Latest Odisha News

BREAKING NEWS

Browsing Category

ଫିଚର

ଆମେରିକା ବାଚସ୍ପତି ତାଇଓ୍ୱାନ ଛାଡିବା ପରେ ଆକ୍ରମଣ କରିବ କି ଚୀନ ?

ତାଇପେଇ ସିଟି: ଆମେରିକାର ଲୋକସଭାର ବାଚସ୍ପତି ନାନସୀ ପେଲୋସିଙ୍କ ଆଜି ତାଇୱାନ ଗସ୍ତରେ ଶେଷ ଦିନ । ଖୁବଶୀଘ୍ର ତାଇପେଇ ବିମାନ ବନ୍ଦରରୁ ଦକ୍ଷିଣ କୋରିଆ ଅଭିମୁଖେ ଉଡାଣ ଭରିବେ । ଅନ୍ୟପଟେ ତାଇଓ୍ୱାନ ସୀମାର ଆକାଶ ମାର୍ଗରେ ପଇଁତରା ମାରୁଛି ଚୀନର ଯୁଦ୍ଧ ବିମାନ। ଏପରି ସ୍ଥିତିରେ ଆଶଙ୍କା…

ଡିଲ୍ ବେଳେ ମାଡ଼ି ବସିଲା STF, କଲରାପତରିଆ ବାଘ ଛାଲ ଜବତ

ଭୁବନେଶ୍ୱର: ପୁଣି କଲରାପତରିଆ ବାଘ ଛାଲ ଜବତ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବନ କର୍ମଚାରୀଙ୍କ ସହାୟତାରେ STF କରିଥିବା ରେଡକୁ ସଫଳତା ମିଳିଛି । କନ୍ଧମାଳ ଜିଲ୍ଲା ଟିକାବାଲି ବ୍ରାହ୍ମଣୀପଡ଼ା ଗାଁରୁ ଏକ କଲରାପତରିଆ ବାଘ ଛାଲ ଜବତ କରାଯାଇଛି । ମାମଲାରେ ବ୍ରାହ୍ମଣୀପଡ଼ା ଗାଁର ବିରେନମିତ୍ର…

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ବିରୋଧ କରି ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଗରେ ବିକ୍ଷୋଭ

ବାରିପଦା: ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ବିରୋଧ କରି ବିକ୍ଷୋଭ । ଜିଲ୍ଲାର ଅଗ୍ରଣୀ ଯୁବଛାତ୍ର ସଂଗଠନ ଭଞ୍ଜସେନା ପକ୍ଷରୁ ଗଣ ବିକ୍ଷୋଭ କରାଯାଇଛି । ବାରମ୍ବାର ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁର ଅଭିଯୋଗ ଆସୁଛି । ଏପରିକି ଡାକ୍ତର ମାନେ…

ମିସେସ ସାଉଥ୍ ଇଣ୍ଡିଆ ପ୍ରତିଯୋଗିତାରେ ପ୍ରଥମ ରନର୍ସ ଅପ ହେଲେ ଗଞ୍ଜାମ ଝିଅ

ବ୍ରହ୍ମପୁର: ସୁନ୍ଦରୀ ପ୍ରତିଯୋଗିତାରେ ଚମକିଲେ ଗଞ୍ଜାମ ଝିଅ । ବେଙ୍ଗଳୁରୁ ଠାରେ ଆୟୋଜିତ ହୋଇଥିବା ନ୍ୟାସନାଲ ଲେବେଲ କ୍ଲାସି ଆଇକନ୍ସ ଅଫ ସାଉଥ ଇଣ୍ଡିଆ ସୁନ୍ଦରୀ ପ୍ରତିଯୋଗିତାରେ ପ୍ରଥମ ରନର୍ସ ଅପ ହୋଇଛନ୍ତି ହିଞ୍ଜିଳିକାଟୁ ସିକିରି ଗ୍ରାମର ତପସ୍ୱିନୀ ବରାଡ଼ । ଏହି ପ୍ରତିଯୋଗିତାରେ ସେ…

ବାଇପାସ୍ ନିର୍ମାଣ ଦାବିରେ ଖଡ଼ିଆଳରେ ୧୨ ଘଣ୍ଟିଆ ବନ୍ଦ ପାଳନ

ନୂଆପଡ଼ା: ଖଡ଼ିଆଳ ୩୫୩ ନମ୍ବର ଜାତୀୟ ରାଜପଥ ଓ ଖଡ଼ିଆଳ ସିନାପାଲି ମୁଖ୍ୟ ରାସ୍ତାରେ ବାଇପାସ ରାସ୍ତା ସହ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥାର ସମାଧାନ ଦାବିରେ ବନ୍ଦ ପାଳନ । ଆଜି ସକାଳ ୭ଟାରୁ ଖଡ଼ିଆଳ ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଖଡ଼ିଆଳ ସଚେତନ ନାଗରିକ ମଞ୍ଚର ଡାକରାରେ ସବୁ…

ଶ୍ରୀଲଙ୍କାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା, ନୂଆ ରାଷ୍ଟ୍ରପତି କହିଲେ ଆମକୁ ନୂଆ ଜୀବନ ଦେଇଛନ୍ତି

କଲମ୍ବୋ: ଶ୍ରୀଲଙ୍କାରେ ରାଜନୈତିକ ଏବଂ ଅର୍ଥନୈତିକ ସଙ୍କଟ ମଧ୍ୟରେ ରାନିଲ ବିକ୍ରମାସିଂଘେ ନୂଆ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ବୁଧବାର ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଶ୍ରୀଲଙ୍କା ସଂସଦର ନୂତନ ଅଧିବେଶନକୁ ଉଦଘାଟନ କରିଛନ୍ତି। ଏହାପରେ ସଂସଦର ପ୍ରଥମ ଅଧିବେଶନ ଅନୁଷ୍ଠିତ…

ବେଜିଂର ଚେତାବନୀ ସତ୍ତ୍ୱେ ତାଇଓ୍ୱାନ ରାଷ୍ଟ୍ରପତିଙ୍କୁ ଭେଟିଲେ ଆମେରିକାର ବାଚସ୍ପତି ନାନସୀ ପେଲୋସି

ତାଇପେଇ ସିଟି: ଆମେରିକା ସଂସଦର ବାଚସ୍ପତି ନାନସୀ ପେଲୋସିଙ୍କ ତାଇୱାନ ଗସ୍ତ ପରେ ବିଶ୍ୱର ଦୁଇ ମହାଶକ୍ତି ଚୀନ୍ ଏବଂ ଆମେରିକାର ମୁହାଁମୁହିଁ ହୋଇଛନ୍ତି। ଏହି ସମୟରେ, ନାନସୀ ପେଲୋସି ତାଇୱାନର ରାଷ୍ଟ୍ରପତି ତାଇ ଇଙ୍ଗ ୱେନଙ୍କୁ ଭେଟିଛନ୍ତି। ଏହି ବୈଠକରେ ତାଇୱାନର ରାଷ୍ଟ୍ରପତି ତାଇ ଇଙ୍ଗ ୱେନ…

ଯେଉଁ ଅସ୍ତ୍ରରେ ଆମେରିକାର ଶତ୍ରୁ ନିପାତ ହେଲା ତାକୁ କିଣିବେ ମୋଦୀ ସରକାର !

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଫଗାନିସ୍ତାନ କାବୁଲର ହାଇ ସିକ୍ୟୁରିଟି ଜୋନରେ ରହୁଥିବା ଏକ ସାଧାରଣ ଘର ବାଲକୋନାରି ବୁଲୁଥିବା ବେଳେ ଆମେରିକାର ଏକ ମିଶାଇଲ ମାଡରେ ନିପାତ ହୋଇଛି ଅଲ୍ କାଏଦା ଆତଙ୍କବାଦୀ ସଂଗଠନର ମୁଖ୍ୟ ଓସାମା ବିନ ଲାଡେନ ପରେ ଦାୟିତ୍ୱ ସମ୍ବାଳୁଥିବା ଆୟମାନ ଅଲ୍ ଜଓ୍ୱାହିରି…

୫ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା, ପ୍ରବଳ ବର୍ଷା ନେଇ ୧୦ ଜିଲ୍ଲାକୁ ଚେତାବନୀ

ଭୁବନେଶ୍ୱର: ରାଜ୍ୟରେ ବଢ଼ିବ ବର୍ଷା ପରିମାଣ । ମୌସୁମୀ ନିମ୍ନ ଚାପ ରେଖା ଦକ୍ଷିଣ ମୁହାଁ ହୋଇଛି । ହିମାଳୟ ପାଦ ଦେଶରୁ ସ୍ୱାଭାବିକ ଅବସ୍ଥାନକୁ ଫେରୁଛି ମୌସୁମୀ ନିମ୍ନ ଚାପ ରେଖା । ପ୍ରଭାବରେ ଆସନ୍ତା ୫ ତାରିଖରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ । ୫ ତାରିଖରେ ରାଜ୍ୟର ୧୦ ଗୋଟି ଜିଲ୍ଲାରେ…

ରାଜଧାନୀରେ ଦେହ ବ୍ୟବସାୟର ପସରା: ୨୦୨୨ରେ ପୋଲିସ ଏଯାବତ ଧରିପାରିନି ସେକ୍ସ ରାକେଟ

ଭୁବନେଶ୍ୱର: ରାଜଧାନୀରେ ଦେହଜୀବୀ ଧରାପଡିବା ଏକଦା ନିତିଦିନିଆ ଖବର ପାଲଟିଥିଲା। ଏବେ କିନ୍ତୁ ଏହି ଖବର ଆସୁନି କି ପୋଲିସ କାର୍ଯ୍ୟାନୁଷ୍ଠାନ ନେଉଥିବାର ମଧ୍ୟ କୌଣସି ସୂଚନା ନାହିଁ। କିନ୍ତୁ ବିଭିନ୍ନ ସୂଚନା ପ୍ରଦାନକାରୀଙ୍କ ତଥ୍ୟକୁ ଯଦି ବିଶ୍ୱାସ କରିବା ତାହେଲେ ରାଜଧାନୀରେ ବଢୁଛି ଦେହ…