Latest Odisha News

BREAKING NEWS

Browsing Category

ଫିଚର

ଦୃଷ୍ଟିହୀନଙ୍କ ପାଇଁ ଦେଶର ପ୍ରଥମ ଡିଜିଟାଲ ରେଡିଓ ‘ଅକ୍ଷ’

ଭୁବନେଶ୍ୱର: ଦୃଷ୍ଟିହୀନଙ୍କ ନିକଟରେ ସବୁ ବେଳେ ବ୍ରେଲି ଏବଂ ଅଡିଓବୁକ୍ ମିଳୁନି । ଯାହା ସେମାନଙ୍କ ପାଠ ପଢ଼ାରେ ବାଧକ ବନୁଛି । ବର୍ତ୍ତମାନ ସମୟରେ ସେମାନଙ୍କ ପାଇଁ ପାଠ ପଢ଼ିବାର ଦୁଇଟି ହିଁ ମାଧ୍ୟମ ଥିଲା । କୋଭିଡ ସମୟରେ ବ୍ରେଲି ଓ ଅଡିଓ ବୁକ୍ ର ଉପଲବ୍ଧତା କମିଯିବାରୁ ଦୃଷ୍ଟିହୀନଙ୍କ ପାଇଁ…

ଶ୍ରୀଲଙ୍କାକୁ ଆଉ ଚାରି ମାସ ଯାଏଁ ଆର୍ଥିକ ସାହାଯ୍ୟ କରିବ ଭାରତ

ଭୁବନେଶ୍ୱର: ସୋମବାର ଇଣ୍ଟରନାଶନାଲ ମନିଟାରୀ ଫଣ୍ଡ ସହ କଥା ହେବ ଶ୍ରୀଲଙ୍କା । ଦେଶରେ ଚାଲୁଥିବା ଆର୍ଥିକ ସଂକଟ ସକାଶେ ଆର୍ଥିକ ସାହାଯ୍ୟ ପାଇଁ ଆଲୋଚନା କରିବ । ଆଲୋଚନା ସଫଳ ହେଲେ ପାଖାପାଖି ଚାରି ମାସ ସମୟ ଲାଗିବ ଅର୍ଥ ମିଳିବାକୁ । ସେ ପର୍ଯ୍ୟନ୍ତ ଭାରତକୁ ଆର୍ଥିକ ସାହାଯ୍ୟ ମାଗିଛି…

ପାକିସ୍ତାନକୁ ଧମକ ଦେଇ ଆଫଗାନିସ୍ତାନ କହିଲା ଆମ ଧୈର୍ଯ୍ୟ ସହ ଖେଳନି

କାବୁଲ: ପାକିସ୍ତାନକୁ ଆଜି ଆଫଗାନିସ୍ତାନ ତାଗିଦ କରି କହିଛି, ଆମ ଧୈର୍ଯ୍ୟ ପରୀକ୍ଷା କର ନାହିଁ । ସମସ୍ତ ପରିସ୍ଥ୍‌ିତିକୁ ସାମ୍ନା କରିବା ଦକ୍ଷତା ଆଫଗାନିସ୍ତାନର ରହିଛି ବୋଲି ଏହାର ସଂସ୍କୃତି ମନ୍ତ୍ରୀ ଜୁବିଉଲ ମୁଜାହିଦ କହିଛନ୍ତି । ଆଫଗାନିସ୍ତାନ ସୀମା ମଧ୍ୟରେ ପାକିସ୍ତାନ ଏୟାର…

କୋଭିଡ ମୃତ୍ୟୁ ଗଣିବାକୁ WHO କୁ ରୋକୁଛି ଭାରତ; ୫ ଲକ୍ଷ ନୁହେଁ ୪୦ ଲକ୍ଷ ମୃତ୍ୟୁ ହୋଇଛି

ଭୁବନେଶ୍ୱର: ଦେଶରେ କରୋନା ସଂକ୍ରମଣରେ ୫ ଲକ୍ଷ ନୁହେଁ ବରଂ ୪୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ୱିଟରରେ ଏହି ତଥ୍ୟ ଲେଖିଛନ୍ତି । ନ୍ୟୁୟର୍କ ଟାଇମ୍ସର ଏକ ନ୍ୟୁଜ ର ସ୍କ୍ରିନସଟ୍ ଟ୍ୱିଟ୍ କରି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି ।…

ଦୁଇ ସପ୍ତାହରେ ତିନି ହିଂସାକାଣ୍ଡ; ସଂଖ୍ୟାଲଘୁ ମନ୍ତ୍ରୀ ମୁଖତାର କହୁଛନ୍ତି ଦେଶରେ ବଢୁନି ଅସହିଷ୍ଣୁତା

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଅବ୍ୱାସ ନକଭୀ କହିଛନ୍ତି ‘ଦେଶରେ କିଏ କଣ ଖାଇବ, ତାହା ସ୍ଥିର କରିବା ସରକାରଙ୍କ କାମ ନୁହେଁ’ । ‘କିଛି ଅଳିଆ ଅଛନ୍ତି, ଯାହାଙ୍କୁ ଦେଶରେ ଶାନ୍ତି ହଜମ ହଉନି । ଭାରତର ସଂହତି ଏବଂ ସଂସ୍କୃତି ନଷ୍ଟ କରିବାକୁ…

[ଦେଖନ୍ତୁ ଭିଡିଓ] ଓଡ଼ିଆ ମାନଙ୍କର ଗର୍ବ ଗୌରବ : ଝଡ଼ର ଇଗଲ ତଥା ମହାନ ଜନନାୟକଙ୍କ ସ୍ମୃତିରେ . . .

ଭୁବନେଶ୍ୱର : ବିଜୟାନନ୍ଦ ପଟ୍ଟନାୟକ ବନାମ ବିଜୁ ପଟ୍ଟନାୟକ।  ବିଜୁ ପଟ୍ଟନାୟକ, ଓଡିଆମାନଙ୍କର ଗର୍ବ ଏବଂ ଗୌରବ, ଆଧୁନିକ ଓଡିଶାର କିମ୍ବଦନ୍ତୀ ନେତା ତଥା ସ୍ଥପତି, ସେ ନିଜକୁ ଭୂମିପୁତ୍ର ଭାବରେ ପ୍ରମାଣିତ କରିଛନ୍ତି ତାଙ୍କର ଅଭିନବ, ସାହସ ଏବଂ କ୍ରାନ୍ତିକାରୀ ପଦକ୍ଷେପ ମାଧ୍ୟମରେ | ଏହି…

ପଶ୍ଚିମବଙ୍ଗରେ ପୁଣି ଲଜ୍ୟା, ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଆଣିଲେ ନାବାଳିକାଙ୍କ ପରିବାର ଲୋକେ

କୋଲକାତା: ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବାର କିଛି ଦିନ ପରେ ପୁଣି ଜଣେ ନାବାଳିକା ନିଜ ସମ୍ପର୍କୀୟଙ୍କ ଘରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ଝିଅର ବାପା।…

କେନ୍ଦ୍ରୀୟ ବିଦ୍ୟାଳୟରେ ସାଂସଦଙ୍କ କୋଟା ରହିବ ନା ହଟିବ ? କିଏ କହୁଛି କ’ଣ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଏବେ କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖାଇବାକୁ ହେଲେ ସ୍ଥାନୀୟ ସାଂସଦଙ୍କ କୋଟା ରହିବ କି ନାହିଁ ? କାରଣ କେନ୍ଦ୍ର ସରକାର ଏବେ ଏପରି ଆଡମିଶନ ଉପରେ ସ୍ଥଗିତା ଦେଶ ଲଗାଇଛନ୍ତି। ତେଣୁ ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ଭିନ୍ନ ଭିନ୍ନ କଥା କହିଛନ୍ତି । ଏହା…

ଦିଲ୍ଲୀରେ ହନୁମାନ ଜୟନ୍ତୀ ବେଳେ ହିଂସା, ତଦନ୍ତ କରିବ ୧୦ ଜଣିଆ ଟିମ୍

ନୂଆଦିଲ୍ଲୀ: ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ଥିବା କୁଶଲ ସିନେମା ନିକଟରେ ଶନିବାର ସନ୍ଧ୍ୟାରେ ହନୁମାନ ଜୟନ୍ତୀ ଅବସରରେ ଶୋଭାଯାତ୍ରା ହୋଇଥିଲା। ଏହି ସମୟରେ ଶୋଭାଯାତ୍ରା ଉପରେ ପଥର ମାଡ଼ ହୋଇଥିଲା। ପଥର ଫିଙ୍ଗିବା ପରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିଲେ। ଏହାପରେ ଅନେକ ଯାନବାହନ…

ୟୁକ୍ରେନର ଆଠ ସହର ଉପରେ ରୁଷର ଏୟାର ଷ୍ଟ୍ରାଇକ୍

କିଭ୍: ଗତ ୨୪ ଘଣ୍ଟା ମଧ୍ୟରେ ରୁଷ ୟୁକ୍ରେନର ରାଜଧାନୀ କିଭ ସମେତ ଆଠଟି ସହରରେ ଏୟାର ଷ୍ଟ୍ରାଇକ୍ କରିଛି। ଏହି ଆକ୍ରମଣରେ ଅନେକ ୟୁକ୍ରେନ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଥିବା ୟୁକ୍ରେନ ଦାବି କରିଛି। ରୁଷ ଏୟାର ଷ୍ଟ୍ରାଇକ ଜରିଆରେ ୟୁକ୍ରେନବାସୀ ରହୁଥିବା ସ୍ଥାନ…