Latest Odisha News

BREAKING NEWS

Browsing Category

ଫିଚର

ମମିତା ମେହେର ଓ ମହିଳାଙ୍କ ଉପରେ ଅତ୍ୟାଚାର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ବିଜେଡି ନେତୃତ୍ୱାଧୀନ ଓଡ଼ିଶା ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି ଯେ, ଏ ସରକାର ଅହଂକାରରେ ବୁଡିଛି। ମମିତା ମେହେର ହତ୍ୟା ମାମଲାକୁ ଲୁଚାଇବା ଏବଂ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ରୋକିବାରେ ଏ ସରକାର…

ଶ୍ରୀରାମ ମନ୍ଦିର ପ୍ରାଣପ୍ରତିଷ୍ଠା: ଜାନୁଆରୀ ୨୨ରେ ଓଡିଶାରେ ଛୁଟି ଘୋଷଣା ସହ ମଦ ଦୋକାନ ବନ୍ଦ ପାଇଁ ବିଜେପିର ଦାବି

ଭୁବନେଶ୍ବର: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଛି । ଏଥିପାଁଇ ଓଡିଶାରେ ଛୁଟି ଘୋଷଣା କରିବାକୁ ବିଜେପି ଦାବି କରିଛି । ଏହାସହ ସେ ଦିନ ରାଜ୍ୟରେ ସମସ୍ତ ମଦ ଦୋକାନ ବନ୍ଦ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦିଅନ୍ତୁ ବୋଲି କହିଛି ବିଜେପି । ୫ ଶହ…

ରାମ ମନ୍ଦିର ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ କଂଗ୍ରେସ ଯୋଗନଦେବା ପଛର କାରଣ କହିଲେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ ହୋଇଯାଇଛି । ମଣିପୁରରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ମହାରାଷ୍ଟ୍ରରେ ଶେଷ ହେବ । ମଣିପୁରରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ନାଗାଲାଣ୍ଡରେ ପହଞ୍ଚିଛି । କାହିଁକି ରାମ ମନ୍ଦିର ପ୍ରାଣ…

ବ୍ୟବସାୟୀ ବିଶ୍ୱଜିତ ନାୟକ ହତ୍ୟା ଘଟଣାର ପର୍ଦ୍ଦାଫାସ, କେୟାର ଟେକର ଗିରଫ

ଭୁବନେଶ୍ବର: ବାଲିଅନ୍ତା ଥାନା ସାଗୁଆ ଗାଁର ବ୍ୟବସାୟୀ ବିଶ୍ୱଜିତ ନାୟକ ହତ୍ୟା ଘଟଣା ର ପର୍ଦ୍ଦାଫାଶ ହୋଇଛି । ଅଭିଯୁକ୍ତ ଜଣକ ହେଲେ ମୃତକ ବିଶ୍ୱଜିତ ନାୟକଙ୍କ କେୟାରଟେକର ସୁଙ୍କି ରଣା । ଘଟଣାରେ ସୁଙ୍କି ରଣା ଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଅଭିଯୁକ୍ତ କେୟାରଟେକର ସୁଙ୍କି ରଣା…

ପୋଲ ତଳୁ ନାବାଳକର କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କେନ୍ଦୁଝର: ପୋଲ ତଳୁ ଏକ ରକ୍ତ ଜୁଡୁବୁଡୁ ହୋଇଥିବା ମୃତଦେହ ଉଦ୍ଧାର କରାଯାଇଛି । ଉକ୍ତ ମୃତଦେହଟି ଜଣେ ନାବାଳକର ବୋଲି ଜଣାପଡିଛି । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ କୋହ୍ଲ ହୁଣ୍ଡୁଳା ଗାଆଁ ନିକଟରେ । ନାବାଳକ ଜଣକ ହେଲେ ଜାମୁକୁଣ୍ଡିଆ ଗାଁର ୧୫ ବର୍ଷୀୟ ଶୁକଦେବ…

ଖଣି ମାଫିଆଙ୍କ ଆତଙ୍କ ରାଜ୍, ଚଢ଼ାଉବେଳେ ମାଇନିଙ୍ଗ ଅଫିସରଙ୍କୁ ମରଣାନ୍ତକ ଆକ୍ରମଣ

ଖୋର୍ଦ୍ଧା: ଖୋର୍ଦ୍ଧାରେ ଖଣି ମାଫିଆଙ୍କ ଆତଙ୍କରାଜ । ଖୋର୍ଦ୍ଧା ଟାଉନ ଥାନା ଗୁଡୁମ ପଥର ଖଣିରେ ବେଆଇନ ଖଣି ଖନନ ଉପରେ ଚଢାଉ ବେଳେ ମାଇନିଂ ଅଫିସରଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କଲେ ଖଣି ମାଫିଆ । ଆକ୍ରମଣରେ ଗୁରୁତର ହୋଇଛନ୍ତି । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

ପ୍ରସବ ଯନ୍ତ୍ରଣା କମାଇବା ପାଇଁ ପତ୍ନୀ ଗାଇଲେ ଭଜନ ଆଉ ପତି ବଜାଇଲେ ଗୀଟାର

ନୂଆଦିଲ୍ଲୀ: ଆମେରିକାର ସିଏଟେଲରେ ଜଣେ ମହିଳା ତାଙ୍କ ପ୍ରସବ ଯନ୍ତ୍ରଣା କମାଇବା ପାଇଁ ଅଭିନବ ଉପାୟ ବାହାର କରିଥିଲେ । ଯାହା କି ଚର୍ଚ୍ଚାର କାରଣ ସାଜିଛି । ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ ଯନ୍ତ୍ରଣା ଅସହ୍ୟ ହେବାରୁ ୩୧ ବର୍ଷୀୟା ବିଫି ହେଲ ଭଜନ ଗାଇବା ଆରମ୍ଭ କରିଥିଲେ । ସେ…

ଜୀବିତ ଥାଇ ନିଜର କ୍ରିୟା କର୍ମ କଲେ ୭୦ ବର୍ଷୀୟ ବୃଦ୍ଧ

ଏଟା: ଉତରପ୍ରଦେଶର ଏଟା ଜିଲ୍ଲାରେ ଏକ ଅଦ୍ଭୁତପୂର୍ବ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ୭୦ ବର୍ଷୀୟ ବୃ୍‌ଦ୍ଧ ଜୀବିତ ଥିବା ସତ୍ୱେ ନିଜର ମୃତ୍ୟୁପରର ସମସ୍ତ କ୍ରିୟା କର୍ମ କରିଛନ୍ତି । ହାକିମ ସିଂ ନାମକ ଏହି ବୃଦ୍ଧ ଗ୍ରାମବାସୀଙ୍କୁ ଦଶାହ ଓ ଏକାଦଶହ ଭୋଜି ମଧ୍ୟ ପ୍ରଦାନ କରିଛନ୍ତି ।…

ପ୍ରକାଶ ପାଇଲା ଜୁନିଅର ଟିଚର (ସ୍କିମାଟିକ) ରେଜଲ୍ଟ

ଭୁବନେଶ୍ବର: ପ୍ରକାଶ ପାଇଲା ଜୁନିଅର ଟିଚର ( ସ୍କିମାଟିକ ) ରେଜଲ୍ଟ ।ଓଡି଼ଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ୱେବସାଇଟ osepa.odisha.gov.in ରେ ପ୍ରକାଶ ପାଇଛି ପରୀକ୍ଷା ଫଳ ।ମୋଟ ୧୮ ହଜାର ୭୮୮ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଦୀର୍ଘ ୭ ବର୍ଷ ପରେ ନିଯୁକ୍ତି…

ଅଷ୍ଟ୍ରେଲିଆନ ଓପନ ପ୍ରଥମ ରାଉଣ୍ଡରୁ ବିଦା ହେଲେ ମୁରେ, ପରୋକ୍ଷରେ ଅବସର ସମ୍ପର୍କରେ ଦେଲେ ସୂଚନା

ମେଲବୋର୍ଣ୍ଣ: ଚଳିତ ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟରେ ବଡ ବିପର‌୍ୟ୍ୟୟ ଦେଖିବାକୁ ମିଳିଛି । ୩ଥର ଗ୍ରାଣ୍ଡ ସ୍ଲାମ ବିଜେତା ବ୍ରିଟେନର ଆଣ୍ଡି ମୁରେ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି । ଆର୍ଜେଂଟିନାର ଥମାସ ମାର୍ଟିନ ଇଚଭେରୀଙ୍କ ନିକଟରୁ ସେ ୬-୪, ୬-୨, ୬-୨ ସେଟରେ ପରାଜିତ…