Latest Odisha News

BREAKING NEWS

Browsing Category

ଫିଚର

ୟୁକ୍ରେନରେ ପରମାଣୁ ଅସ୍ତ୍ର ପ୍ରୟୋଗ କରିପାରେ ଋଷ, ପୁଟିନ୍ ଥଟ୍ଟା କରୁ ନଥିବା କହିଲେ ବାଇଡେନ୍

ନୂଆଦିଲ୍ଲୀ: ଶୀତଳ ଯୁଦ୍ଧ ପରେ ପ୍ରଥମଥର ବିଶ୍ୱ ପରମାଣୁ ଯୁଦ୍ଧର ଦ୍ୱାର ଦେଶରେ ଛିଡ଼ା ହୋଇଛି । ଆଉ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସମସ୍ତଙ୍କ ଆଶଙ୍କା ବଢ଼ିବାରେ ଲାଗିଛି । ଏଭଳି ସ୍ଥଳେ ଗୁରୁବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍…

ସାଧାରଣ ପାତ୍ରକୁ ଐତିହାସିକ ପାତ୍ର ଭାବି ୭୪ କୋଟି ଟଙ୍କାରେ କରାଗଲା ନିଲାମ

ଓଡ଼ିଶା ସମ୍ବାଦ ବ୍ୟୁରୋ: କଥାରେ ଅଛି ଭାଦ୍ୟଦେବୀ ପ୍ରସନ୍ନ ହେଲେ ଘରେ ଧନ ଦଉଲତରେ ଭରି ଦିଅନ୍ତି । କେତେବେଳେ କେଉଁ ବାଟ ଫିଟିଯାଏ ତାହା କେହିଁ ଜାଣିନଥାନ୍ତି। ସାମାନ୍ୟ ଘରର କମ ମୂଲ୍ୟର ଏକ ପାତ୍ର ବିକ୍ରି କରିବାକୁ ଯାଇ ସେ କୋଟି କୋଟି ଟଙ୍କାର ମାଲିକ ହୋଇପାରିଛନ୍ତି। ଏପରି ଏକ ଘଟଣା…

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡି ହାତରେ ବଡ ପ୍ରମାଣ! ୩୫ଟି ସ୍ଥାନରେ ରେଡ୍

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆଜି ପଞ୍ଜାବ ଓ ହାଇଦ୍ରାବାଦର ୩୫ଟି ସ୍ଥାନରେ ଇଡି ରେଡ୍ କରିଛି । ବିଭିନ୍ନ ସୂତ୍ରରୁ ମିଳିଥିବା ତଥ୍ୟ ଆଧାରରେ ପଚରାଉଚରା କରିବା ବେଳେ ଇଡି କିଛି ନୂଆ ତଥ୍ୟ ପାଇଛି। ଏହାପରେ ମଦ ବ୍ୟବସାୟୀ ଏବଂ ମଦ କମ୍ପାନୀ ଆଦିରେ ରେଡ୍ କରିଛି ଇଡି।…

ଧାମନଗର ଉପନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ, ପ୍ରକାଶ ପାଇଲା ବିଜ୍ଞପ୍ତି

ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିସହ ଆଜିଠୁ ନାମାଙ୍କନ ଦାଖଲ ଆରମ୍ଭ ହୋଇଛି । ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଅକ୍ଟୋବର ୧୪ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ । ୧୫ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ,…

ପୁଲିସ, ନେତା ଓ ପ୍ରଯୋଜକଙ୍କ ଅଶ୍ଳୀଳ ଭିଡିଓ ଭର୍ତ୍ତି ପେନ୍ ଡ୍ରାଇଭ୍ ଜବତ

ଭୁବନେଶ୍ୱର: ନେତା, ପୋଲିସ ଏବଂ ପ୍ରଯୋଜକଙ୍କ ଅଶ୍ଲୀଳ ଭିଡିଓ ଭର୍ତ୍ତି ପେନ୍ ଡ୍ରାଇଭ ଜବତ । ଦୀର୍ଘ ଦିନ ଧରି ଜଣେ ବିବାହିତା ମହିଳା ଏହି ସବୁ ପଦ ପଦବୀରେ ଥିବା ଲୋକଙ୍କୁ ନିଜ ଜାଲରେ ଫସାଇ ବ୍ଲାକେମଲିଂ କରୁଥିଲେ। ଶେଷରେ ଗତକାଲି ରାତିରେ ଖଣ୍ଡଗିରି ପୋଲିସ ଏହି ମହିଳାଙ୍କୁ ଗିରଫ କରିଛି।…

ରୋଡ ଟ୍ରିପ୍ ନିଶା, କାର ଯୋଗେ ଆମେରିକାରୁ ପଞ୍ଜାବ ପହଞ୍ଚିଲେ ଲଖବିନ୍ଦର

ଓଡ଼ିଶା ସମ୍ବାଦ ବ୍ୟୁରୋ: ବୁଲା ବୁଲି କରିବାକୁ ପ୍ରାୟ ସମସ୍ତେ ଭଲ ପାଅନ୍ତି। ରୋଡ୍ ଟ୍ରିପ୍ ହେଲେ ତ' ତା ମଜା ଆହୁରି ନିଆରା। ହେଲେ ଆମେ ଆଖପାଖ ସ୍ଥାନକୁ ଯାଇ ରୋଡ ଟ୍ରିପର ଆନନ୍ଦ ଉଠାଇଥାଉ। କିନ୍ତୁ ଯାଇ ଯାଇ କେତେ ବାଟ ଯାଇପାରିବା ? ଅତି କମରେ ଗୋଟିଏ ସହରରୁ ଅନ୍ୟ ସହରକୁ ଅଥବା ଗୋଟିଏ…

‘ଲୁଣ’ ବିବାଦ: ରାଷ୍ଟ୍ରପତିଙ୍କୁ ଟାର୍ଗେଟ କରି ଅଡୁଆରେ କଂଗ୍ରେସ ନେତା

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ ଦୁଇଦିନିଆ ଗୁଜରାଟ ଗସ୍ତରେ ଯାଇଥିଲେ । ସେଠାରେ ସେ ସାବରମତି ଆଶ୍ରମ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ ।  ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଅଭିଭାଷଣ ଦେଇ କହିଥିଲେ ଗୁଜରାଟରେ 76 ପ୍ରତିଶତ ଲୁଣ ଉତ୍ପାଦନ ହେଉଛି । ଏହା…

ପ୍ରଥମ ଦିନିକିଆରେ ଭାରତକୁ ୯ ରନ୍‌ରେ ହରାଇଲା ସାଉଥ ଆଫ୍ରିକା

ଲକ୍ଷ୍ନୈା: ପ୍ରଥମ ଦିନିକିଆରେ ବିଜୟ ହାସଲ କରିଛି ସାଉଥ ଆଫ୍ରିକା । ଟିମ୍ ଇଣ୍ଡିଆକୁ ୯ ରନ୍‌ରେ ହରାଇଛି ସାଉଥ ଆଫ୍ରିକା । ଲକ୍ଷ୍ନୌର ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡ଼ିୟମରେ ବର୍ଷା କାରଣରୁ ଆଜିର ମ୍ୟାଚ ୪୦ ଓଭର ଖେଳାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୪୦ ଓଭରରେ ୪…

ଇଣ୍ଡିଆନ ଆଇଡଲ ଗାୟକ ଋଷିଙ୍କ ପ୍ରଶଂସକ ପାଲଟିଲେ କିଙ୍ଗ କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଏବେ ଟି୨୦ ବିଶ୍ୱକପ ପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି । ଦୀର୍ଘ ଦିନ ଧରି ଚିରାଚରିତ ଢଙ୍ଗରେ ଖେଳିପାରୁ ନ ଥିବା କୋହଲି ଏବେ ତାଙ୍କ ପୁରୁଣା ଲୟକୁ ଫେରିଛନ୍ତି । କୋହଲି କ୍ରିକେଟ ବ୍ୟତୀତ ସଙ୍ଗୀତକୁ ବହୁତ ଭଲ ପାଆନ୍ତି ।…

ଦକ୍ଷତା ବିକାଶ କେନ୍ଦ୍ରର ଭବ୍ୟ ଅଡିଟୋରିୟମର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ୱର ସ୍ଥିତ ଦକ୍ଷତା ବିକାଶ କେନ୍ଦ୍ର ପରିସରରେ ୫୦ କୋଟି ଟଙ୍କା ବିନିଯୋଗରେ ନିର୍ମିତ ଭବ୍ୟ ଅଡିଟୋରିୟମର ଲୋକାର୍ପଣ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।   ପ୍ରଶିକ୍ଷଣ ମାଧ୍ୟମରେ ଓଡ଼ିଆ ପିଲାଙ୍କ ଆତ୍ମବିଶ୍ୱାସ…