Latest Odisha News

BREAKING NEWS

Browsing Category

ଫିଚର

ସିରିଜ୍‌ ଦୁର୍ଘଟଣାରେ ୨ମୃତ, ୩ ଗୁରୁତର

ବୌଦ୍ଧ: ବହିରା ଛକ ନିକଟରେ ସିରିଜ ଦୁର୍ଘଟଣା । ସ୍କର୍ପିଓ ଧକ୍କାରେ ୨ଜଣଙ୍କର ମୃତ୍ୟୁ ଘଟିଛି । ପତାକା ଉତ୍ତୋଳନ କରିବାକୁ ଯିବା ବେଳେ ଘଟିଥିଲା ଅଘଟଣ । ୬ଟି ବାଇକ ସହ ଗୋଟିଏ କାର ଚୁରମାର । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା…

୭୪ ତମ ସାଧାରଣତନ୍ତ୍ର ଦିବସ: ମହାତ୍ମାଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ କଲେ ରାଜ୍ୟପାଳ

ଭୁବନେଶ୍ୱର: ୭୪ ତମ ସାଧାରଣତନ୍ତ୍ର ଦିବସ ପାଳ କରୁଛି ଦେଶ। ଦୁଇ ବର୍ଷ କୋଭିଡ କଟକଣା ପରେ ଏଥର ସୁରଖୁରରେ ଗଣତନ୍ତ୍ର ଦିବସ ପାଳନ ହେଉଛି। ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଗଣତନ୍ତ୍ର ଦିବସ ପାଳନ ହୋଇଛି। ଗୁରୁବାର ରାଜ୍ୟ ସରକାର ମହାତ୍ମାଗାନ୍ଧୀ ମାର୍ଗରେ ୭୪ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ପାଳନ…

ବିଶ୍ୱର ପ୍ରଥମ ଉଡ଼ନ୍ତା ବାଇକ୍

ନୂଆଦିଲ୍ଲୀ: ବେଳେବେଳେ ଟ୍ରାଫିକ୍ ଜାମରେ ଫସିଥିଲେ କିମ୍ବା କୈାଣସି ସ୍ଥାନକୁ ଜଲଦି ଯିବାର ଥିଲେ, ମନରେ ଧାରଣା ଆସେ ଯଦି ଆମ ପାଖରେ ଫ୍ଲାଇଙ୍ଗ୍ ବାଇକ୍ କିମ୍ବା କାର୍ ଥାନ୍ତା ସତରେ କେତେ ଭଲ ହୁଅନ୍ତା  । ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି ସ୍ୱପ୍ନରେ ଭାବୁଥିବା କଥା ଏବେ ସତ ହୋଇଛି ।…

ବିଶ୍ୱପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ପୂଜାର୍ଚ୍ଚନା କରାଯିବ ରଥ କାଠ

ପୁରୀ:  ଆଜି ହେଉଛି ପବିତ୍ର ଶ୍ରୀପଞ୍ଚମୀ । ଏହି ତିଥି  ଅବସରରେ ଆଗାମୀ ବିଶ୍ୱପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ଆଜି ସନ୍ଧ୍ୟାରେ ରଥ କାଠକୁ ପୂଜାର୍ଚ୍ଚନା କରାଯିବ । ପରମ୍ପରା ଅନୁସାରେ ରାଜପୁରୋହିତ ଓ ଶ୍ରୋତୀୟ ବ୍ରାହ୍ମଣଙ୍କ ଦ୍ୱାରା ମା ସରସ୍ବତୀଙ୍କ  ନିକଟରେ ସ୍ୱତନ୍ତ୍ର ପୂଜା କରାଯିବା ପରେ  …

ପ୍ରଥମ ଥର ପାଇଁ ବିଦେଶକୁ ରପ୍ତାନୀ ହେଲା ଓଡ଼ିଶା ମାଣ୍ଡିଆ, ଯିବ ଦୁବାଇ

ଭୁବନେଶ୍ୱର: ଦୁବାଇ ଗଲା ଓଡ଼ିଶା ମାଣ୍ଡିଆ। ପ୍ରଥମ ଥର ପାଇଁ ଓଡ଼ିଶାରୁ ମାଣ୍ଡିଆକୁ ଆରବ ଦେଶ ଦୁବାଇ ରପ୍ତାନି କରାଯାଇଛି। ପୂର୍ବରୁ କର୍ଣ୍ଣାଟକ ଓ ଗୁଜରାଟ ନିଜ ନିଜ ରାଜ୍ୟର କ୍ଷୁଦ୍ର ଶସ୍ୟକୁ ବିଦେଶ ରପ୍ତାନୀ କରିଥିବା ବେଳେ ଓଡ଼ିଶା ପ୍ରଥମ ଥର ରାଜ୍ୟ ଉତ୍ପାଦିତ ଶସ୍ୟକୁ ବିଦେଶ ରପ୍ତାନୀ…

ସରସ୍ୱତୀ ପୂଜା ପାଇଁ ଉତ୍ସବମୁଖର ଶିକ୍ଷାନୁଷ୍ଠାନ

ଭୁବନେଶ୍ବର : ଆଜି ହେଉଛି ପବିତ୍ର ଶ୍ରୀ ପଞ୍ଚମୀ । ଏହି ଦିନ ମା ସରସ୍ୱତୀଙ୍କ ପୂଜା କରାଯାଏ । ମା’ଙ୍କ ଆରାଧାନା ପାଇଁ ସାରା ସହର ଉତ୍ସବମୁଖର  । ମା’ ବିଦ୍ୟାଦାୟିନୀ ହୋଇଥିବାରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ମାନେ ଭକ୍ତିର ସହ ପୂଜା ପାଳନ କରିଥାନ୍ତି । ମା’ ସରସ୍ବତୀଙ୍କୁ…

ଦେଶ ପାଳୁଛି ୭୪ ତମ ସାଧାରଣତନ୍ତ୍ର ଦିବସ

ନୂଆଦିଲ୍ଲୀ : ଆଜି ୭୪ ତମ ସାଧାରଣତନ୍ତ୍ର ଦିବସ । ଗଣତନ୍ତ୍ରର ମହାପର୍ବ । ଗଣତନ୍ତ୍ର ଦିବସ ଉପଲକ୍ଷେ ସାରା ଦେଶ ଉତ୍ସବ ମୁଖର  । ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଆଜିର ଦିନରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୋଇଥିଲା…

ଖାଆନ୍ତୁ ଗାଜର, ବଢ଼ିବ ଆଖିର ଜ୍ୟୋତି…

ବଜାରରେ ଦୁଇ ପ୍ରକାରର ଗାଜର ଦେଖାଯାଏ। ଗୋଟିଏ ଲାଲ ରଙ୍ଗର ଓ ଅନ୍ୟଟି ହାଲକା ଗୋଲାପୀ ରଙ୍ଗ ଗାଜର। ବଜାରକୁ ଏଥରକ ନୂଆ କରି କଳା ରଙ୍ଗର ଗାଜର ଆସିଛି। ପୋଷକତତ୍ତ୍ବରେ ଭରପୂର କଳା ଗାଜର  । ଏହି କଳା ଗାଜର ଖାଇବାକୁ ବିଶେଷଜ୍ଞ ଦଳ କହିଛନ୍ତି । ଏହି ଗାଜରରେ ଆଣ୍ଟିଅକ୍ସିଡାଣ୍ଟ ଭରି ରହୁଛି।…

୨୬ ଜାନୁଆରୀ, ଭାରତ ପାଇଁ କାହିଁକି ସ୍ୱତନ୍ତ୍ର?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଇତିହାସ ବିଷୟରେ କହିବାକୁ ଗଲେ ଏହି ଦିନ ଭାରତର ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା। ୧୫ ଅଗଷ୍ଟ ୧୯୪୭ ରେ ଭାରତ ବ୍ରିଟିଶମାନଙ୍କଠାରୁ ସ୍ୱାଧୀନତା ପାଇଥିଲା, କିନ୍ତୁ ୨୬ ଜାନୁଆରୀ ୧୯୫୦ରେ ଭାରତକୁ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ଘୋଷଣା କରାଯାଇଥିଲା।…

ବାବା ବାଗେଶ୍ୱରଙ୍କୁ ନେଇ ଭିଡିଓ ଜାରି କରି ଆପତ୍ତି ଉଠାଇଲେ ‘ଶକ୍ତିମାନ୍’

ଓଡ଼ିଶା ସମ୍ବାଦ ବ୍ୟୁରୋ: ବାଗେଶ୍ୱର ଧାମ ପୀଠର ବାବା ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଏବେ ଚର୍ଚ୍ଚାରେ। ଜଣେ ସାମ୍ବାଦିକଙ୍କ ପରିବାର ବାବଦରେ ଧିରେନ୍ଦ୍ର ଶାସ୍ତ୍ରୀ ଦେଇଥିବା ମନ୍ତବ୍ୟ ପରେ ସେ ଏବେ ସୋସିଆଲ ମିଡିଆରେ ବିତର୍କକ ପ୍ରସଙ୍ଗ ପାଲଟିଛନ୍ତି। ସେ ପ୍ରକୃତରେ ଚମତ୍କାର କରୁଛନ୍ତି ନା…