Latest Odisha News

BREAKING NEWS

Browsing Category

ଫିଚର

ଟି୨୦ ବିଶ୍ୱକପ : ଚୂଡାନ୍ତ ହେଲା ସୁପର ୧୨ ଟିମ, ଏଥର ହେବ ପ୍ରକୃତ ମୁକାବିଲା

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପ କ୍ରିକେଟର ସୁପର ୧୨ ଲାଇନ ଅପ ଚୂଡାନ୍ତ ହୋଇଯାଇଛି । ୨୨ ଅକ୍ଟୋବରରୁ ବିଶ୍ୱକପ ଦ୍ୱିତୀୟ ପର୍ଯ୍ୟାୟ ଅଥବା ପ୍ରକୃତ ମୁକାବିଲା ଆରମ୍ଭ ହେବ । ଗ୍ରୁପ ୧ରେ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଆୟର୍ଲାଣ୍ଡ, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ଏବଂ ଗ୍ରୁପ ୨ରେ…

ବାଣ ଭିଡୁଥିବା ବେଳେ ବିସ୍ଫୋରଣରେ ଜଣେ ମୃତ, ୩ ଜଣ ଗୁରୁତର  

ଅନୁଗୁଳ: ଦୀପାବଳି ପୂର୍ବରୁ ଅଘଟଣ । ବାଣ ଭିଡ଼ିବା ବେଳେ ଚାଲିଗଲା ଜୀବନ । ଅନୁଗୁଳ ଜିଲ୍ଲା ଖମାର ଥାନା ଇଞ୍ଜିଡ଼ି ପଞ୍ଚାୟତ ସାଆନ୍ଦା ଗାଁରେ ବାଣ ତିଆରି ବେଳେ ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ସେହି ଗାଁର ତ୍ରିପୁର…

ଇମ୍ରାନଙ୍କୁ ଝଟକା, ୫ ବର୍ଷ ପାଇଁ ଲଢିପାରିବେନି ନିର୍ବାଚନ

କରାଚୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ୫ ବର୍ଷ ପାଇଁ ନିର୍ବାଚନ ଲଢିପାରିବେନି । ଶୁକ୍ରବାର ପାକିସ୍ତାନ ନିର୍ବାଚନ ଆୟୋଗ ତାଙ୍କୁ ଅଯୋଗ୍ୟ ଘୋଷିତ କରିଛି । ତୋଷଖାନା ଦୁର୍ନରତି ମାମଲାରେ ଇସଲାମବାଦ ନିର୍ବାଚନ କମିଶନର ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛି । ଇମ୍ରାନ ଖାଁ ଆଉ…

ଦାନଗଦୀ ହାଟରେ ସ୍ତ୍ରୀ କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ସ୍ୱାମୀ

ଯାଜପୁର : ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀ କୁ ହାଟ ଉପରେ ଗୋଡ଼ାଇ ଗୋଡ଼ାଇ ହାଣିଲା ସ୍ୱାମୀ । ଯାଜପୁର ଦାନଗଦି ହାଟ ନିକଟରେ ସ୍ୱାମୀର କଟୁରି ଚୋଟରେ ସ୍ତ୍ରୀ ସମେତ ୧  ଆହାତ। ସୂଚନା ମୁତାବକ ଅଭିଯୁକ୍ତ ଜଣକ ହେଲେ ଟମକା ଅଞ୍ଚଳର ମୁନାପାତ୍ର  । ସେ ୨ଜଣ ମହିଳାଙ୍କୁ ବିବାହ କରିଥିଲେ।…

କ୍ରିକେଟ, ବିଶ୍ୱକପ ଆଉ ଭାରତ-ପାକ ମ୍ୟାଚ : ରୋମାଂଚର ଟ୍ରିପଲ ଡୋଜ

୨୩ ଅକ୍ଟୋବର ପାଇଁ ଏବେଠାରୁ ଛାତ ଧଡ ଧଡ । ଟି୨୦ ବିଶ୍ୱକପରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ ଆମ୍ନା ସାମ୍ନା ହେବେ । ଦୀପାବଳିର ଖୁସି ବି ପରୋକ୍ଷରେ ଏହା ସହିତ ଜଡିତ ହୋଇଯାଇଛି । ବର୍ଷା ଯଦି ବାଧକ ନ ସାଜେ ତାହାହେଲେ କ୍ରିକେଟପ୍ରେମୀ ନିଶ୍ଚିତ ଭାବେ ଏକ ରୋମାଂଚକ…

ଧର୍ମେନ୍ଦ୍ର ସାହୁ, ଅର୍ଚ୍ଚନା ନାଗ ପ୍ରସଙ୍ଗରେ ପୁଲିସକୁ ଘେରିବ ବିଜେପି

ଭୁବନେଶ୍ୱର: ପୁରୀର ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲା ଏବଂ ଅର୍ଚ୍ଚନା ନାଗ ପ୍ରସଙ୍ଗରେ ଛନ୍ଦି ହୋଇଯାଇଛନ୍ତି ବିଜେଡିର ଟାଣୁଆ ନେତା ତଥା ମନ୍ତ୍ରୀ। ପୋଲିସ ଉଭୟ ମାମଲାର ତଦନ୍ତ କରୁଛି ହେଲେ ବିଭିନ୍ନ ପ୍ରସଙ୍ଗରେ ପୋଲିସର ନିରବତାକୁ ନେଇ ପ୍ରଶ୍ନ ଉଠିଛି। ଆଉ…

ଟି୨୦ ବିଶ୍ୱକପରୁ ୨ଥର ଚାମ୍ପିୟନ ୱେଷ୍ଟଇଣ୍ଡିଜ ବିଦା, ସୁପର ୧୨ରେ ଆୟର୍ଲାଣ୍ଡ

ହୋବାର୍ଟ: ଚଳିତ ଟି୨୦ ବିଶ୍ୱକପରେ ଆଜି ଏକ ବିପର୍ଯ୍ୟୟ ଘଟିଛି । ୨ ଥର ଚାମ୍ପିୟନ ୱେଷ୍ଟଇଣ୍ଡିଜ ୯ ୱିକେଟରେ ଆୟର୍ଲାଣ୍ଡ ନିକଟରୁ ହାରି ଯାଇଛି । ଏଥିସହ ପ୍ରଥମ ଥର ପାଇଁ ୱେଷ୍ଟଇଣ୍ଡିଜ ପ୍ରଥମ ରାଉଣ୍ଡରୁ ବିଦା ହୋଇଛି । ଟସ ଜିତି ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ୱିକେଟ ହରାଇ…

ଓସିଏରେ ପ୍ରଭାବଶାଳୀ ନେତାଙ୍କ ଏଣ୍ଟ୍ରି, ମୁହାଁମୁହିଁ ହେଲେ ବିଜେଡି-ବିଜେପି

ଭୁବନେଶ୍ୱର: ଆଜିଠୁ ଓସିଏ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ସକାଳ ୧୦ଟାରୁ ଆରମ୍ଭ ହୋଇଛି ଏହି ପ୍ରକ୍ରିୟା। ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ତଥା ବିଜେଡିର ସାଂଗଠନିକ ସମ୍ପାଦକ ଏହି ନିର୍ବାଚନରେ ସଭାପତି ଭାବେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯାଉଥିବା ସୂଚନା…

ଓଡ଼ିଶା ଉପକୂଳ ଛୁଇଁବନି ବାତ୍ୟା, ୨୬ ଯାଏ ଅଶାନ୍ତ ରହିବ ସମୁଦ୍ର

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସକ୍ରିୟ ରହିଛି । ଏହା କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଦକ୍ଷିଣପୂର୍ବ ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ୨୨ ତାରିଖରେ ଅବପାତର ରୂପ ନେବ ।…

ଜେରା ପରେ ଜଗବନ୍ଧୁଙ୍କୁ ବାନ୍ଧିଲା ପୋଲିସ, ସ୍ତ୍ରୀ ପରେ ସ୍ବାମୀ ନାଁରେ ଲାଗିଲା ଦଫା ୩୦୭

ଭୁବନେଶ୍ୱର: ଅର୍ଚ୍ଚନା ନାଗ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଗିରଫ। ଅକ୍ଚୋବର ୭ରୁ ଚର୍ଚ୍ଚାରେ ଥିବା ଏହି ବହୁଚର୍ଚ୍ଚିତ ହନିଟ୍ରାପ ମାମଲାରେ ଏହା ଦ୍ବିତୀୟ ଗିରଫ। ଗତକାଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ନଦେଇ ମୁହଁ ଫେରାଇ ନେଇ ପଳାଇବା ପରେ…