Latest Odisha News

BREAKING NEWS

Browsing Category

ଫିଚର

ଆଜିଠୁ ଆରମ୍ଭ ହେବ ଆଇସିସି ଟି-୨୦ ବିଶ୍ୱକପ୍

ବ୍ରିସବେନ: ଆଜିଠୁ ଆରମ୍ଭ ହେବ ଆଇସିସି ଟି-୨୦ ବିଶ୍ୱକପ୍ । ଶ୍ରୀଲଙ୍କା ଏବଂ ନାମିବ୍ୟା ମଧ୍ୟରେ ପ୍ରଥମ ମ୍ୟାଚ ଆଜି ଆରମ୍ଭ ହୋଇଛି । ପ୍ରଥମେ ବ୍ୟାଟିଂ କରୁଛି ନାମିବ୍ୟା । ଟି୨୦ ବିଶ୍ୱକପର ଅଷ୍ଟମ ସଂସ୍କରଣ ପାଇଁ  ମୋଟ ୧୬ ଟି ଦେଶକୁ ନେଇ ଆୟୋଜିତ ଏହି ବିଶ୍ୱକପ ଅଷ୍ଟ୍ରେଲିଆର ୭ ଟି…

ଶ୍ରୀକ୍ଷେତ୍ରର ମୁଖ୍ୟ ଜଳ ଉତ୍ସଥିବା ମୂଷାନଈ ଉପରେ ମାଫିଆଙ୍କ ନଜର !

ପୁରୀ: ରାହା ଖୋଜୁଛି ପୁରୀର ଐତିହ୍ୟ ସମ୍ପନ୍ନ ମୂଷାନଈ। ଜବରଦଖଲ ଓ ବେଆଇନ କୋଠା ନିର୍ମାଣ ଯୋଗୁଁ ଧୀରେଧୀରେ ସଙ୍କୁଚିତ ହୋଇ ପୋତି ହେବାକୁ ବସିଲାଣି ମୂଷାନଈ। ଅବଢ଼ା ଯୋଜନାରେ ସାମିଲ ଏହି ନଦୀର ଉନ୍ନତିକରଣ ଏବେ ଠପ୍ ହୋଇପଡ଼ିଛି। ଜମି ଅଧିଗ୍ରହଣ ସରୁନଥିବା ବେଳେ ମାଫିଆଙ୍କ କବଳରେ ଥିବା…

ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ଦାବି କଲେ ବିରୋଧୀ

ଭୁବନେଶ୍ୱର: ଭଦ୍ରକ ଧାମନଗର ଉପ ନିର୍ବାଚନ ପୂର୍ବରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ନିର୍ବାଚନ କମିଶନ ଡାକିଥିଲେ ଏହି ସର୍ବଦଳୀୟ ବୈଠକ। ନିର୍ବାଚନରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଏହି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିରୋଧୀ ବିଜେପି ପୂର୍ବରୁ…

ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ଅନେକ ମାଓବାଦୀ ଆହତ ସୂଚନା

ରାୟପୁର: ଶନିବାର ସନ୍ଧ୍ୟାରେ ଛତିଶଗଡର ନାରାୟଣପୁର ଜିଲ୍ଲାରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ମାଓବାଦୀଙ୍କ ସମାବେଶର ସୂଚନା ପାଇବା ପରେ ପୋଲିସ ଏନକାଉଣ୍ଟର ଅପରେସନ୍ ଆରମ୍ଭ କରିଥିଲା। ଯବାନମାନେ ବୃନ୍ଦାବଲ ଜଙ୍ଗଲରେ ପହଞ୍ଚିବା ମାତ୍ରେ ନକ୍ସଲମାନେ ଗୁଳି ଚଳାଇବା…

‘ଅର୍ଚ୍ଚନା ନାଗ ପ୍ରସଙ୍ଗ ଉଠିବ ଧାମନଗର ଉପନିର୍ବାଚନରେ’

ଭୁବନେଶ୍ୱର: ଅର୍ଚ୍ଚନା ନାଗ ପ୍ରସଙ୍ଗ କେବେଳ ରାଜଧାନୀରେ ଥିବା ମିଡିଆରେ ସମୀତ ହୋଇ ରହିବ ନାହିଁ। ଏହା ଧାମନଗର ବିଧାନସଭା ଉପନିର୍ବାଚନ ବେଳେ ମଧ୍ୟ ଉଠିବ। ଏହା କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା। ନଭେମ୍ବର 3ରେ ଏହି ଆସନ ପାଇଁ ଭୋଟ୍ ପଡିବ। ଏହା ପୂର୍ବରୁ ତିନି ପ୍ରମୁଖ…

ଆତଙ୍କବାଦୀ ଲିଙ୍କରେ ଚାକିରିରୁ ବହିଷ୍କାର ହେଲେ ୫ ସରକାରୀ କର୍ମଚାରୀ

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ସଂଗଠନ ସହ ଲିଙ୍କ ମାମଲାରେ  ୫ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବିଦା କରାଯାଇଛି । ଆକ୍ରମଣ ପାଇଁ ଆତଙ୍କବାଦୀଙ୍କୁ ସମସ୍ତ ପ୍ରକାର ସହଯୋଗ କରୁଥିବା ପ୍ରମାଣ ମିଳିବା ପରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ସମ୍ବିଧାନର ଧାରା ୩୧୧ (୨)…

ପୂର୍ବ ଘୋଷଣା ପରି ଯୁବପିଢିଙ୍କୁ ସରକାର ନିରାଶ ନ କରନ୍ତୁ -ଜୟ ନାରାୟଣ ମିଶ୍ର

ଭୁବନେଶ୍ୱର : ନିଜେ ନେଇଥିବା ଐତିହାସିକ ଭୁଲକୁ ରାଜ୍ୟ ସରକାର ସ୍ୱୀକାର କରି କିଞ୍ଚିତ ସମାଧାନ କରିବାର ଘୋଷଣା ସ୍ୱାଗତଯୋଗ୍ୟ । ମାତ୍ର ରାଜ୍ୟ ସରକାର ପୂର୍ବ ଘୋଷଣା ପରି ଯୁବପିଢିଙ୍କୁ ନିରାଶ କରିବେ ନାହିଁ ବୋଲି ଆଶାପ୍ରକଟ କରିଛନ୍ତି ବିଧାନସଭାର ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ଜୟ…

ମୁଖ୍ୟମନ୍ତ୍ରୀଙ୍କ ୭୬ ତମ ଜନ୍ମଦିନ, ନବୀନ ନିବାସ ନଆସିବା ପାଇଁ କଲେ ଅନୁରୋଧ

ଭୁବନେଶ୍ବର: ଏବର୍ଷ ମଧ୍ୟ ଜନ୍ମଦିନ ପାଳନ କରିବେ ନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ପାଇଁ ମଧ୍ୟ ଗତବର୍ଷ ଜନ୍ମଦିନ ପାଳନ କରିନଥିଲେ ମୁଖ୍ୟମନ୍ତ୍ରୀ ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ଜନ୍ମଦିନ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ମେକ ଇନ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ…

ରାଜ୍ୟ କ୍ୟାବିନେଟରେ ୯ଟି ପ୍ରସ୍ତାବରେ ମୋହର

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ୯ଟି ପ୍ରସ୍ତାବକୁ ବାଜିଛି ମୋହର । ପ୍ରଥମ ପ୍ରୋଜେକ୍ଟରେ ୪ଟି ମେଗା ପାନୀୟ ଜଳ ପ୍ରକଳ୍ପ ରେ ଓଡ଼ଙ୍ଗା ବ୍ଲକ୍ ଏବଂ ରଣପୁର ବ୍ଲକ ର ଲକ୍ଷାଧିକ ଲୋକ ଉପକୃତ ହେବେ । ନୟାଗଡ଼ ଜିଲ୍ଲାରେ ଏହି ବୃହତ୍ତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଦ୍ବାରା ଲୋକଙ୍କ ଘରକୁ…

ଗୁଜରାଟ ଏବଂ ହିମାଚଳ ପ୍ରଦେଶରେ କିଏ ଗଢ଼ିବ ସରକାର ? ଆସିଲା ଓପିନିୟନ ପୋଲ୍

ନୂଆଦିଲ୍ଲୀ: ପୁଣିଥରେ ବିଜେପି ଗୁଜୁରାଟରେ କ୍ଷମତାକୁ ଫେରୁଛି । ଏନେଇ ଟାଇମସ୍ ନାଓ ନବଭାରତ ଟାଇମସ ର ଓପିନିୟନ ପୋଲରେ କୁହାଯାଇଛି ।  ରାଜ୍ୟରେ ନିର୍ବାଚନ ପୂର୍ବରୁ କରାଯାଇଥିବା ଓପିନିୟନ ପୋଲରେ  ଟାଇମ୍ସ ନାଓ ନବଭାରତର ସର୍ଭେ ଅନୁଯାୟୀ, ରାଜ୍ୟରେ ବିଜେପି ବହୁମତ ହାସଲ କରୁଥିବା ତଥ୍ୟ…