Latest Odisha News

BREAKING NEWS

Browsing Category

ଫିଚର

ପୁରୀରେ ଆମିକସକ୍ୟୁରି, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଓ ଏଏସ୍ଆଇ ଅଧିକାରୀଙ୍କ ସହ କଲେ ଆଲୋଚନା

ପୁରୀ: ପୁରୀରେ ଓଡ଼ିଶା ହାଇକୋର୍ଟର ଆମିକସକ୍ୟୁରି ଏନ.କେ ମହାନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୁରୀରେ ପହଞ୍ଚି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ କରିଛନ୍ତି ଆମିକସକ୍ୟୁରି । ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଓ ଏଏସ୍ଆଇ ଅଧିକାରୀଙ୍କ ସହ ଶ୍ରୀମନ୍ଦିର ମରାମତି, ରକ୍ଷଣାବେକ୍ଷଣ ନେଇ…

ଚିତା ବାଘ ପୁଣିଥରେ ଭାରତ ମାଟିକୁ ଫେରିଛନ୍ତି : ମୋଦି

ମଧ୍ୟପ୍ରଦେଶ: ଚିତା ବାଘ ପୁଣିଥରେ ଭାରତ ମାଟିକୁ ଫେରିଛି। ଏବେ ଚିତାବାଘଙ୍କ ନୂତନ ବାସସ୍ଥାନ ହୋଇଛି ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କ।   ନାମ୍ବିଆରୁ ଆଠଟି ଚିତାବାଘ ଏକ ସ୍ବତନ୍ତ୍ର କାର୍ଗୋ ବିମାନରେ ଭାରତ ଆସିବା ପରେ ଏହି ସମସ୍ତ ଚିତାଙ୍କୁ ସେନାର ତିନିଟି ସ୍ୱତନ୍ତ୍ର ହେଲିକପ୍ଟର…

ଘରେ ପାଳିତ ହେଉଥିଲା ଅନ୍ତ୍ୟେଷ୍ଟି କ୍ରିୟା, ଜୀବନ୍ତ ଫେରିଲେ ବ୍ୟକ୍ତି

ବିଜନୌର: ଫିଲ୍ମ ଚୁପକେ ଚୁପକେର ବାସ୍ତବରୂପ ବିଜନୌରରେ ଦେଖିବାକୁ ମିଳିଛି । ରିପୋର୍ଟ ମୁତାବକ ଋଣଗସ୍ତ ହେବା ପରେ ଚାପଗ୍ରସ୍ତ ହୋଇ ଜଗନୱାଲ ଗ୍ରାମର ଜଣେ ଯୁବକ (କାଳ୍ପନିକ ନାମ ଜିତୁ) ଘର ଛାଡି ପଳାଇ ଯାଇଥିଲା । ପରିବାରବର୍ଗଙ୍କ ମୁତାବକ କୌଣସି ବିଷାକ୍ତ କୀଟ କାମୁଡିବା ଯୋଗୁ ଜିତୁ…

ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ଛାତ୍ର ଶ୍ରେୟାନ୍ସଙ୍କ ସଫଳତା

ନୂଆ ଦିଲ୍ଲୀ: ଦିଲ୍ଲୀର ଆଇଟିପିଓ ଠାରେ ଅନୁଷ୍ଠିତ ନବମ ଜାତୀୟ ସ୍ତରୀୟ ପ୍ରଦର୍ଶନୀ ଏବଂ ପ୍ରକଳ୍ପ ପ୍ରତିଯୋଗିତାରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ବିଜ୍ଞାନ ବିଭାଗର ଏକାଦଶ ଶ୍ରେଣୀ ଛାତ୍ର ଶ୍ରେୟାନ୍ସ ବିକାଶ ମିଶ୍ର ରାଜ୍ୟ ପାଇଁ ଗୈାରବ ଆଣିଛନ୍ତି । ନିଜର ବଳିଷ୍ଠ ଉଦ୍ଭାବନକୁ ପ୍ରଦର୍ଶିତ କରି…

ବଢ଼ିଲା ତେଜସ୍ୱୀଙ୍କ ଅଡୁଆ, ଜାମିନ ଖାରଜ କରିବା ପାଇଁ ଅନୁରୋଧ କଲା ସିବିଆଇ

ପାଟନା: ଆଇଆରସିଟିସି ସ୍କାମରେ ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଅଡୁଆ ବୃଦ୍ଧି ପାଇଛି । ତାଙ୍କୁ ମିଳିଥିବା ଜାମିନକୁ ବାତିଲ କରିବା ପାଇଁ ସିବିଆଇ ଆବେଦନ କରିଛି । ରାଉସ ଆଭେନ୍ୟୁ କୋର୍ଟ ଏ ନେଇ ତେଜସ୍ୱୀଙ୍କୁ ନୋଟିସ ମଧ୍ୟ ଜାରୀ କରିଛି । ୨୦୧୮ରେ ଆଇଆରସିଟିସି ଟେଣ୍ଡର ସ୍କାମ…

କେତେ ବିପଦ ଚାଇନିଜ ସଲ୍ଟ ବା ଆଜିନୋମୋଟୋ ?

ପୁରୀ: ଚାଓମିନ, ମଂଚରିଆନ, ମୋମୋଜ, ଚିପ୍ସ ଓ ରୋଲର ଭିନ୍ନ ଧରଣର ସ୍ୱାଦ ଓ ମଜା ଆଣୁଥିବା ଚାଇନିଜ ସଲ୍ଟ ବା ଆଜିନୋମୋଟୋ ସ୍ୱାସ୍ଥ୍ୟ ପାଇଁ କେତେ ବିପଦ ଆସନ୍ତୁ ଜାଣିବା । ବିଭିନ୍ନ ଦେଶରେ କରାଯାଇଥିବା ଗବେଷଣା ଏହା ହୃଦଘାତ, ରକ୍ତଚାପ ପରି ମାରାତ୍ମକ ସ୍ୱାସ୍ଥ୍ୟ ସମସ୍ୟାକୁ ଡାକି ଆଣିଥାଏ ।…

ଆଇପିଏଲରେ ଲାଗୁ ହେବ ଇମ୍ପାକ୍ଟ ପ୍ଲେୟାର ନିୟମ

ନୂଆଦିଲ୍ଲୀ: ଟି୨୦ କ୍ରିକେଟରେ ରୋମାଂଚ ଭରି ରହିଥିବା ବେଳେ ଏଥିରେ ଆହୁରି ମସଲା ଯୋଗାଇବା ପାଇଁ ବିସିସିଆଇ ମୁଣ୍ଡ ଖେଳାଇଲାଣି । କ୍ରିକେଟ ପ୍ରଶଂସକଙ୍କୁ ବାନ୍ଧି ରଖିବା ପାଇଁ ଆଇପିଏଲରେ ଗୋଟିଏ ଟିମ ଚୂଡାନ୍ତ ଏକାଦଶରେ ୧୧ ବଦଳରେ ୧୫ ଖେଳାଳି ସାମିଲ କରିପାରିବା ନିୟମ ଲାଗୁ କରିବା ପାଇଁ…

ପାଣି ପଞ୍ଚାୟତ ସମୀକ୍ଷା ବୈଠକରେ ବିଧାୟକଙ୍କ ଉଦବେଗ, ୮ ଦିନ ମଧ୍ୟରେ ତଥ୍ୟ ଦେବାକୁ ଅଧିକାରୀଙ୍କୁ ତାଗିଦ୍

ନୂଆପଡ଼ା: ୨୦୨୧ ମାର୍ଚ୍ଚ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପର ଲୋକାର୍ପଣ କରିଥିଲେ । ଏହି ପ୍ରକଳ୍ପ ମାଧ୍ୟମରେ ନୂଆପଡ଼ାର ୧୩ ହଜାର ୨୦୦ ହେକ୍ଟର ଚାଷଜମି ସହ ବଲାଙ୍ଗିରର ୧୬ ହଜାର ୭ ଶହ ହେକ୍ଟର ଜମି ଜଳ ସେଚିତ ହୋଇଥାନ୍ତା । ଯେଉଁଥିରେ ଉପକୃତ…

ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ, ଉପଜିଲ୍ଲାପାଳ ଦେଲେ ତଦନ୍ତ ନିର୍ଦ୍ଦେଶ

କାମାକ୍ଷାନଗର: ହିତାଧିକାରୀ ଜଣେ, କିନ୍ତୁ ଜିଓ ଟ୍ୟାଗିଂରେ ଫଟୋ ଲାଗିଛି ଆଉ ଜଣଙ୍କର । ଦସ୍ତାବିଜରେ ପ୍ରଧାନମନ୍ତ୍ରୀ ଆୱାସ ଯୋଜନାର ହିତାଧିକାରୀ ହେଉଛନ୍ତି ଅଜୟ କୁମାର ସାହୁ । କିନ୍ତୁ ଜିଓ ଟ୍ୟାଗିଂରେ ଦିଆ ଯାଇଥିବା ଫଟୋରେ ରହିଛି ଅନ୍ୟ ଜଣଙ୍କ ନାଁ । ଏଭଳି ଏକାଧିକ ଆୱାସ ଯୋଜନା…

ଟି୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଏସିଆ କପ ଚାମ୍ପିୟନ ଟିମ

କଲମ୍ବୋ: ଏସିଆ କପ ଚାମ୍ପିୟନ ଶ୍ରୀଲଙ୍କା ଟିମ ଆଜି ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଦଳ ଘୋଷଣା କରିଛି । ଦାସୁନ ଶାନକାଙ୍କ ନେତୃତ୍ୱରେ ଘୋଷିତ ଦଳରୁ ଦୀନେଶ ଚାନ୍ଦିମାଲାଙ୍କୁ ବାଦି ଦିଆଯାଇ ଷ୍ଟାଣ୍ଡବାଇରେ ରଖାଯାଇଛି । ପେସ ବୋଲର ଦୁଷ୍ମଥ ଚମିରା ଦଳକୁ ଫେରିଛନ୍ତି । ପାକିସ୍ତାନ ହରାଇ…