Latest Odisha News

BREAKING NEWS

Browsing Category

ଫିଚର

ପୁରୀ ଅଭିମୁଖେ ଆସୁଥିବା ତୀର୍ଥଯାତ୍ରୀ ବସ ଦୁର୍ଘଟଣାର ଶିକାର

ଟାଙ୍ଗୀ: କୋଲକାତାରୁ ପୁରୀ ଅଭିମୁଖେ ଆସୁଥିବା ଏକ ତୀର୍ଥଯାତ୍ରୀ ବସ ଦୁର୍ଘଟଣାର ଶିକାର ହୋଇଛି। କଟକ ଜିଲ୍ଲା ଟାଙ୍ଗୀ ବନ୍ଦାଳସ୍ଥିତ ଟୋଲ ପ୍ଲାଜା ନିକଟରେ ବସଟି ଦୁର୍ଘଟଣାର ଶିକାର ହୋଇଛି। ସନ୍ଧ୍ୟା ପ୍ରାୟ ୭ଟା ସମୟରେ ୧୬ ନମ୍ବର ଜାତୀୟ ରାଜପଥରେ। ଖବର ଲେଖା ହେବା ସୁଦ୍ଧା ଦୁର୍ଘଟଣାରେ…

ଟ୍ବିଟରକୁ ଫେରିଲେ ଟ୍ରମ୍ପ ?

ନୂଆଦିଲ୍ଲୀ: ଲୋକପ୍ରିୟ ସୋଶିଆଲ ମିଡିଆ କମ୍ପାନୀ ଟ୍ବିଟରର ମାଲିକାନା ବଦଳିଛି। କମ୍ପାନୀର ନୂଆ ମୁଖ୍ୟ ତଥା ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ଟ୍ବିଟରରେ ସମସ୍ତେ ନିଜ ନିଜ ମତ ରଖିପାରିବେ ବୋଲି କହିଛନ୍ତି। ସେହିପରି ଯେଉଁମାନେ ପୂର୍ବରୁ ଟ୍ବିଟରରେ ବ୍ଲକ ହୋଇଛନ୍ତି ସେମାନେ ଅନ…

କେନ୍ଦ୍ର ସରକାର ୧୦ଲକ୍ଷ ନିଯୁକ୍ତି ଦେବା ଦିଗରେ କାମ କରୁଛନ୍ତି: ମୋଦୀ

ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନସିଂ ଜରିଆରେ ଗୁଜରାଟ ରୋଜଗାର ମେଳାରେ ନିଜର ଅଭିଭାଷଣ ରଖିବା ବେଳେ କେନ୍ଦ୍ର ସରକାର ୧୦ଲକ୍ଷ ନିଯୁକ୍ତି ଦେବା ଦିଗରେ କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ଧନତେରାସରେ ଜାତୀୟ ସ୍ତରରେ ୭୫ ହଜାର…

ଫିଲିପାଇନ୍ସରେ ପ୍ରାକୃତିକ ବିପର୍ଯ୍ୟୟ: ମୃତ୍ୟୁ ସଂଖ୍ୟା ୭୦ରୁ ଅଧିକ

ନୂଆଦିଲ୍ଲୀ: ଫିଲିପାଇନ୍ସରେ ପ୍ରାକୃତିକ ବିପର୍ଯ୍ୟୟ। ପ୍ରବଳ ବର୍ଷା ସହିତ ବନ୍ୟା ଏବଂ ଭୂସ୍ଖଳନରେ ଅତି କମରେ ୭୦ ଜଣଙ୍କର ମୃତ୍ୟୁ ଘଟିଛି। ୬୦ରୁ ଅଧିକ ନିଖୋଜ ହୋଇଥିବା ଜଣାପଡିଛି। ଅନେକ ଲୋକ ପଥର, ଗଛ ଏବଂ ଆବର୍ଜନା ଭର୍ତ୍ତି ସ୍ଥାନରେ ପୋତି ହୋଇଯାଇଛନ୍ତି ବୋଲି କୁହାଯାଉଛି। ଏହି…

ଦୁଇ ସପ୍ତାହ ପରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ : କିଏ ମାରିବ ବାଜି?

ସିମଲା: ଆଉ ଦୁଇ ସପ୍ତାହ ରହିଲା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ । ବିଧାନସଭାର ସମସ୍ତ ଆସନ ପାଇଁ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ତାରିଖ ସରିଯାଇଛି ।  ତେବେ କିଛି ଆସନରେ ବିଜେପି ଏବଂ କଂଗ୍ରେସର ବିଦ୍ରୋହୀ ବିଧାୟକ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିବା ବେଳେ ଆଉ କିଛି ଆସନରେ ସେମାନେ…

ଅମିତ ଶାହଙ୍କୁ ଗିରଫ କରିବାକୁ ଦାବି କଲେ ସିସୋଦିଆ

ନୂଆଦିଲ୍ଲୀ: ଅଣ ବିଜେପି ଶାସିତ ରାଜ୍ୟରେ ବିଜେପି 'ଅପରେସନ୍ ଲୋଟସ୍' ଚଳାଇଛି। ତେଲେଙ୍ଗାନାର ଶାସକ ଦଳ ଟିଆରଏସର ବିଧାୟକଙ୍କୁ ବିଜେପି କିଣିବାକୁ ପ୍ରୟାସ କରୁଛି। ଏପରି ଅଭିଯୋଗ ଆଣିଛନ୍ତି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ଆଉ ପ୍ରମାଣ ଦେବାକୁ ଯାଇ ଏକ ଅଡିଓ କ୍ଲିପ୍…

ଗୁଜରାଟରେ ସମାନ ନାଗରିକ ସଂହିତା ଲାଗୁ ପାଇଁ ବିଜେପିର ଘୋଷଣା

ଅହମ୍ମଦାବାଦ: ଗୁଜୁରାଟ ବିଧାନସଭା  ନିର୍ବାଚନ ପୂର୍ବରୁ ବିଜେପି ସରକାରଙ୍କ ବଡ଼ ଘୋଷଣା  କରିଛନ୍ତି । ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପୂର୍ବରୁ ବିଜେପି ସରକାର ରାଜ୍ୟରେ ସମାନ ନାଗରିକ ସଂହିତା କାର୍ଯ୍ୟକାରୀ କରିବା ପାଇଁ କମିଟି ଘୋଷଣା କରିବାକୁ କହିଛନ୍ତି ଗୁଜରାଟ ସରକାର ।…

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ପଦ୍ମପୁରକୁ ନବୀନଙ୍କ ଭେଟି

ଭୁବନେଶ୍ୱର: ବରଗଡ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ ପରେ ଖାଲି ପଡ଼ିଛି ଏହି ଆସନ। ଖୁବଶୀଘ୍ର ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାକୁ ଯାଉଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପଦ୍ମପୁରରେ ୪୮୮ କୋଟି ଟଙ୍କାର ନୂଆ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ସମସ୍ତଙ୍କ…

ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସ ଗିରଫ

ଭୁବନେଶ୍ୱର: ଗିରଫ ହେଲେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ (ଆର୍‌ଡବ୍ଲୁଏସ୍‌ଏସ୍‌) ଭୁବନେଶ୍ୱର ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାଶ। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ନିଜର କଳା ଟଙ୍କାକୁ କ୍ରିପଟୋ କରେନ୍ସିରେ ଇନଭେସ୍ଟମେଣ୍ଟ …

ହସିଲେ ସୂର୍ଯ୍ୟ !

ୱାଶିଂଟନ: ମହାକାଶରେ ଆଜି ସୂର୍ଯ୍ୟ ହସିଛନ୍ତି । ଆଉ ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଆମେରିକା ସ୍ପେଶ ଏଜେନ୍ସି ନାସା ପକ୍ଷରୁ ଏହି ଫଟୋ ଛଡା ଯାଇଥିଲା । ଯାହାକୁ ଦେଖି ସମେସ୍ତ ହତବାକ ହୋଇ ଯାଇଥିଲେ । ଏପରିକି ସୋସିଆଲ ମିଡିଆରେ କେତେଜଣ ସୂର୍ଯ୍ୟଙ୍କୁ ଏହି ହସକୁ କାର୍ଟୁନ ସହିତ…