Latest Odisha News

BREAKING NEWS

Browsing Category

ଫିଚର

ରାଷ୍ଟ୍ରପତିଙ୍କୁ ଭେଟିଲେ ଓଡ଼ିଶା ବିଧାୟକ ମଣ୍ଡଳୀ; ତାରା ବାହିନୀପତି ଦେଲେ କୋଟପାଟ ଶାଢ଼ୀ

ଭୁବନେଶ୍ୱର: ଭୋଟ୍ ଦେଇ ଜିତେଇଥିଲେ । ଆଜି ଆତିଥ୍ୟତା ଗ୍ରହଣ କଲେ ଓଡ଼ିଶା ବିଧାନସଭାର ସଭ୍ୟ ଗଣ । ବୁଧବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଓଡ଼ିଶାର ଏକ ବିଧାୟକ ମଣ୍ଡଳୀ ଭେଟିଛନ୍ତି। ରାଷ୍ଟ୍ରପତି ଭବନରେ ନିଜ ରାଜ୍ୟର ବିଧାୟକଙ୍କୁ ଭେଟି ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଛନ୍ତି ।…

ଏଏସଆଇ ସଂରକ୍ଷିତ ସମସ୍ତ ସ୍ମାରକୀ ଅଗଷ୍ଟ୫ ରୁ ୧୫ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ମାଗଣା

ଭୁବନେଶ୍ୱର: ଭାରତର ୭୫ ତମ ସ୍ୱାଧୀନତା ଦିବସ ତଥା 'ଆଜାଦୀ କା ଅମୃତ ମହୋତ୍ସବ' ଅବସରରେ ଏଏସଆଇ ପକ୍ଷରୁ ଆସିଛି ବଡ଼ ଉପହାର । ଦେଶରେ ଏଏସଆଇ ଦ୍ୱାରା ସଂରକ୍ଷିତ ସମସ୍ତ ସ୍ମାରକୀ ଏବଂ ଐତିହ୍ୟସ୍ଥଳୀକୁ ପର୍ଯ୍ୟଟକଙ୍କ ପାଇଁ ଟିକେଟ୍ ଫ୍ରି ଅର୍ଥାତ୍ ମାଗଣା କରାଯାଇଛି । ଅଗଷ୍ଟ୫ ତାରିଖରୁ ୧୫…

ଲଭପ୍ରତୀଙ୍କୁ ବ୍ରୋଞ୍ଜ, ୱେଟଲିଫ୍ଟିଂରେ ଚମତ୍କାର ପ୍ରଦର୍ଶନ ଜାରୀ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ୱେଟଲିଫ୍ଟରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ବୁଧବାର ପୁରୁଷ ୧୦୯ କେଜି ବିଭାଗରେ ଲଭପ୍ରୀତ ସିଂ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସେ ସ୍ନାଚରେ ୧୬୩ କେଜି ଓ କ୍ଲିନ ଆଣ୍ଡ ଜର୍କରେ ୧୯୨ କେଜି ସହ ଓଭରାଲ ୩୫୫ କେଜି ଭାର ଉଠାଇଥିଲେ ।…

ଭିଜିଲାନ୍ସ ଜାଲରେ ବାଲିପାଟଣା ଏଏସଆଇ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ମହିଳା ଏଏସଆଇ । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନାର ମହିଳା ଏଏସଆଇ ପୁସ୍ପଲତା ପାଇକରାୟଙ୍କୁ ବୁଧବାର ଓଡ଼ିଶା ଭିଜିଲାନ୍ସ ଲାଞ୍ଚ ନେବା ବେଳେ ଧରିଛି । ଜଣେ ଏତଲାକାରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା…

ଯୁବରାଜଙ୍କ ବ୍ୟାଟିଂ ମନେ ପକାଇଲେ ବର୍ଲ

ହରାରେ: ଜିମ୍ବାୱେର ରେୟାଲ ବର୍ଲ ଧୂଆଁଧାର ବ୍ୟାଟିଂ କରି ଭାରତର ଯୁବରାଜ ସିଂଙ୍କୁ ମନେ ପକାଇ ଦେଇଛନ୍ତି । ବାଂଲାଦେଶ ବିପକ୍ଷରେ ବର୍ଲ ନସୁମ ଅହମ୍ମଦଙ୍କ ଗୋଟିଏ ଓଭରରେ ୩୪ ରନ ସଂଗ୍ରହ କରିଥିଲେ । ଟି୨୦ କ୍ରିକେଟ ଇତିହାସରେ ତୃତୀୟ ଥର ପାଇଁ ଗୋଟିଏ ଓଭରରେ ୬ଟି ଯାକ ବଲରେ ବାଉଣ୍ଡରୀ ମରାଯାଇଛି…

ପୁଞ୍ଜାପାଇ ଭରା ନଈରୁ ଉଦ୍ଧାର ହେଲେ ମା’ ଓ ପୁଅ

ରାୟଗଡ଼ା : ଲଗାଣ ବର୍ଷା । ଉଛୁଳା ନଈ। ଆଉ ସେହି ଉଛୁଳା ଭରା ନଈ ମଝିରେ ଫସିଯାଇଛନ୍ତି ମାଆ -ପୁଅ। ଏମିତି ଏକ ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଥିଲା ରାୟଗଡ଼ା କୁମ୍ବିକୋଟା ପୁଞ୍ଜାପାଇ ଗାଁରେ। ଗାଁରେ ରାସ୍ତା ସମସ୍ୟା। କିଛି କାମ ପାଇଁ ଗଲେ ନଦୀ ଏକମାତ୍ର ଭରସା। ଗାଁର ନନ୍ଦିନୀ କାଡ୍ରାକା…

ପାଟଣାଗଡ଼ ଓ କୁଚିଣ୍ଡାରେ ଖୋଲାଯିବ ନୂଆ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ

ଭୁବନେଶ୍ୱର: ସମ୍ବଲପୁରର କୁଚିଣ୍ଡା ଓ ବଲାଙ୍ଗିରର ପାଟଣାଗଡ଼ ଠାରେ ଦୁଇଟି ନୂତନ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ (ITI) ଖୋଲାଯିବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହାଦ୍ୱାରା ଏହି ଜନଜାତି ବହୁଳ ଅଞ୍ଚଳର ଯୁବ ସମାଜ ବିଶେଷ ଭାବରେ ଉପକୃତ ହେବେ । କୁଚିଣ୍ଡାରେ…

ଅଣ୍ଟାଏ ପାଣିରେ ବୁଡ଼ି ସ୍କୁଲ ଯାଉଛନ୍ତି ପିଲା; ଅଧାପନ୍ତରିଆ ପଡ଼ିଛି ବ୍ରିଜ୍

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିପଦପୂର୍ଣ୍ଣ ଭାବେ ଛାତ୍ରଛାତ୍ରୀ ମାନେ ନଦୀ ପାର ହେଉଥିବା ନେଇ ଚିତ୍ର ଦେଖିବାକୁ ମିଳୁଛି। ସଦ୍ୟତମ ଘଟଣା ସୋରଡ଼ା ବ୍ଲକ ନୂଆଗଡ଼ ପଞ୍ଚାୟତରେ ସାଂଘାତିକ ଦୃଶ୍ୟ ସାମ୍ନାକୁ ଆସିଛି। ପଞ୍ଚାୟତକୁ ଯିବାକୁ କେଶରା, ନାଗପୁର, ବାରଧାଙ୍ଗିଡ଼ି,…

ଆମେରିକା ବାଚସ୍ପତି ତାଇଓ୍ୱାନ ଛାଡିବା ପରେ ଆକ୍ରମଣ କରିବ କି ଚୀନ ?

ତାଇପେଇ ସିଟି: ଆମେରିକାର ଲୋକସଭାର ବାଚସ୍ପତି ନାନସୀ ପେଲୋସିଙ୍କ ଆଜି ତାଇୱାନ ଗସ୍ତରେ ଶେଷ ଦିନ । ଖୁବଶୀଘ୍ର ତାଇପେଇ ବିମାନ ବନ୍ଦରରୁ ଦକ୍ଷିଣ କୋରିଆ ଅଭିମୁଖେ ଉଡାଣ ଭରିବେ । ଅନ୍ୟପଟେ ତାଇଓ୍ୱାନ ସୀମାର ଆକାଶ ମାର୍ଗରେ ପଇଁତରା ମାରୁଛି ଚୀନର ଯୁଦ୍ଧ ବିମାନ। ଏପରି ସ୍ଥିତିରେ ଆଶଙ୍କା…

ଡିଲ୍ ବେଳେ ମାଡ଼ି ବସିଲା STF, କଲରାପତରିଆ ବାଘ ଛାଲ ଜବତ

ଭୁବନେଶ୍ୱର: ପୁଣି କଲରାପତରିଆ ବାଘ ଛାଲ ଜବତ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବନ କର୍ମଚାରୀଙ୍କ ସହାୟତାରେ STF କରିଥିବା ରେଡକୁ ସଫଳତା ମିଳିଛି । କନ୍ଧମାଳ ଜିଲ୍ଲା ଟିକାବାଲି ବ୍ରାହ୍ମଣୀପଡ଼ା ଗାଁରୁ ଏକ କଲରାପତରିଆ ବାଘ ଛାଲ ଜବତ କରାଯାଇଛି । ମାମଲାରେ ବ୍ରାହ୍ମଣୀପଡ଼ା ଗାଁର ବିରେନମିତ୍ର…