Latest Odisha News

BREAKING NEWS

Browsing Category

ଫିଚର

ଖୋଲିବ କଳା ଟଙ୍କାର ଚିଠା, ଅର୍ଚ୍ଚନା ନାଗଙ୍କ ସହ ୪ ଜଣଙ୍କ ବିରୋଧରେ ଇଡି ରୁଜୁ କଲା ମାମଲା

ଭୁବନେଶ୍ୱର: ହନିଟ୍ରାପ୍, ବ୍ଲାକମେଲିଂ ଓ ବ୍ଲାକମନି । କାହାଠୁ କୋଟି କୋଟି ଟଙ୍କା ଆଣିଛନ୍ତି ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ? ମାତ୍ର ୫ ବର୍ଷରେ କେମିତି ହେଲେ କୋଟିପତି ? ଅର୍ଚ୍ଚନା ନାଗ ମାମଲାରେ ଇଡି ରୁଜୁ କରିଛି ମାମଲା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ଅର୍ଚ୍ଚନା ନାଗଙ୍କ ସହ ତାଙ୍କ…

ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀ ରାଧା ପାଦଦର୍ଶନ ପାଇଁ ଲମ୍ବା ଧାଡ଼ି

୨ ବର୍ଷ ପରେ ଅଁଳା ନବମୀରେ ସାକ୍ଷୀଗୋପାଳ ମନ୍ଦିର ଚଳଚଞ୍ଚଳ । ଭକ୍ତଙ୍କ ଗହଳିରେ ହସୁଛନ୍ତି ପ୍ରଭୁ ସାକ୍ଷୀଗୋପାଳ । ନଟବର ବେଶରେ ଦର୍ଶନ ଦେଉଛନ୍ତି ହଟିଆ ଠାକୁର । ମାଆ ରାଧାଙ୍କ ପାଦଦର୍ଶନ ପାଇଁ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ । ମାଆ ରାଧାରାଣୀଙ୍କ ଓଡ଼ିଆଣୀ ବେଶ ଓ ଝଟକୁଥିବା ଅଳଙ୍କାର…

କ୍ରୋମ ପରିବହନକୁ ନେଇ ବିବାଦ, ଆନ୍ଦୋଳନକୁ ଓହ୍ଲାଇଲା ଟ୍ରକ୍ ମାଲିକ ସଂଘ

ଯାଜପୁର: କାଳିଆପାଣି ଖଣି ଅଞ୍ଚଳରେ କ୍ରୋମ ପରିବହନକୁ ନେଇ ବିବାଦ ଦେଖା ଦେଇଛି । ବିଭିନ୍ନ ସମସ୍ୟା ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଭିନ୍ନ ଅଞ୍ଚଳର ଟ୍ରକ୍ ମାଲିକ ସଂଘ । କ୍ରୋମ ପରିବହନରେ ଅନିୟମିତତା ଓ କ୍ରୋମ ପରିବହନ ନେଇ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଅବମାନନା କରାଯାଉଥିବା ଅଭିଯୋଗ…

କୋର୍ଟରେ ଅନୁଭବଙ୍କ ଘର ଚାବି ଫେରାଇଲେ ବର୍ଷା

କଟକ: ଭୂତେଇଲେ, ଭଣ୍ଡେଇଲେ… କୋର୍ଟଙ୍କ ତାଗିଦ୍ ପରେ ଚାବି ଫେରାଇଲେ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କୋର୍ଟଙ୍କ ତାଗିଦ୍ ପରେ ଅନୁଭବଙ୍କ ଘରର ଚାବିକୁ ଫେରାଇଛନ୍ତି । ବର୍ଷା କଟକ ଏସଡିଜେଏମ୍ କୋର୍ଟରେ ଶାଶୂଘର ଚାବିକୁ ଦାଖଲ କରିଥିବା ବେଳେ ଦ୍ୱିତୀୟ ଦିନରେ ପରିବାର ଅଦାଲତରେ ହାଜର ହୋଇ…

ଜଳସାଥୀ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର: ୩ ବର୍ଷ ତଳେ ୫-ଟି ଉପକ୍ରମରେ ଆରମ୍ଭ ହୋଇଥିବା ଜଳସାଥୀ କାର୍ଯ୍ୟକ୍ରମର ସଫଳତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମିଶନ ଶକ୍ତି ଗୋଷ୍ଠୀଙ୍କୁ ସମ୍ପତ୍ତି କର ଆଦାୟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ସହରାଞ୍ଚଳରେ ରାଜସ୍ୱ ବୃଦ୍ଧି ହେବା ସହିତ ମିଶନ ଶକ୍ତି ମା ମାନଙ୍କର…

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଛାତ୍ରଙ୍କ ଜୀବନ

କେନ୍ଦ୍ରାପଡ଼ା : ବିଦ୍ୟୁତ ତାର ଲାଗି ଛାତ୍ରଙ୍କ ମୃତ୍ୟୁ ଘଟିଛି । ଏଭଳି ଛାତି ଥରା ଘଟଣା ମାର୍ଶାଘାଇ ବଜାର ଜୁଣ ଛକରେ ଦେଖିବାକୁ ମିଳିଥିଲା। ମୃତ ଯୁବକ ଜଣକ ହେଲେ ମାର୍ଶାଘାଇ ଥାନା ଅନ୍ତର୍ଗତ କରମକୂଳ ଗାଁର ଦେବୀ ପ୍ରସାଦ ଦାସ ( ଓରଫ ଚିକୁ)  । ଦେବୀ ମାର୍ଶାଘାଇ ସ୍ଥିତ ଏକ ଘରୋଇ ଗାଇଡ଼…

ପଞ୍ଚୁକରେ ଧବଳେଶ୍ୱରଙ୍କ ଭର୍ଚୁଆଲ୍ ଦର୍ଶନ

କଟକ : ପଞ୍ଚୁକରେ ଭର୍ଚୁଆଲ୍ ମୋଡ୍ ରେ ଦର୍ଶନ ଦେବେ ପ୍ରଭୁ ଧବଳେଶ୍ୱର । ଧବଳେଶ୍ୱର ମେଳା ବାତିଲ୍ ହେବା ପରେ ଦର୍ଶନ ପାଇଁ ମନଊଣା କରିଥିଲେ ଶ୍ରଦ୍ଧାଳୁ । ହେଲେ କଟକ ଜିଲ୍ଲା ପ୍ରଶାସନ ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର ଘୋଷଣା କରିଛି । ଭୋଳାନାଥଙ୍କ ଅନଲାଇନ୍ ଦର୍ଶନ ପାଇଁ ଏଲଇଡି ଲଗାଇବାକୁ…

ସାମନ୍ଥାକୁ ନେଇ ଚିନ୍ତାରେ ପୂର୍ବ ସ୍ୱାମୀ ନାଗା ଚୈତନ୍ୟ

ମୁମ୍ବାଇ : ଚର୍ଚ୍ଚାରେ ରହିଆସିଥିବା ସାଉଥ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୃ ବର୍ତ୍ତମାନ ମାୟୋସିଟିସର ରୋଗରେ ପୀଡ଼ିତ ଅଛନ୍ତି। ସାମନ୍ଥାଙ୍କ ସ୍ଵାସ୍ଥ୍ୟ ବିଷୟରେ ଜାଣି ଚିନ୍ତାରେ ପୂର୍ବତନ ସ୍ବାମୀ ନାଗା ଚୈତନ୍ୟ । ଛାଡପତ୍ର ପରେ ସାମନ୍ଥାଙ୍କ ପୂର୍ବତନ ସ୍ଵାମୀ ନାଗା ଏବଂ ତାଙ୍କ ପରିବାର…

ନେଦରଲାଣ୍ଡ ନିକଟରୁ ହାରି ବିଶ୍ୱକପରୁ ବିଦାୟ ନେଲା ଜିମ୍ବାୱେ

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ନେଦରଲାଣ୍ଡ ନିକଟରୁ ହାରି ଜିମ୍ବାୱେ ଟୁର୍ଣ୍ଣାମେଂଟରୁ ବାଦ ପଡିଛି । ଜିମ୍ବାୱେ ପ୍ରଥମେ ବ୍ୟାଟିଂ କରି ୧୯.୨ ଓଭରରେ ୧୧୭ ରନ କରି ଅଲଆଉଟ ହୋଇ ଯାଇଥିଲା । ସିକନ୍ଦର ରାଜା ୪୦ ରନ କରିଥିଲେ । ୯ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ…

ଚୀନର ‘ଫକ୍ସକନ୍ ଆଇଫୋନ ସିଟି’ରେ ଲକଡାଉନ୍

ବେଜିଂ : ଚୀନରେ ପୁଣି ଲକଡାଉନ । ଝେଙ୍ଗଝୁସ୍ଥିତ ଫକ୍ସକନ୍ ଟେକ୍ନୋଲଜି ଗ୍ରୁପର ମୁଖ୍ୟ କାରଖାନା ଆଖପାଖରେ ଲକଡାଉନ ଜାରି କରିଛି ସ୍ଥାନୀୟ ପ୍ରଶାସନ । ଯାହା ‘ଫକ୍ସକନ ଆଇଫୋନ ସିଟି’ ପ୍ଲାଣ୍ଟ ନାମରେ ପରିଚିତ । ଏହି କାରଖାନାଟି ବିଶ୍ୱର ସର୍ବବୃହତ୍ ଆଇଫୋନ୍ ଫ୍ୟାକ୍ଟ୍ରି । ନଭେମ୍ୱର ୯ ତାରିଖ…