Latest Odisha News

BREAKING NEWS

Browsing Category

ଫିଚର

ମୋକିମ୍, ଚିରଞ୍ଜୀବ ଓ କୃଷ୍ଣଙ୍କ ଉପରୁ ହଟିଲା ନିଲମ୍ବନ ଆଦେଶ, ଶ୍ରୀକାନ୍ତଙ୍କ ଉପରେ ଲାଗୁ ହେବ କି ସମାନ ନିୟମ?

ଭୁବନେଶ୍ଵର: କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛି କଂଗ୍ରେସ। ସେହିପରି ଅନ୍ୟତମ ପୂର୍ବତନ ବିଧାୟକ କୃଷ୍ଣ ସଗରିଆଙ୍କ ବିରୋଧରେ ଲାଗୁ ହୋଇଥିବା ବହିଷ୍କାର ଆଦେଶ ମଧ୍ଯ ପ୍ରତ୍ୟାହାର କରିଛି କଂଗ୍ରେସ।…

ନେତାଙ୍କ ଘର ବାହୁଡା: ଦଳକୁ ଫେରିଲେ ୩ କଂଗ୍ରେସ ନେତା

ଭୁବନେଶ୍ଵର: ଘରକୁ ଫେରିଲେ ଦୁଇ ବରିଷ୍ଠ କଂଗ୍ରେସ ନେତା । ବିଧାୟକ ମହମ୍ମଦ ମୋକିମ ଓ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ବାଳଙ୍କ ଉପରୁ ହଟିଲା ନିଲମ୍ବନ । ଉଭୟଙ୍କ ନିଲମ୍ବନ ହଟିବା ନେଇ ରାଜ୍ୟ ପ୍ରଭାରୀ ଅଜୟ କୁମାରଙ୍କ ସୂଚନା । ଏଥିସହ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ମଧ୍ୟ ପୁଣିଥରେ ଦଳକୁ…

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ୩୦ ବର୍ଷର ମୌନବ୍ରତ ଭାଙ୍ଗିଲେ ସରସ୍ୱତୀ

ଅଯୋଧ୍ୟା: ସୀତାରାମ, ସୀତାରାମ ଧୂନରେ ଖାଲି ଆଯୋଧ୍ୟା ନୁହେଁ ସାରା ଭାରତ ଉତ୍ସବମୁଖରିତ ହୋଇ ଉଠିଛି । ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଆଉ ଏକ ଦୀପାବଳୀକୁ ଡାକି ଆଣିଛି । ତେବେ ମହାପ୍ରଭୂଙ୍କ ଶ୍ରୀରାମଙ୍କ ଏହି କାର୍ଯ୍ୟ ପାଇଁ ଅନେକ ଭକ୍ତ ଶରୀର, ମନ ଓ ଧନରେ ନିଜକୁ ପରୋକ୍ଷ ଭାବେ ନିୟୋଜିତ…

ଏପରି ଏକ ରାମ ମନ୍ଦିର ଯେଉଁଠି ହିନ୍ଦୁଙ୍କୁ ମିଳେନି ପ୍ରବେଶ ଅନୁମତି, ଜାଣନ୍ତୁ କେଉଁଠି… 

ଇସଲାମାବାଦ: ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ହିନ୍ଦୁ ଧର୍ମାମ୍ୱଲମ୍ୱୀ ଲୋକ ବାସ କରୁଛନ୍ତି। ସନାତନ ଧର୍ମରେ ବିଶ୍ୱାସ ରଖିଥିବା ହିନ୍ଦୁମାନେ ସେଠାରେ ମଧ୍ୟ ଅଛନ୍ତି। ତେବେ ପାକିସ୍ତାନର ଇସଲାମାବାଦର ମାରଗାଲା ପାହାଡରେ ମଧ୍ୟ ଶ୍ରୀ ରାମଙ୍କ ମନ୍ଦିର ରହିଛି। ଏହି ମନ୍ଦିରଟି ବହୁତ ପ୍ରାଚୀନ।…

ଖୁବଶୀଘ୍ର ଆରମ୍ଭ ହେବ “ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା”; ଏକ କୋଟି ଘରର ଛାତ ଉପରେ ସୌରଶକ୍ତି ବ୍ୟବହାର ଲକ୍ଷ୍ୟ

ନୂଆଦିଲ୍ଲୀ: ଖୁବଶୀଘ୍ର ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା। ଏକ କୋଟି ଘରର ଛାତ ଉପରେ ସୌର ଶକ୍ତି ବ୍ୟବହାର ଲକ୍ଷ୍ୟ ରଖାଯାଇଛି। ଯୋଜନାର ଶୁଭାରମ୍ଭ କରିବାକୁ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗରିବ ଓ ମଧ୍ୟବିତ୍ତଙ୍କ ବିଦ୍ୟୁତ୍ ବିଲ୍ ହ୍ରାସ…

ପରଲୋକରେ ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା, ରାଜ୍ୟ ବିଜେପିର ଶୋକ

କଟକ: ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡାଙ୍କ ପରଲୋକ । ଆଜି ୭୬ ବର୍ଷ ବୟସରେ କଟକ ସିଡିଏ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। କିଛି ଦିନ ହେବ ଅସୁସ୍ଥତା କାରଣରୁ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ସାମ୍ୱାଦିକତା ଏବଂ ସମାଜସେବା କ୍ଷେତ୍ରରେ ତାଙ୍କର…

ରାଜ୍ୟ କ୍ୟାବିନେଟରେ ୧୪ଟି ପ୍ରସ୍ତାବ ଉପରେ ଲାଗିଛି ମୋହର  

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ବୈଠକରେ ୧୨ଟି ବିଭାଗର ୧୪ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାମାଜିକ ସୁରକ୍ଷା ଓ…

ମୃତ୍ୟୁ ପରେ ବି ଏହି ବ୍ୟକ୍ତିର କବର ଉପରେ ବଜ୍ରପାତ ହେବାରେ ଲାଗିଛି

ଲଣ୍ଡନ: ଅନେକ ସମୟରେ ଅସଫଳତା କିମ୍ବା ଅସୁବିଧା ନେଇ ଆମେ ଭାଗ୍ୟକୁ ଦାୟୀ କରିଥାଉ । ଅନେକ କ୍ଷେତ୍ରରେ ନିଜକୁ ଅନେକ ଦୁର୍ଭାଗ୍ୟଶାଳୀ ବୋଲି ଭାବିଥାନ୍ତି । ତେବେ ବ୍ରିଟେନର ୱାଲ୍ଟର ସମରଫୋର୍ଡକୁ ସବୁଠାରୁ ଅଭାଗା ବ୍ୟକ୍ତି ଭାବେ ବିବେଚନା କରାଯାଇଥାଏ । ୧୯୧୮ରେ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ସେ…

ଜାତୀୟ ଆନ୍ତଃବିଦ୍ୟାଳୟ ବ୍ୟାଣ୍ଡ ପ୍ରତିଯୋଗିତା: ପ୍ରଥମ ସ୍ଥାନ ଅଧିକାର କଲା ମୟୂରଭଞ୍ଜ ଦ୍ରୌପଦୀ ବାଳିକା…

ଭୁବନେଶ୍ବର: ଜାନୁୟାରୀ ୨୧ ଓ ୨୨ ତାରିଖ ଦୁଇ ଦିନ ବ୍ୟାପି ନୂଆଦିଲ୍ଲୀ ସ୍ଥିତ ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମଠାରେ ଜାତୀୟ ଆନ୍ତଃବିଦ୍ୟାଳୟ ବ୍ୟାଣ୍ଡ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏଥିରେ ଓଡିଶାର ମୟୂରଭଞ୍ଜ ଜିଲ୍ଲାର ଦ୍ରୌପଦୀ ବାଳିକା ଉଚ୍ଚବିଦ୍ୟାଳୟ, ପାଇପ ବ୍ୟାଣ୍ଡ (ବାଳିକା)…

ଅମ୍ଳଜାନ ବିନା କେବଳ ଏହି ଜୀବ ବଂଚିପାରେ

ନୂଆଦିଲ୍ଲୀ: ଧରାପୃଷ୍ଠରେ ଅମ୍ଳଜାନ ବିନା ବଂଚିବା ପ୍ରାୟତଃ ଅସମ୍ଭବ ମନେ କରାଯାଇଥାଏ । ବୈଜ୍ଞାନିକମାନେ ଦୀର୍ଘ ଦିନର ଗବେଷଣା ପରେ ଏପରି ଏକ ଜୀବକୁ ଖୋଜି ବାହାର କରିଛନ୍ତି ଯାହାକି ଅମ୍ଳଜାନ ବିନା ବଂଚିପାରେ । ନ୍ୟାଶନାଲ ଏକାଡେମୀ ଅଫ ସାଇନ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ଜୀବର ନାମ…