Latest Odisha News

BREAKING NEWS

Browsing Category

ଫିଚର

ଚୀନର ଆତଙ୍କବାଦ ପ୍ରେମ ! ମୁମ୍ବାଇ ଆକ୍ରମଣର ଆତଙ୍କବାଦୀକୁ କଳାତାଲିକା ଭୁକ୍ତ ପ୍ରସ୍ତାବକୁ ବିରୋଧ

ନୂଆଦିଲ୍ଲୀ: ସାଜିଦ ମିରକୁ ବିଶ୍ୱ ଆତଙ୍କବାଦୀ ବୋଲି ଘୋଷଣା କରିବାକୁ ଦାବି ହୋଇଛି। ମିଳିତ ଜାତିସଂଘରେ ଲଶ୍କର-ଏ-ତୋଇବା ଆତଙ୍କବାଦୀ ସାଜିଦ ମିରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଭାବେ ଘୋଷଣା କରିବାକୁ ଆମେରିକା ପ୍ରସ୍ତାବକୁ ଦେଇଛି। ଏହି ପ୍ରସ୍ତାବକୁ ଭାରତ ମଧ୍ୟ ସମର୍ଥନ କରିଛି। ମିର ହେଉଛି…

ଜାତୀୟ ପ୍ରତିଯୋଗିତାରେ ଚମକିଲେ ଓଡ଼ିଆ ଝିଅ କଲ୍ୟାଣୀ

ନୂଆଦିଲ୍ଲୀ: ଜାତୀୟ ସ୍ତରୀୟ ପ୍ରଦର୍ଶନ ଏବଂ ପ୍ରକଳ୍ପ ପ୍ରତିଯୋଗିତାରେ ଓଡ଼ିଆ ଝିଅଙ୍କ କମାଲ। ବରଗଡର କଲ୍ୟାଣୀ ସାହୁ ହେଲେ ପୁରସ୍କୃତ। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏହାପରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ବରଗଡ଼ ଜିଲ୍ଲାର ଛାତ୍ରୀ କଲ୍ୟାଣୀ…

ଚୀନର ଜିଏସଆଇ ପ୍ରସ୍ତାବକୁ ପ୍ରତ୍ୟାଖ୍ଯାନ କଲା ଭାରତ, କ’ଣ ଏହି ଜିଏସଆଇ?

ଉଜବେକିସ୍ତାନ: ଉଜବେକିସ୍ତାନର ସମରକନ୍ଦରେ ଅନୁଷ୍ଠିତ ହୋଇଥିବା ଏସସିଓ ସମ୍ମିଳନୀରେ ବିଶ୍ୱର ଅନେକ ନେତା ସାମିଲ ହୋଇଥିଲେ। ଏହି ସମ୍ମିଳନୀରେ ଚୀନର ବିସ୍ତାରବାଦୀ ଚିନ୍ତାଧାରାକୁ ଚେକ୍ ଦେଇଛନ୍ତି ଭାରତ ସମେତ ଅନେକ ଦେଶ। ଚୀନ୍ ଜିଏସଆଇ ପାଇଁ ଏହି ବୈଠକ ଜରିଆରେ ପ୍ରସ୍ତାବ ଦେଇଥିଲା। ହେଲେ…

ଗୋଟିଏ ବୈଠକରେ ଏକାଠି ହେବେ ଶାହ, ମମତା ଏବଂ ନବୀନ

କୋଲକାତା: ପୂର୍ବ ଆଞ୍ଚଳିକ ସୁରକ୍ଷା ପରିଷଦର ବୈଠକ ନଭେମ୍ବରରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ସୂଚନାନୁସାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ବୈଠକରେ ଯୋଗଦେବାର ସମ୍ଭାବନା ରହିଛି। ନଭେମ୍ବର ପ୍ରଥମ ସପ୍ତାହରେ ଏହି ବୈଠକ ଅନୁଷ୍ଠିତ ହୋଇପାରେ। ନଭେମ୍ବର ୫ରେ ଏହି ବୈଠକ…

ଭାରତର ଆଭିମୁଖ୍ୟ ଦେଖି ଚିଡ଼ିଗଲା ପାକିସ୍ତାନ

ଉଜବେକିସ୍ତାନ: ଆସନ୍ତା ବର୍ଷ ଭାରତ ଏସସିଓ ଶିଖର ସମ୍ମିଳନୀ ଆୟୋଜନ କରିବ। ଏଥିପାଇଁ ଚୀନ୍ ସମେତ ଅନେକ ଦେଶ ଭାରତକୁ ଅଭିନନ୍ଦନ ବାର୍ତ୍ତା ଦେଇଛନ୍ତି। କିନ୍ତୁ ପାକିସ୍ତାନ ଏ ପର୍ଯ୍ୟନ୍ତ ଏଥିରୁ ଦୂରେଇ ରହିଛି। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜରଦାରୀ କହିଛନ୍ତି ଯେ ଆସନ୍ତା…

ସୂର୍ଯ୍ୟ ମନ୍ଦିରରୁ ବାଲି କାଢ଼ିଲେ କୌଣସି ଅସୁବିଧା ହେବନି: ଆମିକସ କ୍ୟୁରି

କୋଣାର୍କ: ଓଡ଼ିଆଙ୍କ ସ୍ଥାପତ୍ୟର ପରିଚୟ କୋଣାର୍କ ସୂର୍ଯ୍ୟମନ୍ଦିର । ବାଲି କାଢ଼ିବା ନେଇ ଏଏସଆଇ ନିଷ୍ପତ୍ତି ନେବା ପରେ ମନ୍ଦିରର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାରି ଭିତରେ ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରି ଏନ.କେ ମହାନ୍ତି ସୂର୍ଯ୍ୟମନ୍ଦିର ପରିଦର୍ଶନ…

ଗାଡି ପଛପଟେ ନାଲି ଆଲୁଅ ବାଧ୍ୟତାମୂଳକ, ଅକ୍ଚୋବରରୁ ନିୟମ କଡ଼ାକଡ଼ି

ଭୁବନେଶ୍ୱର: ଏଣିକି ଗାଡ଼ି ପଛରେ ରିଫ୍ଲେଟିଭ୍ ଟେପ୍ ବା ନାଲି ଆଲୁଅ ରହିବା ବାଧ୍ୟତାମୂଳକ ହେବ। ଗାଡି ଦୁର୍ଘଟଣାକୁ ନଜରରେ ରଖି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଗତକାଲି ରାଜ୍ୟ ସଡ଼କ ନିରାପତ୍ତା ପରିଷଦର ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ…

ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ: ମଧ୍ୟପ୍ରଦେଶରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ । ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଚାରିଆଡୁ ଶୁଭେଚ୍ଛା ବାର୍ତ୍ତା ମିଳୁଛି । ଏହା ସହ ଜନ୍ମଦିନରେ ଅନେକ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ଆଜି ମଧ୍ୟପ୍ରଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି ।…

ଖେଳଣା ବନ୍ଧୁକ ଧରି ପଶ୍ଚିମବଙ୍ଗ ବିଜେପି କଲା ପ୍ରତିବାଦ

କୋଲାକାତା: ପଶ୍ଚିମବଙ୍ଗ ଶାସକ ଦଳର ସାଂସଦ ତଥା ଟିଏମସିର ଦ୍ୱିତୀୟ ନେତା କୁହାଯାଉଥିବା ଅଭିଷେକ ବାନାର୍ଜୀଙ୍କ ମନ୍ତବ୍ୟକୁ ବିରୋଧ । ରାଜରାସ୍ତାରେ ଖେଳଣା ବନ୍ଧୁକ ଧରି ବିଜେପି କଲା ପ୍ରତିବାଦ। ନବାନ୍ନା ଅଭିଯାନ କାର୍ଯ୍ୟକ୍ରମରେ ପୋଲିସର କାର୍ଯ୍ୟାନୁଷ୍ଠାନ ନେଇଥିଲା। ଏହାକୁ ନେଇ ଅଭିଷେକ…

ଟିକଟକ ଷ୍ଟାର ସୋନାଲି ଫୋଗଟ ମୃତ୍ୟୁ ମାମଲା, ଗୋଆରେ ସିବିଆଇ ଟିମ୍

ପାଣାଜି: ଟିକଟକ ଷ୍ଟାର ତଥା ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବାକୁ ଗୋଆରେ ପହଞ୍ଚିଛି ସିବିଆଇର ଏକ ଟିମ୍। ଏହି ମାମଲାରେ ଯେଉଁ ଥାନାରେ କେସ୍ ପ୍ରଥମେ ରୁଜୁ ହୋଇଥିଲା ସେହି ଥାନାକୁ ସିବିଆଇ ଟିମ୍ ଯାଇ ସମସ୍ତ ଦସ୍ତାବିଜ ନିଜ ଅଧୀନକୁ ନେଇଛି। ଏବଂ ବିଭିନ୍ନ…