Latest Odisha News

BREAKING NEWS

Browsing Category

ଫିଚର

ପୋଖରୀରେ ବୁଡି ବରଗଡ ଜନ୍ମିତ ଇସ୍ରୋ ବୈଜ୍ଞାନିକ ନିହାର ରଂଜନ ପ୍ରଧାନଙ୍କ ମୃତ୍ୟ

ବରଗଡ: ବେଶ ପୁରୁଣା ନୁହଁ, ଗତବର୍ଷ ଜାନୁଆରୀ ମାସରେ ଭାରତୀୟ ଅନ୍ତରୀକ୍ଷ ବିଜ୍ଞାନ ଓ ପ୍ରାଦୌଗିକ ସଂସ୍ଥାନ ସହ ବୈଜ୍ଞାନିକ ଭାବେ ଯୋଡି ହୋଇଥିଲେ ବରଗଡର ନିହାର ରଂଜନ ପ୍ରଧାନ । ଏହି ଖବର ତାଙ୍କ ଗାଁ ସମେତ ସାରା ରାଜ୍ୟକୁ ଗୌରବାନ୍ୱିତ କରିଥିଲା । ହେଲେ ଆଜି ତାଙ୍କ ଅକାଳ ବିୟୋଗ ଖବର ସାରା…

ଦେଶରେ ବଢୁଛି ସଂକ୍ରମଣ ,ରାଜ୍ୟରେ ଆତଙ୍କିତ ହେବା ସ୍ଥିତି ନାହିଁ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ହେବାର ଲାଗିଛି ।ରାଜ୍ୟରେ ସଂକ୍ରମିତଙ୍କ ହାର ବୃଦ୍ଧି ଏତେଟା ପରୀଲକ୍ଷିତ ହୋଇନାହିଁ । ୭ରୁ ୮ ଟି ଜିଲ୍ଲାକୁ ବାଦ ଦେଲେ ଅନ୍ୟସବୁ ଜିଲ୍ଲାରେ ସଂକ୍ରମଣ ନାହିଁ । ଏହାକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର…

ବିଜାପୁରରେ ତାତିଲେ ମାଓବାଦୀ, ୭ଟି ଟ୍ରାକ୍ଟର ଜାଳିଦେଲେ

ମାଲକାନଗିରି : ମାଲକାନଗିରି ସୀମାନ୍ତ ବିଜାପୁରରେ ମାଓ ହିଂସା । ପୋଲିସ କ୍ୟାମ୍ପ ଉପରେ ଆକ୍ରମଣ ସହ ବିଜାପୁର ଜିଲ୍ଲା ବାରସୁରା ଗାଁ ନିକଟରେ ୭ ଟ୍ରାକ୍ଟରରେ ନିଆଁ ଲଗାଇ ପୋଡି ଦେଇଛନ୍ତି ମାଓବାଦୀ । ସୂଚନାଅନୁସାରେ ବିଜାପୁର ଜିଲ୍ଲା ବାରସୁରା ଗାଁ ନିକଟରେ ରାସ୍ତା ନିର୍ମାଣ କାମ ଚାଲିଥିଲା…

ବଲିଉଡରେ ଡେବ୍ୟୁ କରିବେ ସୁହାନା ଖାନ୍ ,ଖୁସି କପୁର ଓ ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ,ଫିଲ୍ମ ‘ଦ…

ମୁୁମ୍ବାଇ : ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ । ବଲିଉଡରେ ଡେବ୍ୟୁ କରିବା ପାଇଁ ପ୍ରସ୍ତୁତ ହୋଇଗଲେଣି ଶାହାରୁଖ ଖାନଙ୍କ ଝିଅ ଶୁହାନା ଖାନ୍, ଓ ଶ୍ରୀଦେବୀଙ୍କ ଝିଅ ଖୁସି କପୁର ଓ ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦା । ଏନେଇ ପ୍ରଡ୍ୟୁସର ରିମା  ସୋସିଆଲ ମିଡିଆରେ ଜଣାଇଛନ୍ତି ।…

ଭିଜିଲାନ୍ସ ପଞ୍ଝାରେ ଆରଆଇ, ୯ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ

ସମ୍ବଲପୁର : ଭିଜିଲାନ୍ସ ଜାଲରେ ଆରଆଇ । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ସମ୍ବଲପୁର ଜମନକିରା ଆରଆଇ ମନୋଜ ମହାନନ୍ଦ । ସେ ଜମି ବିଭାଜନ କାମ ପାଇଁ ୯ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଭିଜିଲାନ୍ସ ବିଭାଗ ତାଙ୍କ ଠାରୁ ଲାଞ୍ଚ ଟଙ୍କା…

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସି ଯାଇଥିବା ବଂଶୀଧରଙ୍କ ମୃତଦେହ ଚନ୍ଦ୍ରଭାଗା ନିକଟରୁ ମିଳିଲା

ପୁରୀ : ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଯିବା ଘଟଣା । ବାଲେଶ୍ୱର ସଚିନ ଗାଁର ବଂଶୀଧର ବେହେରାଙ୍କ ମିଳିଲା ମୃତଦେହ । ଗତକାଲି ରାତିରେ ପୋଲିସ ଚନ୍ଦ୍ରଭାଗା ବେଲେଶ୍ୱର ମନ୍ଦିର କଇଁଛ ଘର ନିକଟସ୍ଥ ସମୁଦ୍ରକୂଳରୁ ତାଙ୍କ ଶବକୁ ଜବତ କରିଛି । ଏ ନେଇ ମେରାଇନ ଥାନା ପୋଲିସ ଏକ ଅପମୃତ୍ୟୁ…

ଲଖିମପୁର ଖେରୀ ମାମଲା: ଆଶୀଷଙ୍କ ଜାମିନ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ଲକ୍ଷ୍ନୌ: ଲଖିମପୁର ଖେରୀ ମାମଲାରେ ଅଡୁଆରେ ପଡିଛନ୍ତି କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶୀଷ । ମାନ୍ୟବର ସୁପ୍ରିମକୋର୍ଟ ଆଜି ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି । ସପ୍ତାହକ ମଧ୍ୟରେ ଆତ୍ମସମର୍ପଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଫେବୃୟାରୀ ୧୦ରେ ଆଶୀଷଙ୍କୁ…

ବରଗଡ ଥାନାରେ ହାଜତ ମୃତ୍ୟୁ ଅଭିଯୋଗ, ମୃତକ କପିଳପ୍ରସାଦ ଅଞ୍ଚଳର ଦେବେନ୍ଦ୍ର ଚୌଧୁରୀ

ଭୁବନେଶ୍ୱର : ଭୁବନେଶ୍ୱର ବରଗଡ ଥାନାରେ ହାଜତ ମୃତ୍ୟୁ ଅଭିଯୋଗ । ମୃତକ ଜଣକ ହେଉଛନ୍ତି କପିଳପ୍ରସାଦ ଅଞ୍ଚଳର ଦେବେନ୍ଦ୍ର ଚୌଧୁରୀ । ଦେବେନ୍ଦ୍ର ରସୁଲଗଡରୁ ଘରକୁ ଫେରୁଥିବା ସମୟରେ ପୋଲିସ ତାଙ୍କୁ ଉଠାଇନେଇଥିଲା । ଥାନା ହାଜତରେ ସେ ଗୁରୁତର ହୋଇପଡିଥିଲେ । ସେଠାରୁ ତାଙ୍କୁ ହସ୍ପିଟାଲରେ…

‘ଅଭିଯୁକ୍ତ କିମ୍ବା ଅପରାଧୀଙ୍କ ସମ୍ପତ୍ତି ଉପରେ ବୁଲଡଜୋର ନବୁଲୁ’

ନୂଆଦିଲ୍ଲୀ: ହିଂସା ଭଳି ଅପରାଧିକ ମାମଲାରେ ଜଡିତ ଥିବା କିମ୍ବା ସନ୍ଦେହରେ ଥିବା ବ୍ୟକ୍ତିଙ୍କ ଘର କିମ୍ବା ସମ୍ପତ୍ତି ଉପରେ ବୁଲଡୋଜର ନବୁଲୁ। ଏପରି ଅପରେସନ ବିରୋଧରେ ଜାମିଆତ ଉଲାମା-ଇ-ହିନ୍ଦ ସୁପ୍ରିମକୋର୍ଟରେ ଏକ ଆବେଦନ କରିଛି। ଏହି ଆବେଦନରେ ବୁଲଡୋଜରର ବ୍ୟବହାର ଅପରାଧ ରୋକିବା…

୫ ପ୍ରତିଶତ ଟିକସ ସ୍ଲାବରେ ହୋଇପାରେ ପରିବର୍ତନ

ନୂଆଦିଲ୍ଲୀ : ଆସନ୍ତା ମାସରେ ବସିବ ଜିଏସଟି ପରିଷଦ ବୈଠକ।  ଏହି ବୈଠକରେ ୫ ପ୍ରତିଶତ ଟିକସ ସ୍ଲାବରେ ପରିବର୍ତନ ହୋଇପାରେ । କିଛି ସାମଗ୍ରୀକୁ ୫ ପ୍ରତିଶତରୁ ୩ ପ୍ରତିଶତ ସ୍ଲାବକୁ କମାଯାଇପାରେ ଏବଂ ଆଉ କିଛି ୮ ପ୍ରତିଶତକୁ ବଢାଯାଇପାରେ ।  ବିଶେଷଜ୍ଞଙ୍କ ମତରେ ଅଧିକାଂଶ ରାଜ୍ୟ ୫ ପ୍ରତିଶତ…