Latest Odisha News

BREAKING NEWS

Browsing Category

ଫିଚର

ଡ୍ୟାମ୍ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ: ବିଶ୍ବବ୍ୟାଙ୍କ ବୈଠକରେ ବିଶେଷଜ୍ଞ

ଭୁବନେଶ୍ୱର: ଶୁକ୍ରବାର ବିଶ୍ବବ୍ୟାଙ୍କର ସମୀକ୍ଷା ବୈଠକରେ ବିଶେଷଜ୍ଞମାନେ ଓଡ଼ିଶାର ଡ୍ୟାମ୍ (ବନ୍ଧ) ସୁରକ୍ଷା ଓ ଆନୁଷଙ୍ଗିକ କାର୍ଯ୍ୟକଳାପକୁ ପ୍ରଶଂସା କରିବା ସହ ଏହାକୁ ଅନ୍ୟ ରାଜ୍ୟ ପାଇଁ ଆଦର୍ଶ ବୋଲି କହିଛନ୍ତି। ଜାନୁଆରୀ ୧୮ ଓ ୧୯ ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ଏହି ବୈଠକରେ…

ନିଜ ଶୁଦ୍ଧକ୍ରିୟା ଆଗୁଆ ସାରିବା ପରେ ଚାଲିଗଲେ ହାକିମ

ଲକ୍ଷ୍ନୌ: ପରିବାର, ପରିଜନଙ୍କୁ ନେଇ ମଣିଷ ସବୁ ଦୁଃଖ ସୁଖରେ ବଂଚି ଯାଇଥାଏ । ଆଉ ଏହି ପରିବାର ଯଦି ନିଜର ନ ହୁଏ ତେବେ ମୃତ୍ୟୁ ଜଣେ ବ୍ୟକ୍ତି ପାଇଁ ଏକ ଭୟର କାରଣ ହୋଇ ନ ଥାଏ । ଲୋଭର ଦୁନିଆରେ ଛଟପଟ ହେଉଥିବା ହାକିମ ସିଂ ଏହାର ଜ୍ୱଳନ୍ତ ଉଦାହଣ । ଇଟାହର ହାକିମ ବିବାହ କରିବା ପରେ ସନ୍ତାନ…

ସାଉଦି ଆରବରେ ନାହିଁ ଗୋଟିଏ ହେଲେ ରାଜନୈତିକ ଦଳ, ଏବେ ବି ଚାଲିଛି ରାଜତନ୍ତ୍ର

ଦୁବାଇ: ଦିନ ଥିଲା ଯେତେବେଳେ ଗଣତନ୍ତ୍ରରେ ଶାସନ ଚାଲିଥିଲା । ବର୍ତ୍ତମାନ ବିଶ୍ୱର ଅଧିକାଂଶ ଦେଶରେ ରାଜତନ୍ତ୍ରର ସମାପ୍ତି ହୋଇଛି । ମାତ୍ର ଏପରି କିଛି ଦେଶ ଏବେବି ରହିଛି ଯେଉଁଠି ରାଜତନ୍ତ୍ର ବର୍ତ୍ତମାନ ସୁଦ୍ଧା ଚାଲିଛି । ସେହିଭଳି ଗୋଟିଏ ଦେଶ ହେଉଛି ସାଉଦି ଆରବ ଯେଉଁଠି ଏବେ ବି ଚାଲିଛି…

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ମହିଳା ହକି ଟିମ ଯୋଗ୍ୟତା ହାସଲରେ ବିଫଳ

ରାଂଚୀ: ଭାରତୀୟ ହକିପ୍ରେମୀଙ୍କ ପାଇଁ ଆଜି ଏକ ନୈରାଶ୍ୟର ଦିନ । ଶୁକ୍ରବାର ଭାରତୀୟ ମହିଳା ହକି ଟିମ ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲରେ ବିଫଳ ହୋଇଛି । ଏଫଆଇଏଚ କ୍ୱାଲିଫାୟର୍ସରେ ତୃତୀୟ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚରେ ଭାରତ ୦-୧ ଗୋଲରେ ଜାପାନ ନିକଟରୁ ହାରି ଯାଇଛି ।…

ଜାନୁଆରୀ ୨୦ରୁ ଚିଲିକାରେ ଡଲଫିନ୍ ଗଣନା, ୫ଟି ରେଞ୍ଜରେ ଗଣନା ଚାଲିବ

ଚିଲିକା: ଆସନ୍ତାକାଲି ଚିଲିକାରେ ହେବ ଡଲଫିନ୍ ଗଣନା । ଏନେଇ ଶେଷ ହୋଇଛି ଟ୍ରେନିଂ । ସାତପଡ଼ା CDAର ରିସର୍ଚ୍ଚ ସେଣ୍ଟର ପରିସରରେ ହୋଇଛି ଏହି ପ୍ରଶିକ୍ଷଣ ଶିବିର । ଚିଲିକା ଏରିଆରେ ଦେଖା ଦେଉଥିବା ଇରାୱାଡି ଡଲଫିନ୍ ଏବଂ ଚିଲିକା-ସମୁଦ୍ର ମୁହାଣରେ ଦେଖା ଦେଉଥିବା ବଟଲ୍-ନୋଚ୍ ଡଲଫିନ୍‌ର ଗଣନା…

ଚାରି ଶଙ୍କରାଚାର୍ଯ୍ୟ ପ୍ରାଣ ପ୍ରତିଷ୍ଠାକୁ ବିରୋଧ କରିବା ଠିକ୍ ନୁହେଁ, କାରଣ କହିଲେ ଜଗତଗୁରୁ ରାମଭଦ୍ରଚାର୍ଯ୍ୟ

 ଅଯୋଧ୍ୟା: ଜାନୁଆରୀ ୨୨ରେ ଭବ୍ୟ ରାମ ମନ୍ଦିର ଉଦଘାଟନ ହେବ। କିନ୍ତୁ ଏହା ପୂର୍ବରୁ ପୁରୀ ଶଙ୍କରାଚାର୍ଯ୍ୟଙ୍କ ସମେତ ୪ ଜଣ ଏପରି ପ୍ରାଣ ପ୍ରତିଷ୍ଠାକୁ ବିରୋଧ କରିଛନ୍ତି। ଶାସ୍ତ୍ରୀୟ ପରମ୍ପରା ଯୋଗୁଁ ସେ ଏହା ପଛର କାରଣ ଦର୍ଶାଇଛନ୍ତି। ତେବେ ଜଗଦଗୁରୁ ରାମଭଦ୍ରଚାର୍ଯ୍ୟ ଶଙ୍କରାଚାର୍ଯ୍ୟ ଏପରି…

ରାମଲାଲାଙ୍କ ନାମରେ ରିଜର୍ଭ ବ୍ୟାଙ୍କ ୫୦୦ ଟଙ୍କିଆ ନୋଟ୍ ଜାରି କରିଛି କି? ଜାଣନ୍ତୁ ସତ୍ୟତା

ନୂଆଦିଲ୍ଲୀ: ଅଯୋଧ୍ୟାର ରାମ ମନ୍ଦିରରେ ରାମଲାଲାଙ୍କ ପୂଜାର୍ଚ୍ଚନା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ରାମ ମନ୍ଦିର, ରାମଲାଲାଙ୍କ ସହ ଜଡ଼ିତ ଅନେକ କଥା ଦେଖିବାକୁ ମିଳୁଛି। ଏବେ ୫୦୦ ଟଙ୍କିଆ ଏକ ନୋଟ୍ ମଧ୍ୟ ଆସିଛି, ଯାହାର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଏହି ନୋଟ୍…

ଶସ୍ତାରେ ଗରିବଙ୍କୁ କେନ୍ଦ୍ର ଯୋଗାଇଲା ୯୦ ହଜାରରୁ ଅଧିକ ଘର, ମୋଦୀ କହିଲେ ‘ମୋ ପିଲାଦିନେ ଏପରି ଘର…

ନୂଆଦିଲ୍ଲୀ: ମହାରାଷ୍ଟ୍ରର ସୋଲାପୁରରେ ଆବାସ ଯୋଜନା ବିଷୟରେ କହିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଖିରୁ ଲୁହ ଆସିଯାଇଛି। ସୋଲାପୁରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ (ପିଏମଏୱାଇ-ସହରାଞ୍ଚଳ) ଯୋଜନା ଅଧୀନରେ ପ୍ରକଳ୍ପର ଉଦଘାଟନ ଅବସରରେ ଏକ ରାଲିକୁ ସମ୍ବୋଧିତ କରିବା…

ରଣଜୀ ଟ୍ରପି: ଓଡିଶା ୧୩୦ରେ ଅଲଆଉଟ

କଟକ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଜମ୍ମୁ ଏବଂ କଶ୍ମୀର ବିପକ୍ଷ ମୁକାବିଲାରେ ଓଡିଶା ୧୩୦ ରନ କରି ପ୍ରଥମ ଇନିଂସରେ ଅଲଆଉଟ ହୋଇଯାଇଛି । ଘରୋଇ ପରିବେଶରେ ଓଡିଶାର ଏହା ପ୍ରଥମ ମ୍ୟାଚ । ବୋଲରଙ୍କୁ ସୁହାଉଥିବା ଏହି ପିଚର ପ୍ରଥମ ଦିବସ ଷ୍ଟମ୍ପ୍ସ ଅପସାରଣ ବେଳକୁ ଜମ୍ମୁ ଏବଂ କଶ୍ମୀର ୪୫ ରନରେ…