Latest Odisha News

BREAKING NEWS

Browsing Category

ଫିଚର

[ଦେଖନ୍ତୁ ଭିଡିଓ] କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଅକ୍ଟୋବର ୧୭ରେ ନିର୍ବାଚନ, ୧୯ରେ ହେବ ଭୋଟ୍ ଗଣତି

ନୂଆଦିଲ୍ଲୀ: କଂଗ୍ରେସକୁ ମିଳିବ ନୂଆ ଅଧ୍ୟକ୍ଷ । ଅଧ୍ୟକ୍ଷ ପଦ ପାଇ ନିର୍ବାଚନ ହେବ । ଅକ୍ଟୋବର ୧୭ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ୧୯ ତାରିଖରେ ହେବ ଭୋଟ୍ ଗଣତି । ଆଜି ବସିଥିବା ସଡବ୍ଲୁସି ବୈଠକରେ ଏନେଇ ନିଷ୍ପତ୍ତି ନେଇଛି ।…

ସିଂହଦ୍ଵାର ସମ୍ମୁଖ ଅରୁଣ ସ୍ତମ୍ଭରେ ଫାଟ

ପୁରୀ: ପୁରୀ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଥିବା ଅରୁଣ ସ୍ତମ୍ଭରେ ଫାଟ ଦେଖା ଦେଇଛି । କିଭଳି ଭାବେ ଏହି ସ୍ତମ୍ଭରେ ଫାଟ ସୃଷ୍ଟି ହୋଇଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ଭବିଷ୍ୟତରେ ଏହି ଫାଟ ଅରୁଣ ସ୍ତମ୍ଭ ପ୍ରତି ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି । ତେବେ ଏହି ସ୍ତମ୍ଭର…

[ଦେଖନ୍ତୁ ଭିଡିଓ] ୧୨ ସେକେଣ୍ଡରେ ଧରାଶାୟୀ ହେଲା ଟ୍ୱିନ୍ ଟାୱାର, ଧୂଆଁମୟ ନୋଏଡା

ନୋଏଡ଼ା: ନୋଏଡ଼ାର ଟ୍ୱିନ୍ ଟାୱାର ମାଟିରେ ମିଶିଛି । ୩୦୦ କୋଟି ଟଙ୍କାରେ ନିର୍ମିତ ଟ୍ୱିନ୍ ଟାୱାରକୁ ୨୦ କୋଟି ଟଙ୍କା ଖର୍ଚ୍ଚରେ ବିସ୍ଫୋରଣ କରି ଭାଙ୍ଗି ଦିଆଯାଇଛି । ବଟମ୍ ଦବାଇବାର ୯ରୁ ୧୨ ସେକେଣ୍ଡ ମଧ୍ୟରେ ଟ୍ୱିନ୍ ଟାୱାର ମାଟିରେ ମିଶିଥିବା ବେଳେ ନୋଏଡା ଧୂଳି, ଧୂଆଁରେ ପରିପୂର୍ଣ୍ଣ…

ଶିଖି-ଶିଖାଇବା ହିଁ ସାହିତ୍ୟ ସର୍ଜନାର ମୂଳମନ୍ତ୍ର : ସୁଜିତ୍ କୁମାର ସତପଥୀ

ଓଡ଼ିଆ ସାହିତ୍ୟର ଧାରାରେ ଅନେକ ନୂଆ ସମ୍ଭାବନାର ଖିଅ ଯୋଡ଼ିଥିବା ଏକ ଅନ୍ୟନ୍ୟ ବ୍ୟକ୍ତିତ୍ୱ ହେଉଛନ୍ତି ସୁଜିତ କୁମାର ସତପଥି। ଗଳ୍ପ, କବିତା, ଉପନ୍ୟାସ ତଥା ପ୍ରବନ୍ଧ ଆଦି ସବୁ ବିଭାଗରେ ସେ ସିଦ୍ଧହସ୍ତ। ତାଙ୍କ ଗଳ୍ପର ଗାମ୍ଭିର୍ଯ୍ୟ, କବିତାର ମାଦକତା, ଉପନ୍ୟାସର ଗତିଶୀଳତା ଏବଂ ଅନାଲୋଚିତ…

ମନ୍ କୀ ବାତ ରେ ନୂଆଁଖାଇ କଥା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୯୨ତମ ‘ମନ୍ କୀ ବାତ ' କାର୍ଯ୍ୟକ୍ରମ ରେ ଦେଶ ବାସୀଙ୍କୁ ସମ୍ୱୋଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାଧୀନତାର ଅମୃତ ମହୋତ୍ସବ ଦିବସରେ ଦେଶ ସାମୁହିକ ଶକ୍ତି ଦେଖିବାକୁ ପାଇଥିଲେ ବୋଲି କହିଥିଲେ । ତ୍ରିରଙ୍ଗା ଉଡାଇବା କଥାରେ ଆମ…

ପ୍ରକାଶ ପାଇବ ନିଟ୍ ପରାକ୍ଷା ଫଳ

ଭୁବନେଶ୍ୱର:  ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି  (NTA) ପରିଚାଳିତ ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ ଅଣ୍ଡର ଗ୍ରାଜୁଏଟ୍ (NEET-UG) -୨୦୨୨ ଫଳ ସେପ୍ଟେମ୍ବର ୭ ସୁଦ୍ଧା ପ୍ରକାଶ ପାଇବା ସମ୍ଭାବନା ରହିଛି। ଏହା ସହ ଛାତ୍ରଛାତ୍ରୀଙ୍କ ପାଇଁ ଏନ୍‌ଟିଏ ପକ୍ଷରୁ ଉତ୍ତର ସିଟ୍‌ ଛାଡ଼ି…

ବନ୍ୟା ପାଣି ଛାଡ଼ିବା ପରେ ଭୁଶୁଡ଼ିଲା ୨ ଶହ ମିଟର ନଦୀ ବନ୍ଧ

ପୁରୀ: ଲଗାଣ ବର୍ଷା ପରେ ଆସିଥିବା ବନ୍ୟା ଛାଡ଼ି ଯାଇଛି । ନଦୀର ଜଳସ୍ତର ହ୍ରାସ ପାଇବା ସହ ସ୍ଥାନେ ସ୍ଥାନେ ଶୁଖି ବାଲି ଦେଖା ଗଲାଣି । ବନ୍ୟା ପାଣି ଛାଡ଼ିବା ପରେ ଭାର୍ଗବୀ ନଦୀର ଶାଖା ନଦୀ ନୂଆନଈରେ ନଦୀ ବନ୍ଧ ଭୁଶୁଡ଼ି ପଡ଼ିଛି । ଜମାରସୁଆଁ ଗାଁ ନିକଟରେ ନୂଆନଈ ବାମପାର୍ଶ୍ଵ ବନ୍ଧର ୨ଶହ…

ମାଟିରେ ମିଶିବ ନୋଏଡା ସ୍ଥିତ ଟୁଇନ୍ ଟାୱାର

ନୋଏଡା : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବେଆଇନ ଭାବେ ନିର୍ମାଣ କରାଯାଇଥିବା ନୋଏଡା ସ୍ଥିତ ଟୁଇନ୍ ଟାୱାରକୁ ଧ୍ୱଂସ କରିଦିଆଯିବ । ବେଆଇନ ଭାବେ ନିର୍ମିତ ବହୁତଳ ବିଶିଷ୍ଟ ସୁପରଟେକ ଟ୍ୱିନ-ଟାୱାର ଆଜି ଭଙ୍ଗାଯିବ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି  । ଆଜି ଦିନ ୨ଟା୩୦ ସମୟରେ…

[ଦେଖନ୍ତୁ ଭିଡିଓ] SI ସ୍ୱାଗତିକାଙ୍କ ଆତ୍ମହତ୍ୟା ପାଇଁ ଥାନା ଅଧିକାରୀଙ୍କୁ ଦାୟୀ କରି ଏତଲା

ବାଲିଗୁଡ଼ା: ପୋଲିସ୍ ଏସ୍ଆଇ ସ୍ୱାଗତିକାଙ୍କ ଆତ୍ମହତ୍ୟା ପାଇଁ ପରିବାର ଲୋକେ ଥାନା ଅଧିକାରୀଙ୍କୁ ଦାୟୀ କରିଛନ୍ତି । ଘୁ. ଉଦୟଗିରି ଥାନା ଅଧିକାରୀ ରେବତୀ ଶବରଙ୍କୁ ସ୍ୱାଗତିକାଙ୍କ ଆତ୍ମହତ୍ୟା ପାଇଁ ଦାୟୀ କରି ଏତଲା ଦେଇଛନ୍ତି ପରିବାର ଲୋକେ । ଗତକାଲି ସରକାରୀ କ୍ୱାର୍ଟରରୁ ଏସ୍ଆଇ…

ଅପରାହ୍ନରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକ: ସଭାପତି ନିର୍ବାଚନ ନେଇ ହେବ ଆଲୋଚନା

ନୂଆଦିଲ୍ଲୀ: ଆଜି ଅପରାହ୍ନରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଅଧ୍ୟକ୍ଷତା କରିବେ । ଅପରାହ୍ନ ୩ଟା ୩୦ରେ ଏହି ବୈଠକ ଭର୍ଚୁଆଲ ମୋଡ୍‌ରେ ଅନୁଷ୍ଠିତ ହେବ । ଦଳର ସମସ୍ତ ବରିଷ୍ଠ ନେତା ଏଥିରେ ସାମିଲ ହୋଇ ଦଳର ଆଗାମୀ…