Latest Odisha News

BREAKING NEWS

Browsing Category

ଫିଚର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉତ୍ସବ: ଶ୍ରୀନଅରରେ ଗଜପତି ମହାରାଜା କରିବେ ଆଚାର୍ଯ୍ୟ ବରଣ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉତ୍ସବ । ଆଜି (ଶୁକ୍ରବାର) ସନ୍ଧ୍ୟାରୁ ଆରମ୍ଭ ହୋଇଛି ପ୍ରକଳ୍ପ କାର୍ଯ୍ୟକ୍ରମ । ଶ୍ରୀନଅର ଠାରେ ଗଜପତି ମହାରାଜା ଆଚାର୍ଯ୍ୟ ବରଣ କରିବେ । ଗୁଆଟେକା କାର୍ଯ୍ୟ ପରେ ଅଙ୍କୁରରୋପଣ ହେବ । ଆସନ୍ତାକାଲି (ଶନିବାର) ଦିନ ୧୧ ଟା ସମୟରୁ ରୁ ରାତି ୮ ଟା ଯାଏଁ…

ବାୟୁସେନା ବିମାନ ଏଏନ-32 ର ମିଳିଲା ପତ୍ତା, ୮ ବର୍ଷ ପୂର୍ବେ ଥିଲା ନିଖୋଜ

ନୂଆଦିଲ୍ଲୀ: ୮ ବର୍ଷ ପୂର୍ବେ ବଙ୍ଗୋପସାଗରରେ ନିଖୋଜ ହୋଇଯାଇଥିବା ଭାରତୀୟ ବାୟୁସେନା ବିମାନ AN-32 ର ପତ୍ତା ମିଳିଛି । ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଓସିନ୍ ଟେକ୍ନୋଲୋଜିର ବୈଜ୍ଞାନିକମାନେ ବହୁ ପରିଶ୍ରମ ଏବଂ କୌଶଳ ବ୍ୟବହାର କରି ବିମାନର ଧ୍ୱଂସାବଶେଷ ଚିହ୍ନଟ କରିଛନ୍ତି । ବିମାନର…

ସ୍ୱାଧିନତାର ୭୬ ବର୍ଷ ପରେ ନୀଳଗିରିକୁ ଗଡ଼ିବ ପ୍ରଥମ ପାସେଞ୍ଜର ଟ୍ରେନ, ଶୁଭାରମ୍ଭ କରିବେ ରେଳମନ୍ତ୍ରୀ

ଭୁବନେଶ୍ୱର: ସ୍ୱାଧୀନତାର ୭୬ବର୍ଷ ପରେ ନୀଳଗିରିକୁ ଗଡ଼ିବ ପ୍ରଥମ ପାସେଞ୍ଜର ଟ୍ରେନ। ଏହା ସହିତ ନୀଳଗିରିବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୁରଣ ହେବାକୁ ଯାଉଛି। ବାଲେଶ୍ୱରର ପୂର୍ବତନ ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ବର୍ତ୍ତମାନର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଚଳିତ ମାସ ୧୩ରେ ଦୁଇ…

ଘୁଞ୍ଚିଲା ସମ୍ବଲପୁର ଜିଏମ୍ ୟୁନିଭରସିଟି ପରୀକ୍ଷା

ସମ୍ବଲପୁର: ନୂଆ ‘ଓ’ କାର୍ଯ୍ୟକ୍ରମ ପାଇଁ ଘୁଞ୍ଚିଲା ସମ୍ବଲପୁର ଜିଏମ୍ ୟୁନିଭରସିଟିର ପରୀକ୍ଷା । ଜାନୁଆରୀ ୧୩ ରେ ହେବାକୁ ଥିବା ପରୀକ୍ଷା ୨୪ ତାରିଖରେ ହେବ । ଆସନ୍ତକାଲି (ଶନିବାର) ସମ୍ବଲପୁର ମନ୍ଦଲିଆ ଗ୍ରାଉଣ୍ଡରେ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶାର କାର୍ଯ୍ୟ ପାଇଁ ଆୟୋଜନ କରାଯାଉଛି ।…

ଭୁବନେଶ୍ବର ପ୍ରଥମ ୱାଟର ପ୍ଲସ୍ ସିଟି ଓ ଆବର୍ଜନାମୁକ୍ତ ସହର ଭାବେ ପୁରସ୍କୃତ

ଭୁବନେଶ୍ୱର: ନୂଆଦିଲ୍ଲୀରେ କେନ୍ଦ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜେତାମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ 'ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ୨୦୨୩' ପ୍ରଦାନ କରାଯାଇଛି। 'ସ୍ୱଚ୍ଛ ସର୍ବେକ୍ଷଣ'ରେ ଭୁବନେଶ୍ୱର ୩୪ତମ ସ୍ଥାନରେ…

ପଶ୍ଚିମବଙ୍ଗରେ କଂଗ୍ରେସ ଦୁର୍ବଳ ବୋଲି ସ୍ବୀକାର କଲେ ଆସନ ବାବଦରେ ଆଲୋଚନା ହେବ: ଟିଏମସି

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ଚାହୁଁଛି ଯେ କଂଗ୍ରେସ ନେତୃତ୍ୱ ପଶ୍ଚିମବଙ୍ଗରେ ଦୁର୍ବଳ ବୋଲି ସ୍ୱୀକାର କରନ୍ତୁ। ଏବଂ ମମତା ବାନାର୍ଜୀଙ୍କୁ ରାଜ୍ୟରେ ବିଜେପି ବିରୋଧରେ ଲଢ଼େଇର ନେତୃତ୍ୱ ନେବାକୁ ଆହ୍ବାନ କରନ୍ତୁ। ପଶ୍ଚିମବଙ୍ଗରେ ଲୋକସଭା ନିର୍ବାଚନ ପାଇଁ ଆସନ ବୁଝାମଣା ନେଇ କଂଗ୍ରେସ ସହ…

ରାସ୍ତାରେ ରାଜ୍ୟପାଳ ଶୁଣିଲେ ସମସ୍ୟା, ଗାଡ଼ି ଅଟକାଇ ପୁଅର ଚିକିତ୍ସା ବାବଦରେ ସହାୟତା ମାଗିଲେ ବାପା

ଭୁବନେଶ୍ୱର: ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ନେବା ପରେ ଆଉ ରାଜଧାନୀରେ ନରହି ଏବେ ଗାଁକୁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝୁଛନ୍ତି ରାଜ୍ୟପାଳ ରଘୁବର ଦାସ। ଆଜି ଗଞ୍ଜାମ ଜିଲ୍ଲା ଗସ୍ତ ସମୟରେ ଜଣେ ବ୍ୟକ୍ତି ରାଜ୍ୟପାଳଙ୍କ ଗାଡିକୁ ଅଟକାଇ ନିଜ ପୁଅର ଚିକିତ୍ସା ଖର୍ଚ୍ଚ ବାବଦରେ କହିଥିଲେ।…

ଟି୨୦: ଶିବମଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଆଫଗାନିସ୍ତାନକୁ ହରାଇଲା ଭାରତ

ମୋହାଲୀ: ଏଠାରେ ଅନୁଷ୍ଠିତ ପ୍ରଥମ ଟି୨୦ରେ ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୬ ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା । ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ…

ପଙ୍କଜ କେଉଁ ରାଜନେତା ଭୂମିକାରେ ବଡ଼ ପରଦାରେ ଆସିବେ? ‘ନ୍ୟାସନାଲ ଆଇକନ୍’ ପଦରୁ ଦେଲେ ଇସ୍ତଫା

ନୂଆଦିଲ୍ଲୀ: ଅଭିନେତା ପଙ୍କଜ ତ୍ରିପାଠୀ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ର 'ନ୍ୟାସନାଲ ଆଇକନ୍' ପଦରୁ ସ୍ୱେଚ୍ଛାକୃତ ଭାବେ ଇସ୍ତଫା ଦେଇଛନ୍ତି। ଅକ୍ଟୋବର ୨୦୨୨ରେ ଇସିଆଇର ନ୍ୟାସନାଲ ଆଇକନ୍ ଭାବେ ମନୋନୀତ ହୋଇଥିବା ପଙ୍କଜ ତ୍ରିପାଠୀ ଏବେ ତାଙ୍କ ଆଗାମୀ ଫିଲ୍ମ 'ମୁଁ ଅଟଳ ହୁଁ'ର ପ୍ରମୋସନରେ…

ହାଇଟେକ ହସ୍ପିଟାଲ ଦୁର୍ଘଟଣା: ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଘେରିବା ପରେ ଶ୍ରମ କମିଶନରଙ୍କୁ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର: ହାଇଟେକ୍ ହସ୍ପିଟାଲରେ ଘଟିଥିବା ଅଭାବନୀୟ ଘଟଣାରେ ବ୍ୟାପକ ପ୍ରତିବାଦ ପ୍ରକାଶ ପାଇବା ପରେ ରାଜ୍ୟ ସରକାର ଘଟଣାର ତଦନ୍ତ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ପରିଚୟ ଗୋଳମାଳ ଓ ପରିସ୍ଥିତିର ଯଥେଷ୍ଟ ମୁକାବିଲା ନ ହେବା ଅଭିଯୋଗ ମଧ୍ୟରେ ରାଜ୍ୟ ସରକାର ଶ୍ରମ କମିଶନରଙ୍କୁ ହସ୍ପିଟାଲର…