Latest Odisha News
Browsing Category

ଫିଚର

ଆଗୁଆ ବିଧାନସଭା ନିର୍ବାଚନକୁ ନେଇ ତେଜିଲା ରାଜନୈତିକ ବୟାନବାଜି

ଭୁବନେଶ୍ୱର: ସାଧାରଣ ନିର୍ବାଚନ 2024 ଆରମ୍ଭ ହେବାର ବହୁ ପୂର୍ବରୁ ଓଡ଼ିଶାରେ ଆଗୁଆ ନିର୍ବାଚନ ହେବ। ଏପରି କହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏବେ ଏହାକୁ ନେଇ ବିତର୍କ ଆରମ୍ଭ ହୋଇଛି। ଶାସକ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ମୁଖ୍ୟତଃ ଏହାକୁ ନେଇ…

ଆନ୍ଦୋଳନରତ ୨୯ ଓକିଲଙ୍କ ଲାଇସେନ୍ସ ବାତିଲ କଲା ବାର କାଉନସିଲ୍ ଅଫ୍ ଇଣ୍ଡିଆ

ନୂଆଦିଲ୍ଲୀ: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ଏବଂ ଏହାକୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବିରୋଧ କରି ସମ୍ବୁଲପୁର ଜିଲ୍ଲା ଓକିଲ ସଂଘ ଆନ୍ଦୋଳନ କରିଥିଲା। ଏଥିରେ ଅନେକ ଓକିଲ ସାମିଲ ହୋଇଥିଲେ। ଏହି ସମୟରେ 'ଭଙ୍ଗାରୁଜା ଓ ବିଶୃଙ୍ଖଳା' ଦେଖା…

ମନୀଷ ସିସୋଡିଆଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କଲେ ସୁପ୍ରିମକୋର୍ଟ, ଖାରଜ ହେଲାନି ମାନହାନି ଆବେଦନ

ନୂଆଦିଲ୍ଲୀ: ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ତଥା ଆପର ବରିଷ୍ଠ ନେତା ମନୀଷ ସିସୋଡିଆଙ୍କ ଉପରେ ସୋମବାର ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏଥିସହ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ବିରୋଧରେ ଦାଏର କରିଥିବା ମାନହାନି ମୋକଦ୍ଦମାକୁ ଖାରଜ କରିବାକୁ ମନା କରି ଦେଇଛନ୍ତି ।…

ଇନଫୋସିଟି ଥାନାରେ ହାଜର ହେଲେ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା

ଭୁବନେଶ୍ୱର: ଭାରତୀୟ ହକି ଦଳର ପୂର୍ବତନ ଖେଳାଳି ବୀରେନ୍ଦ୍ର ଲାକ୍ରା ଥାନାରେ ହାଜର ହୋଇଛନ୍ତି । ଆନନ୍ଦ ଟପ୍ପୋ ହତ୍ୟା ମାମଲାରେ ବୀରେନ୍ଦ୍ର ଲାକ୍ରା ଆଜି ଭୁବନେଶ୍ୱର ଇନଫୋସିଟି ଥାନାରେ ହାଜର ହୋଇଛନ୍ତି । ହାଜର ପରେ ବୀରେନ୍ଦ୍ର ଲାକ୍ରାଙ୍କୁ ଏଡିସିପି, ଏସିପି, ଆଇଓଙ୍କ ଉପସ୍ଥିତିରେ…

ପୁଣି LACରେ ଚୀନର ଦାଦାଗିରି, ୩୦୦ ଚୀନ ସୈନିକଙ୍କୁ ଘଉଡ଼ାଇଲା ଭାରତୀୟ ସେନା

ନୂଆଦିଲ୍ଲୀ: ଗଲୱାନ ପରେ ତୱାଙ୍ଗ । ଭାରତୀୟ ସୀମାରେ ପଶିବାକୁ ଚୀନ ସୈନିକଙ୍କ ଉଦ୍ୟମ । ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଭାରତୀୟ ସେନା ଓ ଚୀନ ସେନା ମୁହାଁମୁହିଁ ହୋଇଛନ୍ତି । ସଂଘର୍ଷରେ ଉଭୟ ଦେଶର ସୈନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଅରୁଣାଚଳ ତୱାଙ୍ଗ ଜିଲ୍ଲାର ୟଙ୍ଗଷ୍ଟେରେ ଡିସେମ୍ବର ୯…

ଗୋଲ୍ଡେନ ଗ୍ଲୋବ୍ସ ଆୱାର୍ଡ୍ସ: ୨ଟି ବିଭାଗରେ ଆରଆରଆରକୁ ନୋମିନେଶନ

ମାଡ୍ରାସ: ଦେଶ ପରେ ଏବେ ବିଦେଶରେ ଧୂମ ମଚାଉଛି ଆରଆରଆର । ବ୍ୟବସାୟୀକ ସଫଳତା ପରେ ଏସଏସ ରାଜମୌଲୀଙ୍କ ଏହି ଫିଲ୍ମ ଗୋଟିଏ ପରେ ଗୋଟିଏ ଆନ୍ତର୍ଜାତୀୟ ସମ୍ମାନ ପାଇବାରେ ଲାଗିଛି । ଲସ ଆଞ୍ଜେଲ୍ସ ଫିଲ୍ମ କ୍ରିଟିକ୍ସ ଆସୋସିଏଶନ ପୁରସ୍କାର ପରେ ଏବେ ଗୋଲ୍ଡେନ ଗ୍ଲୋବ ଆୱାର୍ଡ୍ସର ୨ଟି ବିଭାଗ ପାଇଁ…

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ: ଫାଇନାଲ ଦୌଡରୁ ବାଦ ପଡିଲା ପାକିସ୍ତାନ, ଭାରତ ପାଇଁ ସମ୍ଭାବନା

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ସିରିଜରେ ପାକିସ୍ତାନ ପରାଜିତ ହେବା ମହଙ୍ଗା ସାବ୍ୟସ୍ତ ହୋଇଛି । ଏଥିସହ ପାକିସ୍ତାନ କ୍ରିକେଟ ଟିମ ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲ ଦୌଡରୁ ବାଦ ପଡିଛି । ଅପରପକ୍ଷରେ ଭାରତ ପାଇଁ ଏବେ ବି ସମ୍ଭାବନା ରହିଛି । ଟିମ ଇଣ୍ଡିଆ ଏବେ ୫୨.୦୮ ପଂଏଟ ସହ…

କଳାଧନ ରୋକିବାର ଅଛି ତ ବନ୍ଦ ହେଉ ୨ ହଜାରର ନୋଟ୍, ସଂସଦରେ କହିଲେ ବିଜେପି ସାଂସଦ

ନୂଆଦିଲ୍ଲୀ: ଦେଶରେ କଳାଧନ ଓ ଟେରର ଫଣ୍ଡି ବନ୍ଦ କରିବାକୁ ୨୦୧୬ ନଭେମ୍ବର ରାତି ୮ଟାରେ ପ୍ରଧାନମନ୍ତ୍ରୀ ମୋଦି ବିମୁଦ୍ରୀକରଣ ଘୋଷଣା କରିଥିଲେ । ଏଥିସହ ଅଚଳ ହୋଇ ଯାଇଥିଲା ୫ ଶହ ଓ ୧ ହଜାରର ନୋଟ୍ । ଇତି ମଧ୍ୟରେ ନୋଟବନ୍ଦୀକୁ ୬ ବର୍ଷ ବିତିଛି । ୬ ବର୍ଷ ହେଲା ବିରୋଧୀ କହି ଆସୁଥିବା ଭାଷାକୁ…

ବିସିସିଆଇ କଂଟ୍ରାକ୍ଟ ଲିଷ୍ଟ: ବାଦ ପଡି ପାରନ୍ତି ଈଶାନ୍ତ, ରାହାଣେ

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଆଗାମୀ ସିଜନ ପାଇଁ ଅନୁବନ୍ଧିତ ଖେଳାଳିଙ୍କ ତାଲିକା ଖୁବ ଶୀଘ୍ର ଜାରୀ କରିପାରେ । ଏଥର ଅନେକଗୁଡିଏ ପରିବର୍ତନ ହେବ ବୋଲି ଆଶା କରାଯାଉଛି । ବିସିସିଆଇର ଜନୈତ ଅଧିକାରୀଙ୍କ ମତରେ ଈଶାନ୍ତ ଶର୍ମା, ରିଦ୍ଧିମାନ ଶାହ ଓ ଅଜିଙ୍କ୍ୟ ରାହାଣେ ତାଲିକାରୁ…

ହାତୀ ମୃତ୍ୟୁରେ ଉପରୁ ତଳ କର୍ମଚାରୀଙ୍କ ସଂପୃକ୍ତି ରହୁଛି: ପ୍ରଦୀପ ଅମାତ

ଭୁବନେଶ୍ୱର: ରାଜ୍ୟରେ ହାତୀ ମୃତ୍ୟୁ ବଢ଼ି ଚାଲିଛି। ଶିମିଳିପାଳରେ ଥିବା ଅଭୟାରଣ୍ଯରେ ହାତୀକୁ ମାରି ଦେଇ ପ୍ରମାଣ ନଷ୍ଟ କରାଯାଇଥିବା ଖବର ସାମ୍ନାକୁ ଆସିବା ପରେ ଦାୟିତ୍ବରେ ଥିବା ତିନି ବନ ଅଧିକାରୀ ନିଲମ୍ବିତ ହୋଇଛନ୍ତି। ଏମାନେ ହାତୀ ମୃତ୍ୟୁ ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ହାତୀକୁ…