Latest Odisha News

BREAKING NEWS

Browsing Category

ଫିଚର

ପଟ୍ଟନାୟକଙ୍କ ସହ ଫ୍ରେଣ୍ଡଲି ନିର୍ବାଚନ ହେବନି, ଲୋକସଭା ଆସନ ଉପରେ ମୋଦୀଙ୍କ ନଜର

ଭୁବନେଶ୍ୱର: ଲୋକସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ବିଜେପି ଏବେ ଦୁର୍ବଳ ଆସନ ଗୁଡିକରେ ଅର୍ଥାତ ଅନ୍ତିମ ସାଧାରଣ ନିର୍ବାଚନରେ ହାରିଥିବା ଆସନରେ କିଭଳି ୨୦୨୪ରେ ବିଜୟୀ ହେବ ସେ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଆଜି ବିହାର ରାଜଧାନୀ ପାଟନାରେ…

ଦୀପିକାଙ୍କ ଭଳି ବେଳାଭୂମିରେ ଗେରୁଆ ରଙ୍ଗର ବିକିନି ପିନ୍ଧି ଫଟୋ ସେୟାର କଲେ ନେହା ଶର୍ମା

ମୁମ୍ବାଇ: ଫିଲ୍ମ 'ପଠାନ'ରେ ଗେରୁଆ ରଙ୍ଗର ବିକିନି ପିନ୍ଧି ବେସରମ ରଙ୍ଗର ଗୀତକୁ ନେଇ ବିବାଦୀୟ ହୋଇ ପଡ଼ିଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ। ଏହି ପ୍ରସଙ୍ଗ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ କିଛି ବିରୋଧ କରୁଥିବା ବେଳେ ଆଉ କିଛି ସମର୍ଥନ କରୁଛନ୍ତି। ଏହି ରଙ୍ଗୀନ ବିକିନି…

ଜେଲରୁ ବାହାରିବେ ବିକନୀ କିଲର ଶୋଭରାଜ

କାଠମାଣ୍ଡୁ: ବିକନୀ କିଲର ଭାବେ କୁଖ୍ୟାତ ଫ୍ରାନ୍ସର ଚାର୍ଲସ ଶୋଭରାଜ ଜେଲରୁ ବାହାରିବେ । ବୁଧବାର ନେପାଳ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେବ ପରେ ୭୦ ଦଶକର କେତେକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଆଖି ସାମ୍ନାରେ ଲୋକଙ୍କର ନାଚି ଉଠିଛି । ଦୁଇ ଆମେରିକୀୟ ପର୍ଯ୍ୟଟକଙ୍କ ହତ୍ୟା କରିବା ଅଭିଯୋଗରେ…

ରାଜ୍ୟ ବାହାରୁ ୧୦୩ ସୁପର ସ୍ପେସାଲିଟି ହସ୍ପିଟାଲ୍ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ

ଭୁବନେଶ୍ୱର: ‘‘ସୁସ୍ଥ ଓଡ଼ିଶା-ସୁଖୀ ଓଡ଼ିଶା’’ର ସଫଳ ରୂପାୟନ ଦିଗରେ ଅନ୍ୟ ଏକ ବଡ଼ ପଦକ୍ଷେପ ସ୍ୱରୂପ ରାଜ୍ୟ ସରକାର ଓଡ଼ିଶା ବାହାରେ ଥିବା ୧୦୩ ଟି ସୁପର ସ୍ପେସାଲିଟି ହସ୍ପିଟାଲ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ୍.କେ.ୱାଇ) ଅନ୍ତର୍ଭୁକ୍ତ କରିଛନ୍ତି। ଓଡ଼ିଶା ହେଲ୍ଥ୍ ଆସୁରାନ୍ସ୍…

ରଣଜୀ ଟ୍ରଫି: ଓଡିଶା ବିପକ୍ଷରେ ଉତରାଖଣ୍ଡର ପ୍ରଥମ ଇନିଂସ ଅଗ୍ରଣୀ

ଡେରାଡୁନ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶାର ପ୍ରଦର୍ଶନ ସେ ଭଳି ସନ୍ତୋଷଜନକ ହୋଇପାରୁ ନାହିଁ । ଏଠାରେ ଚାଲିଥିବା ଏଲିଟ ଗ୍ରୁପ ଏର ଏକ ମ୍ୟାଚରେ ଓଡିଶା ବିପକ୍ଷରେ ଉତରାଖଣ୍ଡ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି । ଓଡିଶାର ପ୍ରଥମ ଇନିଂସ ସ୍କୋର ୨୧୩ ରନ ଜବାବରେ ଉତରାଖଣ୍ଡ ଦ୍ୱିତୀୟ ଦିବସ…

‘ଗୋବିନ୍ଦ ସାହୁ ଆତ୍ମହତ୍ୟା ବିଜେଡିର ସାକ୍ଷୀ ସଫେଇ ଅଭିଯାନ’, ବିଜେଡି ବିଧାୟକ କହିଲେ ଆଇନ୍ ତା ବାଟରେ…

ଭୁବନେଶ୍ୱର: ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ହତ୍ୟା କରାଯାଇଛି। ବୁଧବାର ବିରୋଧୀ ବିଜେପି  ଓ କଂଗ୍ରେସ ଏପରି ଅଭିଯୋଗ କରିବା ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି। ଗୋବିନ୍ଦ ସାହୁଙ୍କ ମୃତ୍ୟୁ ଏକ ଷଡୟନ୍ତ୍ର ବୋଲି ମନେ ହେଉଛି। ଯାହାକୁ ଶାସକ…

ଗୋବିନ୍ଦ ସାହୁଙ୍କ ସୁଇସାଇଡାଲ୍ ନୋଟ୍ ସତ ନା ମାମଲା ଚାପିବାକୁ ବାହାନା?

ବଲାଙ୍ଗୀର: ମଙ୍ଗଳବାର ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିବା ପରେ ପରେ ଆଉ ଏକ ଖବର ଆସିଛି ଯାହା ମାମଲାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି କରିଛି। ଗୋବିନ୍ଦ ସାହୁ ଆତ୍ମହତ୍ୟା ପୂର୍ବରୁ ଏକ ସୁଇସାଇଡାଲ୍ ନୋଟ୍ ଲେଖିଥିବା କୁହାଯାଉଛି। ଯାହାକି ଏକ ମାଟିଆ ରଙ୍ଗରେ କାଗଜରେ…

ପୁରୀରେ ବାସ୍କେଟବଲ ଲିଗ ୨୨ରୁ: ଅଂଶଗ୍ରହଣ କରିବେ ୬ ପୁରୁଷ,୪ ମହିଳା ଦଳ

ପୁରୀ: ପୁରୀରେ ଚଳିତ ମାସ ୨୨ ରୁ ୨୬ ତାରିଖ ପର୍ଯ୍ୟନ୍ତ ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଓଡିଶା ବାସ୍କେଟବଲ ଲିଗ ଅନୁଷ୍ଠିତ ହେବ। ଓଡିଶା ବାସ୍କେଟବଲ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି ଲିଗରେ ୬ଟି ପୁରୁଷ ଓ ୪ଟି ମହିଳା ବାସ୍କେଟବଲ ଦଳ ଅଂଶଗ୍ରହଣ କରିବେ । ଏହାର ଆୟୋଜନ…

ଜେଲ ଓ୍ବାର୍ଡରଙ୍କ ଅବହେଳା ପାଇଁ ଗୋବିନ୍ଦ ସାହୁଙ୍କ ମୃତ୍ୟୁ: ଜେଲ୍ ଡିଆଇଜି

ଭୁବନେଶ୍ୱର: ଗୋବିନ୍ଦ ସାହୁଙ୍କ ମୃତ୍ୟୁ ଘଟଣାରେ ପ୍ରାଥମିକ ତଦନ୍ତ ରିପୋର୍ଟ ଆସିଛି। ଯେଉଁଥିରେ କୁହାଯାଇଛି, ଜେଲ ୱାର୍ଡର ଅକ୍ଷୟ ମହାନ୍ତିଙ୍କ କର୍ତବ୍ୟରେ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଛି। ସମ୍ବଲପୁର ଜେଲ ଡିଆଇଜି ଅନୁସୂୟା ଜେନାଙ୍କ ରିପୋର୍ଟ ଆଧାରରେ ଏହା କହିଛନ୍ତି, ହେଡ କ୍ୱାର୍ଟର…

ଫିଫା ବିଶ୍ୱକପ ପରେ ଚାହିଦାରେ ଏହି ଖେଳାଳିମାନେ, ୭୦୦ରୁ ୮୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଆସିଲାଣି ଅଫର

ଦୋହା: ଫିଫା ବିଶ୍ୱକପରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିମାନେ ଏବେ ମାଲାମାଲ ହେବାକୁ ଯାଉଛନ୍ତି । ବଡ ବଡ କ୍ଲବଗୁଡିକ ଏହି ଉଦୀୟମାନ ଷ୍ଟାର ଖେଳାଳିଙ୍କ ପିଛା ୭୦୦ରୁ ୮୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଅଫର ଦେଇ ସାରିଲେଣି । ଆସନ୍ତୁ ଜାଣିବା କେଉଁ ଖେଳାଳିଙ୍କ ନେବା ପାଇଁ କ୍ଲବଗୁଡିକ ବ୍ୟଗ୍ର ହୋଇ…