Latest Odisha News
Browsing Category

ଫିଚର

ସଂସଦ ଆକ୍ରମଣରେ ବଳିଦାନକୁ ସ୍ମରଣ କଲେ ଶାସକ ଓ ବିରୋଧୀ

ନୂଆଦିଲ୍ଲୀ: ଆଜି ସଂସଦ ଆକ୍ରମଣକୁ ୨୧ ବର୍ଷ । ସଂସଦରେ ସହିଦଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ସଂସଦ ପରିସରରେ ସହିଦ୍ ଯବାନଙ୍କ ଫଟୋରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ତାଙ୍କ ସହିତ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦିପ ଧନଖଡ,…

ଯୋଧପୁରରେ ସିଲିଣ୍ଡର ବ୍ଲାଷ୍ଟ, ମୃତ୍ୟୁ ସଂଖ୍ୟା ୧୮ କୁ ବୃଦ୍ଧି

ରାଜସ୍ଥାନ : ବିବାହ ଖୁସିରେ ଲାଗିଲା ଗ୍ରହଣ । ବରଯାତ୍ରୀ ବାହାରିବା ପୂର୍ବରୁ ଫାଟିଲା ଗ୍ୟାସ ଟାଙ୍କି । ଯୋଧପୁର ସିଲିଣ୍ଡର ବ୍ଲାଷ୍ଟ ମାମଲା । ବିବାହ ମହତ୍ସୋବରେ ଭୋଜି ପ୍ରସ୍ତୁତ ସମୟରେ ଏହି ଅଘଟଣ ଘଟିଥିଲା । ଦୁର୍ଘଟଣାରେ ୫ ଜଣ ଅତିଥିଙ୍କ ମୃତ୍ୟୁ ଘଟିଥିବାବେଳେ ୬୦ ଜଣ ଆହତ ହୋଇଥିଲେ ।…

ଆଜି କୋର୍ଟରେ ହାଜର ହେବେ ନାଗ-ଚାନ୍ଦ ଦମ୍ପତ୍ତି; ଫ୍ରଣ୍ଟ-ଟୁ-ଫ୍ରଣ୍ଟ ଜେରା ପାଇଁ ଇଡି ପ୍ରସ୍ତୁତ

ଭୁବନେଶ୍ୱର : ଆଜି କୋର୍ଟରେ ହାଜର ହେବେ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ । ଗତକାଲି ଅର୍ଚ୍ଚନାଙ୍କ ରିମାଣ୍ଡ ସରିଛି । ପୁଣି ତାଙ୍କୁ ରିମାଣ୍ଡରେ ନେବାକୁ ଇଡି ଆଜି କୋର୍ଟଙ୍କୁ ନିବେଦନ କରିବ । ହନିଟ୍ରାପ, ମନି ଲଣ୍ଡରିଂ ମାମଲାରେ ଖୋଳତାଡ ଜାରି ରଖିଛି ଇଡି । ବ୍ଲାକମେଲ୍…

ଡ୍ରାଗନ ସେନାର ଔଦ୍ଧତ୍ୟ, ଜରୁରୀ ବୈଠକ ଡକାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ନୂଆଦିଲ୍ଲୀ: ପୁଣି ଡ୍ରାଗନ ସେନାର ଔଦ୍ଧତ୍ୟ । ଭାରତୀୟ ସେନା ପୋଷ୍ଟ ହଟାଇବାକୁ ଚୀନସେନା ପିଏଲଏର ଉଦ୍ୟମ । ଅରୁଣାଚଳପ୍ରଦେଶର ତଓ୍ୱାଙ୍ଗ ଠାରେ ଭାରତୀୟ ସେନା ସହ ମୁହାଁମୁହିଁ । ୯ ତାରିଖରେ ଭାରତୀୟ ସେନା ସହ ଚୀନ ସେନା ହାତାହାତି ହୋଇଥିବା ଜଣାପଡିଛି । ସାଟେଲାଇଟ୍ ଚିତ୍ରରୁ ସାମ୍ନାକୁ ଆସିଲା…

ଆପଣ ପ୍ରଧାନମନ୍ତ୍ରୀଙ୍କୁ ମନ୍-କି-ବାତ୍ କହିବାକୁ ଚାହୁଁଛନ୍ତି କି? ମୋଦୀ ଦେଲେ ସୁଯୋଗ

ନୂଆଦିଲ୍ଲୀ : ଆପଣଙ୍କ କିଛି ସମସ୍ୟା ଅଛି କି? ଆପଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କହିବାକୁ ଚାହୁଁଛନ୍ତି କି ? ଆପଣ ଦେଶର ବିକାଶ ପାଇଁ କିଛି ଉପାୟ ଭାବିଛନ୍ତି କି? ଏପରିକି କେନ୍ଦ୍ର ସରକାରଙ୍କୁ କେଉଁ ଦିଗଦର୍ଶନ ଦେବା ପାଇଁ ଚାହୁଛନ୍ତି, ତାହା ମଧ୍ୟ କହିପାରିବେ । ଆପଣଙ୍କୁ ଏହି…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା ମନ୍ତବ୍ୟରେ କଂଗ୍ରେସ ନେତା ରାଜା ପଟେରିଆ ଗିରଫ

ଭୋପାଳ: ମହଙ୍ଗା ପଡ଼ିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା ମନ୍ତବ୍ୟ । କଂଗ୍ରେସ ନେତା ରାଜା ପଟେରିଆ ଗିରଫ । ଆଜି ସକାଳ ସାଢେ ୫ଟାରେ ମଧ୍ୟପ୍ରଦେଶର ଦମୋହରୁ ଗିରଫ ହୋଇଛନ୍ତି ପାଟେରିଆ । ଗତକାଲି ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ସେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବା…

ଧଳାଚାଦରରେ ଘୋଡ଼େଇ ହୋଇଛି ରାଜ୍ୟ, ସବୁଠି ଘନ କୁହୁଡ଼ିର ଆସ୍ତରଣ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ । ଯେପରି ଧଳାଚାଦରରେ ଘୋଡ଼େଇ ହୋଇଛି ସହରଠୁ ପଲ୍ଲୀ । ସକାଳୁ ୮ଟା ଯାଏ ବି ରାସ୍ତା ପରିଷ୍କାର ଦେଖାଯାଉନଥିଲା । ଏୟାରପୋର୍ଟ ଅଞ୍ଚଳରେ ସର୍ବନିମ୍ନ ଦୃଶ୍ୟମାନ ଦୂରତା ୫୦ ମିଟର ରହିଥିବା ସୂଚନା ମିଳିଛି । ଟ୍ୱିନ ସିଟି…

ଜଜ୍‌ଙ୍କ ଚାମ୍ବର ଭଙ୍ଗାରୁଜା ଘଟଣାରେ ଏଯାବତ୍ ୧୨ ଓକିଲ ଗିରଫ; ୧୪୪ ଧାରା ବଳବତ୍ତର

ସମ୍ୱଲପୁର : ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଇନଜୀବୀଙ୍କ ଆନ୍ଦୋଳନ ତୀବ୍ର ରୂପ ନେବାରେ ଲାଗିଛି । ସମ୍ୱଲପୁରରେ ଆନ୍ଦୋଳନ ଉଗ୍ରରୂପ ନେଇଛି । ଘଟଣାସ୍ଥଳରେ ୧୪୪ ଧାରା ବଳବତ୍ତର ରହିଛି । ଗତକାଲି ଜିଲ୍ଲା ଜଜ୍‌ଙ୍କ ଚାମ୍ବରରେ ଭଙ୍ଗାରୁଜା ଘଟଣାରେ ୧୨ ଓକିଲ ଗିରଫ ହୋଇଛନ୍ତି । ୯…

ସୁସ୍ଥ ରଖିବା ସହ ଓଜନ ହ୍ରାସ କରେ ଟମାଟୋ ସୁପ୍‌‌….

ଶିତଦିନେ ପ୍ରାୟତଃ ନିଜ ଶରୀର ପ୍ରତି ଅଧିକ ଧ୍ୟାନ ଦେଇନଥାନ୍ତି  । ନିଜ ଖାଦ୍ୟପେୟ ପ୍ରତି ସଚେତନ ନହେବା ଦ୍ବାରା ଶରୀର ଅସୁସ୍ଥ ହୋଇଯାଏ  । ତେବେ ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଖାଦ୍ୟରେ ଟମାଟୋ ସାମିଲ କରିବା ନିହାତି ଜରୁରୀ  । ଟମାଟୋ ସୁପ୍‌‌ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ବେଶ…

ମୁମ୍ବାଇରେ ଆଜିଠାରୁ ଶୁକ୍ରବାର ଯାଏ ଜି ୨୦ର ପ୍ରଥମ ବୈଠକ

ମୁମ୍ବାଇ: ଭାରତର ଜି ୨୦ ଅଧ୍ୟକ୍ଷତା ଅଧୀନରେ ବିକାଶ କାର୍ଯ୍ୟ ଗୋଷ୍ଠୀ (ଡିଡବ୍ଲ୍ୟୁଜି)ର ପ୍ରଥମ ବୈଠକ ଆଜିଠାରୁ (୨୦୨୨ ଡିସେମ୍ବର ୧୩) ୧୬ ପର୍ଯ୍ୟନ୍ତ ମୁମ୍ବାଇ ଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଜି ୨୦ ସଦସ୍ୟ, ଅତିଥି ଦେଶ ଗୁଡିକ ତଥା ଆମନ୍ତ୍ରିତ ଅନ୍ତର୍ଜାତୀୟ ସଂଗଠନ ବ୍ୟକ୍ତିଗତ ଭାବରେ…