Latest Odisha News

BREAKING NEWS

Browsing Category

ଫିଚର

ଏସପି, ଡିଆଇଜି ଡେପୁଟେସନରେ ନଗଲେ ପଦନ୍ନୋତି ମିଳିବନି !

ନୂଆଦିଲ୍ଲୀ: ଏସପି, ଡିଆଇଜି କେନ୍ଦ୍ରୀୟ ଡେପୁଟେସନରେ ନଗେଲ ପଦନ୍ନୋତି ମିଳିବନି । ଏଭଳି ଏକ ପ୍ରସ୍ତାବ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇଛି କେନ୍ଦ୍ର ସ୍ୱରାଷ୍ଚ୍ରମନ୍ତ୍ରାଳୟ। ଏହି ପ୍ରସ୍ତାବରେ କୁହାଯାଇଛି ଏସପି ଏବଂ ଡିଆଇଜି ରାଙ୍କର ଅଧିକାରୀ କେନ୍ଦ୍ରୀୟ ଡେପୁଟେସନରେ ଆସିଲେ…

ବିଜେଡି ମୁହାଁ କି ସୁର ରାଉତରାୟ ? କହିଲେ ଜାତୀୟ ଦଳକୁ ଭୋଟ୍ ଦିଅନି

ଭୁବନେଶ୍ୱର: ସୁରେଶ ରାଉତରାୟ ଓରଫ୍ ସୁର ରାଉତ ରାୟ, କଂଗ୍ରେସର ଏହି ପୁରୁଖା ନେତାଙ୍କ ବୟାନ ସୋଶିଆଲ ମିଡିଆରେ ପ୍ରତିଦିନ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟେ । ଏହାରି ଭିତରେ ରବିବାର ଜୟଦେବ ଭବନ ନିକଟରେ ସେ ଏକ ବୟାନ ରଖିଛନ୍ତି । ଯାହା ସୁରଙ୍କ ସ୍ୱର ବଦଳିଗଲାଣି ଭଳି ମନେ ହେଉଛି ।…

ଦିଲ୍ଲୀ ଜାହାଙ୍ଗୀରପୁର ହିଂସା ଘଟଣା, ନଜର ପକାନ୍ତୁ ୧୦ଟି ବଡ଼ ଅପଡେଟ୍

ନୂଆଦିଲ୍ଲୀ: ଦିଲ୍ଲୀ ଜାହାଙ୍ଗୀରପୁରୀ ହିଂସା ମାମଲାରେ ଦିଲ୍ଲୀ ପୋଲିସ ବିଳମ୍ବିତ ରାତିରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ସେ ପୂର୍ବରୁ ଏକ ଡକାୟତି ଏବଂ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଜଣାପଡିଛି। ଏପର୍ଯ୍ୟନ୍ତ ୨୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ହନୁମାନ ଜୟନ୍ତୀ…

‘ବିଜେପିକୁ ସୁହାଇଲା ଭଳି କଂଗ୍ରେସ ରଣନୀତି ତିଆରି କରୁଛି’

ଗୌହାଟି: ଆସାମ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରିପୁନ ବୋରା ରବିବାର ଦଳରୁ ଇସ୍ତଫା ଦେଇଛନ୍ତି। ସେ ଦାବି କରିଛନ୍ତି ଯେ ଦଳର ଅନେକ ନେତା ରାଜ୍ୟରେ ବିଜେପି ସହିତ ବିଶେଷ କରି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସହ ମିଶି କାମ କରୁଛନ୍ତି। ତେଣୁ ଆସାମ କଂଗ୍ରେସର ଅନେକ ରଣନୀତି ବିଜେପିକୁ…

ସୋମବାରରୁ ଖୋଲିବ ଲୋକସେବା ଭବନ

ଭୁବନେଶ୍ୱର: ସୋମବାର ଠାରୁ ଖୋଲିବ ଲୋକାସେବା ଭବନ। ଏହା ସହିତ ଖାରବେଳ ଭବନ ଓ ରାଜୀବ ଭବନ ଯିବାକୁ ସାମ୍ବାଦିକ, ସର୍ବସାଧାରଣଙ୍କୁପ୍ରବେଶ ଅନୁମତି ମିଳିବ । ଗତ ୧୨ ତାରିଖରେ ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ସେହିପରି କରୋନା ପରଠାରୁ ପ୍ରାୟ ୨ ବର୍ଷ ପରେଜିଲ୍ଲାସ୍ତରୀୟ ଓ…

ରାଜଧାନୀକୁ ଡରାଇଲାଣି କରୋନା, ଦିନକରେ ୧୨%ରୁ ଅଧିକ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ରବିବାର ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ଟପିଛି। ପଜିଟିଭ୍ ହାର ୪.୨୧ ପ୍ରତିଶତ ରହିଛି। ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ କୌଣସି…

ପରଲୋକରେ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର

ଭୁବନେଶ୍ୱର : ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ଏକାଧାରରେ ସେ ଜଣେ ଗାୟକ, ଗୀତିକାର ଓ ସ୍ତମ୍ଭକାର ଥିଲେ। ଏକଦା ଏକ ଖବର କାଗଜରେ ପ୍ରକାଶିତ ତାଙ୍କର "ସାଉଁଟା କାହାଣୀ" ବିପୁଳ ପାଠକୀୟ ଶ୍ରଦ୍ଧା ସାଉଁଟିଥିଲା ।…

ବିଶେଷ ଦିନରେ ମାଗଣାରେ ପର୍ଯ୍ୟଟକ ବୁଲିବେ ଐତିହ୍ୟସ୍ଥଳୀ

ମାଗଣାରେ ପର୍ଯ୍ୟଟକ ବୁଲିବେ ଐତିହ୍ୟସ୍ଥଳୀ । ବର୍ଷର କିଛି ବିଶେଷ ଦିନରେ ଏଏସଆଇ ଦ୍ୱାରା ସଂରକ୍ଷିତ ପର୍ଯ୍ୟଟନସ୍ଥଳୀ ମାଗଣାରେ ପ୍ରବେଶ ସୁବିଧା ମିଳିବ । ଏହି ଦିନ କୌଣସି ଟିକେଟ ବ୍ୟବସ୍ଥା ରହିବନି । ସର୍ବସାଧାରଣ ପ୍ରବେଶ ବିନା ପ୍ରତିବନ୍ଧକରେ ହେବ । ଏନେଇ ଏଏସଆଇ(ଭାରତୀୟ ପ୍ରତ୍ନତାତ୍ତ୍ୱିକ…

ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବାକୁ ୨୦୦କିମି ଦୌଡ଼ିଲେ ୧୦ ବର୍ଷୀୟା କାଜଲ

ଭୁବନେଶ୍ୱର: ୟୁପି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଇଛା ହେଲା । ୨୦୦ କିମି ଦୌଡ଼ି ଦେଖା କରିବାକୁ ଗଲେ ଚତୁର୍ଥ ଶ୍ରେଣୀରେ ପଢୁଥିବା ଝିଅ କାଜଲ । ପ୍ରୟାଗରାଜର ମଣ୍ଡା ବାସିନ୍ଦା କାଜଲ ଗତ ବର୍ଷ ଇନ୍ଦିରା ମାରାଥନ ଦୌଡ଼ିଥିଲେ । ସେତେବେଳେ ସେ ମିଡ଼ିଆକୁ କହିଥିଲେ ଯେ, ତାଙ୍କର…

ନଦୀରେ ବୁଡ଼ି ଦୁଇ ଅଙ୍ଗନୱାଡ଼ି ଶିଶୁଙ୍କ ମୃତ୍ୟୁ

ଜି. ଉଦୟଗିରି: ଟିକାବାଲିର ଛାତିଝରା ଗ୍ରାମରେ ନଦୀରେ ବୁଡ଼ି ଅଙ୍ଗନୱାଡ଼ି ପାଠ ପଢୁଥିବା ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି, ଜ୍ୟୋତିଷ ଦେହୁରୀଙ୍କ ଝିଅ ଯାଜ୍ଞସିନୀ ଏବଂ ଯୁଧିଷ୍ଠିର ଦେହୁରୀଙ୍କ ଝିଅ ସତ୍ୟଜିତ୍ । ରବିବାର ସକାଳେ ଉଭୟ ତାଙ୍କ ବଡ଼ ମା’ ଙ୍କ ସହ ନଦୀକୁ ଗାଧୋଇବାକୁ…