Latest Odisha News

BREAKING NEWS

Browsing Category

ଫିଚର

ପ୍ରଧାନମନ୍ତ୍ରୀ ଆବାସ ଯୋଜନା: କେନ୍ଦ୍ରର ତାଗିଦ ପରେ ସକ୍ରିୟ ହେଲେ ରାଜ୍ୟ ସରକାର

ଭୁବନେଶ୍ୱର: ଗ୍ରାମାଞ୍ଚଳରେ କଚ୍ଚା ଘରେ ରହୁଥିବା ପରିବାରଙ୍କୁ ପକ୍କା ଘର ଯୋଗାଇ ଦେବା ପ୍ରକ୍ରିୟାକୁ ତ୍ୱରାନିତ୍ୱ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଆସନ୍ତା ଜାନୁଆରୀ ସୁଦ୍ଧା ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇ ଜୁନ ମାସ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ…

ମଶା ଦମନ ପାଇଁ ବିଏମସିର ଡ୍ରୋନ୍ ଉଡାଣକୁ ନେଇ ଆପତ୍ତି ଉଠାଇଲା ଏଏଆଇ, ଜବାବ ରଖିଲେ ମେୟର

ଭୁବନେଶ୍ୱର: ରାଜଧାନୀରେ ମାଳ ମାଳ ମଶା। ଏହାକୁ ଦମନ କରିବାକୁ ଭୁବନେଶ୍ୱର ମହାନଗର ନିଗମ ଡ୍ରୋନ ବ୍ୟବହାର କରୁଛି। ହେଲେ ଡ୍ରୋନ ଉଡାଇବାକୁ ବିଏମସି ନେଇ ନାହିଁ ଆବଶ୍ୟକ ଅନୁମତି। ତେଣୁ ବିମାନ ବନ୍ଦର ପ୍ରାଧିକରଣ ବିଏମସିକୁ ଏକ ନୋଟିସ ପଠାଇଛି। ବିଏମସି ଡ୍ରୋନ ଜରିଆରେ ମଶାର ଉତ୍ପତି…

କୋଭିଡ ପାଇଁ ଚୀନରେ ଭୟାବହ ସ୍ଥିତି, ଡ୍ରାଗନ ପିଉଛି ଲେମ୍ବୁ ପାଣି!

ବେଜିଂ: କରୋନାର ତୃତୀୟ ଲହର ଚାଲିଛି ଚୀନରେ। ସଂକ୍ରମଣ ବଢିବା ସହିତ ମୃତ୍ୟୁ ସଂଖ୍ୟା ବଢିବା ପରେ ଚିନ୍ତାରେ ବେଜିଂ।କୋଭିଡ ନିୟମ କୋହଳ ହେବା ପରେ ସ୍ଥିତି ଅଣାୟତ ହେବାରେ ଲାଗିଛି। ଶବ ସତ୍କାର ପାଇଁ ତିନି-ଚାରି ଦିନ ସମୟ ଲାଗୁଥିବା ସୂଚନା ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚୀନ୍…

ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଥିବା ଦୁର୍ବଳ ଆସନକୁ ନେଇ ପାଟନାରେ ଆସନ୍ତାକାଲି ବିଜେପିର ବୈଠକ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପିର ଦୁର୍ବଳ ଆସନ ସଂଖ୍ୟା ବୃଦ୍ଧି ପାଇଛି। ଦୁର୍ବଳ ଆସନ ସଂଖ୍ୟାକୁ ବିଜେପି ୧୪୪ ରୁ ୧୬୦ କୁ ବୃଦ୍ଧି କରିଛି। କିଭଳି ଦୁର୍ବଳ ଆସନରେ ଦଳ ମଜବୁତ ହେବ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ବିହାର ରାଜଧାନୀ ପାଟନାରେ ଆସନ୍ତାକାଲି ଠାରୁ ୨ ଦିନ…

ଭୁଟ୍ଟୋଙ୍କ ମୁଣ୍ଡ ପାଇଁ ବିଜେପି ନେତାଙ୍କ ୨ କୋଟି ଅଫର ଘୋଷଣା, ରାଗିଗଲେ ପାକ୍ ମନ୍ତ୍ରୀ

ଇସଲାମାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜରଦାରୀଙ୍କ ମୁଣ୍ଡ ପାଇଁ ୨ କୋଟି ଟଙ୍କା ଅନୁଦାନ ଘୋଷଣା କରିଛନ୍ତି ଉତ୍ତର ପ୍ରଦେଶର ବିଜେପି ନେତା। ଏହାପରେ ଭୁଟ୍ଟୋ ବିଜେପି ଉପରେ…

ଚାଇନାରେ କୋଭିଡ୍ ସଂକ୍ରମଣ ବଢିବା ପରେ ରାଜ୍ଯମାନଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର କଡା ନିର୍ଦ୍ଦେଶ

ନୂଆଦିଲ୍ଲୀ: ଚାଇନା ଏବଂ ଅନ୍ୟାନ୍ୟ ଦେଶରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ରାଜେଶ ଭୂଷଣ ରାଜ୍ୟ ସରକାରଙ୍କୁ ପ୍ରାଥମିକ ଆଧାରରେ ଜେନୋମ ସିକ୍ୱେନ୍ସିଂ ଲାବୋରେଟୋରୀରେ କୋଭିଡ୍ ପଡିଟିଭ ମାମଲାର ନମୁନା ଦାଖଲ କରିବାକୁ କହିଛନ୍ତି। ଜାପାନ,…

ଫିଫା ବିଶ୍ୱକପର ସମସ୍ତ ମ୍ୟାଚ ଦେଖି ବିଶ୍ୱ ରେକର୍ଡ କଲେ ୟୁକେର ଥିଓ

ଲଣ୍ଡନ: ଫିଫା ବିଶ୍ୱକପ ୨୦୨୨ର ସମାପ୍ତ ହୋଇଯାଇଛି । ଆର୍ଜେଂଟିନା ଚାମ୍ପିୟନ ହୋଇ ଦୀର୍ଘ ଦିନର ଆଶା ପୂରଣ କରିଛି । ଫାଇନାଲରେ ଲିଓନେଲ ମେସିଙ୍କ ଟିମ ଫ୍ରାନ୍ସକୁ ପେନାଲ୍ଟି ଶୁଟ ଆଉଟରେ ପରାସ୍ତ କରିଥିଲା । ତେବେ ଏହି ବିଶ୍ୱକପରେ ଇଂଲଣ୍ଡର ଥିଓ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ସେ ସମସ୍ତ…

ଅମ୍ରିତ ପାତ୍ରଙ୍କୁ ଟଙ୍କା ପାଇଁ ଅପହରଣ କରିଥିଲେ ଗାଁର ତିନି ଯୁବକ: ଏସପି

ନୟାଗଡ: ବହୁଚର୍ଟ୍ଟିତ ନୟାଗଡ କୁରାଳ ଗାଁର ସପ୍ତମ ଶ୍ରେଣୀ ଛାତ୍ର ଅମ୍ରିତ ପାତ୍ର ଅପହରଣ ପଛର ସତ ସାମ୍ନାକୁ ଆସିଛି। ଟଙ୍କା ପାଇଁ ତିନି ଜଣ ମିଶି ଏହି ଅପହରଣ ନାଟକ ରଚିଥିଲେ ବୋଲି ପୋଲିସ  ସୂଚନା ଦେଇଛି। ତିନି ଅଭିଯୁକ୍ତକୁ ପୋଲିସ ଏବେ ଗିରଫ କରିଛି। ଗାଡି ଟଙ୍କା ଆଣି ଲୋନ୍…

ମନ୍ତ୍ରୀ ରୀତା ସାହୁଙ୍କ ପୁୁଅ ଥାନାରେ ଅଟକ

ବିଜେପୁର: ମନ୍ତ୍ରୀ ରୀତି ସାହୁଙ୍କ ପୁଅ ଥାନାରେ ଅଟକ। ମହିଳାଙ୍କୁ ଖରାପ ବ୍ୟବହାର ସହିତ ଶାଢୀ ଟାଣିବା ଅଭିଯୋଗର ପୋଲିସ ରୀତା ସାହୁଙ୍କ ପୁଅ ସୌରଭ ସାହୁଙ୍କୁ ଥାନାରେ ଅଟକ ରଖିଛି। ବିଜେପୁର ଏନଏସି ଅଧ୍ୟକ୍ଷା ସୀତା ବାରିକଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ମାମଲାରେ ପୁଲିସ ରୀତାଙ୍କ…

ଇଡକଲ ଡେପୁଟି ମ୍ୟାନେଜରଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୪ କୋଟି ଠାବ

ଭୁବନେଶ୍ୱର: ଭିଜିଲାନ୍ସ ବିଭାଗ ମଙ୍ଗଳବାର ଇଡକଲର ଡେପୁଟି ମ୍ୟାନେଜର ଗୟା ସାନ୍ତରାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟାଙ୍କ ଜମା ରାଶି ଥିବା ଜାଣିବାକୁ ପାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୟା ସାନ୍ତରା ଏବେ ଭିଜିଲାନ୍ସ ସ୍କାନରରେ। ଭିଜିଲାନ୍ସର…