Latest Odisha News

BREAKING NEWS

Browsing Category

ଫିଚର

ହକି ବିଶ୍ୱକପ: ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କଲା ଅଷ୍ଟ୍ରେଲିଆ

ଭୁବନେଶ୍ୱର: ଓଡିଶାରେ ଚାଲିଥିବା ହକି ବିଶ୍ୱକପର ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟ ହାସଲ କରି ସେମିଫାଇନାଲରେ ପ୍ରବେଶ କରିଛି । କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଅଷ୍ଟ୍ରେଲିଆ-ସ୍ପେନ ମ୍ୟାଚ ସଂଘର୍ଷପୂର୍ଣ୍ଣ ହୋଇଥିଲା । ତେବେ ପୂର୍ବତନ ଚାମ୍ପିୟନ ଅଷ୍ଟ୍ରେଲିଆ ଏହି…

କୋହଳ ହେଲା କନେଷ୍ଟବଳ ନିଯୁକ୍ତି ବୟସ ସୀମା

କଟକ: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । କନେଷ୍ଟବଳ ନିଯୁକ୍ତି ବୟସ ସୀମା କୋହଳ ନେଇ ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ୨୦୨୨ ଡିସେମ୍ବର ୩୦ରେ ୪,୭୯୦ କନେଷ୍ଟବଳ ପଦବୀ ପାଇଁ ନିଯୁକ୍ତି ନେଇ ରାଜ୍ୟ ସରକାର ଦେଇଥିବା ବିଜ୍ଞାପନକୁ ନେଇ ଏହା ରାୟ ଦେଇଛନ୍ତି…

ଓଡ଼ିଶାର ଆଉ ୬ଟି ସହରରେ ମିଳିବ ଜିଓ ଟ୍ରୁ 5-G ସେବା

ଭୁବନେଶ୍ୱର: ଜିଓ ଟ୍ରୁ 5-G ସେବା ଦେଶର ୧୭ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୫୦ ସହରରେ ମିଳିବ । ଏ ନେଇ ରିଲାଏନ୍ସ ଜିଓ ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି । ଏହି ୫୦ ସହର ମଧ୍ୟରେ ରହିଛି ଓଡ଼ିଶାର  ୬ଟି ସହର । ଏହାକୁ ମିଶାଇ ଦେଶର ୧୮୪ ସହରରେ ଜିଓ ୟୁଜର୍ସମାନେ 5-G ସେବା ପାଇ…

ରୋହିତ, କୋହଲିଙ୍କୁ ବର୍ଷକର ଶ୍ରେଷ୍ଠ ଦିନିକିଆ ଏକାଦଶରେ ମିଳିଲାନି ସ୍ଥାନ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ୨୦୨୨ ପାଇଁ ଟି୨୦ ପରେ ଏବେ ଶ୍ରେଷ୍ଠ ଦିନିକିଆ ଏକାଦଶ ଘୋଷଣା କରିଛି । ଏଥିରେ ଭାରତର ଦୁଇ ଷ୍ଟାର ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ସ୍ଥାନ ମିଳ ନାହିଁ । କେବଳ ଶ୍ରେୟାଶ ଆୟାର ଓ ମହମ୍ମସ ସିରାଜଙ୍କୁ ଏହି ଟିମରେ ସାମିଲ କରାଯାଇଛି ।…

ରେକର୍ଡ ସୃଷ୍ଟି କଲା ବିଶ୍ବର ସବୁଠାରୁ ବଡ଼ ପିଜ୍ଜା

ନୂଆଦିଲ୍ଲୀ : ସାଧାରଣତଃ ସମସ୍ତଙ୍କର ଖାଇବା ପସନ୍ଦ ଭିନ୍ନ ଭିନ୍ନ ଥାଏ । କାହାକୁ  ପିଜା, ବରଗର ବା ସାଣ୍ଡଓ୍ବିଚ୍‌ ଖାଇବାକୁ ପସନ୍ଦ ଥାଏ ତ ଆଉ କାହାକୁ ଚିକେନ୍‌ ମଟନ୍‌ ବା ବିରିୟାନୀ ପସନ୍ଦ ଥାଏ । ତେବେ ଆମେ ଆପଣଙ୍କୁ ଏମିତି ଏକ ପିଜା ବିଷୟରେ କହିବୁ ଏମିତି ପିଜା ହୁଏତ ଦୁନିଆାର ପ୍ରଥମ ଆଉ…

ଶ୍ରଦ୍ଧାଙ୍କ ଶବକୁ କାଟିବା ପାଇଁ ୫ଟି ହତିଆର ବ୍ୟବହାର କରିଥିଲା ଅଫତାବ: ଚାର୍ଜସିଟ ରିପୋର୍ଟରେ ଦିଲ୍ଲୀ ପୋଲିସର…

ନୂଆଦିଲ୍ଲୀ: ଶ୍ରଦ୍ଧା ବାଲାକର ହତ୍ୟାକାଣ୍ଡକୁ ଘଟଣାର ଚାର୍ଜସିଟ ମଙ୍ଗଳବାର ଦାଖଲ କରିଛି ଦିଲ୍ଲୀ ପୋଲିସ । ୬୬୨୯  ପୃଷ୍ଠା ବିଶିଷ୍ଟ ଏହି ଚାର୍ଜସିଟରେ  ପୋଲିସ ଏହି ହତ୍ୟାକାଣ୍ଡ ସମ୍ପର୍କିତ ସମସ୍ତ ତଥ୍ୟ ରଖିଛି । ମାମଲାର ମୁଖ୍ୟ ଆସାମୀ ଆଫତାବ ପୁନାବାଲାକୁ ମଧ୍ୟ ପୋଲିସ ଭିଡିଓ…

ଓଭରସାଇଟ କମିଟି ଗଠନ ନେଇ ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କଲେ ରେସଲର

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ବିକ୍ଷୋଭ କରିବା ପରେ ରେସଲରମାନେ ଏବେ ନୂତନ ଭାବେ ଗଠିତ ଓଭରସାଇଟ କମିଟି ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବ୍ରିଜଭୂଷଣ ଏବଂ କେତେକ ରେସଲରଙ୍କୁ ନେଇ ଉପୁଜିଥିବା ବିବାଦର ସମାଧାନ ପାଇଁ ସରକାର ଏକ ଓଭରସାଇଟ…

ମାଧୁରୀ ଦିକ୍ଷୀତଙ୍କୁ ଟକ୍କର ଦେଲେ ୩ ଯୁବକ

ନୂଆଦିଲ୍ଳୀ : ଯୁଗ ବଦଳିବା ସହ ବଦଳୁଛି ଲୋକଙ୍କ ଭାବନା । ମଣିଷ ଜୀବନର ବିବାହ ସବୁଠୁ ବଡ଼ ଉତ୍ସବ ହୋଇଥିବାରୁ ଏହି ଉତ୍ସବକୁ ଲୋକେ ନିଆରା ଭାବେ ମନେଇ ସ୍ମୃତି କରି ରଖିବାକୁ ଚାହାଁନ୍ତି । ଆଉ ସେଥିପାଇଁ ଆଜିକାଲି ବିବାହ ଉତ୍ସବରେ ବିଭିନ୍ନ ପ୍ରକାରର ସ୍ବତନ୍ତ୍ର ଘଟଣା ସବୁ ଘଟୁଥିବା…

୨୦୨୪ ନିର୍ବାଚନ ଲଢିବେନି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ

ଭୁବନେଶ୍ୱର: ନିର୍ବାଚନ ଲଢିବେନି ବରିଷ୍ଠ କଂଗ୍ରେସ ନେତା ତଥା ଜଟଣି ବିଧାୟକ ସୁର ରାଉତରାୟ  । ୨୦୨୪ ନିର୍ବାଚନରେ ସେ ଆଉ ଲଢିବେ ନାହିଁ ସୂଚନା ଦେଇଛନ୍ତି । ସୋମବାର ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ରାଉତରାୟ କହିଛନ୍ତି, ତାଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ ତାଙ୍କର ପ୍ରତିନିଧିତ୍ୱ…

ଏଥର ସ୍ୱଦେଶୀ ବନ୍ଧୁକରେ ଦିଆଯିବ ସଲାମୀ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଏଥର ବ୍ରିଟିଶ ବେଳର ବନ୍ଧୁକ ବଦଳରେ ସମ୍ପୂର୍ଣ୍ଣ ସ୍ୱଦେଶୀ ଗନରେ ସଲାମୀ ଦିଆଯିବ । ପୂର୍ବରୁ ଗଣତନ୍ତ୍ର ଦିବସ ସମାରୋହରେ ରାଷ୍ଟ୍ରପତିଙ୍କୁ ବ୍ରିଟିଶ ୨୧ ପାଉଣ୍ଡର ଗନରେ ସଲାମୀ ଦିଆ ଯାଉଥିଲା । ଏବେ କର୍ତବ୍ୟପଥରେ ସ୍ୱଦେଶୀ ୧୦୫ ଏମଏମ ଫିଲ୍ଡ ଗନରୁ ୨୧ ତୋପର…