Latest Odisha News

BREAKING NEWS

Browsing Category

ଫିଚର

ଡିଏନଏ ରିପୋର୍ଟ ଗୋଳମାଳିଆ ହେବାରୁ ଗୋବିନ୍ଦଙ୍କୁ ଆତ୍ମହତ୍ୟା ପାଇଁ ପଡିଥିଲା କି ଚାପ ?

ଭୁବନେଶ୍ୱର : ହାଇଦ୍ରାବାଦ ନାସନାଲ ଲାବରଟୋରୀ ରିପୋର୍ଟ ଗୋବିନ୍ଦଙ୍କ ପାଇଁ କାଳ ସାଜିଲା କି ? ଲାବରଟୋରୀରୁ  ଡିଏନଏ ଟେଷ୍ଟ ରିପୋର୍ଟ ଆସିବା ପରେ ଚିନ୍ତା ବଢି ଯାଇଥିଲା କି ଅସଲି ଆସାମୀଙ୍କର ? ଆଉ ଏହି ରିପୋର୍ଟ ମହଙ୍ଗା ପଡିଲାକି ଗୋବିନ୍ଦଙ୍କ ପାଇଁ ? ସତ ପଦାକୁ ଆସିବା ଭୟରେ…

ଦାବି ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାରକେଡ ସାମ୍ନାକୁ ଚାଲିଆସିଲେ ଦିବ୍ୟାଙ୍ଗ

ବାଲେଶ୍ୱର: ଗତକାଲି  ମୁଖ୍ୟମନ୍ତ୍ରୀଙ୍କ ଭେଟ ନ ପାଇ ରାଉରକେଲାରୁ ଚାଲି ଚାଲି ଆସିଥିବା ମୁକ୍ତିକାନ୍ତ ବିଶ୍ୱାଳ ବିଜ୍ଞାପନ ଟାୱାର ଉପରକୁ ଚଢି ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ । ଆଉ ଆଜି ଦାବି ଜଣାଇବା ପାଇଁ ଜୀବନକୁ ଖାତିର ନ କରି ସିଧା ନବୀନ ପଟ୍ଟନାୟକଙ୍କ ଗାଡି ସାମ୍ନାକୁ ଚାଲି…

ଭାରତରେ ବୁଲୁଛି ଚୀନ ଭାରିଏଣ୍ଟ; ଜାଣନ୍ତୁ, କ’ଣ ଏହାର ଲକ୍ଷଣ

ନୂଆଦିଲ୍ଲୀ: ଚିନ୍ତା ବଢାଇଲାଣି କରୋନା । ଚୀନରେ ହାହାକାର ସୃଷ୍ଟି କରିଥିବା କରୋନା ଭାରିଏଣ୍ଟ BF.7 ପହଞ୍ଚିଲାଣି ଭାରତରେ । ଭାରତରେ ଏହି ଭାରିଏଣ୍ଟରେ ଆକ୍ରାନ୍ତ ହୋଇଥିବା ୪ ଜଣ ବ୍ୟକ୍ତିଙ୍କୁ ଠାବ କରାଯାଇଛି । ଜୁଲାଇରେ ଜଣେ, ସେପ୍ଟେମ୍ବରରେ ୨ ଜଣ ଏବଂ ନଭେମ୍ବରରେ ଜଣେ ଏହି…

ପୁଣି ଘାରିଲାଣି କରୋନା ଚିନ୍ତା, ଆଜି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତିକୁ ନେଇ ବଢ଼ିଲାଣି ଚିନ୍ତା । ବର୍ତ୍ତମାନ ଚୀନ ଓ ଆମେରିକା ସମେତ ବିଭିନ୍ନ ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଚ୍ଚସ୍ତରୀୟ ବୈଠକ କରିବେ । ଅପରାହ୍ଣ ୪ଟାରେ ଉଚ୍ଚସ୍ତରୀୟ ବୈଠକ ବସିବା ନେଇ…

ହ୍ୱାଇଟ୍‌ ହାଉସ୍‌ରେ ରାଷ୍ଟ୍ରପତି ‌ଜୋ ବାଇଡେନ୍‌ଙ୍କୁ ଭେଟିଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍‌ସ୍କି

ନୂଆଦିଲ୍ଲୀ : ଋଷ୍‌ ୟୁକ୍ରେନ ଯୁଦ୍ଧ ଭିତରେ ହ୍ୱାଇଟ୍‌ ହାଉସ୍‌ରେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦମିର୍‌ ଜେଲେନ୍‌ସ୍କି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଭେଟିଛନ୍ତି । ବୁଧବାର ଦିନ ଆମେରିକାରେ ଅବତରଣ କରିବା ପରେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦମିର୍‌ ଜେଲେନ୍‌ସ୍କି…

ଜାନୁଆରୀରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ ପୂରା ଖବର…

ନୂଆଦିଲ୍ଲୀ : ଡିସେମ୍ବର ସରିଯାଉଥିବା ବେଳେ ଆସୁଛି ନୂଆ ବର୍ଷ ଅବା ଜାନୁଆରୀ ମାସ । ଆସନ୍ତା ଜାନୁଆରିରେ ୧୪ ଦିନ ବ୍ୟାଙ୍କ ବନ୍ଦ ରହିପାରେ । ତେବେ ଆପଣଙ୍କର ଯଦି ବ୍ୟାଙ୍କ ସମ୍ବନ୍ଧିତ କୌଣସି କାମ ଅଧୁରା ରହିଛି ତାକୁ ଖୁବ୍‌ ଶୀଘ୍ର ପୂରା କରନ୍ତୁ । ଏହାରି ଭିତରେ ନୂଆ ବର୍ଷର ପ୍ରାରମ୍ଭରେ…

ଶୀତ ଦିନେ ଏହି ଖାଦ୍ୟ ଖାଇଲେ ରୁକ୍ଷ ତ୍ୱଚାରୁ ପାଇବେ ରକ୍ଷା….

ଆମ ଦେଶୀ ଜଳବାୟୁକୁ ଅନୁଧ୍ୟାନ କରି ଭାରତୀୟ ଖାଦ୍ୟ ବିଶେଷଜ୍ଞ ଦଳ ଶୀତଦିନିଆ ଖାଦ୍ୟ ବିଷୟରେ ଜଣାଇଛନ୍ତି। ଏଗୁଡ଼ିକୁ ‘ଶୀତରେ ସୁପର ଫୁଡ୍’ ନାମ ଦିଆଯାଇଛି । ସାଧାରଣତଃ ଘରେ ଘିଅର ବ୍ୟବହାର ଅଧିକ ହୋଇଥାଏ । ସମସ୍ତେ ଶୀତଦିନେ ଦେଶୀ ଘିଅ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି । ସେହିପରି…

ନ୍ୟୁ ଇଣ୍ଡିଆର ରାଷ୍ଟ୍ରପିତା ନରେନ୍ଦ୍ର ମୋଦୀ: ଫଡନାଭିସଙ୍କ ପତ୍ନୀ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନୂଆ ଭାରତର ରାଷ୍ଟ୍ରପିତା ବୋଲି କହିଛନ୍ତି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀ ଅମୃତା ଫଡନାଭିସ। ସେ କହିଛନ୍ତି ଯେ ଦେଶରେ ଦେଶର ଦୁଇ ଜଣ ପିତା ଅଛନ୍ତି। ବ୍ୟାଙ୍କର ତଥା ଗାୟକ ଅମୃତା ଏକ ସାକ୍ଷାତକାରରେ କହିଛନ୍ତି…

ଯୁଦ୍ଧ ପାଇଁ ଦରକାର ଅସ୍ତ୍ରଶସ୍ତ୍ର, ଓ୍ୱାଶିଂଟନରେ ବାଇଡେନଙ୍କୁ ଭେଟିବେ ଜେଲେନସ୍କି

ଓ୍ୱାଶିଂଟନ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ 10 ମାସରୁ ଅଧିକ ସମୟ ଧରି ଚାଲିଆସୁଛି। ଏହି ଯୁଦ୍ଧ ଦୁଇ ଦେଶ ମଧ୍ୟରେ କେତେ ଦିନ ଚାଲିବ ତାହା କହିବା କଷ୍ଟକର। ଏତେ ଦିନର ଯୁଦ୍ଧ ସମୟରେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଅସ୍ତ୍ରବିରତି ଉଲ୍ଲଂଘନ ସମ୍ପର୍କରେ ଅନେକ ଥର ଆଲୋଚନା ହୋଇଥିଲା, କିନ୍ତୁ ଏଥିରୁ…

ଚୀନ ପରେ ଭାରତରେ ଚିହ୍ନଟ ହୋଇଥିବା BF.7 ଭେରିଆଣ୍ଟ ଓମିକ୍ରନଠୁ ମାରାତ୍ମକ!

ନୂଆଦିଲ୍ଲୀ: ଚୀନରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ପ୍ରତିଦିନ ଶହ ଶହ ଲୋକ ପ୍ରାଣ ହରାଉଛନ୍ତି। ଚାଇନାରେ କୋଭିଡ ମାମଲା ବଢିବାର କାରଣ ହେଉଛି ଓମିକ୍ରନର ସବ୍-ଭାରିଆଣ୍ଟ BF.7। ଏହି ଭେରିଆଣ୍ଟର ସଂକ୍ରମଣ ହାର…