Latest Odisha News

BREAKING NEWS

Browsing Category

ଫିଚର

ଦୀନେଶଙ୍କ ସହ ବିଶ୍ୱାସଘାତକତା କରିଥିଲେ ପତ୍ନୀ ଓ ବନ୍ଧୁ ବିଜୟ

ଭାରତୀୟ କ୍ରିକେଟର ସିନିୟର ୱିକେଟକିପର ଦୀନେଶ କାର୍ତିକଙ୍କ ଜୀବନରେ ଅନେକ ଝଡ ଆସିଛି । ତେବେ ପତ୍ନୀ ଓ ବନ୍ଧୁ ତାଙ୍କ ସହ ବିଶ୍ୱାସଘାତକତା କରିବେ ତାହା ସେ କେବେ ସ୍ୱପ୍ନରେ ଭାବି ନ ଥିଲେ । ଦୀନେଶ ଓ ନିକିତା ବନଜାରା ଦୀର୍ଘ ଦିନ ପରସ୍ପରକୁ ଭଲ ପାଇବା ପରେ ଶେଷରେ ବିବାହ କରିଥିଲେ । ୨୦୧୨ରେ…

ଇଂଟରନେଂଟରେ ଚହଳ ସୃଷ୍ଟି କରୁଛି ଲିଫ ଶିପ

ନୂଆଦିଲ୍ଲୀ: ଲିଫ ଶିପ ସ୍ଲବ ନାମକ ଏକ ଆକର୍ଷକ ସାମୁଦ୍ରିକ ଜୀବ ଏବେ ଇଂଟରନେଂଟରେ ଚହଳ ସୃଷ୍ଟି କରିଛି । ଲୋକଙ୍କୁ ଏହି ଛୋଟ ଜୀବଟି ବେଶ ପସନ୍ଦ ଆସୁଛି । ଏପରିକି କେହି କେହି ଏହାକୁ ପୋକେମନ ସହ ତୁଳନା କରୁଛନ୍ତି । ଏହି କୁନି ଜୀବ କୋଷ୍ଟାସିଲା କୁରୋଶିମା ନାମରେ ମଧ୍ୟ ପରିଚିତ । ୧୯୯୩ରେ…

ସ୍କଟଲାଣ୍ଡ୍‌ରୁ ମିଳିଲା ଉଡ଼ନ୍ତା ଡାଇନୋସରର ଅବଶେଷ

ନୂଆଦିଲ୍ଲୀ: ଏବେବି ରହସ୍ୟ ଘେରରେ ଡାଇନୋସୋରଙ୍କ ଅସ୍ତିତ୍ୱ। ପ୍ରାୟ ୧୬୬ ନିୟୁତ ବର୍ଷ ପୂର୍ବେ ଡାଇନୋସର ପୃଥିବୀରେ ରହୁଥିବା ଅଧ୍ୟୟନରୁ ଜଣାପଡିଛି। ମାତ୍ର ଏବେ ସେମାନେ ବିଲୁପ୍ତ। ତେବେ ଡାଇନୋସରକୁ ନେଇ କିଛି ଖୁଲାସା କରିଛନ୍ତି ବୈଜ୍ଞାନିକ। ସ୍କଟଲ୍ୟାଣ୍ଡର୍‌ ସ୍କାଇରୁ ଡେଣାଥିବା…

ପରିବାର ସଦସ୍ୟଙ୍କୁ ମିଳିଲା ଭାରତରତ୍ନ, ସେଥି ପାଇଁ ବିଜେପିରେ ମିଶୁଛନ୍ତି କି ଆରଏଲଡି ନେତା ଜୟନ୍ତ ଚୌଧୁରୀ?

ନୂଆଦିଲ୍ଲୀ:କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ବିଜେତାଙ୍କ ନାଁ। ଯେଉଁଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କୁ ଏହି ତାଲିକାରେ ସ୍ଥାନ ମିଳିଛି। ଯାହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ତାଙ୍କ ନାତି ତଥା ଆରଏଲଡି ମୁଖ୍ୟ ଜୟନ୍ତ…

ରେକର୍ଡ କଲା ଏମ୍ସ: ବିନା ଅସ୍ତ୍ରୋପଚାରରେ ଫୁସଫୁସରୁ ବାହାରିଲା ଛୁଞ୍ଚି

ଭୁବନେଶ୍ୱର: ପୁଣି ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଉ ପାଦେ ଆଗେଇଲା ଭୁବନେଶ୍ଵର ଏମ୍ସ। ରାଜ୍ୟରେ ପ୍ରଥମ ଥର ପାଇଁ ବିନା ଅସ୍ତ୍ରୋପଚାରରେ ଫୁସଫୁସରୁ ବାହାରିଲା ଛୁଞ୍ଚି। ବ୍ରୋଙ୍କୋସ୍କୋପିକ୍ ପଦ୍ଧତିରେ ଫୁସଫୁସରୁ ସିଲେଇ ଛୁଞ୍ଚି ବାହାରି କରିଛନ୍ତି ଡାକ୍ତରୀ ଦଳ । ପଶ୍ଚିମବଙ୍ଗରୁ ଆସିଥିବା ୯…

ରଣଜୀ ଟ୍ରଫି: ପ୍ରାରମ୍ଭିକ ସଫଳତା ସତ୍ୱେ ପୁନର୍ବାର ନିରାଶ କଲେ ଓଡିଶା ବୋଲର

କଟକ: ରଣଜୀ ଟ୍ରଫି କ୍ରିକେଟର ଶୁକ୍ରବାର ଗ୍ରୁପ ଡିର ଏକ ମୁକାବିଲାରେ ଓଡିଶା ବିପକ୍ଷରେ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଉତରାଖଣ୍ଡ ୩ ୱିକେଟ ବିନିମୟରେ ୨୩୨ ରନ ସଂଗ୍ରହ କରି ନେଇଛି । ପ୍ରଥମେ ବ୍ୟାଟିଂ କରି ଉତରାଖଣ୍ଡ ୨ ୱିକେଟ ବିନିମୟରେ ୨୨ ରନ ସଂଗ୍ରହ କରି ପ୍ରାରମ୍ଭିକ ବ୍ୟାଟିଂ…

ଭିଜିଲାନ୍ସ ଜାଲରେ ଟ୍ରାଫିକ ଇନ୍‌ସପେକ୍ଟର, କାରରୁ ୪.୨୭ ଲକ୍ଷ ଜବତ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଜଗତସିଂହପୁର ଆରଟିଓ ଟ୍ରାଫିକ ଇନ୍‌ସପେକ୍ଟର। ଟ୍ରାଫିକ ଇନ୍‌ସପେକ୍ଟର ପ୍ରଶାନ୍ତ ମହାପାତ୍ରଙ୍କୁ ଧରିଲା ଭିଜିଲାନ୍ସ। ନିଜ ଗାଡ଼ିରେ ନଗଦ ୪ ଲକ୍ଷ୨୭ ହଜାର ଟଙ୍କା ନେଇ ଭୁବନେଶ୍ବର ଯାଉଥିବା ବେଳେ ମାଡି ବସିଛି ଭିଜିଲାନ୍ସ ଟିମ୍ । କାରରେ ଭୁବନେଶ୍ବର ଅଭିମୁଖେ…

ପୁଟିନଙ୍କ ସ୍ଵତନ୍ତ୍ର ସାକ୍ଷାତକାର: ବାଇଡେନଙ୍କୁ ଦେଲେ ଖୋଲା ଧମକ

ନୂଆଦିଲ୍ଲୀ: ଗତ ଦୁଇ ବର୍ଷ ଧରି ଚାଲିଛି ଋଷ-ୟୁକ୍ରେନ ଯୁଦ୍ଧ। ଉଭୟ ଦେଶର ସଂପର୍କରେ ଭଟ୍ଟା ପଡିଛି। ହଜାର ହଜାର ନୀରିହ ଲୋକ ଯୁଦ୍ଧରେ ପ୍ରାଣ ହରାଇଛନ୍ତି। ଏବେ ବି ନରସଂହାର ଚାଲିଛି। ତେବେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଆମେରିକାର ସାମ୍ବାଦିକ ଟକର କାର୍ଲସନ ଋଷର ରାଷ୍ଟ୍ରପତି…

ଦିନିକିଆରେ ଶ୍ରୀଲଙ୍କା ପକ୍ଷରୁ ପ୍ରଥମ ଦ୍ୱିଶତକ ମାରିଲେ ନିଶାଙ୍କା

ପାଲ୍ଲିକେଲ: ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ ପଥୁମ ନିଶାଙ୍କା ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ଅପରାଜିତ ୨୧୦ ରନର ଇନିଂସ ଖେଳିଛନ୍ତି । ସେ ଏଥିସହ ଶ୍ରୀଲଙ୍କା ପକ୍ଷରୁ ଦିନିକିଆରେ ପ୍ରଥମ ଦ୍ୱିଶତକ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ସେ ସନଥ ଜୟସୂରିଆଙ୍କ ୧୮୯ ରନର ରେକର୍ଡ…

ଏନଡିଏରେ ସାମିଲ ହେବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି!

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଓ୍ବାଇଏସ୍‌ ଜଗନ ମୋହନ ରେଡ୍ଡି । ଗତକାଲି ଜଗନ ମୋହନ ରେଡ୍ଡି ଦିଲ୍ଲୀ ପହଞ୍ଚିଥିବା ବେଳେ ସେ ପ୍ରଧାନମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତକାର କରିଛନ୍ତି । ଏହି ଭେଟଘାଟରେ ଉଭୟଙ୍କ ମଧ୍ୟରେ…