୟାଚଗୁଡିକ ଖେଳାଯିବ । ମହିଳା ଟି୨୦ ବିଶ୍ୱକପ ପରେ ଖେଳାଳିମାନଙ୍କ…

ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ କାମରାନ ଆକମଲ

ଲାହୋର: ପାକିସ୍ତାନର ସିନିୟର ୱିକେଟ କିପର ବ୍ୟାଟ୍ସମ୍ୟାନ କାମରାନ ଆକମଲ ମଙ୍ଗଳବାର ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି । ସେ ଜାତୀୟ ଦଳରୁ ଦୀର୍ଘ ଦିନ ହେବ ବାଦ ପଡିଥିଲେ ମଧ୍ୟ ପିଏସଏଲ ଏବଂ ଅନ୍ୟ ଲିଗରେ ଖେଳିବା ଜାରୀ ରଖିଥିଲେ । ଏବେ ସେ କୋଚିଂ ଦାୟିତ୍ୱକୁ ଗମ୍ଭୀରତାର ସହ ନେବେ…

ସୋମାଲିକାଙ୍କ ନିଆଁରେ ଘିଅ ଢ଼ାଳିଲା କଂଗ୍ରେସ

ଜଗତସିଂହପୁର: ତିର୍ତ୍ତୋଲ ବିଧାୟକଙ୍କ ଅଡ଼ୁଆ ବଢ଼ୁଛି । ହାଇକୋର୍ଟ ନିର୍ଦ୍ଦେଶ ପରେ ପୋଲିସ ସୋମାଲିକାଙ୍କ ସାନି ଏତଲାକୁ ଗ୍ରହଣ କରି ମାମଲା ରୁଜୁ କରିଛି । ଇତି ମଧ୍ୟରେ ପୋଲିସ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ସୋମାଲିକା ଦାଶ କରିଥିବା ମାମଲାରେ ସୋମାଲିକାଙ୍କୁ ଜେରା…

ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ ‘କୋର୍ଟ ମନିଟର୍ଡ’ ନୁହେଁ : ପିତାମ୍ବର ଆଚାର୍ଯ୍ୟ

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟା ଘଟିବା କ୍ଷଣି ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଂଚ ଦ୍ୱାରା ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ । ପର ମୁହୁର୍ତରେ ମାନ୍ୟବର ହାଇକୋର୍ଟ ରେଜିଷ୍ଟ୍ରାରକୁ ଚିଠି ଲେଖି ତଦନ୍ତକୁ ତଦାରଖ କରିବା ପାଇଁ କହି କ୍ରାଇମବ୍ରାଂଚ ଉପରେ ତାଙ୍କ ନିଜର ବିଶ୍ୱାସ ନଥିବାର ପ୍ରମାଣିତ କଲେ…

କୁଆଡେ ଗଲେ ଉତର କୋରିଆର ଏକଚ୍ଛତ୍ରବାଦ ଶାସନ କିମ ଜୋଙ୍ଗ

ସିଓଲ: ଉତର କୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ ଉନ ଏକ ମାସରୁ ଊର୍ଦ୍ଧ୍ୱ ସମୟ ହେବ ନିଖୋଜ ଅଛନ୍ତି । ତାଙ୍କ ବିଷୟରେ କୌଣସି ତଥ୍ୟ କାହା ପାଖରେ ନାହିଁ । ଦକ୍ଷିଣ କୋରିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ କିମ ଗୁରୁତର ଭାବେ ଅସୁସ୍ଥ ହୋଇ ପଡିଛନ୍ତି । ଫେବୃୟାରୀ ୮ରେ କୋରିଆ ପିପୁଲ୍ସ…

ଅନ୍ତର୍ଜାତୀୟ ଆଲୁମିନିୟମ୍ ସମ୍ମିଳନୀର ପ୍ରଥମ ସଂସ୍କରଣ ଓଡ଼ିଶାରେ ଆୟୋଜନ କରିବ ବେଦାନ୍ତ

ଭୁବନେଶ୍ୱର: ଓଡ଼ିଶାରେ ଆୟୋଜିତ ହେବ ଅନ୍ତର୍ଜାତୀୟ ଆଲୁମିନିୟମ୍ ସମ୍ମିଳନୀ । ଦେଶର ସର୍ବବୃହତ୍ତ ଆଲୁମିନିୟମ୍ ଉତ୍ପାଦନକାରୀ କମ୍ପାନୀ ବେଦାନ୍ତ ଆଲୁମିନା ଆଇଏସିର ପ୍ରଥମ ସଂସ୍କରଣ ଆୟୋଜନ କରିବ । ଫେବ୍ରୁଆରୀ ୯ ଓ ୧୦ ତାରିଖ ଦୁଇ ଦିନ ଧରି ଝାରସୁଗୁଡ଼ାର ବେଦାନ୍ତ ପରିସରରେ ଆୟୋଜିତ ହେବ ।…

ଆସନ୍ତୁ ଜାଣିବା ବାପା ହେଲେ ପୁରୁଷଙ୍କ ମସ୍ତିଷ୍କରେ କଣ ପ୍ରଭାବ ପଡିଥାଏ

ନୂଆଦିଲ୍ଲୀ: ଯେପରି ମାଆ ହେଲା ପରେ ଗୋଟିଏ ମହିଳାର ଜୀବନ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଥାଏ ସେହିପରି ବାପା ହେଲେ ପୁରୁଷଙ୍କ କ୍ଷେତ୍ରରେ ଅନେକ ପରିବର୍ତନ ହୋଇଥାଏ । ଏପରିକି ଏହାର ପ୍ରଭାବ ମସ୍ତିଷ୍କ ଉପରେ ମଧ୍ୟ ପଡିଥାଏ । ନିକଟରେ ବୈଜ୍ଞାନିକମାନେ ଏ ନେଇ ଦୀର୍ଘ ଦିନ ଗବେଷଣା କରିବା ପରେ…