Latest Odisha News

BREAKING NEWS

Browsing Category

ଫିଚର

ଭିଆଇପିଙ୍କୁ ଅଯୋଧ୍ୟା ମନା!

ଉତ୍ତର ପ୍ରଦେଶ: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଜନ ସମୁଦ୍ର ପାଲଟିଛି ଅଯୋଧ୍ୟା ନଗରୀ। ଲକ୍ଷାଧିକ ଭକ୍ତଙ୍କ ସମାବେଶରେ ପୂରି ଉଠୁଛି ସହର। ଭିଡ଼କୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର ଏକ ଅନୁରୋଧ କରିଛନ୍ତି। ମଙ୍ଗଳବାର ୫ଲକ୍ଷରୁ ଅଧିକ ଲୋକ ରାମଲାଲାଙ୍କ ଦର୍ଶନ କରିଛନ୍ତି। ଲୋକ…

ଫେବ୍ରୁଆରୀ ୩ରୁ ଭୁବନେଶ୍ୱର କାହାଣୀ ଉତ୍ସବର ତୃତୀୟ ସଂସ୍କରଣ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଭୁବନେଶ୍ୱର କାହାଣୀ ଉତ୍ସବ ‘BhuFesTo’ର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବ। ଆସନ୍ତା ଫେବ୍ରୁଆରୀ ୩ରୁ ୫ ଯାଏ ଭୁବନେଶ୍ୱରର ୪ଟି ସ୍ଥାନରେ ଏହା ଆୟୋଜିତ ହେବ। ଇନ୍ଦିରା ଗାନ୍ଧୀ ପାର୍କ, ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ…

କୋଟାରେ ନିଟ୍ ଆଶାୟୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଚାପ ଯୋଗୁଁ ଆତ୍ମହତ୍ୟା ସନ୍ଦେହ

ଜୟପୁର: କୋଟାରେ ପୁଣି ଜଣେ ନିଟ ଆଶାୟୀଙ୍କ ଆତ୍ମହତ୍ୟା। ରାଜସ୍ଥାନ କୋଟା କୋଚିଂ ସେଣ୍ଟରରେ ଆଶାୟୀଙ୍କ ଆତ୍ମହତ୍ୟା ବଢି ଚାଲିଛି। ଜଣେ ୧୮ବର୍ଷୀୟ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଗତବର୍ଷ ଏହି କୋଚିଂ ସେଣ୍ଟରରେ ମୋଟ ୨୬ଜଣ ଆଶାୟୀ ଆତ୍ମହତ୍ୟା କରିଥିଲେ। ମୃତ ଛାତ୍ରଜଣକ…

ଶଙ୍ଖ ଛାଡ଼ି ହାତ ଧରିଲେ ବଳଭଦ୍ର ମାଝୀ

ଭବାନୀପାଟଣା: ଶଙ୍ଖ ଛାଡ଼ି ହାତ ଧରିଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ। ଦୁଇ ସପ୍ତାହ ତଳେ ବିଜେଡି ଛାଡ଼ିଥିବା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି। ଭବାନୀପାଟଣାରେ  କଂଗ୍ରେସ ପ୍ରଭାରୀ ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ…

କୋଚିଂ ସେଣ୍ଟର ପଞ୍ଜିକରଣ ସହ ନୂଆ ଗାଇଡଲାଇନ ଲାଗୁ କରାଯାଉ: ଓଡ଼ିଶା ଅଭିଭାବକ ମହାସଂଘ

ଭୁବନେଶ୍ୱର: କୋଚିଂ ସେଣ୍ଟର ପଞ୍ଜିକରଣ ସହ ନୂଆ ଗାଇଡଲାଇନ ଲାଗୁ ପାଇଁ ଦାବି କରିଛି ଓଡ଼ିଶା ଅଭିଭାବକ ମହାସଂଘ। ଏଗୁଡିକୁ ନିୟନ୍ତ୍ରଣ କରିବାପାଇଁ ଓଡିଶା ଅଭିଭାବକ ମହାସଂଘ ଦୀର୍ଘ ଦିନ ଲଢେଇ କରିଆସୁଥିଲା। ପ୍ରାୟ ୪ବରର୍ଷ ପରେ କେନ୍ଦ୍ର ସରକାର କୋଚିଂ ସେଣ୍ଟର ଉପରେ ସ୍ୱତନ୍ତ୍ର ଗାଇଡ଼ ଲାଇନ…

ପଶ୍ଚିମବଙ୍ଗ ପରେ ପଞ୍ଜାବରେ ଇଣ୍ଡିଆ ମେଣ୍ଟକୁ ବଡ଼ ଝଟକା

ପଞ୍ଜାବ: ଇଣ୍ଡିଆ ମେଣ୍ଟକୁ ପୁଣି ଏକ ଝଟକା। ମମତା ବାନାର୍ଜୀଙ୍କ ପରେ ମେଣ୍ଟରେ ଚାଲିଥିବା ଆସନ ବୁଝାମଣାକୁ ନେଇ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ବଡ଼ ବୟାନ ଦେଇଛନ୍ତି। ପଞ୍ଜାବରେ ଦଳ କେବଳ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ଆପ୍ ସ୍ପଷ୍ଟ କରିଛି। ମାନ୍ କହିଛନ୍ତି…

ଯାତ୍ରାପାର୍ଟି ଗାଡି ଓଲଟିବା ଘଟଣା, ମୃତକଙ୍କ ପରିବାରକୁ ୩ଲକ୍ଷ ଟଙ୍କାର ସହାୟତା ଘୋଷଣା

ଭୁବନେଶ୍ଵର: ମୟୁରଭଞ୍ଜର ଦ୍ବାରଶୁଣି ଘାଟିରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୬ ଜଣ ବ୍ୟକ୍ତି ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ…

ପ୍ରଥମେ କାହାକୁ ମିଳିଥିଲା ଭାରତ ରତ୍ନ, ଜାଣନ୍ତୁ ବର୍ଷକୁ କେତୋଟି ଲୋକଙ୍କୁ ମିଳିପାରିବ ଏହି ସମ୍ମାନ

ଭୁବନେଶ୍ଵର: ଦେଶର ସର୍ବଚ୍ଚୋ ନାଗରିକ ସମ୍ମାନ ‘ଭାରତ ରତ୍ନ’ର ପ୍ରଥା ପ୍ରଥମ ରାଷ୍ଟ୍ରପତି ଡା.ରାଜେନ୍ଦ୍ର ପ୍ରସାଦଙ୍କ ନେତୃତ୍ଵରେ ଆରମ୍ଭ ହୋଇଥିଲା । କୌଣସି ବି କ୍ଷେତ୍ରରେ ଜଣେ ବ୍ୟକ୍ତିର ଅତୁଳନୀୟ ସେବା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଏ । ୧୯୫୪ ମସିହାରେ ଏହି ସମ୍ମାନ କେବଳ ଜୀବିତ…

ଲୋକାର୍ପିତ ହେଲା ଓଡ଼ିଆ ବିଶ୍ବବିଦ୍ୟାଳୟ, ଭର୍ଚ୍ଚୁଆଲ ମୋଡରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ଓଡ଼ିଶା ଇତିହାସରେ ଯୋଡ଼ିହେଲା ପୁଣି ଏକ ନୂତନ ଅଧ୍ୟାୟ । ପୂରଣ ହେଲା କୋଟିକୋଟି ଓଡ଼ିଆଙ୍କର ସ୍ୱପ୍ନ । ଉଦଘାଟନ ହେଲା ସତ୍ୟବାଦୀ ଓଡିଆ ବିଶ୍ବ ବିଦ୍ୟାଳୟର ନୁଆ ବିଲଡିଂ । ପଞ୍ଚସଖା ଖେଳ ପଡିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଏହି ବିଲଡିଂର ଲୋକାର୍ପଣ କରିଛନ୍ତି ।…

ରାମ ମନ୍ଦିରରେ ଆଲୌକିକ ଘଟଣା, ଭଗବାନଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ମନ୍ଦିରରେ ହାଜିର ହେଲେ ଭକ୍ତ ହନୁମାନ

ଅଯୋଧ୍ୟା: ଚମତ୍କାର ଓ ଅଲୌକିକ । ୩ଦିନ ହେବ ଜନ୍ମସ୍ଥାନରେ ବିରାଜିଲେଣି ଭଗବାନ । କେତେ ବା ଆଉ ନିଜକୁ ସମ୍ଭାଳି ରଖିଥାନ୍ତେ ଭକ୍ତ । ମନରେ ଥିଲା ଭଗବାନଙ୍କ ଦର୍ଶନ କରି କୃତାର୍ଥ କରିବେ ମନ ଓ ହୃଦୟ । ସେଥିପାଇଁ ସକାଳୁ ସକାଳୁ ପ୍ରଭୁଙ୍କ ଦର୍ଶନ ପାଇଁ କାହିଁ କେତେ ଦୁରରୁ ଚାଲିଆସିଲେ ପ୍ରଭୁ…