Latest Odisha News

BREAKING NEWS

Browsing Category

ଫିଚର

ତୀର୍ଥସ୍ଥାନ ପର୍ଯ୍ୟଟନସ୍ଥଳୀରେ ପରିଣତ ହେଉଛି କହି ସମାଲୋଚନା କଲେ ଶଙ୍କରାଚାର୍ଯ୍ୟ

ପୁରୀ: ସୋମବାର ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ପବିତ୍ର ଓ ତୀର୍ଥସ୍ଥଳକୁ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ନେଇ ଚିନ୍ତା ପ୍ରକଟ କରିଛନ୍ତି। ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ (ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ) ଓ ସମଲେଇ ପ୍ରକଳ୍ପର ଉଦଘାଟନ ପାଇଁ…

ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଯିବାବେଳେ ଗଛରେ ପିଟିହେଲା କାର୍, ୬ ମୃତ

ଚଣ୍ଡିଗଡ: ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଯିବାବେଳେ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ। ହରିୟାଣାର ସିରସା ଶେରଗଡ ନିକଟରେ ଏକ ଅନିୟନ୍ତ୍ରିତ ଡିଜାୟର କାର୍‌ ଗଛ ସହିତ ଧକ୍କା ହୋଇଛି। ଏଥିରେ ତିନିଜଣ ମହିଳାଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ…

ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲାହ କମାଣ୍ଡର ନିହତ

ବେରୁତ: ଗାଜାରେ ହମାସଙ୍କୁ ଦୁର୍ବଳ କରିବା ପରେ ଇସ୍ରାଏଲ ଏବେ ଲେବାନନ ଉପରେ ଘନ ଘନ ଆକ୍ରମଣ ଜାରୀ ରଖିଛି । ରିପୋର୍ଟ ମୁତାବକ ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲାହର ସ୍ପେଶାଲ କମାଣ୍ଡୋ ୟୁନିଟ ରାଇୱାନ ଫୋର୍ସର ସିନିୟର କମାଣ୍ଡରଙ୍କ ନିହତ ହୋଇଛନ୍ତି । ତାଙ୍କ ନାମ ୱିସମ ଅଲ ତାବିଲ ବୋଲି…

ହାଇଟେକ୍ ଦୁର୍ଘଟଣା: ଡାକ୍ତରଖାନା ଠିକ୍ ପଦକ୍ଷେପ ନେଇଛି, ଯେକୌଣସି ତଦନ୍ତର ସମ୍ମୁଖୀନ ହେବାକୁ ପ୍ରସ୍ତୁତ କହିଲେ ମାଲିକ…

ଭୁବନେଶ୍ୱର: ହାଇଟେକ ହସ୍ପିଟାଲରେ ମୃତକଙ୍କ ପରିଚୟକୁ ଦେଖାଦେଇଥିବା ଘଟଣାକୁ ନେଇ ବିବାଦ ଲାଗି ରହିଥିବା ବେଳେ ବିସ୍ଫୋରଣରେ ୪ ଜଣ ଏସି ଟେକ୍ନିସିଆନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ହସ୍ପିଟାଲ ମାଲିକ ତିରୁପତି ପାଣିଗ୍ରାହୀ କହିଛନ୍ତି ଯେ ଦୁର୍ଘଟଣା ପରେ ମେଡିକାଲ ପକ୍ଷରୁ…

ହାଡ଼ ଭଙ୍ଗା ଜାଡ଼ ମଧ୍ୟରେ ବର୍ଷା ଆର୍ଲଟ, ସତର୍କ ସୂଚନା ଜାରି କଲା IMD

ନୂଆଦିଲ୍ଲୀ: ଉତ୍ତର ଭାରତ ସମେତ ତମାମ ଦେଶରେ ଶୀତ ଲହରୀ ଜାରି ରହିଛି। ଏହା ଫଳରେ ସାଧାରଣ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। ପ୍ରବଳ ଜାଡ଼ କାରଣରୁ ଲୋକମାନେ ଅତି ଆବଶ୍ୟକ ନଥିଲେ ଘରୁ ବାହାରୁନାହାନ୍ତି। ଏଭଳି ସ୍ଥଳେ ଭାରତୀୟ ପାଣିପାଗ ବିଭାଗ ଜାରି କରିଥିବା ସଦ୍ୟ ଆର୍ଲଟ…

ହାଇଟେକ ହସ୍ପିଟାଲ ମାଲିକ ଶାସକ ଦଳର ନେତା ହୋଇଥିବାରୁ ରାଜ୍ୟ ସରକାର ନିରବ: ବିଜେପି ମୁଖପାତ୍ର

ଭୁବନେଶ୍ୱର: ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲର ଏସି କମ୍ପ୍ରେସର ବିସ୍ଫୋରଣରେ ୩ ଜଣଙ୍କ ମୃତ୍ୟୁ ଏବଂ ପରେ ମୃତଦେହ ପରିଚୟକୁ ନେଇ ସୃଷ୍ଟି ହୋଇଥିବା ବିବାଦକୁ ନେଇ ବିଜେପି ପକ୍ଷରୁ ଏହାର ମାଲିକ ତିରୁପତି ପାଣିଗ୍ରାହୀ ଏବଂ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଛି। ଏହି ଘଟଣାର…

ଅଲିମ୍ପିକ କୋଟା ହାସଲ କଲେ ଭାରତୀୟ ଶୁଟର ବରୁଣ, ଈଶା

ଜାକର୍ତା: ଏସିଆନ କ୍ୱାଲିଫାୟର୍ସ ୧୦ ମିଟର ପୁରୁଷ ଏବଂ ମହିଳା ବିଭାଗରେ ଭାରତର ଯୁବ ଶୁଟର ବରୁଣ ତୋମାର ଓ ଈଶା ସିଂ ଅଲିମ୍ପିକ କୋଟା ହାସଲ କରିଛନ୍ତି । ଏଥିସହ ଭାରତର ୧୫ଜଣ ଶୁଟର ପ୍ୟାରିସ ଅଲିମ୍ପିକ ଯୋଗ୍ୟତା ହାସଲ କରିଛନ୍ତି । କଂଟିନେଟାଂଲ ଇଭେଂଟରେ ଭାରତ ୨ ସ୍ୱର୍ଣ୍ଣ ସହ ୬ ପଦକ ହାସଲ…

ଲାଞ୍ଚ ନେଇ ବନ୍ଧା ହେଲେ ଜୟପୁର ଟାଉନ ଥାନା ଏଏସଆଇ ଅନିଲ ନାୟକ

ଜୟପୁର: ଲାଞ୍ଚ ନେଇ ଧରା ହେଲେ ଲାଞ୍ଚୁଆ ପୋଲିସ୍ ବାବୁ। ଜୟପୁର ଟାଉନ ଥାନା ଏଏସଆଇ ଅନିଲ କୁମାର ନାୟକଙ୍କୁ ଧରିଛି ଭିଜିଲାନ୍ସ ।୫ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ ଟିମ୍ । ଜଣେ ବ୍ୟକ୍ତିଙ୍କ ଗାଡି ମୁକୁଳାଇବା ପାଇଁ ଜଣେ ବ୍ୟବସାୟଙ୍କ ମାଧ୍ୟମରେ ୫ହଜାର ଟଙ୍କା ଲାଞ୍ଚ…

ବରୋଦାଠାରୁ ୧୪୭ ରନରେ ହାରିଲା ଓଡିଶା

ଭୁବନେଶ୍ୱର: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ବ୍ୟାଟ୍ସମ୍ୟାନଙ୍କ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ ଯୋଗୁ ଓଡିଶା ୧୪୭ ରନରେ ବରୋଦା ନିକଟରୁ ପରାଜିତ ହୋଇଛି । ଏଥିସହ ଓଡିଶା ନୈରାଶ୍ୟଜନକ ଢ଼ଙ୍ଗରେ ତାର ଅଭିଯାନ ଆରମ୍ଭ କରିଛି । ମହେଶ ପିଥିୟାଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନର ଜବାବ ଓଡିଶା…

ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଫୋନରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶେଖ ହସିନାଙ୍କୁ ସାଧାରଣ ନିର୍ବାଚନରେ ତାଙ୍କ ଦଳର ବୃହତ୍‌ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ବିଜୟ ପରେ ପ୍ରଧାନମନ୍ତ୍ରୀ ଶେଖ ହସିନା ମଧ୍ୟ ଭାରତକୁ ଏକ ଅବିଚ୍ଛେଦ୍ୟ ବନ୍ଧୁ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ଏକ ପୋଷ୍ଟରେ…