Latest Odisha News

BREAKING NEWS

Browsing Category

ଫିଚର

ଶାହାଙ୍କୁ ଧମକ: ବାସନ୍ଦ ହେବେ ବୋରିୟା ମଜମୁଦାର

ମୁମ୍ବାଇ: ୱିକେଟକିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହଙ୍କୁ ଧମକାଇବା ଘଟଣାରେ ବିସିସିଆଇ ପତ୍ରକାର ତଥା ବାୟୋଗ୍ରାଫି ରାଇଟର ବୋରିୟା ମଜମୁଦାରଙ୍କୁ ବାସନ୍ଦ କରିବା ପାଇଁ ଚିନ୍ତା କରୁଛି । ଷ୍ଟାଡିୟମ ପ୍ରବେଶ ଉପରେ ମଧ୍ୟ ତାଙ୍କ ଉପରେ କଟକଣା ଲାଗିପାରେ । ଏଥିନେଇ ସମସ୍ତ ଷ୍ଟେଟ ୟୁନିୟନକୁ…

ଜେଲେନସ୍କି ହସ୍ତାକ୍ଷର ରଚିତ ବେସବଲ୍ ବିକି ସହାୟତା ପାଣ୍ଠି ଯୋଗାଡ଼ କରୁଛି ୟୁକ୍ରେନ

ଭୁବନେଶ୍ୱର: ଯୁଦ୍ଧର ଶିକାର ୟୁକ୍ରେନ ଏବେ ଚାରିଆଡୁ ସହାୟତା ଅପେକ୍ଷାରେ । ବିଭିନ୍ନ ମିତ୍ର ଦେଶ ସହ ବିଶ୍ୱର ବୃହତ ଶକ୍ତିକୁ ସହାୟତା ପାଇଁ ଆହ୍ୱାନ କରୁଛି । କେବଳ ସାମଗ୍ରିକ ସହାୟତା ନୁହେଁ ସାମରିକ ସାହାଯ୍ୟ ବି ଲୋଡ଼ା । ଅର୍ଥନୀତି ଦ୍ରୁତ ହ୍ରାସ ଯୋଗୁଁ ପାଣ୍ଠି ଯୋଗାଡ଼ କରିବା ମଧ୍ୟ ଏବେ…

ନଟି ହିରୋଙ୍କ ଡାଟି ଷ୍ଟୋରୀ, ଏମ ସୁମନ କୁମାରଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର: ନଟି ହିରୋଙ୍କ ଡାଟି ଷ୍ଟୋରୀ । ଟିଭି ସିରିଏଲ ଅଭିନେତା ଏମ ସୁମନ କୁମାରଙ୍କୁ ବାନ୍ଧିଲା ପୋଲିସ । ସିରିଏଲ ଅଭିନେତାଙ୍କ ଲଭ ସେକ୍ସ ଧୋକ୍କା । ବିବାହ ପ୍ରତିଶ୍ରୁତି ଦେଇ ଅଭିନେତ୍ରୀକୁ ଦେଲେ ଧୋକ୍କା। ଶେଷରେ ହିରୋର ହେଟ ଷ୍ଟୋରୀର‌ ପେଡି ଖୋଲିଲେ ଅଭିନେତ୍ରୀ। ପାହାଳ ଥାନାରେ…

୧୦ କେଜିର ୩ଟି ହାତୀ ଦାନ୍ତ ଜବତ, ଜଣେ ଗିରଫ

ଭୁବନେଶ୍ୱର: ହାତୀ ଦାନ୍ତ ଏବଂ ବନ୍ୟ ଜନ୍ତୁ ଚୋରା ଚାଲାଣକାରୀ ରଞ୍ଜନ ମହାକୁଡ ଗିରଫ । ସୋନପୁର ଜିଲ୍ଲା ଯୁବରନିସିତାପୁର ଗାଁ ନିକଟରେ ସକାଳୁ ହାତୀ ଦାନ୍ତ ନେଇ ଡିଲ୍ ଚାଲିଥିବା ବେଳେ ଏସଟିଏଫ ରଞ୍ଜନଙ୍କୁ ରଙ୍ଗେହାତ ଗିରଫ କରିଛି । ଗିରଫ ବେଳେ ୧୦ କେଜିର ୩ ଟି ହାତୀ ଦାନ୍ତ ଜବତ ହୋଇଛି।…

ମୃତ୍ୟୁ ପୂର୍ବରୁ ଛାତ୍ରଙ୍କ ହ୍ୱାଟସଆପ୍ ଚାଟ୍, ରାଗିଂ ଅଭିଯୋଗକୁ କେମିତି ଅସ୍ୱୀକାର କରିବେ କଲେକ କର୍ତ୍ତୃପକ୍ଷ ?

ବଲାଙ୍ଗୀର: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ୧୦ ଦିନ ହେବ ଏମବିବିଏସ ପ୍ରଥମ ବର୍ଷରେ ନାମଲେଖାଇଥିବା ଛାତ୍ର ନିଶାନ୍ତ କୁମାରଙ୍କ ମୃତ୍ୟୁ ପଛରେ ରାଗିଂ ଅଭିଯୋଗ ! ଡିନ୍ ଡାକ୍ତର ସବିତା ମହାପାତ୍ର ରାଗିଂ ଅଭିଯୋଗକୁ ମୂଳରୁ ଖାରଜ କରୁଛନ୍ତି। ଏପରି ସ୍ଥିତିରେ ପୁଲିସ ମୃତ୍ୟୁ ଘଟଣାର…

ଭାରତୀୟ ମହିଳା ଲିଗରେ ସାମିଲ୍ ସାଲିଆ ସାହିର ସୁଲେଖା

ଭୁବନେଶ୍ୱର: କଥାରେ ଅଛି ଦୃଢ ଇଛାଶକ୍ତି ଆଗରେ ସମସ୍ତ ବାଧାବନ୍ଧନ ହାର ମାନେ । ସ୍ୱପ୍ନ ପୂରଣ କରିବା ଲାଗି ବଡଲୋକ ର ମୋହର କିମ୍ବା ଅମାପ ଧନର ଆବଶ୍ୟକତା ନାହିଁ । ବରଂ ଦୃଢ ସଂକଳ୍ପ ଓ କଠିନ ପରିଶ୍ରମ ବଳରେ ଯଦି ଜଣେ ଚାହେଁ ତେବେ ସେ ବିଶ୍ୱବିଜୟୀ ହୋଇପାରେ । ଏହି ଧାରାରେ ଚର୍ଚ୍ଚାକୁ…

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ ପାଇଁ ଭେନ୍ୟୁ ଘୋଷଣା କଲା ବିସିସିଆଇ

ଭୁବନେଶ୍ୱର: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟି୨୦ ସିରିଜ ପାଇଁ ଭେନ୍ୟୁ ଘୋଷଣା କରିଛି । ଏହି ୫ମ୍ୟାଚ ବିଶିଷ୍ଟ ସିରିଜ ଜୁନ ୯ରୁ ଆରମ୍ଭ ହେବ । କାର୍ଯ୍ୟସୂଚୀ: ପ୍ରଥମ ଟି୨୦: ଜୁନ ୯ (ଦିଲ୍ଲୀ) । ଦ୍ୱିତୀୟ ଟି୨୦: ଜୁନ ୧୨ (କଟକ) । ତୃତୀୟ ଟି୨୦: ଜୁନ ୧୪…

ନୂତନ ଫର୍ମାଟରେ କଳାହାଣ୍ଡି କପ କ୍ରିକେଟ

ଭୁବନେଶ୍ୱର: କଳାହାଣ୍ଡି କପ କ୍ରିକେଟ ଏଥର ନୂତନ ଫର୍ମାଟରେ ଖେଳାଯାଉଛି । ଏପ୍ରିଲ ୯ରୁ କଟକ, ଭୁବନେଶ୍ୱର ଏବଂ ଖୋର୍ଦ୍ଧାର ବିଭିନ୍ନ ଗ୍ରାଉଣ୍ଡରେ ଏହା ଖେଳାଯାଇଥିଲା । ଗତ ବାର୍ଷିକ କାର୍ଯ୍ୟକାରିଣୀ ବୈଠକରେ ଡାଇମଣ୍ଡ, ଗୋଲ୍ଡ ଏବଂ ସିଲଭର ୩ଟି ଗ୍ରୁପର ଦଳ ଚୟନ କରିବା ପାଇଁ ପ୍ରସ୍ତାବ ଗ୍ରହଣ…

ପାଠ ପଢ଼ିବା ପାଇଁ ଆଫଗାନିସ୍ତାନରେ ତାଲିବାନ ସରକାର ଲାଗୁ କଲା ଅଡ, ଇଭେନ ଫର୍ମୁଲା

କାବୁଲ: ଆଫଗାନିସ୍ତାନରେ ତାଲିବାନ ସରକାର ବିଶ୍ୱ ବିଦ୍ୟାଳୟରେ ଛାତ୍ର ଏବଂ ଛାତ୍ରୀଙ୍କ ପାଇଁ ଅଡ ଇଭେନ ଫର୍ମୁଲା ଲାଗୁ କରିଛି । ଛାତ୍ରଛାତ୍ରୀଙ୍କୁ ଏକତ୍ର ପଢ଼ିବା ନେଇ କଟକଣା ଲାଗୁ କରାଯାଇଛି । ନୂତନ ନିୟମ ଅନୁସାରେ ଦିନେ ଛାତ୍ର ଆସିଲେ ଅନ୍ୟ ଦିନ ଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ଆସିବେ ।…

ପାମ ତେଲ ରପ୍ତାନୀ ଉପରେ କଟକଣା ଲଗାଇଲା ଇଣ୍ଡୋନେସିଆ, ବଢ଼ିଲା ଭାରତର ଚିନ୍ତା

ନୂଆଦିଲ୍ଲୀ: ପାମ ତେଲ ରପ୍ତାନୀ ଉପରେ ଇଣ୍ଡୋନେସିଆ କଟକଣା ଲଗାଇଛି । ତେବେ ଏହାର ପ୍ରଭାବରେ ଭାରତରେ ପାମ ଅଏଲର ଦାମ ବଢ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଦେଶରେ ପାମ ତେଲର ସଙ୍କଟ ଦେଖା ଦେଇଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋ କହିଛନ୍ତି…