Latest Odisha News

BREAKING NEWS

Browsing Category

ଫିଚର

ସୁଷମାଙ୍କୁ ମାଇକ ପୋମ୍ପିଓଙ୍କ ‘ଅପମାନକଜନକ’ ମନ୍ତବ୍ୟ, କଡ଼ା ଜବାବ ଦେଲେ ଜୟଶଙ୍କର

ନୂଆଦିଲ୍ଲୀ: ଆମେରିକାର ଡୋନାଲ୍ଡ ଟ୍ରମ୍ପ ସରକାରରେ ବୈଦେଶିକ ମନ୍ତ୍ରୀ  ଥିବା ମାଇକ ପୋମ୍ପିଓ ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ସ୍ୱର୍ଗତ ନେତ୍ରୀ ସୁଷମା ସ୍ୱରାଜଙ୍କ ବିଷୟରେ ଅତ୍ୟନ୍ତ ଅପମାନଜନକ ଭାଷା ବ୍ୟବହାର କରିଛନ୍ତି। ପୋମ୍ପିଓ ଏକ ବହି ଲେଖିଛନ୍ତି, ଯେଉଁଥିରେ ସୁଷମା…

ଗଣତନ୍ତ୍ର ଦିବସ ପୂର୍ବରୁ ବିସ୍ଫୋରଣ, ୩ ଆହତ

ଇମ୍ଫାଲ: ଆଜି ଗଣତନ୍ତ୍ର ଦିବସ। ଏହାର ଦିନକ ପୂର୍ବରୁ ଅର୍ଥାତ ଗତକାଲି (ବୁଧବାର) ମଣିପୁରରେ ଏକ ବଡ଼ ବିସ୍ଫୋରଣ ଘଟିଛି।  ଉଖରୁଲ ଜିଲ୍ଲାରେ ଏକ ବିସ୍ଫୋରଣ ହୋଇଛି। ଏଥିରେ ତିନି ଜଣ ଆହତ ହୋଇଥିବା ଜଣାପଡିଛି। ଏମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ବୋଲି କୁହାଯାଉଛି। ବିସ୍ଫୋରଣରେ ଆହତ…

ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା, ପ୍ରତିଟି ଓଡ଼ିଆ ରୂପାନ୍ତରର ସାରଥୀ

ଭୁବନେଶ୍ୱର: ଆମ ସମ୍ବିଧାନ ଏକ ଆଦର୍ଶ ସମ୍ବିଧାନ। ଏକ ମହାନ ଦେଶର ନାଗରିକ ଭାବରେ ଆମର ସକଳ ଶକ୍ତିର ଆଧାର ହେଉଛି ଆମର ସମ୍ବିଧାନ। ଏକ ସମୃଦ୍ଧ ତଥା ନ୍ୟାୟପୂର୍ଣ୍ଣ ସମାଜ ଗଠନ ପାଇଁ ଏହା ଆମକୁ ସବୁବେଳେ ପ୍ରେରଣା ଦେଇ ଚାଲିଛି । ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟବାସୀଙ୍କୁ…

ଜଗତ ଜାଣିବ ଜଗନ୍ନାଥଙ୍କ ଗାଥା, ଗଡ଼ିଲା ‘ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ’

ନୂଆଦିଲ୍ଲୀ: ଗଡ଼ିଲା ‘ଶ୍ରୀଜଗନ୍ନାଥ ଯାତ୍ରା’ ଟ୍ରେନ୍‌। ଘରୋଇ ପର୍ଯ୍ୟଟନର ପ୍ରସାର କରିବା ଦିଗରେ ଭାରତ ସରକାରଙ୍କ ‘ଦେଖୋ ଅପ୍‌ନା ଦେଶ’ର ଏକ ଅଂଶ ଭାବେ ଭାରତ ଗୌରବ ଟୁରିଷ୍ଟ ଟ୍ରେନ ଚଳାଚଳ ଆରମ୍ଭ କରାଯାଇଛି। ବୁଧବାର ଏହାର ଶୁଭାରମ୍ଭ ହୋଇଛି।  ଶୁଭାରମ୍ଭ ବେଳେ ଓଡ଼ିଶାକୁ ଆସୁଥିବା…

ଦେଶବାସୀଙ୍କୁ ଏକାଠି କରି ରଖିଛି ଭାଷା ଓ ସଂସ୍କୃତି: ରାଷ୍ଟ୍ରପତି

ନୂଆଦିଲ୍ଲୀ: ୭୪ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଏଭଳି ସମ୍ଭୋଧିତ କରିଛନ୍ତି। ସେ କହିଛନ୍ତି, ଆମେ ଯେତେବେଳେ ଗଣତନ୍ତ୍ର ଦିବସ ପାଳନ କରୁ ସେତେବେଳେ ଆମେ ଏକ ରାଷ୍ଟ୍ର ହିସାବରେ…

ପୋଲିସ ଜଳକା: ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ ବିଦେଶୀ

ପୁରୀ: ସିଂହଦ୍ୱାର ସାମ୍ନାରେ ଛିଡା ହୋଇଛି ପୋଲିସ। ହେଲେ ଏହାରି ଭିତରେ ଜଣେ ବିଦେଶୀ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିବା ଜଣାପଡ଼ିଛି। ପୋଲିସ ଆଖି ଆଗରେ ବିଦେଶୀ ଜଣଙ୍କ ପ୍ରବେଶ କରିବା ପ୍ରଶାସନର ହୁଗୁଳା ବ୍ୟବସ୍ଥାକୁ ପଦାରେ ପକାଇଛି। ତେବେ ବିଦେଶୀ ଜଣଙ୍କ ବାଇଶି ପାହାଚ ଚଢୁଥିବା…

୪ ଜଣ ଓଡ଼ିଆଙ୍କୁ ପଦ୍ମଶ୍ରୀ ପୁରସ୍କାର

ନୂଆଦିଲ୍ଲୀ: ୨୦୨୩ ବର୍ଷ ଲାଗି ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା ହୋଇଛି । ୬ ଜଣ ପଦ୍ମ ବିଭୂଷଣ ପୁରସ୍କାର ପାଇଥିବା ବେଳେ ୯ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୯୧ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ । ଓଡ଼ିଶାରୁ ୪ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ । ଓଡ଼ିଶାରୁ…

ଘୋଷଣା ହେଲା ସମ୍ମାଜନକ ପଦ୍ମ ପୁରସ୍କାର, ୬ ଜଣଙ୍କୁ ପଦ୍ମ ବିଭୂଷଣ

ନୂଆଦିଲ୍ଲୀ: ୨୦୨୩ ବର୍ଷ ଲାଗି ସମ୍ମାଜନକ ପଦ୍ମ ପୁରସ୍କାର ଘୋଷଣା ହୋଇଛି । ୬ ଜଣ ପଦ୍ମ ବିଭୂଷଣ ପୁରସ୍କାର ପାଇଥିବା ବେଳେ ୯ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୯୧ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ । ସ୍ଥାପତ୍ୟ କଳା ପାଇଁ ଗୁଜରାଟର ବାଲକ୍ରୀଷ୍ଣ ଦୋଷୀ, କଳାରେ ମହାରାଷ୍ଟ୍ରର ଜାକିର…

DMET ନିର୍ଦ୍ଦେଶକ ଭାବେ ପ୍ରଫେସର ଡକ୍ଟର ସଚିଦାନନ୍ଦ ମହାନ୍ତିଙ୍କୁ ନିଯୁକ୍ତି

ଭୁବନେଶ୍ୱର: ପ୍ରଫେସର ଡକ୍ଟର ସଚିଦାନନ୍ଦ ମହାନ୍ତିଙ୍କୁ ଡିଏମଇଟି ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି । ଡେପୁଟେସନରେ ଥିବା ପ୍ରଫେସର ଡକ୍ଟର ମହାନ୍ତି ଏବେ ଭୁବନେଶ୍ୱର ଏମ୍ସର ସୁପରିଣ୍ଟେଣ୍ଡେଣ୍ଟ ଅଛନ୍ତି । ବିଜ୍ଞପ୍ତି…

ପୂର୍ବତଟ ରେଳପଥର ନୂତନ ମହାପ୍ରବନ୍ଧକ ହେଲେ ମନୋଜ ଶର୍ମା

ଭୁବନେଶ୍ୱର: ୧୯୮୫ ବ୍ୟାଚର ଭାରତୀୟ ରେଳ ଇଞ୍ଜିନିୟରିଂ ସେବା (ଆଇଆରଏସ୍ଇ) ଅଧିକାରୀ ମନୋଜ ଶର୍ମା ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ଭାବେ ଯୋଗ ଦେଇଛନ୍ତି । ଏହା ପୂର୍ବରୁ ସେ ମୁମ୍ବାଇରେ କେନ୍ଦ୍ରୀୟ ରେଳବାଇ (CR)ର ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ) ଭାବରେ କାର୍ଯ୍ୟ କରୁଥିଲେ । ସେ…