Latest Odisha News

BREAKING NEWS

Browsing Category

ଫିଚର

”ଦ କଶ୍ମୀର ଫାଇଲ୍ସ” ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ବଡ ଘୋଷଣା , ଖୁବ୍ ଶୀଘ୍ର ”ଦିଲ୍ଲୀ…

ଦିଲ୍ଲୀ : 'ଦ କଶ୍ମୀର ଫାଇଲ୍ସ' ସକସେସ୍ ପରେ ଏବେ ମୁଭି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏକ ବଡ ଘୋଷଣା କରିଛନ୍ତି । ସେ ତାଙ୍କ ଟ୍ୱିଟରରେ ତାଙ୍କ ଅପକମିଂ ଫିଲ୍ମରେ ପ୍ଲାନ ବିଷୟରେ କିଛି କଥା ସେୟାର କରିଛନ୍ତି । ଏବେ ''ଦିଲ୍ଲୀ ଫାଇଲ୍ସ'' ପାଇଁ ବ୍ୟସ୍ତ ଅଛନ୍ତି ବିବେକ ଅଗ୍ନିହୋତ୍ରୀ ।…

ଇଲନ ମସ୍କଙ୍କ ଟ୍ୱିଟର କିଣିବା ପ୍ରସ୍ତାବ ଅଗ୍ରାହ୍ୟ; ମନା କଲେ ସାଉଦି ପ୍ରିନ୍ସ

ଭୁବନେଶ୍ୱର: ବିଶ୍ୱର ପ୍ରଥମ ଧନୀ ତଥା ଟେସଲା ମୁଖ୍ୟ ଇଲନ ମସ୍କ ମାଇକ୍ରୋ ବ୍ଲଗିଂ ସାଇଟ୍ ‘ଟ୍ୱିଟର’ କିଣିବା ପାଇଁ ପ୍ରସ୍ତାବ ଦେବା ପରେ ପରେ କମ୍ପାନୀର ଏକ ବଡ଼ ନିବେଶକ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ସାଉଦି ଆରବ ପ୍ରିନ୍ସ ଅଲୱଲିଦ ବିନ୍ ତଲାଲ ଗୁରୁବାର ଟ୍ୱିଟ୍ କରି ଅଗ୍ରାହ୍ୟ…

ମୋବାଇଲ ଗେମ୍ ସାଜିଲା କାଳ, ସାଙ୍ଗକୁ ହତ୍ୟା କରି ଫିଙ୍ଗି ଦେଲେ ସାଙ୍ଗମାନେ

କୋରାପୁଟ : ମୋବାଇଲ ଗେମ୍ ନେଲା ଜୀବନ । ଛାତ୍ରଙ୍କୁ ହତ୍ୟା କରି ଜଳ ଭଣ୍ଡାରରେ ଫିଙ୍ଗିଦେଲେ ସାଙ୍ଗମାନେ । କୋରାପୁଟ ଟାଉନ ଥାନା ମସପୁଟି ଅଞ୍ଚଳରେ ଏପରି ଜଘଣ୍ୟ ଘଟଣା ଘଟିଛି । ସୂଚନାଅନୁସାରେ ସାଙ୍ଗମେଳରେ ଫ୍ରି ଫାୟାର ମୋବାଇଲ ଗେମ୍ ଖେଳୁଥିବା ବେଳେ । କୋରାପୁଟ ଟାଉନ ଥାନା ଆଞ୍ଚଳର…

ଗଞ୍ଜାମରେ ମୃଦୁ ଭୂମିକମ୍ପ ଝଟକା ଅନୁଭୂତ

ଗଞ୍ଜାମ : ଗଞ୍ଜାମରେ ମୃଦୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଶୁକ୍ରବାର ଦିନ ୧୧ଟା ବାଜି ୧୯ ମିନିଟରେ ଗଞ୍ଜମରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରେକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୩.୫ ରହିଛି । ଏନେଇ ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ସୂଚନା ମିଳିଛି । ନୟାଗଡରେ…

ଭୂମିକମ୍ପ ଝଟକାରେ ଥରିଲା ନୟାଗଡ , ଲୋକେ ଛାନିଆ

ନୟାଗଡ : ଭୂମିକମ୍ପ ଝଟକାରେ ଥରିଲା ନୟାଗଡ । ଛାନିଆ ହୋଇଗଲେ ଲୋକମାନେ । ନୟାଗଡ ଜିଲ୍ଲା ଦଶପଲ୍ଲା ଓ ସହରର ଆଖପାଖ ଅଞ୍ଚଳରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଫଳରେ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇପଡିଛନ୍ତି । ଶୁକ୍ରବାର ସକାଳ ୧୧.୨୦ରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ତେବେ ଭୂମିକମ୍ପର…

ଜିତନରାମ ମାଂଝୀ କହିଲେ ଶ୍ରୀରାମ ଭଗବାନ ନୁହନ୍ତି

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଂଝୀ ପୁଣି ଭଗବାନ ଶ୍ରୀରାମଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି ରାମ ଭଗବାନ ନୁହନ୍ତି । ତୁଳସୀଦାସଙ୍କ ଓ ବାଲ୍ମିକୀ ରାମାୟଣୀ ଏକ ପାତ୍ର ଅଟନ୍ତି ଜମୁଇରେ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ…

ରାଜ୍ୟରେ ସୋନପୁର ସବୁଠାରୁ ଉତ୍ତପ୍ତ ସହର, ତାପମାତ୍ରା ୪୪ ଡିଗ୍ରୀ ଛୁଇଁଲା

ସୋନପୁର : ତାତିରେ ଜଳୁଛି ସାରା ଓଡିଶା । ହେଲେ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ସୋନପୁର । ଗତ କିଛି ଦିନ ହେଲା ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳ ଗରମ ଅନୁଭୂତ ହେଉଛି । ଦିନବେଳେ ତାପମାତ୍ରା ୪୪ଡିଗ୍ରୀ ଉପରକୁ ଯାଇଥିବା ବେଳେ ରାତିରେ ତାପମାତ୍ରା ୩୨ଡିଗ୍ରୀ ତଳକୁ ଖସୁନାହିଁ । ପ୍ରବଳ…

ଚିଲିକା ଗସ୍ତରେ ମନ୍ତ୍ରୀ, ବିଧାୟକ ଓ ବାଚସ୍ପତି, ମା’କାଳୀଜାଇଙ୍କୁ ଦର୍ଶନ ସହ ନୌସେନାର ସମରାଭ୍ୟାସରେ ଯୋଗଦେବେ

ଭୁବନେଶ୍ୱର : ଚିଲିକା ଗସ୍ତରେ  ସମସ୍ତ ମନ୍ତ୍ରୀ ବିଧାୟକ ଓ ବାଚସ୍ପତି । ଓଟିଡିସି ପକ୍ଷରୁ ୪ ଟି ସ୍ୱତନ୍ତ୍ର ବସରେ ବିଧାନସଭାରୁ ଚିଲିକା ଗସ୍ତ କରିଛନ୍ତି ସମସ୍ତେ । ମା କାଳୀଜାଇଙ୍କୁ ଦର୍ଶନ କରିବେ ମନ୍ତ୍ରୀ ଓ ବିଧାୟକମାନେ । ନାଭାଲ ବେସରୁ ସିଡିଏ ଏବଂ ଓଟିଡିସି ବୋଟ ସାହାର୍ଯ୍ୟ ରେ ମା…

ଦେଶରେ ଉପର ତଳ ହେଉଛି କୋଭିଡ ଗ୍ରାଫ୍ , ୨୪ ଘଣ୍ଟାରେ ୯୪୯ ସଂକ୍ରମିତ,୬ ମୃତ

ଦିଲ୍ଲୀ : ଦେଶରେ କରୋନା ଭାଇରସ୍ ସଂକ୍ରମଣ ଉପର ମୁହାଁ ହେବାରେ ଲାଗିଛି । କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରାଳାୟ  ରିପୋର୍ଟ ଅନୁସାରେ ଶୁକ୍ରବାର ସକାଳ ୮ ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ ୯୪୯ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ୬ ଜଣଙ୍କର ମୃତ୍ୟୁ ହୋଇଯାଇଛି ବୋଲି ରିପୋର୍ଟ ସାମ୍ନାକୁ ଆସିଛି । ଦେଶରେ…

ଜାମଶେଦପୁରରେ ନିବେଶକଙ୍କୁ ଓଡି଼ଶା ନିମନ୍ତ୍ରଣ, ରାଜ୍ୟରେ ପର୍ଯ୍ୟାପ୍ତ ସୁଯୋଗ

ଭୁବନେଶ୍ୱର: ଦେଶର ଏକ ଅଗ୍ରଣୀ ଶିଳ୍ପଖଣ୍ଡ ହେବାର ନିରନ୍ତର ପ୍ରୟାସରେ ଓଡ଼ିଶା ସରକାର ଏବଂ କନଫେଡେରେସନ ଅଫ୍ ଇଣ୍ଡିଆନ ଇଣ୍ଡଷ୍ଟ୍ରି(ସିଆଇଆଇ) ସହ ଏକ ମିଳିତ ନିବେଶକ ବୈଠକ ଆୟୋଜିତ ହୋଇଯାଇଛି। ଏପ୍ରିଲ ୧୩ ଏବଂ ୧୪ରେ ଜାମଶେଦପୁର ଠାରେ ଦୁଇ ଦିନିଆକାର୍ଯ୍ୟକ୍ରମରେ ଝାଡ଼ଖଣ୍ଡର ୧୨୦ରୁ ଅଧିକ…