Latest Odisha News

BREAKING NEWS

Browsing Category

ଫିଚର

ଭାରତ ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ, ପୂର୍ବରୁ ଏହି କାରଣ ପାଇଁ ଗସ୍ତ ବାତିଲ ହୋଇଥିଲା

ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ଚଳିତ ମାସରେ ଭାରତ ଗସ୍ତ ଆସିବେ। ଦୁଇ ଦିନିଆ ଗସ୍ତରେ ଆସିବେ ବୋଲି ସୂଚନା ରହିଛି । ଏପ୍ରିଲ 21ରେ ସେ ଭାରତ ପହଞ୍ଚିବେ ବୋଲି ଜଣାପଡିଛି । ବୋରିଶ ଜନସନଙ୍କ ଏହି ଗସ୍ତ ସେହି ସମୟରେ ରହିଛି ଯେଉଁ ସମୟରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ…

ଆଫଗାନିସ୍ତାନ୍ ଉପରେ ପାକିସ୍ତାନର ଆକ୍ରମଣ, ୩୩ ମୃତ ଏକାଧିକ ଗୁରୁତର

ଭୁବନେଶ୍ୱର: ୟୁକ୍ରେନ୍ ଉପରେ ଋଷିଆର ଆକ୍ରମଣ ନେଇ ସାରା ବିଶ୍ୱରେ ହଟଚମଟ ସୃଷ୍ଟି ହୋଇଛି । ଏତିକିବେଳେ ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ ଘଟଣା ଅନେକଙ୍କୁ ଚକିତ କରିଛି । ଏହି ଆକ୍ରମଣରେ ଅନେକ ଆଫଗାନ ବାସିନ୍ଦା ନିହତ ଓ ଆହତ ହୋଇଥିବା ସୂଚନା ରହିଛି । ଗତ ଶୁକ୍ରବାର…

ମାନସ ସ୍ୱାଇଁ ହତ୍ୟା ଘଟଣା: ଭଦ୍ରକ ଜେଲରେ ୨ ଅଭିଯୁକ୍ତଙ୍କୁ ୭ ଘଣ୍ଟା ଜେରା କଲା କ୍ରାଇମବ୍ରାଞ୍ଚ୍ ଟିମ୍

ଭଦ୍ରକ  : ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା । ଆଜି ୩ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ୭ ଘଣ୍ଟା ଧରି ଦୁଇ ଜଣଅଭିଯୁକ୍ତଙ୍କୁ ଜେରା କରିଛି । ଦିନ ୧୧ଟାରେ ଭଦ୍ରକ ସ୍ୱତନ୍ତ୍ର ପକାରାଗାରରେ ପହଁଞ୍ଚିଥିଲା କ୍ରାଇମବ୍ରାଞ୍ଚ୍ ଟିମ୍ । ତା ପରେ ବିବେକ ନାୟକ ଓ ଭାଗ୍ୟଧର…

ବିବାହରେ ସ୍ୱର୍ଗତ ରିଷି କପୁରଙ୍କ ଘଣ୍ଟା ପିନ୍ଧିଥିଲେ ରଣବୀର କପୁର

ମୁମ୍ବାଇ : ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡର ଚର୍ଚ୍ଚିତ ଯୋଡି ରଣବୀର କପୁର ଓ ଆଲିଆ ଭଟ୍ଟ । ବିଳାଶପୂର୍ଣ୍ଣ ନୁହେଁ ବରଂ କମ୍ ଅତିଥିରେ ରଣବୀରଙ୍କ ବାସ ଭବନ ବାସ୍ତୁରେ ରଣବୀର ଓ ଆଲିଆଙ୍କ ବିବାହ ସମ୍ପନ୍ନ ହୋଇଛି । ହେଲେ ସବୁଠୁ ବଡ କଥା ହେଉଛି ରଣବୀର କପୁର ନିଜ ବିବାହରେ ବାପା…

ଚକୋଲେଟ୍ କିଣିବାକୁ ଆସି ଭାରତରେ ବନ୍ଧାହେଲା ବଙ୍ଗଳାଦେଶୀ

ଭୁବନେଶ୍ୱର: ଚକୋଲେଟ୍ ମୋହରେ ଭାରତୀୟ ସୀମାରେ ପ୍ରବେଶ କରିଥିଲା ବଙ୍ଗଳାଦେଶୀ ଯୁବକ । ପାଖରେ ନଥିଲା ସରକାରୀ ଦସ୍ତାବିଜ୍ । ଆବଶ୍ୟକ ମନେ କରୁନଥିଲା ପ୍ରମାଣ କି ଅନୁମତି ପତ୍ର । ଶେଷରେ ଏହି ଖାମ ଖିଆଲ୍ ମନୋଭାବ ହିଁ ସେହି ବଙ୍ଗଳାଦେଶୀ ଯୁବକକୁ ଭାରତରେ ଧରାପକାଇଛି । ବଙ୍ଗଳାଦେଶର ଶାଲଦା…

୩ ଘଣ୍ଟା ଭିତରେ କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ହୋଇପାରେ ପ୍ରବଳ ବର୍ଷା

ଭୁବନେଶ୍ୱର : ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା  ହୋଇପାରେ । ଗରମରୁ ମିଳିବ ଆଶ୍ୱସ୍ତି । କିଛି ସମୟ ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଥଣ୍ଡା ପବନ ଘଡଘଡି ସହ ବର୍ଷା ହେବ । ଏନେଇ  ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଗାମୀ ୩ ଘଣ୍ଟା ମଧ୍ୟରେ…

ଲିିଙ୍ଗିପୁର ଏସବିଆଇ ଏଟିଏମ୍ ଲୁଟ ଘଟଣାରେ ବଙ୍ଗଳାଦେଶ ଲିଙ୍କ୍, ୨ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ଭୁବନେଶ୍ୱର ନିକଟସ୍ଥ ଶିଶୁପାଳଗଡ ଲିଙ୍ଗିପୁର ଏଟିଏମ୍ ଲୁଟ ଘଟଣାରେ ପର୍ଦ୍ଦାଫାସ ।ଏହି ଲୁଟ ଘଟଣାରେ ବଙ୍ଗଳାଦେଶ ଲିଙ୍କ ଥିବା ସନ୍ଦେହ କରାଯାଉଛି । ଦୁଇ ଜଣ ଲୁଟେରାଙ୍କୁ ଧରିଛି କମିଶନରେଟ ପୋଲିସ ସ୍ପେଶାଲ ସ୍କାର୍ଡ ।ଅଭିଯୁକ୍ତ ଦୁଇ ଜଣ ହେଉଛନ୍ତି ବାଲାଂଦେଶର ଖୋକନ ମୁଲ୍ଲା ଏବଂ…

ପଣ୍ୟବାହୀ ଜାହାଜରେ ଥିଲା ୭୫୦ ଟନ୍ ଡିଜେଲ୍‌, ମଝି ସମୁଦ୍ରରେ ବୁଡିଗଲା

ଭୁବନେଶ୍ୱର: ପରିବେଶ ବିପର୍ଯ୍ୟର ଜ୍ୱଳନ୍ତ ଉଦାହରଣ । ଏକ ପଣ୍ୟବାହୀ ଜାହାଜରେ ରପ୍ତାନୀ ହେଉଥିଲା ୭୫୦ ଟନ୍ ଡିଜେଲ୍ । ହେଲେ ଆଜି ମଝି ସମୁଦ୍ରରେ ଜାହାଜଟି ବୁଡିଯିବା ପରେ ପରିବେଶବିତ୍ ଚିନ୍ତାରେ ପଡିଛନ୍ତି । ଜେଲୋ ନାମକ ଏକ ଜାହାଜ ଡିଜେଲ୍ ଧରି ଇଜିପ୍ଟରୁ ମାଲଟା ଅଭିମୁଖେ ବାହାରିଥିଲା ।…

ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଲା ‘’କେଜିଏଫ୍‌ ୨”, ଦୁଇ ଦିନରେ ୧୦୦ କୋଟି କଲେକ୍ସନ

ମୁମ୍ବାଇ : ବକ୍ସ ଅଫିସରେ ଏବେ ଧମାଲ କରୁଛି 'କେଜିଏଫ୍ -୨' ଫିଲ୍ମ । ରିଲିଜି ହେବା ଦିନଠାରୁ ବଲିଉଡ ଓ ସାଉଥର ବଡ ବଡ ମୁଭିକୁ ପଛରେ ପକାଇ ସାରଲାଣି 'କେଜିଏଫ୍ ୨' । ୟଶରାଜଙ୍କ ଫିଲ୍ମ 'କେଜିଏଫ୨' ପ୍ରଥମ ଦିନରେ ୫୪ କୋଟି ଟଙ୍କା ବ୍ୟବସାୟ କରିଥିବା ବେଳ ଦ୍ୱିତୀୟ ଦିନରେ ବି କମାଲ କରୁଛି…

ଆଜି ଆକାଶରେ ଚମକିବ ଗୋଲାପି ଜହ୍ନ

ଭୁବନେଶ୍ୱର : ଆଜି ପୂର୍ଣ୍ଣିମାରେ ଆକାଶରେ ଦେଖାଦେବ ଗୋଲାପି ଜହ୍ନ । ଗୋଲାପି ଜହ୍ନ ରାତିରେ ଆକାଶରେ ଚମକି ଉଠିବ ।ଏହି ଗୋଲାପି ଜହ୍ନ ଖବର ଏବେ ସୋସିଆଲ ମିଡିଆରେ ପ୍ରବଳ ପ୍ରଚାରିତ ହେଉଛି । ସେପଟେ ଚର୍ଚ୍ଚା ହେଉଛି ପୂର୍ଣ୍ଣିମାରେ ଗୋଲାପି ଜହ୍ନ ଦେଖାଦେବା କଥାଟି କେତେ ସତ । ଆଜି ରାତିରେ…