Latest Odisha News

BREAKING NEWS

Browsing Category

ଫିଚର

ଗୁଜରାଟ ମୋର୍ବି ଭଳି ଚୀନରେ ଭୁଶୁଡ଼଼ି ଥିଲା ପୋଲ, ଦୋଷୀ ଅଧିକାରୀଙ୍କୁ ଦିଆଯାଇଥିଲା ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ: ଗୁଜରାଟ ମୋର୍ବିରେ ବ୍ରିଜ୍ ଭୁଶୁଡ଼ି ୧୩୪ ଜଣଙ୍କ ମୃତ୍ୟୁ ପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ତେଜୁଛି । ତେବେ ଏଭଳି ମାମଲାରେ ଦେଶରେ କଡ଼ା କାର୍ଯ୍ୟାନୁଷ୍ଠାନ ଉଦାହରଣ ପ୍ରାୟତଃ ନାହିଁ କହିଲେ ଚଳେ । ଯେଉଁଥି ପାଇଁ ପୋଲ ନିର୍ମାଣକାରୀ ସଂସ୍ଥା ହେଉ ଅବା ମରାମତି ଦାୟିତ୍ୱ…

୧୧ଟା ସୁଦ୍ଧା ୨୨.୩୬ ପ୍ରତିଶତ ମତଦାନ

ଧାମନଗର: ଭଦ୍ରକ ଧାମନଗର ନିର୍ବାଚନଣ୍ଡଳୀ ପାଇଁ ମତଦାନ ଜାରି ରହିଛି ।  ପୂର୍ବାହ୍ନ ୧୧ଟା ସୁଦ୍ଧା ୨୨.୩୬ ପ୍ରତିଶତ ମତ ଦାନ ହୋଇଛି । ଆରମ୍ଭରୁ ୫ଟି ବୁଥରେ ସାମାନ୍ୟ ତ୍ରୁଟି ଥିଲା, ତେବେ ପରେ ସବୁ ଠିକ୍ ଠାକ୍ ଚାଲିଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର…

ଆଜି ବାଜିବ ଗୁଜରାଟ ବିଗୁଲ୍

ଗୁଜରାଟ: ବାଜିବ ଗୁଜରାଟ ବିଗୁଲ୍ । ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆଜି ହେବ ତାରିଖ ଘୋଷଣା । ମଧ୍ୟାହ୍ନରେ ନିର୍ବାଚନ କମିଶନ କରିବେ ପ୍ରେସମିଟ । ଆଜି ତାରିଖ ଘୋଷଣା ନେଇ ପୂର୍ବରୁ ନିର୍ବାଚନ କମିଶନ ପ୍ରେସମିଟ୍ ଜରିଆରେ ସୂଚନା ଦେଇଥିଲେ । ଏଥର ବି ୨ଟି ପର୍ଯ୍ୟାୟରେ ନିର୍ବାଚନ…

ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲେ ୨ କର୍ମଚାରୀ

ଲକ୍ଷ୍ନୌ: ହୋଟେଲର ଷ୍ଟୋରରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ। ଜଳିଗଲେ ୨ କର୍ମଚାରୀ । ଉତ୍ତରପ୍ରଦେଶର ମଥୁରାର ବୃନ୍ଦାବନ ଥାନା ଅଞ୍ଚଳରେ ଥିବା ଏକ ହୋଟେଲରେ ଏହି ଅଗ୍ନିକାଣ୍ଡ ଘଟିଛି। ଆଜି ସକାଳୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ସୂଚନା। ଏହି ଅଗ୍ନିକାଣ୍ଡରେ ହୋଟେଲର ଦୁଇ ଜଣ କର୍ମଚାରୀଙ୍କ ମୃତ୍ୟୁ…

ଧାମନଗର: ମତସାବ୍ୟସ୍ତ କଲେ ପ୍ରାର୍ଥୀ

ଧାମନଗର: ଧାମନଗରରେ ଚାଲିଛି ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ। ଧାମନଗର ନିର୍ବାଚନମଣ୍ଡଳୀର କାପଡାର ୭୮ ନମ୍ବର ବୁଥରେ ବିଜେଡି ପ୍ରାର୍ଥୀନୀ ଅବନ୍ତି ଦାସ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ସେହିପରି ତିହିଡି କାପଡାର ୭୫ ନମ୍ବର ବୁଥରେ ସ୍ଵାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ…

ରାଜଭବନରୁ ୩ଟି ଚନ୍ଦନ ଗଛ ଚୋରି  

ଭୁବନେଶ୍ବର : ରାଜଭବନ ପରିସରରୁ ୩ଟି ବୃହତ ଚନ୍ଦନ ଗଛ ଚୋରି ହୋଇଯାଇଛି। ଏହି ଗଛର ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଚୋରୀ କିପରି ହେଲା ତାହା ଏବେ ସନ୍ଦେହ ଘେରରେ। ଏନେଇ ରାଜଭବନର ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ…

ଭୋଟ୍ ଦେଉଛି ଧାମନଗର; ସକାଳ ୯ ସୁଦ୍ଧା ୧୦.୨୫%

ଧାମନଗର : ଧାମନଗର ଉପନିର୍ବାଚନ ପାଇଁ ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟ୍‌ ଗ୍ରହଣ । ସକାଳ ୯ଟା ସୁଦ୍ଧା ୧୦.୨୫ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଧାମନଗର ନିର୍ବାଚନମଣ୍ଡଳୀର ୨ ଲକ୍ଷ ୩୮ହଜାର ୪୧୭ ଜଣ ଭୋଟର ଆଜି ମତାଧିକାର ସାବ୍ୟସ୍ତ କରିବେ। ସେଥିମଧ୍ୟରୁ ୧…

ଗୁଜରାଟ, ହିମାଚଳ ନିର୍ବାଚନ ପୂର୍ବରୁ 6 ରାଜ୍ୟର 7 ବିଧାନସଭା ଆସନ ଉପରେ ନଜର

ନୂଆଦିଲ୍ଲୀ: ଦେଶର ଛଅଟି ରାଜ୍ୟରେ ସାତଟି  ବିଧାନସଭା ଆସନରେ ମତଦାନ ଆରମ୍ଭ ହୋଇଛି। ବିହାରର ମୋକାମା ଏବଂ ଗୋପାଳଗଞ୍ଜ, ମହାରାଷ୍ଟ୍ରର ଅନ୍ଧେରି (ପୂର୍ବ), ହରିୟାଣାର ଆଦମପୁର, ତେଲେଙ୍ଗାନାର ମୁନୁଗୋଡେ, ଉତ୍ତରପ୍ରଦେଶର ଗୋଲା ଗୋକର୍ଣ୍ଣନାଥ ଏବଂ ଓଡିଶାର ଧାମନଗରରେ ଏହି ଉପନିର୍ବାଚନ ଅନୁଷ୍ଠିତ…

ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ମିଳିଲା X କ୍ୟାଟେଗରୀ ସିକ୍ୟୁରିଟି

ମୁମ୍ବାଇ : ବଲିଓଡ ତାରକା ସଲଖାନ୍‌ଙ୍କ ପରେ ଅମିତାଭ ବଚ୍ଚନଙ୍କ ସୁରକ୍ଷା ବଢ଼ାଇଲା ମୁମ୍ବାଇ ପୋଲିସ। ବିଗ୍‌ ବିଙ୍କୁ ମିଳିଲା ଏକ୍ସ ଶ୍ରେଣୀର ସୁରକ୍ଷା । ବଡ଼ ବଡ଼ ସେଲିବ୍ରିଟିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁମ୍ବାଇ ସରକାର ଏବଂ ରାଜ୍ୟ ସରକାର ସୁରକ୍ଷା ବଢ଼ାଉଛନ୍ତି । ସଲମାନ ଖାନଙ୍କୁ…

ଆଶାର କିରଣ

ସୁଷମା ପରିଜାଙ୍କ ସ୍ୱତନ୍ତ୍ର ଆଲେଖ୍ୟ… ମୋବାଇଲ୍ ସ୍କ୍ରିନରେ ପ୍ରତିଫଳିତ ହେଉଥିବା ୟୁ ପି ଏସ୍ ସି ପରୀକ୍ଷା ଫଳକୁ ତନ୍ନ ତନ୍ନ କରି ଆଉଥରେ ଆଖି ବୁଲାଇ ଆଣିଲା ଆଶା। ହଠାତ୍ ତା’ର ଆଖି ଅଟକିଗଲା ଗୋଟିଏ ନମ୍ବର ଉପରେ । ସେଇଟିକୁ ଜୁମ୍ କରି ଆଉଥରେ ପଢିଲା ପରେ ମନକୁ ମନ ଗୁଣୁଗୁଣେଇଲା ଏବଂ ଖଟ…