Latest Odisha News

BREAKING NEWS

Browsing Category

ଫିଚର

ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ ଟେକ୍ନୋଲୋଜିରେ ଖର୍ଚ୍ଚ ହେବ ୨ ହଜାର କୋଟି ଟଙ୍କା

ଭୁବନେଶ୍ବର: ବଦଳିବ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ ଟେକ୍ନୋଲୋଜି ର ରୂପରେଖ ।  ୫ ବର୍ଷରେ ଖର୍ଚ୍ଚ ହେବ ୨ ହଜାର କୋଟି ଟଙ୍କା  । ମାଷ୍ଟରପ୍ଲାନକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ୨୦୨୬ ସୁଦ୍ଧା ୨୪ଟି ଅଣ୍ଡର ଗ୍ରାଜୁଏଟ ବିଭାଗରେ ୧୦ ହଜାରରୁ ଅଧିକ…

ନେହେରୁ ଯେଉଁ ଆସନରୁ ଲଢ଼ି ପ୍ରଧାନମନ୍ତ୍ରୀ ହୋଇଥିଲେ ସେହି ଆସନରୁ ଲଢ଼ିବେ ନୀତୀଶ !

ନୂଆଦିଲ୍ଲୀ: ଦେଶରେ ଯିଏ ସରକାର ଗଢ଼ିବାକୁ ଚାହିଁବ ତାକୁ ପ୍ରଥମେ ୟୁପି ରାଜନୀତିକୁ ଦଖଲ କରିବାକୁ ହେବ। ଯଦି ୟୁପିରେ ଭଲ ଫଳାଫଳ ହେବ ତାହେଲେ ଦିଲ୍ଲୀ ଆଉ ଦୂର ନୁହେଁ। ଏହି ସମୀକରଣରେ ମୋଦୀ ହୁଅନ୍ତୁ ଅବା ଅନ୍ୟ ନେତା ମଧ୍ୟ ୟୁପିରୁ ସାଂସଦ ଭାବେ ନିର୍ବାଚନ ଲଢି ପ୍ରଧାନମନ୍ତ୍ରୀ ଆସନରେ…

ମୋଦୀଙ୍କୁ ରାହୁଲଙ୍କ ପ୍ରଶ୍ନ: ଚିତା ଆସିଲା, ଚାକିରି କାହିଁକି ଆସୁନି ?

ନୂଆଦିଲ୍ଲୀ: ଭାରତକୁ ଆସିଲା ବହୁ ପ୍ରତିକ୍ଷୀତ ଚିତାବାଘ । କିନ୍ତୁ ଦେଶକୁ କାହିଁକି ଚାକିରି ଆସୁନି? କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କୁ ଟାର୍ଗେଟ କରିବାକୁ ଯାଇ ଏହା ପଚାରିଛନ୍ତି। ଚୀତା ଭାରତ ଆସିବା ଏବଂ ଦେଶର ବେକାରୀ ସହିତ ଯୋଡି ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ…

୧୯ ଜଣଙ୍କ ଜୀବନ ବଞ୍ଚାଇଲେ ଭାରତୀୟ ତଟରକ୍ଷୀ

ମୁମ୍ବାଇ: ମହାରାଷ୍ଟ୍ରର ରତ୍ନଗିରି ନିକଟ ଆରବ ସାଗରରେ ୧୦୨ ମିଟର ଲମ୍ବା ବିଦେଶୀ ମାଲ ପରିବହନ ଜାହାଜ ବୁଡ଼ିଯାଉଥିବା ବେଳେ ଏଥିରେ ଥିବା ସଦସ୍ୟମାନଙ୍କୁ ଭାରତୀୟ ତଟରକ୍ଷୀ ବାହିନୀ ଉଦ୍ଧାର କରିଛନ୍ତି। ବୁଡ଼ି ଯାଉଥିବା ଜାହାଜ ଓମାନରୁ ଭାରତକୁ ଆସୁଥିଲା। ରତ୍ନଗିରି ନିକଟରେ ପହଞ୍ଚିବା ପରେ…

୪ ଦିନିଆ ପୁଲିସ ହେପାଜତକୁ ଗଲେ ଆପ୍ ବିଧାୟକ ଅମାନତୁଲ୍ଲା ଖାନ

ନୂଆଦିଲ୍ଲୀ: ଆପ୍ ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଚାରି ଦିନିଆ ପୋଲିସ ହେପାଜତକୁ ପଠାଇଛନ୍ତି କୋର୍ଟ ।  ଦିଲ୍ଲୀ ୱାକଫ ବୋର୍ଡ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ଗିରଫ ହୋଇଥିଲେ ଆପ ବିଧାୟକ ଅମାନତୁଲ୍ଲା ଖାନ । ଏବେ ତାଙ୍କୁ ପୋଲିସ ଜେରା କରିବା ପାଇଁ ସ୍ବତନ୍ତ୍ର ସିବିଆଇ କୋର୍ଟ…

ଜାତୀୟ ଲଜିଷ୍ଟିକ୍ସ ନୀତି ପଛରେ ୮ ବର୍ଷର କଠିନ ପରିଶ୍ରମ ରହିଛି: ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଜାତୀୟ ଲଜିଷ୍ଟିକ୍ସ ନୀତି (ଏନଏଲପି)ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଏକ ବିକଶିତ ରାଷ୍ଟ୍ର ଭାବେ ଭାରତକୁ ପ୍ରତିଷ୍ଠିତ କରିବା…

ଓଡିଶା ହକି ଚାମ୍ପିୟନଶିପ ପଦାର୍ପଣ ମୁକାବିଲାରେ ଚାମ୍ପିୟନ ହେଲା ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର: ଓଡିଶା ହକି ଚାମ୍ପିୟନଶିପର ପଦାର୍ପଣ ମୁକାବିଲାରେ ଇଷ୍ଟ କୋଷ୍ଟ ରେଲୱେ ଚାମ୍ପିୟନ ହୋଇଛି । ଶନିବାର ଖେଳା ଯାଇଥିବା ସଂଘର୍ଷପୂର୍ଣ୍ଣ ଫାଇନାଲରେ ଇଷ୍ଟ କୋଷ୍ଟ ରେଲୱେ ୧-୦ ଗୋଲରେ ଖୋର୍ଦ୍ଧାକୁ ପରାସ୍ତ କରି ଏହି ସଫଳତା ଅର୍ଜନ କରିଛି । ହକି ଆସୋସିଏଶନ ଅଫ ଓଡିଶା ପକ୍ଷରୁ ଏହି…

ଭାରତ ଯୋଡୋ ଯାତ୍ରା ପ୍ରସ୍ତୁତି ବୈଠକ ପାଇଁ ଓଡ଼ିଶାରେ ପହଁଚିଲେ ଦିଗବିଜୟ, ଜୟରାମ

ଭୁବନେଶ୍ୱର : ଓଡ଼ିଶାରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଆୟୋଜନ କରାଯିବ । ସେନେଇ ପ୍ରସ୍ତୁତି ବୈଠକ ପାଇଁ ଓଡ଼ିଶା ଗସ୍ତରେ ଆସି ପହଁଚିଛନ୍ତି କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ଓ ଜୟରାମ ରମେଶ  । ଆଜି ସନ୍ଧ୍ୟାରେ ଭୁବନେଶ୍ୱର ପହଞ୍ଚିବା ସହ ରାଜ୍ୟ ନେତାଙ୍କ ସହ ଆଲୋଚନା କରିଛନ୍ତି ।…

ଟି୨୦ ବିଶ୍ୱକପ ଟିମରେ ସାମିଲ ହେବେ କି ସାମି

ମୁମ୍ବାଇ: ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଗାମୀ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳର ଘୋଷଣା ସରିଛି । ଏଥିରେ ସିନିୟର ପେସ ବୋଲର ମହମ୍ମଦ ସାମିଙ୍କୁ ଚୂଡାନ୍ତ ଦଳରେ ସ୍ଥାନ ମିଳି ନ ଥିବାରୁ ସମୀକ୍ଷକମାନେ ଆଶ୍ଚର୍ଯ୍ୟ ବ୍ୟକ୍ତ କରିଥିଲେ । ତେବେ ସାମିଙ୍କୁ ଟି୨୦ ବିଶ୍ୱକପ ଦଳରେ ସାମିଲ କରିବା ନେଇ…

ମଲା ବାଛୁରୀକୁ ଝୁରି ଝୁରି ଗାଡ଼ି ପଛରେ ଧାଉଁଛି ମା ଗାଈ

ଭୁବନେଶ୍ୱର: ସୃଷ୍ଟିର କଲ୍ୟାଣ ପାଇଁ ମା ର ଜନ୍ମ  । ସନ୍ତାନର ସୁଖରେ ସେ ପାଏ ପରମ ଆନନ୍ଦ । ଏହା କେବଳ ମଣିଷ ମାନଙ୍କ କ୍ଷେତ୍ରରେ ଦେଖାଯାଏ ନାହିଁ । ପଶୁମାନଙ୍କ ନିକଟରେ ମଧ୍ୟ ଦେଖାଯାଏ । ଏମିତି ଏକ ଘଟଣା ଦେଖିବାକୁ ମିଳଛି ରାଜଧାନୀରେ ।  ମା ଗାଈଟି ଛୁଆ ବାଛୁରୀର ମୃତ୍ୟୁକୁ ସହଜରେ ଗ୍ରହଣ…