Latest Odisha News

BREAKING NEWS

Browsing Category

ଫିଚର

ଅର୍ଚ୍ଚନା ଗଙ୍ଗାରେ କିଏ ବୁଡ଼ ପକାଇଛନ୍ତି, ପୁଲିସ କହୁ: ତାରା

ଭୁବନେଶ୍ୱର: କମିଶନରେଟ ପୋଲିସ ଉପରେ ବିଜେଡି ଓ ବିଜେପି ର ଚାପ ଅଛି । ଅର୍ଚ୍ଚନା ନାଗ ପ୍ରସଙ୍ଗରେ ଏପରି କହିଛନ୍ତି କଂଗ୍ରେସ ବିଧାୟକ ତାରା ବାହାନୀପତି। ଗତକାଲି କମିଶନରେଟ ପୋଲିସ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଏହି ପ୍ରସଙ୍ଗରେ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିଲେ। ହେଲେ ସେ ମୁହଁ…

ଅରୁଣାଚଳର ସିଆଙ୍ଗରେ ସେନାର ରୁଦ୍ର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଇଟାନଗର: ଅରୁଣାଚଳ ପ୍ରଦେଶର ସିଆଙ୍ଗରେ ଶୁକ୍ରବାର ବଡ଼ ଦୁର୍ଘଟଣା ଘଟିଛି । ସିଙ୍ଗିଂ ଗାଁ ନିକଟରେ ସେନାର ରୁଦ୍ର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ଘଟିଥିବା ସ୍ଥାନ ଟୁଟିଂ ହେଡକ୍ୱାର୍ଟରରୁ ୨୫ କିଲୋମିଟର ଦୂର ବୋଲି ଜଣାପଡ଼ିଛି । ଗୁଆହାଟି ପ୍ରତିରକ୍ଷା ପିଆରଓଙ୍କ…

ଟ୍ରକରେ ଟମାଟୋ ରଖିବା ଶୈଳୀ ଦେଖି ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆପଣମାନେ ନିଶ୍ଚିତ ଭାବରେ ସୋସିଆଲ୍ ମିଡିଆରେ ଅନେକ ଭିଡିଓ ଦେଖୁଥିବେ। କିଛି ଭିଡିଓ ଆମକୁ ହସେଇବା ପାଇଁ ଉଦ୍ଦିଷ୍ଟ। ଆଉ କିଛି ଭିଡିଓ ଦେଖିବା ପରେ ଆମେ ଭାବପ୍ରବଣ ହୋଇଥାଉ। ବେଳେବେଳେ ସୋସିଆଲ ମିଡିଆରେ କିଛି ଚକିତ କଲା ଭଳି ଭିଡିଓ ମଧ୍ୟ ଦେଖାଯାଏ। ନିକଟରେ ସୋସିଆଲ…

‘ଆଦିପୁରୁଷ’ ନିର୍ଦ୍ଦେଶକ ଓମ୍ ରାଉତଙ୍କୁ ଉପହାରରେ ମିଳିଲା ୪.୮ କୋଟି ଟଙ୍କା ମୂଲ୍ୟର କାର

ନୂଆଦିଲ୍ଲୀ: ଆଜିକାଲି ସୈଫ ଅଲୀ ଖାନଙ୍କ ଅଭିନୀତ ଫିଲ୍ମ 'ଆଦିପୁରୁଷ'ର ରାବଣକୁ ନେଇ ବିବାଦ ଲାଗି ରହିଛି। କୁହାଯାଉଛି ଯେ ହିନ୍ଦୁ ଭାବନାରେ ଆଘାତ ଲାଗିଛି। ଏହି ସମୟରେ ଆଦିପୁରୁଷ ନିର୍ଦ୍ଦେଶକ ଓମ ରାଉତଙ୍କ କୋଟି କୋଟି ଟଙ୍କାର ଉପହାର ବିଷୟରେ ଚର୍ଚ୍ଚା କରାଯାଉଛି। ଆଦିପୁରୁଷର ନିର୍ଦ୍ଦେଶକ…

ଫିଲ୍ମ ‘କାନ୍ତାରା’କୁ ଭୁରି ଭୁରି ପ୍ରଶଂସା କଲେ କଙ୍ଗନା, ପୂର୍ବରୁ କେବେ ଦେଖିନଥିଲେ ଏପରି କାହାଣୀ

ନୂଆଦିଲ୍ଲୀ: ସାଉଥ ଇଣ୍ଡିଆନ ଫିଲ୍ମ 'କାନ୍ତାରା' ବଡ଼ ପରଦାରେ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି। ଫିଲ୍ମ ଦେଖିବା ପରେ ସମସ୍ତେ ତାଙ୍କ ନିର୍ଦ୍ଦେଶନା ଏବଂ ଲେଖା ବ୍ୟତୀତ ରିଷଭ ସେଟ୍ଟୀଙ୍କ ଅଭିନୟକୁ ପ୍ରଶଂସା କରୁଛନ୍ତି। ଏହି କାରଣରୁ ଫିଲ୍ମ 'କାନ୍ତାରା' ଆଇଏମଡିବିରେ ଚଳିତ ବର୍ଷର…

ସର୍ବସାଧାରଣରେ ବରୁଣ ଧୱନଙ୍କ ପାଦ ଛୁଇଁଲେ କ୍ରିତି ସାନନ୍

ମୁମ୍ବାଇ: ବରୁଣ ଧୱନ ଏବଂ କ୍ରିତି ସାନନଙ୍କ ଅଭିନୀତ ଚଳଚ୍ଚିତ୍ର 'ଭେଡିଆ'ର ଟ୍ରେଲର ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରରେ ବରୁଣ ଧୱନ ଏକ ଭେଡିଆରେ ପରିଣତ ହେଉଛନ୍ତି। ଏହି ଚଳଚ୍ଚିତ୍ରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହି ସମୟରେ ବରୁଣ ଧୱନ ଏବଂ କ୍ରିତି ସାନନଙ୍କ ଏକ ଭିଡିଓ ଭାଇରାଲ…

ଗୋବିନ୍ଦାଙ୍କ କଥାରେ ଭାବପ୍ରବଣ ହେଲେ ନେହା କକ୍କର

ମୁମ୍ବାଇ: ନେହା କକ୍କର ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ବନେଇବା ସହ ନିଜ ସ୍ଥାନ ବଜାୟ ରଛନ୍ତି। ଏକଦା ଜାଗରଣରେ ଗୀତ ଗାଉଥିବା ନେହା ବର୍ତ୍ତମାନ ବଲିଉଡ ଫିଲ୍ମରେ ଗୀତ ଗାଇ ଲୋକଙ୍କୁ ତାଙ୍କ ସ୍ୱରରେ ଦିୱାନା କରିଦେଇଛନ୍ତି। ଇଣ୍ଡିଆନ ଆଇଡଲର ଅଡିସନରେ ଥରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା…

ଅର୍ଚ୍ଚନାର ସ୍ୱାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୁଲିସ

ଭୁବନେଶ୍ୱର: ବ୍ଲାକମେଲିଂ ମାମଲାରେ ଜଗବନ୍ଧୁ ଚାନ୍ଦଙ୍କୁ ଉଠାଇନେଲା ପୁଲିସ। ଏହି ମାମଲାରେ ପୂର୍ବରୁ ଗିରଫ ହୋଇ ଜେଲରେ ଥିବା ଅର୍ଚ୍ଚନା ନାଗଙ୍କ ସ୍ୱାମୀ ହେଉଛନ୍ତି ଜଗବନ୍ଧୁ ଚାନ୍ଦ। ବ୍ଲାକମେଲିଂ ମାମଲାରେ ଅର୍ଚ୍ଚନାଙ୍କ ସହିତ ଜଗବନ୍ଧୁର ସଂପୃକ୍ତି ଥିବା ସନ୍ଦେହ ରହିଛି। ଦୀର୍ଘ ଦିନ ହେବ…

କେଉଁ ବ୍ୟକ୍ତିଙ୍କ ପାଇଁ ଘିକୁଆଁରୀ ରସ ଉପଯୁକ୍ତ ନୁହେଁ ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଲୋଭେରା ଅନେକ ପୁଷ୍ଟିକର ତତ୍ତ୍ୱରେ ପରିପୂର୍ଣ୍ଣ। ଆଲୋଭେରା ବା ଘିକୁଆଁରୀ ଗୁଣ ବିଷୟରେ ଯଦି କହିବା ଏହାର ଅନକେ ଗୁଣ ଅଛି ଯାହା ରକ୍ତରେ ଶର୍କରା ହ୍ରାସ କରିଥାଏ। ଏହା ସହିତ ଏହି ରସ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ। ଏହା ଅନେକ…

ଗୁପ୍ତଚର ଅଭିଯୋଗରେ ଜାଲ୍ ପରିଚୟ ଦେଇ ରହୁଥିବା ଚାଇନା ମହିଳା ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀରେ ଜାଲ୍ ପରିଚୟ ଦେଇ ରହୁଥିଲେ ଚାଇନା ମହିଳା  । ଗୁପ୍ତଚର ଅଭିଯୋଗରେ ଗିରଫ କଲା ପୋଲିସ। ତେବେ ଏହି ମହିଳା ଜଣକ ହେଉଛନ୍ତି  କାଇରୁଓ  । ତାଙ୍କ ଘର ଚାଇନାର ହାଇନାନ ପ୍ରୋଭିନ୍ସରେ ବୋଲି ଜଣାପଡ଼ିଛି। ମହିଳା ଜଣକୁ ଦିଲ୍ଲୀ ପୁଲିସ ମଞ୍ଜୁ କା ତିଲାରୁ ଗିରଫ କରିଛି। ମହିଳା…