Latest Odisha News

BREAKING NEWS

Browsing Category

ଫିଚର

ବିଛା କାମୁଡ଼ିବା ପରେ ହୃଦଘାତ, ହସ୍ପିଟାଲରେ ଆଖି ବୁଜିଲା ୭ ବର୍ଷର ଛୁଆ

ନୂଆଦିଲ୍ଲୀ: ବିଛା କାମୁଡ଼ିବା ଦ୍ୱାରା ଯନ୍ତ୍ରଣା ହେବା ସମସ୍ତେ ଜାଣିଛନ୍ତି । କିନ୍ତୁ ବ୍ରାଜିଲରେ ବିଛା କାମୁଡ଼ିବା ପରେ ଜଣେ ୭ ବର୍ଷ ବାଳକର ବାରମ୍ବାର ହୃଦଘାତ ହେବା ପରେ ମୃତ୍ୟୁ ହୋଇଛି । ବ୍ରାଜିଲରେ ଏହାକୁ ହଳଦିଆ ବିଛା କୁହାଯାଉଛି । ବିଛା କାମୁଡ଼ିବାର ୨ ଦିନ ପରେ ୭ ବର୍ଷର ବାଳକ ଆଖି…

ବିଦ୍ୟୁତ କାଟ ନେଲା ରୋଗୀର ଜୀବନ!

ମାଲକାନଗିରି : ମାଲକାନଗିରିରେ ମୁଖ୍ୟ ଚିକିତ୍ସାଳୟରେ ବିଦ୍ୟୁତ କାଟ ପାଇଁ ଚାଲିଗଲା ଜଣେ ରୋଗୀର ଜୀବନ । କାମବାଡା ଗ୍ରାମର ରାମ ମାଡକାମୀ ନାମକ ଯୁବକଙ୍କୁ ଆଜି ସକାଳେ ଗୁରୁତର ଅବସ୍ଥାରେ ତାଙ୍କୁ କୋରୁକୋଣ୍ଡା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ସେଠାରୁ ତାଙ୍କୁ ମାଲକାନଗିରିକୁ…

ରାଲିରେ ଇମ୍ରାନ ଖାନଙ୍କ ଉପରେ ଗୁଳିମାଡ଼, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ଗୁଳିମାଡ଼ ହୋଇଛି । ୱାଜିରାବାଦରେ ଏକ ରାଲିରେ ଇମ୍ରାନ ଖାନଙ୍କୁ ଗୁଳିମାଡ଼ କରାଯାଇଥିବା ବେଳେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଇମ୍ରାନଙ୍କ ସହ ଅନ୍ୟ ୪ ଜଣ ଗୁଳିମାଡ଼ରେ ଆହତ ହୋଇଥିବା ଜଣା…

କୋହଲିଙ୍କ ବ୍ୟବହାରକୁ ଆଲୋଚନା କଲେ ଗମ୍ଭୀର

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପ ସୁପର ୧୨ର ଏକ ମ୍ୟାଚରେ ଭାରତ ୫ ରନରେ ବାଂଲାଦେଶକୁ ପରାସ୍ତ କରିଛି । ଏହି ମ୍ୟାଚରେ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ୪୪ ବଲରେ ଅପରାଜିତ ୬୪ ରନ କରିଥିଲେ । ପ୍ରଭାବୀ ପ୍ରଦର୍ଶନ ସତ୍ୱେ କୋହଲିଙ୍କ ଏକ ବ୍ୟବହାର ନେଇ ପୂର୍ବତନ ଓପନ ଗୌତମ ଗମ୍ଭୀର ସମାଲୋଚନା…

କର୍ଲାକୋଟରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର

ନୂଆପଡା: ନୂଆପଡା ଜିଲ୍ଲାର ପାଞ୍ଚଟି ବ୍ଲକ ଏବଂ ତିନୋଟି ଏନଏସିରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରାଯାଇଥିଲା । ଜିଲ୍ଲାରେ ମୋଟ ୧ଲକ୍ଷ ୭୨ ହଜାର ୬୪୩ ଜଣ ହିତାଧିକାରୀଙ୍କୁ ବଣ୍ଟା ହେଇଥିଲା ସ୍ମାର୍ଟ ହେଲଥ କାର୍ଡ  । କିନ୍ତୁ ବୋଡେ଼ନ ବ୍ଲକ କରଲାକୋଟ ଗ୍ରାମପଂଚାୟତରେ ହେଲଥ୍ କାର୍ଡ ବଣ୍ଟନରେ…

ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ କରି ଶ୍ୱଶୁର ଘରେ ଝୁଲି ପଡ଼ିଲା ସ୍ୱାମୀ

ସୋନପୁର: ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ ପରେ ସ୍ୱାମୀର ଆତ୍ମହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ପାଲିଗାଁରେ । ମୃତକ ସମ୍ବଲପୁର ଛିପିଲିମା ଅଞ୍ଚଳର ବନ୍ତୋଷ ଗଣ୍ଡ । ତାଙ୍କ ସ୍ତ୍ରୀ ପାଲିଗାଁର ରଞ୍ଜିତା ଗଣ୍ଡଙ୍କ ଅବସ୍ଥା ଏବେ ସ୍ଥିର…

ଦେଶର ୪୦ ରେଳଷ୍ଟେସନର ନବୀକରଣ କାମ ଜାରି, ୧୪ଟି ପାଇଁ ଟେଣ୍ଡର

ନୂଆଦିଲ୍ଲୀ: ରେଳଯାତ୍ରୀଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦେବା ପାଇଁ ଭାରତୀୟ ରେଳଓ୍ୱେ ବିଭିନ୍ନ ସମୟରେ ନୂଆ ନୂଆ ପ୍ରୟାସ କରିଆସୁଛି । ରେଳଷ୍ଟେସନରେ ଯେପରି ଯାତ୍ରୀମାନଙ୍କୁ କୌଣସି ଅସୁବିଧା ନହୁଏ, ସେଥିପାଇଁ ଭାରତୀୟ ରେଲଓ୍ୱେ ଆରମ୍ଭ କରିଛି ଷ୍ଟେସନ ନବୀକରଣ କାର୍ଯ୍ୟ । ୪୦ଟି…

‘ଓଡ଼ିଶା ସମ୍ବାଦ’ର ଖବରକୁ କପି ପେଷ୍ଟ କରୁଛି ‘ଓଡ଼ିଶା ନ୍ୟୁଜ୍ ଡେସ୍କ’ ୱେବସାଇଟ୍

ଭୁବନେଶ୍ୱର: ଡିଜିଟାଲ୍ ଯୁଗରେ ପାଠକ ଓ ଦର୍ଶକଙ୍କ ରୁଚିକୁ ଆଖି ଆଗରେ ରଖି ସମାଜର ହିତରେ ଅହରହ ଓଡ଼଼ିଶା ସମ୍ବାଦ ଖବର ପରିବେଷଣ କରୁଛି । ଆଉ କିଛି ଚତୁର ସଂସ୍ଥା ‘ଓଡ଼ିଶା ସମ୍ବାଦ’ର ଖବରକୁ କପି ପେଷ୍ଟ କରି ଛାପୁଛନ୍ତି । ‘ଓଡ଼ିଶା ନ୍ୟୁଜ୍ ଡେସ୍କ’ ନାମକ ଏକ ୱେବସାଇଟ୍ ‘ଓଡ଼ିଶା ସମ୍ବାଦ’ର…

ଧାମନଗର ଉପନିର୍ବାଚନ: ଅପରାହ୍ନ ୩ଟା ସୁଦ୍ଧା ୫୨.୧୩% ମତଦାନ

ଧାମନଗର : ଧାମନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନରେ ଅପରାହ୍ନ ୩ଟା ସୁଦ୍ଧା ୫୨.୧୩ ପ୍ରତିଶତ ମତଦାନ ରେକର୍ଡ ହୋଇଛି । ଏନେଇ ସିଇଓଙ୍କ ଅଫିସରୁ ସୂଚନା ପ୍ରଦାନ କରାଯାଇଛି । ଲୋକେ ନିଜର ମନପସନ୍ଦର ପ୍ରାର୍ଥୀ ଚୟନ ପାଇଁ ଭୋଟ୍ ଦେବା ଜାରି ରଖିଛନ୍ତି । ତେବେ ରାମେଶ୍ୱରପୁର ୧୬୯ ଓ ୧୭୦…

ନଭେମ୍ବର ୨୪ରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ୨୪ରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ । ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ, ଶୀତ ଅଧିବେଶନରେ ୩୩ଟି କାର୍ଯ୍ୟ ଦିବସ ରହିବ । ଷୋଡ଼ଦଶ ବିଧାନସଭାର ୧୧ତମ ଅଧିବେଶନ ନଭେମ୍ବର ୨୪ରୁ ଆରମ୍ଭ ହୋଇ…