Latest Odisha News

BREAKING NEWS

Browsing Category

ଫିଚର

ଆଜି ଓଡ଼ିଶା ଆସିବେ ମଲ୍ଲିକାର୍ଜୁନ ଖଡ଼ଗେ

ଭୁବନେଶ୍ୱର: ଆଜି ଓଡ଼ିଶା ଗସ୍ତ କରିବେ ଏଆଇସିସି ସଭାପତି ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡ଼ଗେ। ଦିନ ୧୧ ଟା ୩୦ରେ ବିମାନ ବନ୍ଦରରୁ ଆସି କଂଗ୍ରେସ ଭବନରେ ପହଞ୍ଚିବେ। ଓଡ଼ିଶା ଗସ୍ତ କାଳରେ ଅଲ୍ ଇଣ୍ଡିଆ କଂଗ୍ରେସ କମିଟି ସଭାପତି ନିର୍ବାଚନ ପାଇଁ ନିଜ ସପକ୍ଷରେ ଭୋଟ ମାଗିବେ ଖଡ଼ଗେ। ଏଆଇସିସି…

ଭଡ଼ାଘରେ ଚାଲିଥିଲା ସେକ୍ସ ରାକେଟ, ଦୁଇ ଗ୍ରାହକ ଅଟକ

ବଲାଙ୍ଗୀର: ଭଡା ଘରେ ଚାଲିଥିଲା ସେକ୍ଟ ରାକେଟ। ବଲାଙ୍ଗୀର ସହରରେ ଚାଲିଥିଲା ଏପରି ଏକ ବେଆଇନ୍ କାରବାର। ଗତ ୧୦ ମାସ ଧରି ଏହି କାର୍ଯ୍ୟ ଚାଲୁଥିବା ଅଭିଯୋଗ ହୋଇଥିଲା। ଶେଷରେ ବିଳମ୍ବିତ ରାତିରେ ବଲାଙ୍ଗିର ପୋଲିସ ସେକ୍ସ ରାକେଟ ଉପରେ ଚଢାଉ କରି ଦୁଇ ଗ୍ରାହକଙ୍କୁ ଅଟକ ରଖିଛି। ଟାଉନ ପୋଲିସ…

ୟୁକ୍ରେନ ନାଟୋରେ ସାମିଲ ହେଲେ ତୃତୀୟ ବିଶ୍ବଯୁଦ୍ଧ ଆରମ୍ଭ ହେବ: ଋଷ

ମସ୍କୋ: ଯଦି ୟୁକ୍ରେନକୁ ନାଟୋ ସଦସ୍ୟତା ପ୍ରଦାନ କରିବ ତାହେଲେ ତୃତୀୟ ବିଶ୍ୱୟୁଦ୍ଧ ହେବ। ଏପରି ଧମକ ଦେଇଛି ଋଷ।  ଋଷିଆର ସୁରକ୍ଷା ପରିଷଦର ଉପ ସଚିବ ଆଲେକଜେନଡର ଭେନେଡିକଟୋଭ (Alexander Venediktov)ଙ୍କ ଉଦ୍ଧୃତ ବୟାନରେ ବିଦେଶୀ ଗଣମାଧ୍ୟମ 'ଡେଲି ମେଲ୍'ରେ ପ୍ରକାଶ ପାଇଛି। ଯେଉଁଥିରେ…

ଧାମନଗର: ରାଜେନ୍ଦ୍ର ଦାସ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିବେ!

ଭଦ୍ରକ: ବିଜେଡି ନେତା ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ସ୍ୱାଧୀନ ପ୍ରାର୍ଥୀ ଭାବରେ ଧାମନଗର ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିବାର ସମ୍ଭାବନା ରହିଛି। ଉପନିର୍ବାଚନ ପାଇଁ ଶାସକ ଦଳ ଅବନ୍ତୀ ଦାସଙ୍କୁ ସୁଯୋଗ ଦେବା ପରେ ରାଜେନ୍ଦ୍ର ଏପରି କିଛି ନିଷ୍ପତ୍ତି ନେଇଥିବା…

କାହିଁକି ହୋଇପାରୁନି ଦରଦାମ ନିୟନ୍ତ୍ରଣ, କେଉଁ ସରକାର ଦାୟୀ?

ଭୁବନେଶ୍ୱର: ଦରଦାମ କାହିଁକି ହୋଇପାରୁନି ନିୟନ୍ତ୍ରଣ? କିଏ ଏଥିପାଇଁ ଦାୟୀ? କେନ୍ଦ୍ର ସରକାର ନା ରାଜ୍ୟ ସରକାର? କ୍ରମାଗତ ଦ୍ୱିତୀୟ ମାସ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ବୃଦ୍ଧି ଘଟିଛି। ସେପ୍ଟେମ୍ବର ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭.୪୧ ପ୍ରତିଶତକୁ ବୃଦ୍ଧି ପାଇଛି। ଅଗଷ୍ଟରେ…

ବିଡିଓଙ୍କ ବେଳେ ନିର୍ବାଚନ ଆଚରଣ ବିଧିର ଦ୍ବାହି, ନିର୍ବାଚନ କମିଶନଙ୍କ ବେଳେ?

ଭୁବନେଶ୍ୱର: ନିର୍ବାଚନ କମିଶନ ପଦରେ ଯିଏ ରହିବେ ସେ ସରକାରରେ ସାମିଲ ହେବେ ନାହିଁ। ଏପରି ହେଲେ ନିର୍ବାଚନ ସ୍ବଚ୍ଛ ଓ ପାରଦର୍ଶୀତା ରହିବ। ତେଣୁ ନିର୍ବାଚନ କମିଶନ ପଦରେ ଥିବା ବ୍ୟକ୍ତି ସରକାରର ଅନ୍ୟ କୌଣସି ପଦରେ ବସନ୍ତି ନାହିଁ। ହେଲେ ରାଜ୍ୟ ସରକାର ସୁନୀଲ ଲୋହନୀଙ୍କୁ ରାଜ୍ୟ ନିର୍ବାଚନ…

ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଇଡି ହାତରେ ବଡ ପ୍ରମାଣ, ବର୍ଷିଲେ ମମତା

କୋଲକାତା: ଗୁରୁବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ କହିଛନ୍ତି ଯେ ସେ କେନ୍ଦ୍ରରେ କ୍ଷମତାସୀନ ହେବା ପରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ମଧ୍ୟ ସେ କହୁଥିବା କଥାକୁ ଅନୁସରଣ କରିବେ। କୋଲକାତାରେ ଏକ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ମମତା ଏପରି…

ଧାମନଗର: ମହିଳା ସଶକ୍ତିକରଣର ବାର୍ତ୍ତା ଦେବାକୁ ଯାଇ ‘ଆନୁଗତ୍ୟ’କୁ ବିଜେଡିରେ ଅଣଦେଖା?

ଭୁବନେଶ୍ୱର: ବୋଧହୁଏ ନିକଟ ଅତୀତରେ ବିଜେଡି ଏଭଳି ଏକ ଅଡୁଆରେ ପଡ଼ିନଥିଲା ଯେଉଁଠି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଜଣଙ୍କ ନାଁ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ଦଳରେ ଅସନ୍ତୋଷ ବୃଦ୍ଧି ପାଇଥିବ। ଆଉ ଦଳୀୟ ପ୍ରାର୍ଥୀକୁ ସୁପ୍ରିମୋଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରି ନିଜେ…

ଚୁକ୍ତି ଭିତ୍ତିକ ନିଯୁକ୍ତି ନିୟମ ଉଚ୍ଛେଦ ହେବ, ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମାସକ ମଧ୍ୟରେ ଚୁକ୍ତିଭିତ୍ତିକ ବା ଠିକା ନିଯୁକ୍ତି ନିୟମ ଉଚ୍ଛେଦ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଏଭଳି ପ୍ରତିଶ୍ରୁତି ଦେଇଥିବା ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ସଙ୍ଘ (ଓଜିସିଏ) ପକ୍ଷରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଓଜିସିଏ…

ସମାଲୋଚନା ପରେ ଆଲୋଚନାକୁ ସମ୍ମତି ପ୍ରକାଶ କଲା ଋଷ

ମସ୍କୋ: ନିୟର୍କରେ ବିଶ୍ବନେତାମାନେ ପୁଟିନଙ୍କ ନିଷ୍ପତ୍ତିକୁ ସମାଲୋଚନା ତଥା ନିନ୍ଦା କରିବା ପରେ ପୁଟିନ ନିଜର ନିଷ୍ପତ୍ତି ବଦଳାଇଥିବା ଚର୍ଚା ଜୋର ଧରିଛି । ଯୁଦ୍ଧ ଦ୍ବାରା ନୁହେଁ ଆଲୋଚନା ମାଧ୍ୟମରେ ମଧ୍ୟ ଲକ୍ଷ୍ୟ ମିଳିପାରିବ ବୋଲି କହିଛନ୍ତି ପୁଟିନ ସରକାରଙ୍କ ମୁଖପାତ୍ର । ମିଳିତ…