Latest Odisha News

BREAKING NEWS

Browsing Category

ଫିଚର

ବ୍ଲଡ ଗ୍ରୁପ କହିବ ଆପଣଙ୍କ ବ୍ୟକ୍ତିତ୍ୱ !

ନୂଆଦିଲ୍ଲୀ: ବ୍ଲଡ ଗ୍ରୁପ କହିବ ଆପଣଙ୍କ ବ୍ୟକ୍ତିତ୍ୱ । ନିକଟରେ ବୈଜ୍ଞାନିକମାନଙ୍କ ଏକ ଗବେଷଣାରେ ଏହି ତଥ୍ୟ ଉଜାଗର ହୋଇଛି । ବିଭିନ୍ନ ବ୍ଲଡ ଗ୍ରପକୁ ନେଇ ସେମାନେ ଗବେଷଣା କରିବା ପରେ ସେମାନେ ଏହି ତଥ୍ୟ ପ୍ରଦାନ କରିଛନ୍ତି । ଏ ଗ୍ରୁପ ବ୍ଲଡର ବ୍ୟକ୍ତି ଧୈର୍ଯ୍ୟବାନ, ବିଚାରଶୀଳ ଓ…

କନ୍ନୌଜର ଏକ ଆଶ୍ରମରେ ମହନ୍ତ ପଦ ପାଇଁ ସାଧୁଙ୍କୁ ଜିଅନ୍ତା ଜଳାଇଦେଲେ

ଲକ୍ଷ୍ନୌ: ଆଶ୍ରମରେ ମହନ୍ତ ପଦ ପାଇବା ପାଇଁ ସାଧୁଙ୍କୁ ଜିଅନ୍ତା ଜଳାଇଦେଲେ ଅନ୍ୟ ଜଣେ ସାଧୁ । ଉତ୍ତରପ୍ରଦେଶର କନ୍ନୌଜର ଏଭଳି ଘଟଣା ସମସ୍ତଙ୍କୁ ଚକିତ କରିଛି । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ସାଧୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସରକାରୀ ମେଡିକାଲ କଲେଜରେ…

ଖୋ ଖୋ: ସେମିରେ ଓଡିଶା

କଟକ: ଉଦଘାଟନୀ ସଂସ୍କରଣରେ ଚାମ୍ପିୟନ ହୋଇଥିବା ଓଡିଶା ଚଳିତ ଅଲ୍ଟିମେଟ ଖୋ ଖୋ ଲିଗର ସେମିଫାଇନାଲରେ ପ୍ରବେଶ କରିଛି । ଟାଇଟଲ ବଜାୟ ରଖିବା ପାଇଁ ଓଡିଶାକୁ ଆଉ ୨ଟି ମ୍ୟାଚରେ ବିଜୟ ଆବଶ୍ୟକ କରୁଛି । ୧୦ଟି ମ୍ୟାଚରୁ ୨୩ ପଂଏଟ ହାସଲ କରି ଓଡିଶା ସେମିକୁ ଉନ୍ନୀତ ହୋଇଛି । ଜବରଦସ୍ତ ଫର୍ମରେ…

ଆଳିର ପୂର୍ବତନ ବିଧାୟିକା ସୁଶ୍ରୀ ଦେବୀଙ୍କ ପରଲୋକ

ରାଜକନିକା: ଆଳିର ପୂର୍ବତନ ବିଧାୟିକା ତଥା ଶିଳ୍ପମନ୍ତ୍ରୀ ପ୍ରତାପ ଦେବଙ୍କ ମା' ସୁଶ୍ରୀ ଦେବୀଙ୍କ ପରଲୋକ। ୭୩ ବର୍ଷ ବୟସରେ କଟକ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ୧୦ ଅକ୍ଟୋବର ୧୯୫୦ରେ ଜନ୍ମ ଗ୍ରହଣ କରିଥିଲେ ସୁଶ୍ରୀ ଦେବୀ। ୧୯୭୧ରେ ଜନତା ଦଳରୁ ରାଜନୈତିକ ଜୀବନ ଆରମ୍ଭ…

ଦୁଷ୍କର୍ମ ଅଭିଯୋଗରେ ନେପାଳ କ୍ରିକେଟରଙ୍କୁ ୮ ବର୍ଷ ଜେଲଦଣ୍ଡ

କାଠମାଣ୍ଡୁ: ନେପାଳ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ସନ୍ଦୀପ ଲାମିଛାନେ ଦୁଷ୍କର୍ମ ଅଭିଯୋଗରେ ବୁଧବାର ଦଣ୍ଡ ପାଇଛନ୍ତି । କାଠମାଣ୍ଡୁ ଡିଷ୍ଟ୍ରିକ୍ଟ କୋର୍ଟ ତାଙ୍କୁ ୮ ବର୍ଷ ଜେଲଦଣ୍ଡ ଓ ୩ ଲକ୍ଷ ଟଙ୍କାର ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ପୀଡିତା ୧୮ ବର୍ଷରୁ କମ ହୋଇ ନ ଥିବାରୁ…

ନାସାର ଆର୍ଟମିସ ମିଶନ ୨୦୨୬ ଯାଏ ସ୍ଥଗିତ, ଚନ୍ଦ୍ରପୃଷ୍ଠକୁ ଅନ୍ତରୀକ୍ଷ ଯାତ୍ରୀ ପଠାଇବନି ନାସା

ନୂଆଦିଲ୍ଲୀ: ନାସାର ମୁନ ମିଶନକୁ ବଡ ଝଟକା ଲାଗିଛି । ଚନ୍ଦ୍ର ମିଶନକୁ ସ୍ଥଗିତ ରଖିବା ନେଇ ଘୋଷଣା କରିଛି ନାସା । ମାନବ ମିଶନ ପାଇଁ ନାସା ପକ୍ଷରୁ ଜୋରଦାର ପ୍ରସ୍ତୁତି ଜାରି ରହିଥିବା ବେଳେ ବର୍ତ୍ତମାନ ଏହି ମିଶନକୁ ସ୍ଥଗିତ ରଖାଯାଇଛି। ଷ୍ଟାରସିପ, ରକେଟ ଏବଂ ସିଷ୍ଟମ ବିକଶିତ କରିବାରେ…

ଭାରତୀୟ ନୌସେନାକୁ ମିଳିଲା ସ୍ବଦେଶୀ ମାନବ ବିହୀନ ଡ୍ରୋନ୍ ‘ଦୃଷ୍ଟି’

ନୂଆଦିଲ୍ଲୀ: ନୌସେନାରେ ସାମିଲ ହେଲା ସ୍ବଦେଶୀ ଡ୍ରୋନ୍ ଦୃଷ୍ଟି । ଏହାର ଲୋକାର୍ପଣ କରିଛନ୍ତି ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ ଆର୍ ହରି କୁମାର ।ପ୍ରଥମ ସ୍ବଦେଶ ନିର୍ମିତ ଦୃଷ୍ଟି ୧୦ ଷ୍ଟାରଲାଇନର ମାନବ ବିହୀନ (UAV) ଡ୍ରୋନ ଦୃଷ୍ଟି। ଆଦାନୀ ଡିଫେନ୍ସ ଏବଂ ଏରୋସ୍ସେସ ଏହାକୁ ନିର୍ମାଣ…

ଘୋଷଣା ହେଲା ବଡେ ମିୟାଁ ଛୋଟେ ମିୟାଁର ରିଲିଜ ଡେଟ

ମୁମ୍ବାଇ: ବଡେ ମିୟାଁ ଓ ଛୋଟେ ମିୟାଁ ଫିଲ୍ମର ରିଲିଜ ତାରିଖକୁ ଦର୍ଶକମାନେ ବ୍ୟଗ୍ରତା ସହକାରେ ଦୀର୍ଘ ଦିନ ହେବ ଅପେକ୍ଷା କରି ବସିଛନ୍ତି । ବୁଧବାର ଅକ୍ଷୟ କୁମାର ଏହା ରିଲିଜ ତାରିଖ ଘୋଷଣା କରିଛନ୍ତି । ଏହା ଏବେ ଏପ୍ରିଲ ୨୦୨୪ ଇଦ ଅବସରରେ ରିଲିଜ ହେବ ବୋଲି ସ୍ପଷ୍ଟ ହୋଇଛି । ଅଲୀ ଆବାସ…

ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି୨୦ରେ ଖେଳିବେନି କୋହଲି

ମୋହାଲୀ: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି୨୦ କ୍ରିକେଟ ମ୍ୟାଚରେ ବିରାଟ କୋହଲି ଖେଳିବେ ନାହିଁ । ବ୍ୟକ୍ତିଗତ କାରଣରୁ କୋହଲି ଓହରି ଯାଇଥିବା କୋଚ ରାହୁଲ ଡ୍ରାଭିଡ ସୂଚନା ଦେଇଛନ୍ତି । ତେବେ ସେ ଦ୍ୱିତୀୟ ଏବଂ ତୃତୀୟ ଟି୨୦ରେ ଉପଲବ୍ଧ ରହିବେ ବୋଲି କୋଚ ସ୍ପଷ୍ଟ କରିଛନ୍ତି । କୋହଲିଙ୍କ…

କ୍ରାଇମ୍ ହଟ୍ ସ୍ପଟ୍ ଉପରେ ପୋଲିସର ନଜର: ଚୋର ଧରିବ ଗୁଗଲ ମ୍ୟାପ୍

ଭୁବନେଶ୍ବର: ରାଜଧାନୀରେ ଚୋରି ଏବେ ନିତିଦିନିଆ କଥାରେ ପରିଣତ ହେଲାଣି । ପୋଲିସକୁ ଖୁଲମଖୁଲା ଚ୍ୟାଲେଂଜ ଦେଇ ଚୋରମାନେ ସିରିଜ ଚୋରି କରିଚାଲିଛନ୍ତି । ତେବେ ଚୋରଙ୍କୁ ଧରିବାକୁ ଏବେ ନୂଆ ଯୋଜନା କରିଛି କମିଶନରେଟ ପୋଲିସ। ଏଣିକି ଗୁଗୁଲ ମ୍ୟାପିଂ ଦ୍ୱାରା ଚିହ୍ନଟ ହେବେ ଅଭିଯୁକ୍ତ। କ୍ରାଇମ…