Latest Odisha News

BREAKING NEWS

Browsing Category

ଫିଚର

ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଡି.ଓ୍ୱାଇ ଚନ୍ଦ୍ରଚୂଡ 

ନୂଆଦିଲ୍ଲୀ : ଆଜି ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଡି.ଓ୍ୱାଇ ଚନ୍ଦ୍ରଚୂଡ  । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ସମାରୋହରେ ତାଙ୍କୁ ଶପଥପାଠ କରାଇଛନ୍ତି । ୧୦ ନଭେମ୍ୱର ୨୦୨୪ ପର୍ଯ୍ୟନ୍ତ ସେ କାର୍ଯ୍ୟରେ ରହିବେ । ସେ ସୁପ୍ରିମକୋର୍ଟର ୫୦ତମ ପ୍ରଧାନ…

ସିଡନୀରେ ପ୍ରଥମ ସେମିଫାଇନ ଆଜି: ନ୍ୟୁଜିଲାଣ୍ଡକୁ ଭେଟିବ ପାକିସ୍ତାନ

ସ୍ବିଡନୀ: ଟି-ଟ୍ବେଣ୍ଟି ବିଶ୍ବକପ ପ୍ରଥମ ସେମି ଫାଇନାଲରେ ଆଜି ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ । ମ୍ୟାଚ ଜିତିବା ପାଇଁ  ଦୁଇଦଳ ଦୁଇ ଦିନ ହେଲା ଝାଳବୁହା ପ୍ରାକ୍ଟିସ କରିଛନ୍ତି ।  ତେବେ ପାକିସ୍ତାନ ଦୁଇ ଓପନର ଫର୍ମରେ ନାହାଁନ୍ତି । ବାବର ଏବଂ ରିଜଓ୍ବାନ ଫର୍ମରେ ନଥିଲେ…

ଶ୍ରୀଜିଉଙ୍କର ବନକଲାଗି ନୀତି

ପୁରୀ : ଆଜି ଶ୍ରୀ ମନ୍ଦିରରେ ଶ୍ରୀଜିଉଙ୍କର ବନକଲାଗି ନୀତି । ଦ୍ବିତୀୟ ଭୋଗ ମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିରର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ ।  ବୁଧବାର ମହାପ୍ରଭୁଙ୍କ ବନକ ଲାଗି ନୀତି  । ବନକଲାଗି ପାଇଁ ହିଙ୍ଗୁଳ,…

ଆଜି ଛାଡଖାଇ, ଆମିଷ ଦୋକାନ ଆଗରେ ଲମ୍ବା ଲାଇନ

ଭୁବନେଶ୍ବର: ଆଜି ଛାଡଖାଇ ପାଇଁ ସାରା ଓଡ଼ିଶାରେ ଆମିଷ ଦୋକାନରେ ସକାଳୁ ସକାଳୁ ଗହଳି ଲାଗିଛି । ପୂଣ୍ୟମାସ କାର୍ତ୍ତିକ ମାସ ଶେଷ ହେବା ପରେ  ଆଜି ଛାଡ ଖାଇ ପଡିଛି। ଅଧିକାଂଶ ଲୋକେ  ଘରେ ଘରେ ମାଛ ମାଂସର ଆସର କରିବାକୁ ଆଜିକୁ ଅପେକ୍ଷା କରିଥାନ୍ତି । କାର୍ତ୍ତିକ ମାସ ତମାମ ପୂଣ୍ୟମାସ…

ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା ୨ଜଣଙ୍କ ମୃତ୍ୟୁ

ଖୋର୍ଦ୍ଧା : ଆଜି ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇଜଣଙ୍କ ଜୀବନ ଯାଇଛି ।  ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିକଟ ଭୁଇଁପୁର ଛକରେ ଏଭଳି ଦୁଃଖଦ ଘଟଣା ଘଟିଛି ।  ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୨ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ…

ଅସଦାଚରଣ ମାମଲାରେ ଡାକ୍ତର ଗିରଫ 

ଅନୁଗୁଳ: ମହଙ୍ଗା ପଡିଲା ଅସଦାଚରଣ । ଜେଲ୍ ଗଲେ ଡାକ୍ତର । ଅନୁଗୁଳ ଜିଲ୍ଲା ତାଳଚେରରେ ଜଣେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ପୁଲିସ ଜଣେ ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଡାକ୍ତର ଜଣଙ୍କ ଏକ ଘରୋଇ କ୍ଲିନିକର ଡାକ୍ତର ପବିତ୍ର ମୋହନ ପ୍ରଧାନ । ସୂଚନା ଅନୁସାରେ ତାଳଚେର…

ବିଳମ୍ବିତ ରାତିରେ ପୁରୀରେ ବୋମାମାଡ, ଜଣେ ଅଟକ

ପୁରୀ: ବିଳମ୍ବିତ ରାତିରେ ଶ୍ରୀମନ୍ଦିର ନିକଟରେ ବୋମାମାଡ । ମାଟିମଣ୍ଡପ ସାହି ଅଙ୍ଗାରୁଆ ଗଳିରେ ଥିବା ଯୁବ ଆଇନଜୀବୀ ସୁଭାଶିଷ ମହାନ୍ତିଙ୍କ ଘର ଉପରକୁ ବୋମାମାଡ । ପ୍ରଥମେ ଦୁଇ ଦୁର୍ବୁତ୍ତ ଫେରାର ହୋଇ ଯାଇଥିଲେ କିନ୍ତୁ ଶେଷ ଖବର ସୁଦ୍ଧା ଜଣେ ଅଟକ ଥିବା ସୂଚନା ରହିଛି । ଏହି ବୋମାମାଡରେ…

G20 ପାଇଁ ପିଏମ ମୋଦୀଙ୍କ ମନ୍ତ୍ର – ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି -20 ବୈଠକର ଲୋଗୋ ଉନ୍ମୋଚନ କରିଛନ୍ତି । ଏହା ସହ  ଥିମ୍ ଏବଂ ୱେବସାଇଟ୍ ମଧ୍ୟ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…

ଯୁଦ୍ଧର ପରିଣାମ ଆମେ ଦେଖିପାରୁଛୁ: ଜୟଶଙ୍କର

ମସ୍କୋ:  ନିଜର ସ୍ପଷ୍ଟ ମତ ପାଇଁ ସାରା ବିଶ୍ବରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବେ ଋଷିଆ ଗସ୍ତରେ ଅଛନ୍ତି । ଋଷ ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଏସ ଜୟଶଙ୍କର କହିଛନ୍ତି ଯେ ଆମେ ବର୍ତ୍ତମାନ ୟୁକ୍ରେନ ବିବାଦର ଫଳାଫଳ ଦେଖୁଛୁ। ଏହାର ମାନେ…

ମୈନପୁରୀ ଲୋକସଭା ଉପ-ନିର୍ବାଚନ: ଯୋଗୀ, ଅଖିଳେଶଙ୍କ ପାଇଁ ସମ୍ମାନର ପ୍ରଶ୍ନ

ଲକ୍ଷ୍ନୈା: ୟୁପିରେ ମୈନପୁରୀ ଲୋକସଭା ଉପନିର୍ବାଚନ ପାଖେଇ ଆସୁଥିବା ବେଳେ ଏହି ଆସନରେ ବିଜେପି ଏବଂ ସମାଜବାଦୀ ପାର୍ଟି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ।  ମୁଲାୟମ ସିଂ ଯାଦବଙ୍କ ମୃତ୍ୟୁ ପରେ ଖାଲି ପଡିଥିବା ମୈନପୁରୀକୁ ବିଜେପି ହାତେଇବା ପାଇଁ ଯୋଗୀ ଆଦିତ୍ୟନାଥ ଘନଘନ ରଣନୀତି…