Latest Odisha News

BREAKING NEWS

Browsing Category

ଫିଚର

ଓଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ବର:  ରାଜ୍ୟ ସରକାର ଓଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି । ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ ରାଜ୍ୟର ୧୩୯ ଜଣ  ଓଏଏସ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି ଓ ପୋଷ୍ଟିଂ କରାଯାଇଛି । ବିଜ୍ଞପ୍ତି ଅନୁସାରେ ୧୪…

୧୭ ବର୍ଷରୁ କମ ମହିଳା ବିଶ୍ୱକପ ଫୁଟବଲ ଯୋଗୁ ସାରା ବିଶ୍ୱରେ ବଢ଼ିବ ଭୁବନେଶ୍ୱରର ବ୍ରାଣ୍ଡ ଭାଲ୍ୟୁ

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଭାରତରେ ଆୟୋଜିତ ହେବାକୁ ଯାଉଛି ୧୭ ବର୍ଷରୁ କମ ମହିଳା ବିଶ୍ୱକପ ଫୁଟବଲ । ଭୁବନେଶ୍ୱର, ଗୋଆ ଏବଂ ନାଭି ମୁମ୍ବାଇରେ ଏହା ଆୟୋଜିତ ହେବ । ବିଶ୍ୱକପର ୭ମ ସଂସ୍କରଣକୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହ ଆୟୋଜନ କରିବା ନେଇ ସମସ୍ତ ଉଦ୍ୟମ ହେଉଛି । ଏହା…

ଉନାରୁ ବାହାରି ନୂଆଦିଲ୍ଲୀରେ ପହଁଚିଲା ବନ୍ଦେ ଭାରତ ଏକ୍ସପ୍ରେସ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ଉନା ଜିଲ୍ଲାର ଅମ୍ବ ଅଂଦୌରା ରେଳ ଷ୍ଟେସନରୁ ଯାତ୍ରା ଆରମ୍ଭ କରିଥିବା ଦେଶର ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ନୂଆଦିଲ୍ଲୀରେ ପହଁଚିଛି ।  ପ୍ରଧାନମନ୍ତ୍ରୀଙ୍କ ସହିତ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର, ହିମାଚଳ ପ୍ରଦେଶର ରାଜ୍ୟପାଳ…

ଦାନ ଅର୍ଥ ସଂଗ୍ରହ କରି ବ୍ୟକ୍ତିଗତ ଖର୍ଚ କରୁଥିଲେ ରାଣା ଆୟୁବ: ଇଡି

ନୂଆଦିଲ୍ଲୀ: ଲୋକଙ୍କୁ ସାହାଯ୍ୟ କରିବା ନାମରେ  ରାଣା ଆୟୁବ ଠକୁଥିଲେ ବୋଲି ଇଡି ପ୍ରକାଶ କରିଛି । ଗାଜିଆବାଦର ସ୍ବତନ୍ତ୍ର ଅଦାଲତରେ ଇଡି ଚାର୍ଜସିଟ୍ ଦାଖଲ କରି କହିଛି ଯେ ରାଣା ଆୟୁବ ନିଜକୁ ସାମ୍ବାଦିକ ପରିଚୟ ଦେଉଥିଲେ ଏବଂ ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ  ଲୋକଙ୍କଠାରୁ ମୋଟା…

ବାବା କେଦାରନାଥଙ୍କୁ ଦର୍ଶନ କଲେ ମୁକେଶ ଅମ୍ବାନି , କେଦାରନାଥ ଧାମରେ ମିଳିବ ଆଇସିୟୁ ସୁବିଧା

ଡେରାଡୁନ: କେଦାରନାଥ ଏବଂ ବଦ୍ରିନାଥ ଧାମ ଦର୍ଶନ କରିଛନ୍ତି ରିଲିୟାନସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନି । ଏହି ଅବସରରେ ଦୁଇ ଧାମର ଉନ୍ନତି ପାଇଁ 5 କୋଟି ଟଙ୍କା ଦାନ କରିଛନ୍ତି । ପରିବାର ସହ ବାବାଙ୍କ ଦର୍ଶନ ପରେ କେଦାରନାଥରେ ଚିକିତ୍ସା ସେବା ସହ  ଆଇସିୟୁ ବ୍ୟବସ୍ଥା କରିବାକୁ…

ଧାମନଗରରେ କଂଗ୍ରେସର ଶକ୍ତି ପ୍ରଦର୍ଶନ, ନାମାଙ୍କନ ଭରିଲେ ବାବା ହରେକୃଷ୍ଣ ସେଠୀ

ଭଦ୍ରକ: ଏକଜୁଟ୍ ନେତା, କଂଗ୍ରେସ ଦେବ ନୂଆ ବାର୍ତ୍ତା । ଧାମନଗର ଉପନିର୍ବାଚନ ପାଇଁ ଗୁରୁବାର କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ନାମାଙ୍କନ କରିଛନ୍ତି । ଆଉ ଏହି ଅବସରରେ କଂଗ୍ରେସର ବରିଷ୍ଠ ନେତାଙ୍କୁ ଏକାଠି ଦେଖିବାକୁ ମିଳିଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ପୂର୍ବତନ…

ମହିଳା ଏସିଆ କପ: ପାକିସ୍ତାନ ଆଉଟ, ଭାରତ-ଶ୍ରୀଲଙ୍କା ଫାଇନାଲ

ସିଲହଟ: ମହିଳା ଏସିଆ କପ କ୍ରିକେଟ ଫାଇନାଲ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ । ଗୁରୁବାର ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲରେ ପାକିସ୍ତାନକୁ ୧ ରନରେ ହରାଇ ଶ୍ରୀଲଙ୍କା ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦ ଓଭରରେ ୬ ୱିକେଟ ହରାଇ ୧୨୨ ରନ…

ମଧୁମେହକୁ ନିୟନ୍ତ୍ରଣ କରେ ପିଜୁଳି

ଓଡ଼ିଶା ସମ୍ୱାଦ ବ୍ୟୁରୋ: ଆଜିର ଯୁଗରେ ପ୍ରତ୍ୟେକ ତୃତୀୟ ବ୍ୟକ୍ତି ମଧୁମେହ ସମସ୍ୟାରେ ପୀଡିତ। ଏହି ବିପଜ୍ଜନକ ରୋଗରୁ ମୁକ୍ତି ପାଇବାକୁ ହେଲେ ଆପଣଙ୍କୁ ଆପଣଙ୍କର ଖାଦ୍ୟ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡିବ। ମଧୁମେହ ସମସ୍ୟାରୁ ମୁକ୍ତି ପାଇବା ପାଇଁ ପିଜୁଳିକୁ ସର୍ବତ୍ତୋମ ଫଳ କୁହାଯାଇଛି।…

ଫିଲ୍ମ ‘ଉଁଚାଇ’ର ଆଉ ଏକ ପୋଷ୍ଟର ରିଲିଜ, ସେୟାର ହେଲା ବୋମାନ ଇରାନୀଙ୍କ ଲୁକ୍

ମୁମ୍ବାଇ: ଅମିତାଭ ବଚ୍ଚନ, ଅନୁପମ ଖେର ଏବଂ ବୋମାନ ଇରାନୀଙ୍କ ଅଭିନୀତ ଚଳଚ୍ଚିତ୍ର 'ଉଁଚାଇ' ନିରନ୍ତର ଚର୍ଚ୍ଚାରେ ରହିଛି। ଫିଲ୍ମ ବିଷୟରେ ପ୍ରଶଂସକଙ୍କ ମଧ୍ୟରେ ବହୁତ ଗୁଜବ ରହିଛି। ଲୋକଙ୍କ ମଧ୍ୟରେ ଉତ୍ସାହ ବଜାୟ ରଖିବା ପାଇଁ ନିର୍ମାତାମାନେ ଗୋଟିଏ ପରେ ଗୋଟିଏ ପୋଷ୍ଟର ରିଲିଜ କରୁଛନ୍ତି।…

ଆସନ୍ତା ବର୍ଷ ଆରମ୍ଭ ହେବ ମହିଳା ଆଇପିଏଲ

ମୁମ୍ବାଇ: ମହିଳା ଇଣ୍ଡିଆନ ପ୍ରିମିୟର ଲିଗ ଆସନ୍ତା ବର୍ଷ ଆରମ୍ଭ ହେବ । ମହିଳା ଟି୨୦ ବିଶ୍ୱକପ ପରେ ଫେବୃୟାରୀ ୨୬ରୁ ଏହା ଆରମ୍ଭ ହେବ ବୋଲି ଚୂଡାନ୍ତ ହୋଇଛି । ପ୍ରଥମ ସିଜନରେ ଏହା ୨ଟି ଭେନ୍ୟୁରେ ଓଭରାଲ ୨୨ ମ୍ୟାଚ ଖେଳାଯିବ । ଗୋଟିଏ ଟିମ ପାଖରେ ୬ ବିଦେଶୀଙ୍କ ସମେତ ୧୮ ଖେଳାଳି ରହିବେ ।…