Latest Odisha News

BREAKING NEWS

Browsing Category

ଫିଚର

ଅର୍ଚ୍ଚନା ନାଗ ଏବଂ ସହଯୋଗୀଙ୍କ ଘରେ ଇଡିର ଚଢ଼ାଉ

ଭୁବନେଶ୍ବର: ବ୍ଲାକ୍ ମେଲର ଅର୍ଚ୍ଚନା ନାଗ ଜେଲରେ ଥିବା ବେଳେ ଏବେ ତାଙ୍କ ଘରେ ଏବଂ ତାଙ୍କ ସହଯୋଗୀଙ୍କ ଘରେ ଇଡି ଚଢ଼ାଉ କରିଛି । ଭୁବନେଶ୍ବର ସତ୍ୟବିହାର ଘର, କଟକ, କଳାହାଣ୍ଡି କେସିଙ୍ଗା ବାସଭବନ, ଜଳେଶ୍ବର ସମେତ 8ଟି ସ୍ଥାନରେ ଇଡି ଚଢ଼ାଉ କରିଥିବା ଜଣାପଡିଛି । ଇଡି ଆର୍ଥିକ ନେଣଦେଣ…

ଆଜି ଦ୍ୱିତୀୟ ସେମିଫାଇନାଲରେ ଭାରତ-ଇଂଲଣ୍ଡ ମଧ୍ୟରେ ଲଢ଼େଇ

ଆଡିଲେଡ୍‌: ଫାଇନାଲରେ ପାକିସ୍ତାନ ସହ କାହାର ଲଢ଼େଇ ହେବ ଆଜି ସ୍ପଷ୍ଟ ହେବ । ବିଶ୍ବର ଅଧିକାଂଶ ପ୍ରଶଂସକ ଆଜିର ମ୍ୟାଚରେ ଭାରତ ବିଜୟୀ ହେବାକୁ ଅପେକ୍ଷା କରିଛନ୍ତି ।  ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ପାକିସ୍ତାନ ନିଉଜିଲାଣ୍ଡକୁ ହରାଇ  ଫାଇନାଲ୍‌ରେ ପ୍ରବେଶ କରିଛି । ସେମି ଫାଇନାଲ୍‌ରେ…

ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର : ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସକାଳ ୧୦ଟା ୫୦ରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯିବ । ସେଠାରେ ମହାମହିମଙ୍କୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ…

ଅର୍ଚ୍ଚନା ନାଗ ମାମଲା: ଇଡିର ସମନ ପରେ ହାଇକୋର୍ଟରେ ଜାମିନ୍ ଆବେଦନ କଲେ ଖଗେଶ୍ୱର

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଜାମିନ୍ ଆବେଦନ କରିଛନ୍ତି ଖଗେଶ୍ୱର ପାତ୍ର । ଇଡି ଆର୍ଥିକ ନେଣଦେଣ ମାମଲାର ତଦନ୍ତ କରୁଛି । ଇଡି ଏହି ମାମଲାରେ ହାଜର ହୋଇ ଜେରାର ସାମ୍ନା କରିବାକୁ କହିବାର ଦିନକ ପରେ ଖଗେଶ୍ୱର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ଏପରି କରି…

ବ୍ରିଟେନର ରାଜା ଓ ରାଣୀଙ୍କ ଉପରେ ଅଣ୍ଡା ମାଡ !

ଲଣ୍ଡନ: ବ୍ରିଟେନର ରାଜା ଚାର୍ଲ୍ସ ଏବଂ ତାଙ୍କ ପତ୍ନୀ ରାଣୀ କାମିଲାଙ୍କ ଉପରେ ଅଣ୍ଡା ଫିଙ୍ଗିବା ମାମଲା ସାମ୍ନାକୁ ଆସିଛି। ଏହି ଘଟଣା ଘଟିବା ପରେ ଦୁହେଁ ଉତ୍ତର ଇଂଲଣ୍ଡରେ ଏକ ସାଧାରଣ ସଭାରେ ଥିଲେ। ଅଣ୍ଡା ରାଜାଙ୍କ ଉପରେ ପଡ଼ିଥିଲା। ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ଏହା ଦେଖିବାକୁ…

ଏମିତି ବି ରାଗିଂ ହୁଏ ! ଅର୍ଦ୍ଧନଗ୍ନ କରାଇ କାଦୁଅରେ ଗଡିବାକୁ କହିଲେ ସିନିୟର

ଚେନ୍ନାଇ: ରାଗିଂ କରିବା ନାଁରେ ସୀମା ଡେଇଁଲେ ମେଡିକାଲ କଲେଜର ଛାତ୍ରଛାତ୍ରୀ । ଭେଲୋରର ଖ୍ରୀଷ୍ଟିଆନ ମେଡିକାଲ କଲେଜରେ ହୋଇଥିବା ଏକ ରାଗିଂ ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।…

ଖାଇବା ତେଲର ଶୁଦ୍ଧତା କେମିତି ପରଖିବେ, ଜାଣନ୍ତୁ ଏପରି

ଓଡିଶା ସମ୍ବାଦ ବ୍ୟୁରୋ: ଆଜିର ସମୟରେ, ବଜାରରେ ଏପରି କୌଣସି ଜିନିଷ ନାହିଁ ଯାହାର ମାନକୁ ନେଇ ପ୍ରଶ୍ନ ଉଠୁନଥିବ । ଖାସ କରି କଟକ, ବ୍ରହ୍ମପୁର ଆଦି ସ୍ଥାନରେ ନକଲି ତେଲ, ମସଲା କାରଖାନା ମିଳିବା ପରେ ଆମ ମାନଙ୍କ ମନରେ ବିଭିନ୍ନ ଖାଦ୍ୟ ସାମଗ୍ରୀ ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ । ରୋଷେଇ…

ପଦ୍ମପୁର ପଲିଟିକ୍ସ: ବିଜେଡିକୁ ଟେନସନ ଦେବେ କି ଖୁଡି ଓ ପୁତୁରା ବୋହୂ?

ଭୁବନେଶ୍ୱର: ବରଗଡ ପଦ୍ମପୁର ବିଧାନସଭା ଉପନିର୍ବାଚନରେ ବିଜେଡି ଗଡ ବଞ୍ଜାଇବାକୁ ଆରମ୍ଭ କରିଛି ପ୍ରୟାସ । ତେଣୁ ବିରୋଧୀ ଶିବିର ବିଜେପିର ଟାଣୁଆ ନେତା ରାଜୁ ଘିବେଲାଙ୍କୁ ଆଣି ଦଳରେ ସାମିଲ କରାଇବାରେ ସକ୍ଷମ ହୋଇଛନ୍ତି ପଦ୍ମପୁର ଦାୟିତ୍ୱରେ ଥିବା ମନ୍ତ୍ରୀ ଟୁକୁନି ସାହୁ । ରାଜୁ ୨୦୧୯…

ପୁରୀରେ ହେବ ଏଏସଆଇ ର ମଣ୍ଡଳ ମୁଖ୍ୟ କାର୍ଯ୍ୟାଳୟ

ଭୁବନେଶ୍ୱର : ପୁରୀରେ ହେବ ଏଏସଆଇ ର ମଣ୍ଡଳ ମୁଖ୍ୟ କାର୍ଯ୍ୟାଳୟ । ଓଡ଼ିଶାରେ କେନ୍ଦ୍ରୀୟ ସଂରକ୍ଷିତ ଐତିହ୍ୟ ଓ କୀର୍ତ୍ତିରାଜିର ସଂରକ୍ଷଣ ଏବଂ ରକ୍ଷଣାବେକ୍ଷଣ ପାଇଁ ଭାରତ ସରକାରଙ୍କ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ (ଏଏସଆଇ) ପୁରୀ ଠାରେ ନୂତନ ମୁଖ୍ୟ କାର୍ଯ୍ୟାଳୟ ପ୍ରତିଷ୍ଠା…

ଆସୁଛନ୍ତି ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ, ପ୍ରଥମ ଦିନ କରିବେ ମହାପ୍ରଭୁଙ୍କ ଦର୍ଶନ

ଭୁବନେଶ୍ବର:  ଆସନ୍ତାକାଲିଠାରୁ ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ । ଆସନ୍ତାକାଲି ରାଷ୍ଟ୍ରପତି ସକାଳ 10ଟା 50ରେ ଆସି ବିମାନ ବନ୍ଦରରେ…