Latest Odisha News

BREAKING NEWS

Browsing Category

ଫିଚର

ବାଇଡେନ୍ କହିଲେ ପାକିସ୍ତାନ ବିପଦପୂର୍ଣ୍ଣ ଦେଶ, ଚିହିକି ଉଠିଲା ପାକିସ୍ତାନ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପାକିସ୍ତାନକୁ ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ଦେଶ ବୋଲି କହିଛନ୍ତି। ଏହାପରେ ପଡୋଶୀ ପାକିସ୍ତାନ ଏପରି ବୟାନ ପାଇଁ ଆଶ୍ଚର୍ଯ୍ୟ ପ୍ରକାଶ କରିଛି। ଆତଙ୍କବାଦ ପ୍ରସଙ୍ଗରେ ସାରା ବିଶ୍ୱରେ ପାକିସ୍ତାନର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇସାରିଛି।…

ବିଶ୍ବ କ୍ଷୁଧା ସୂଚକାଙ୍କ ରିପୋର୍ଟ, ଭାରତ କହିଲା ଭାବମୂର୍ତ୍ତି ଖରାପ କରିବାକୁ ପ୍ରୟାସ

ନୂଆଦିଲ୍ଲୀ: ଭୋକରେ ଭାରତ! ବିଶ୍ୱ କ୍ଷୁଧା ସୂଚକାଙ୍କ ତାଲିକାରେ ତଳକୁ ଖସିଲା ଭାରତର ସ୍ଥାନ । ଏଭଳି ଏକ ରିପୋର୍ଟ ପ୍ରକାଶ ପାଇବା ପରେ ଭାରତ ନିଜର ଆଭିମୁଖ୍ୟ ରଖିଛି। କେନ୍ଦ୍ର ସରକାର ପାକିସ୍ତାନର ଉଦାହରଣ ଦେଇ କହିଛନ୍ତି କିଛି ଅନ୍ତର୍ଜାତୀୟ ସଂସ୍ଥା ଭାରତକୁ ବଦନାମ କରିବାକୁ ଏପରି…

ଗାଙ୍ଗୁଲି ଲଢ଼ିବେ ସିଏବି ନିର୍ବାଚନ: ରିପୋର୍ଟ

କୋଲକାତା: ନାଟକୀୟ ଢ଼ଙ୍ଗରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ସଭାପତି ପଦରୁ ହଟିବା ପରେ ସୌରଭ ଗାଙ୍ଗୁଲିଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହା ପରେ ଗାଙ୍ଗୁଲି ଆଗକୁ କିଛି ବଡ କରିବା ନେଇ ସୂଚନା ଦେଇଥିଲେ । ତେବେ ଏକ ରିପୋର୍ଟ ମୁତାବକ ଗାଙ୍ଗୁଲି କ୍ରିକେଟ ଆସୋସିଏଶନ ଅଫ ବେଙ୍ଗଲର ସଭାପତି…

୧୬ ଟିମ, ୨୯ ଦିନ, ୪୫ ମ୍ୟାଚ, ଗୋଟିଏ ଟ୍ରଫି

ଓଭାଲ: ଅଷ୍ଟ୍ରେଲିଆରେ ଆଉ କିଛି ସମୟ ପରେ ଆରମ୍ଭ ହୋଇଯିବ ୮ମ ଟି୨୦ ବିଶ୍ୱକପ କ୍ରିକେଟ । ସମସ୍ତ ପ୍ରସ୍ତୁତି ଶେଷ । ଗୋଟିଏ ଟ୍ରଫି ପାଇଁ ୧୬ ଟିମ ମଧ୍ୟରେ ୨୯ ଦିନରେ ୪୫ ମୁକାବିଲା ହେବ । ଦ୍ୱିତୀୟ ଥର ପାଇଁ ବର୍ଷକ ବ୍ୟବଧାନରେ ଟି୨୦ ବିଶ୍ୱକପ ଖେଳାଯାଉଛି । ଗତ ବର୍ଷ ୟୁଏଇରେ ଏହାର ୭ମ…

ଡ୍ରଗ୍ସ ଇନସପେକ୍ଟରଙ୍କ ମାର୍ଗଦର୍ଶିକା ପରେ ରାଜ୍ୟ ଔଷଧ ବ୍ୟବସାୟୀ ସଂଘର ବଡ଼ ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟରେ କଟକ ସମେତ ବିଭିନ୍ନ ଜିଲ୍ଲାରୁ ପୁଳା ପୁଳା ନକଲି ଔଷଧ ଜବତ ହେବା ପରେ ଏ ଦିଗରେ ସତର୍କ ହୋଇଛି ଓଡ଼ିଶା ଔଷଧ ବ୍ୟବସାୟୀ ଆସୋସିଏସନ। ନକଲି ଔଷଧ ବିକ୍ରି ଉପରେ ରୋକ୍ ଲଗାଇବାକୁ ଯାଇ ଗତକାଲି ଏକ ବୈଠକ ବସିଥିଲା। ଏହି ବୈଠକରେ ସମସ୍ତ ଔଷଧ ବ୍ୟବସାୟୀ ସଂଘ ଏକାଠି…

ଦିନେ କର୍ମଚାରୀଙ୍କୁ ଦରମା ଦେବାକୁ ସରକାରଙ୍କ ପାଖେ ଟଙ୍କା ନଥିଲା, ଏବେ ଅର୍ଥନୀତି ବଦଳିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାର ଅର୍ଥନୀତିକୁ ନେଇ ମୁଖ୍ୟମନ୍ତ୍ରୀ ବଡ଼ କଥା କହିଛନ୍ତି । ୨୨ ବର୍ଷ ତଳ କଥା ମନେପକାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଶାରେ ଦିନେ କଳା ସମୟ ଥିଲା । ମହାବାତ୍ୟା ପରେ ସେ ଯେବେ ସରକାର ଗଠନ କରିଥିଲେ ସେତେବେଳେ  ସରକାରୀ କର୍ମଚାରୀଙ୍କୁ ଦରମା ଦେବା ପାଇଁ ଅର୍ଥ ନିଅଣ୍ଟ…

ନବଜାତର ଜନ୍ମ ପ୍ରମାଣପତ୍ର ସହ ତିଆରି ହେବ ଆଧାର କାର୍ଡ

ନୂଆଦିଲ୍ଲୀ: ନବଜାତ ଶିଶୁଙ୍କ ଜନ୍ମ ପ୍ରମାଣପତ୍ର ସହିତ ଆଧାର ପଞ୍ଜୀକରଣ ସୁବିଧା ଆଗାମୀ କିଛି ମାସ ମଧ୍ୟରେ ସମସ୍ତ ରାଜ୍ୟରେ ଆରମ୍ଭ ହେବ। ବର୍ତ୍ତମାନ ଦେଶର ୧୬ଟି ରାଜ୍ୟରେ ଆଧାର ପଞ୍ଜୀକରଣ ବ୍ୟବସ୍ଥା ରହିଛି। ବର୍ଷକ ପୂର୍ବରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଧୀରେ ଧୀରେ ଅନେକ ରାଜ୍ୟ…

ନବୀନଙ୍କ ବଡ଼ ଘୋଷଣା, ନିୟମିତ ହେବେ ୫୭ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କର୍ମଚାରୀ

ଭୁବନେଶ୍ୱର: କ୍ୟାବିନେଟ୍ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି । ଓଡ଼ିଶାରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା ସମସ୍ତ କର୍ମଚାରୀ ନିୟମିତ ହେବ । ଏନେଇ କ୍ୟାବିନେଟରେ ନିଷ୍ପତ୍ତି ନିଆଯିବା ପରେ ସମସ୍ତ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମିତ ହେବା ନେଇ ଘୋଷଣା…

ଏଥର ଦୀପାବଳିରେ ରାଜଧାନୀର ୭ଟି ସ୍ଥାନରେ ବିକ୍ରି ହେବ ବାଣ

ଭୁବନେଶ୍ୱର: ଦୀପାବଳିରେ ରାଜଧାନୀରୁ କେଉଁଠି କିଣିବେ ବାଣ । ଏନେଇ ଆପଣ ଦ୍ୱନ୍ଦ୍ୱରେ ରୁହନ୍ତୁ ନାହିଁ । ରାଜଧାନୀର ୭ଟି ସ୍ଥାନରେ ବାଣ ବିକ୍ରି ନେଇ ଅନୁମତି ମିଳିଛି । ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ୭ଟି ସ୍ଥାନକୁ ବାଣ ବିକ୍ରି ଲାଗି ଚିହ୍ନଟ କରାଯାଇଛି । ଏଥିପାଇଁ…

ଧୋନୀଙ୍କ ଫିଲ୍ମରେ ଥାଲାପତି ବିଜୟ, ମହେଶ ବାବୁ !

ମାଡ୍ରାସ: ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକ ଭାବେ ବିବେଚିତ ମହେନ୍ଦ୍ର ସିଂ ଧୋନୀ ଖୁବ ଶୀଘ୍ର ତାଙ୍କର ଆଉ ଏକ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ ଧୋନୀ ପିଲ୍ମ ମେକର୍ସ ଭାବେ ପାଦ ଥାପିବାକୁ ଯାଉଛନ୍ତି । ଦକ୍ଷିଣ ଭାରତରେ ସେ ତାଙ୍କ ଏହି ଅଭିଯାନ ଆରମ୍ଭ କରିବେ ।…