Latest Odisha News

BREAKING NEWS

Browsing Category

ଫିଚର

ଜଣେ ବୋକାକୁ ଦାୟିତ୍ୱ ଦେଇ ଖୁବ୍‌ ଶୀଘ୍ର ଛାଡ଼ିଦେବି ସିଇଓ ପଦ : ଏଲନମସ୍କ

ନୂଆଦିଲ୍ଲୀ : ଖୁବ୍‌ ଶୀଘ୍ର ଟ୍ୱିଟର ସିଇଓ ପଦ ଛାଡ଼ିବେ ଏଲନ ମସ୍କ। ଏନେଇ ଏଲନ ମସ୍କ ସ୍ପଷ୍ଟ କରିଛନ୍ତି । ଜଣେ ବୋକା ଲୋକଙ୍କୁ ଖୋଜି ଏହି ଦାୟିତ୍ୱ ଦେବେ ବୋଲି ଟ୍ୱିଟ୍‌ରେ ଲେଖିବା ପରେ ଏନେଇ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁଯାୟୀ, କିଛିଦିନ ତଳେ ସୋଶିଆଲ ମିଡିଆରେ ଏକ ସର୍ଭେ…

ଗୋବିନ୍ଦଙ୍କ ମୃତ୍ୟୁ ପରେ ମାଳମାଳ ପ୍ରଶ୍ନ, ଉତ୍ତର ଦେବ କିଏ ?

ଭୁବନେଶ୍ଠର: ଦିନେ ମମିତା ମେହେରଙ୍କୁ ହତ୍ୟା କରି ଚର୍ଚ୍ଚାରେ ଥିଲେ ଅଭିଯୁକ୍ତ ଗୋବିନ୍ଦ ସାହୁ । ଏବେ ଆତ୍ମହତ୍ୟା କରି ଚର୍ଚ୍ଚାରେ । ଜେଲ ପରିସରରେ ବେକରେ ଗାମୁଛା ବାନ୍ଧି ଝୁଲି ପଡିଛନ୍ତି ଗୋବିନ୍ଦ ସାହୁ । ଗୋବିନ୍ଦ ସାହୁ ଖାଲି ଦୁନିଆ ଛାଡି ଚାଲି ଯାଇନାହାନ୍ତି, ଛାଡି ଯାଇଛନ୍ତି ଅନେକ…

ଚିଲିକା ଓ ଗହୀରମଥାରେ ଡଲଫିନ ଗଣନା ଆରମ୍ଭ

ଭୁବନେଶ୍ୱର : ଚିଲିକା ଓ ଗହୀରମଥାରେ ଆଜିଠୁ ଆରମ୍ଭ ହେଲା ଡଲଫିନ ଗଣନା । ଆଜି ସକାଳ ୬ଟାରୁ ଆରମ୍ଭ ହୋଇଛି ଗଣନା । ତିନି ଦିନ ଧରି ଏହି କାର୍ଯ୍ୟକ୍ରମ ହାତକୁ ନେଇ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ । ଗଣନା କାମରେ ନିୟୋଜିତ ହୋଇଛନ୍ତି ୨୭ଜଣ  । ସେମାନଙ୍କୁ ଦୂରବୀକ୍ଷଣ ଯନ୍ତ୍ର, ଜିପିଏସ୍…

ମୁଖ୍ୟମନ୍ତ୍ରୀ ନ ଆସିଲେ ଆତ୍ମହତ୍ୟା କରିବି-ବିଜ୍ଞାପନ ହୋର୍ଡିଂ ଉପରେ ବସି ଧମକ ଦେଲେ ମୁକ୍ତିକାନ୍ତ

ଭୁବନେଶ୍ୱର: ଭୁବନେଶ୍ୱର ଶିଶୁଭବନ ଛକରେ ଯୁବକଙ୍କ ହାଇଡ୍ରାମା । ପୋଲିସ, ପ୍ରଶାସନ, ଦମକଳ ବିଭାଗ ନାକେଦମ । ଯୁବକ ଏକ ବିଜ୍ଞାପନ ହୋର୍ଡିଂ ଉପରକୁ ଚଢି ଆତ୍ମହତ୍ୟା ଧମକ ଦେଉଉଛନ୍ତି । ଅଧଘଣ୍ଟା ହେଲାଣି ପୋଲିସ ତାଙ୍କୁ ତଳକୁ ଆଣିବାରେ ବିଫଳ ହୋଇଛି । ଯୁବକ ଜଣକ ରାଉରକେଲାରୁ ଆସିଥିଲେ…

କେ.ଗାଁ ଫରେଷ୍ଟ ରେଞ୍ଜର କେଶବ ମାଝିଙ୍କ ଘରେ ଭିଜିଲାନ୍ସ ରେଡ୍

କଳାହାଣ୍ଡି: ପୁଣି ଜଣେ ସରକାରୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି କେ ଗାଓଁ ଫରେଷ୍ଟ ରେଞ୍ଜର କେଶବ ମାଝିଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ । ଚଢାଉ କରୁଥିବା ଟିମରେ ରହିଛନ୍ତି ୫ ଜଣ ଡିଏସପି, ୬ଜଣ ଇନସପେକ୍ଟର ଓ ଅନ୍ୟମାନେ । ସର୍ଚ୍ଚ…

୫୦ ଡିଫଲ୍ଟରଙ୍କ ଏନପିଏ ୯୨,୫୭୦ କୋଟି ଟଙ୍କା, ତାଲିକାର ଶୀର୍ଷରେ ମେହୁଲ ଚୋକ୍ସିଙ୍କ ନାଁ

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ବ୍ୟାଙ୍କରୁ ଋଣ ନେଇ ପରିଶୋଧ କରିନାହାଁନ୍ତି ୫୦ ଜଣ ଓ୍ୱିଲଫୁଲ୍ ଡିଫଲ୍ଟର । ସେମାନଙ୍କ ମୋଟ ୯୨ହଜାର ୫୭୦ କୋଟି ଟଙ୍କା ବକେୟା ରହିଛି । ଗତ ମାର୍ଚ୍ଚ ଶେଷ ସୁଦ୍ଧା ଏତେ ପରିମାଣରେ ଅର୍ଥ ଏନପିଏ ହୋଇଥିବା କହିଛନ୍ତି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭଗଓ୍ୱତ କରାଡ…

ବିଦେଶରେ ହୁ ହୁ ବଢୁଛି କରୋନା, ଦେଶରେ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକ ଆଜି

ନୂଆଦିଲ୍ଲୀ: ଚୀନ ପରେ ଜାପାନ ଓ ଅନ୍ୟ କେତେକ ଦେଶରେ ବି କୋଭିଡ୍ ସଂକ୍ରମଣ ବୃଦ୍ଧିକୁ ଦେଖି ଆକ୍ସନ ମୋଡରେ ଭାରତ ସରକାର । କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଗୁଆ ପଦକ୍ଷେପ ନେଲାଣି । ଆଜି କେନ୍ଦ୍ର ସରକାର ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞ ମାନଙ୍କ ବୈଠକ…

ଆଉ କିଛି ସମୟରେ ଗୋବିନ୍ଦ ସାହୁର ପୋଷ୍ଟମର୍ଟମ୍, ବ୍ୟବଚ୍ଛେଦ ବେଳର ହେବ ଭିଡିଓଗ୍ରାଫି

ବଲାଙ୍ଗୀର : ଆଜି ମମିତା ମେହେର ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁର ହେବ ପୋଷ୍ଟମର୍ଟମ । ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ହେବ ଶବ ବ୍ୟବଚ୍ଛେଦ । ବୁର୍ଲା ମେଡିକାଲର ଦୁଇ ଜଣ ଏଫଏମଟି ଡାକ୍ତର ପୋଷ୍ଟମର୍ଟମ କରିବେ  । ପୋଷ୍ଟମର୍ଟମର ଭିଡିଓଗ୍ରାଫି ହେବ । ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବ…

ନିର୍ବାଚନକୁ ନେଇ ସିରିୟସ୍ ନୁହେଁ କଂଗ୍ରେସ, ୨୪ରେ ସ୍ୱାଧୀନ ପ୍ରାର୍ଥୀ ହେବେ ମହମ୍ମଦ ମୋକିମ୍ !

ଭୁବନେଶ୍ୱର: ଦଳ ଭିତରେ ବିରୋଧ । ୨୦୨୪ରେ କଂଗ୍ରେସ ଟିକେଟ୍ ନ ମିଳିଲେ ସ୍ୱାଧୀନ ଭାବେ ଲଢ଼ିବେ ମହମ୍ମଦ ମୋକିମ୍ । ସନ୍ଦୀପଙ୍କ ସହ ଜବାବ ସୁଆଲ୍ କାର୍ଯ୍ୟକ୍ରମରେ ଭାଗ ନେଇ ବାରବାଟି-କଟକ ବିଧାୟକ ମୋକିମ୍ କହିଛନ୍ତି, ତାଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ଟାର୍ଗେଟ୍ କରାଯାଉଛି । ତେବେ…

ଶୀତଦିନେ ଶିଶୁର ଯତ୍ନ….

ଶୀତଦିନେ ବହୁଥିବା ଶୀତୁଆ ପବନ ତ୍ୱଚାକୁ ରୁକ୍ଷ କରିଦେଇଥାଏ  । ଥଣ୍ଡା ପବନ ସାଙ୍ଗକୁ ବାୟୁମଣ୍ଡଳରେ ଆର୍ଦତାର ପରିମାଣ କମି ଯାଉଥିବାରୁ ତ୍ୱଚା ଡ୍ରାଏ ହୋଇଯାଏ  । ତେଣୁ ଏହି ସମୟରେ କୋମଳମତି ଶିଶୁମାନଙ୍କର ଅଧିକ ମାତ୍ରାରେ ଯତ୍ନ ନେବା ଆବଶ୍ୟକ ହୋଇଥାଏ   । ଏହି ସମୟରେ ଶିଶୁମାନଙ୍କ…