Latest Odisha News

BREAKING NEWS

Browsing Category

ଫିଚର

ପ୍ରବୀଣଙ୍କ ଚାଂଚଲ୍ୟକର ଖୁଲାସା, ଜଣେ ବ୍ୟକ୍ତି ମୋ କ୍ୟାରିୟର ଶେଷ କରିବାକୁ ଦେଇଥିଲେ ଧମକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ପେସ ବୋଲର ପ୍ରବୀଣ କୁମାର ମଙ୍ଗଳବାର ଚାଂଚଲ୍ୟକର ଖୁଲାସା କରିଛନ୍ତି । ସେ କହିଛନ୍ତି ଇଣ୍ଡିଆନ ପ୍ରିମିୟର ଲିଗ ଅବସରରେ ମୁଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବଦଳରେ ଦିଲ୍ଲୀ ଡେୟାରଡେଭିଲ୍ସ ପକ୍ଷରୁ ଖେଳିବାକୁ ଚାହୁଁଥିଲି । ଆରସିବିର ଜନୈକ…

ସ୍ବାଭିମାନ ଅଞ୍ଚଳରେ ଉଇଁଲା ବିକାଶର ନୂତନ ସୂର୍ଯ୍ୟ, ଆକଶପଥରେ ଯୋଡି ହେଲା ମାଲାକାନଗିରି

ମାଲକାନଗିରି: ସ୍ବାଭିମାନ ଅଞ୍ଚଳରେ ଉଇଁଲା ବିକାଶର ନୂତନ ସୂର୍ଯ୍ୟ । ଆକଶପଥରେ ଯୋଡି ହେଲା ମାଲାକାନଗିରି ଜିଲ୍ଲା । ଉଦଘାଟନ ହେଲା ବହୁପ୍ରତୀକ୍ଷିତ ମାଲକାନଗିରି ବିମାନବନ୍ଦର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦରରେ ଅବତରଣ କରିବା ପରେ ଏହାକୁ ଲୋକାର୍ପଣ କରିଛନ୍ତି। ଲୋକାର୍ପିତ…

ମହମ୍ମଦ ଶାମୀଙ୍କୁ ମିଳିଲା ଅର୍ଜୁନ ଆୱାର୍ଡ, ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ: ଭାରତୀୟ ଦଳର ପେସ ବୋଲର ମହମ୍ମଦ ଶାମୀଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି। ଏହି ପୁରସ୍କାର ପାଇବାରେ ସେ ୫୮ତମ କ୍ରିକେଟର ହୋଇଛନ୍ତି। ଆଜି ମଙ୍ଗଳବାର ୯ ଜାନୁଆରୀ, ୨୦୨୪ରେ ଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ଜାତୀୟ କ୍ରୀଡ଼ା ପୁରସ୍କାର ସମାରୋହରେ ରାଷ୍ଟ୍ରପତି…

କୋହଲି, ରୋହିତ ଟି୨୦ ବିଶ୍ୱକପ ଖେଳିବା ଏକପ୍ରକାର ନିଶ୍ଚିତ

ମୁମ୍ବାଇ: ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜ ପାଇଁ ବିସିସିଆଇ ଭାରତୀୟ ଦଳ ଚୟନ କରିଛି । ଏହି ସିରିଜ ପାଇଁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଦଳରେ ସାମିଲ କରାଯାଇଛି । ୧୪ ମାସ ପରେ ଦୁଇ ଧୂରନ୍ଧର ଖେଳାଳି ଦଳରେ ସାମିଲ ହୋଇଛନ୍ତି । ଏଥିସହ ଏହି ଦୁଇ ମହାନ ଖେଳାଳିଙ୍କ ଆଗାମୀ ଟି୨୦…

ଜିଲା ବୁଲି ତୃଣମୂଳସ୍ତରରେ ସମସ୍ୟା ବୁଝୁଛନ୍ତି ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟର ତୃଣମୂଳ ସ୍ତରର ଲୋକଙ୍କ ସହିତ ମିଶୁଛନ୍ତି ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ। ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ମାନ୍ୟବର ରାଜ୍ୟପାଳ ମହିଳା, କୃଷକ ତଥା ଜିଲ୍ଲାବାସୀଙ୍କ ସହିତ ବ୍ୟକ୍ତିଗତ ସ୍ତରରେ ମିଶିବା ସହିତ ମୌଳିକ ସମସ୍ୟା ଉପରେ ଆଲୋଚନା କରୁଥିବା ଦେଖିବାକୁ ମିଳିଛି।…

ସାଂଘାତିକ ପ୍ରଦୂଷଣ ସ୍ଥିତିରେ ଓଡ଼ିଶାର ୬ ସହର: ଦିଲ୍ଲୀକୁ ଟପିଲା ଅନୁଗୁଳ

ଭୁବନେଶ୍ବର: ଭାରତର ରାଜଧାନୀ ଦିଲ୍ଲୀ ପରେ ଏବେ ଓଡିଶାରେ ବୃଦ୍ଧି ପାଉଛି ପ୍ରଦୁଷଣ । ଯାହା ଏବେ ଚିନ୍ତାର ବିଷୟ ପାଲଟିଛି । ରାଜ୍ୟର ଅନେକ ସ୍ଥାନର ପ୍ରଦୂଷଣର ମାତ୍ରା ସାଂଘାତିକ ସ୍ଥିତିରେ ରହିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସୂଚନା ଅନୁସାରେ ବର୍ତ୍ତମାନ ଦେଶର ୧୬ଟି ସହରର…

କାଲ, ଅନ୍ଧ, ଛୋଟା କହିଲେ ଯାଇପାରନ୍ତି ଜେଲ, ଲାଗିପାରେ ଜୋରିମାନା

ନୂଆଦିଲ୍ଲୀ: ଦିବ୍ୟାଙ୍ଗମାନଙ୍କୁ ଅପମାନବୋଧକ ଶବ୍ଦ ବ୍ୟବହାର କଲେ ଏଣିକି ଜେଲ ଦଣ୍ଡ ଭୋଗିବାକୁ ପଡ଼ିପାରେ। ପାଗଳ, ମୁକ, କାଲ, ବଧିର, ଅନ୍ଧ, ଛୋଟା ଆଦି ଶବ୍ଦ ଜଦି ଦିବ୍ୟାଙ୍ଗମାନଙ୍କ ପ୍ରତି ବ୍ୟବହାର କଲେ ଏଣିକି ଜେଲ ଦଣ୍ଡ ଭୋଗିବାକୁ ପଡ଼ିପାରେ। ଏପରିକି ଜେଲଦଣ୍ଡ ସହିତ ଜୋରିମାନା ମଧ୍ୟ…

ଛାତ୍ରଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ସ୍ତବ୍ଧ ସୁନ୍ଦରଗଡ଼ର ମିଶନ ସ୍କୁଲ ହଷ୍ଟେଲ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଛାତ୍ରଙ୍କୁ ଯୌନ ନିର୍ଯାତନା ଦେବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କୁତ୍ରା ଗ୍ରାମର ଜଣେ ମିଶନ ସ୍କୁଲ ଛାତ୍ରଙ୍କ ବାପା ସ୍କୁଲର ହଷ୍ଟେଲରେ ରହୁଥିବା ଅନେକ ପିଲାଙ୍କୁ ଅସଦାଚରଣ କରିଥିବା ନେଇ ସ୍ଥାନୀୟ ଲୋକେ ଥାନାରେ ଅଭିଯୋଗ କରିଛନ୍ତି।…

ଘାଟିରେ ଓଲଟିଲା ପିକ ଅପ୍ ଭ୍ୟାନ୍, ୨୧ ଛାତ୍ର ଆହତ

ମୋହନା: ଘାଟିରେ ଓଲଟିଲା ପିକ ଅପ୍ ଭ୍ୟାନ୍। ବ୍ଲକ୍ ସ୍ତରୀୟ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରୁ ଛେଳିଗଡ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଙ୍କ ସହ ଆଉ କିଛି ସ୍କୁଲ ପିଲାଙ୍କୁ ନେଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୨୧ ଜଣ ଛାତ୍ର ଆସୁଥିଲେ। ଆଉ ସମସ୍ତେ ଆହତ…

‘ବାରଙ୍ଗ ୧୯୯୯’ ଓ୍ବେବ ସିରିଜ ନିର୍ମାତାଙ୍କୁ ୧୦ କୋଟି ଟଙ୍କାର ମାନହାନି ନୋଟିସ ପଠାଇଲେ ଅଞ୍ଜନା ମିଶ୍ର

ଭୁବନେଶ୍ୱର: ଓଟିଟି ପ୍ଲାଟଫର୍ମ କାଞ୍ଚା ଲଙ୍କାକୁ ଲିଗାଲ ନୋଟିସ। ୧୯୯୯ରେ ହୋଇଥିବା ଗଣଦୁଷ୍କର୍ମ ଘଟଣାର ପୀଡ଼ିତା ଅଞ୍ଜନା ମିଶ୍ର ଭୁବନେଶ୍ୱରର ଏକ ଅଦାଲତର ଦ୍ବାରସ୍ଥ ହୋଇ ମାନହାନି ମାମଲା ଦାୟର କରିଛନ୍ତି। ଅଞ୍ଜନା ଓଡ଼ିଆ ୱେବ୍ ସିରିଜ୍ 'ବାରଙ୍ଗ ୧୯୯୯' ପାଇଁ ଓଟିଟି ପ୍ଲାଟଫର୍ମ ବିରୋଧରେ…